୧୪ଦେଶ ସହ ପାକିସ୍ତାନର ସମରାଭ୍ୟାସ
ଇସଲାମବାଦ,୧୭।୧୦: ପଡୋଶୀ ଦେଶ ପାକିସ୍ତାନ ୧୪ଟି ଦେଶ ସହ ମିଶି ସମରାଭ୍ୟାସ ଆରମ୍ଭ କରିଛି। ପିଏଏଫ ଅର୍ଥାତ ପାକିସ୍ତାନ ବାୟୁସେନା ଦ୍ୱାରା ଆୟୋଜିତ ସମରାଭ୍ୟାସରେ ଚାଇନା-ସାଉଦି ଆରବ ସମେତ ୧୪ଟି ଦେଶର ବାୟୁସେନା ଅଂଶଗ୍ରହଣ କରିଛନ୍ତ। ଏହି ସମରାଭ୍ୟାସ ମାଧ୍ୟମରେ ପିଏଏଫ…
କାମରେ ଆସିଲା ସ୍ମାର୍ଟ ୱାଚ୍ ଏବଂ ମୋବାଇଲ, ହମାସ ଆକ୍ରମଣରେ ମୃତ ଝିଅକୁ କିପରି ଖୋଜିଲେ ବ୍ୟକ୍ତି ଜାଣନ୍ତୁ
ନୂଆଦିଲ୍ଲୀ,୧୭।୧୦: ଇସ୍ରାଏଲରେ ଆତର୍କିତ ଆକ୍ରମଣ କରି ହମାସ ଆତଙ୍କବାଦୀମାନେ ଅନେକ ନିରୀହ ନାଗରିକ ମାନଙ୍କୁ ହତ୍ୟା କରିଛନ୍ତି। ଏଥିରେ ଅନେକ ଇସ୍ରାଏଲଇ ଏବଂ ବିଦେଶୀ ନାଗରିକ ରହିଛନ୍ତି। ଏହି ଯୁଦ୍ଧ ମଧ୍ୟରେ ଆମେରିକାର ଜଣେ ବ୍ୟକ୍ତି ନିଜର ମୃତ ଝିଅକୁ ଖୋଜିବା…
ଇସ୍ରାଏଲ-ହମାସ ଯୁଦ୍ଧରେ ସାମିଲ ହେବ ଆମେରିକା, ପ୍ରସ୍ତୁତ ହେଲେଣି ଆମେରିକୀୟ ସୈନ୍ୟ
ଓ୍ବାଶିଂଟନ୍,୧୭।୧୦: ଇସ୍ରାଏଲ-ହମାସ ମଧ୍ୟରେ ଯୁଦ୍ଧ ଦିନକୁ ଦିନ ତୀବ୍ର ହେବାରେ ଲାଗିଛି। ତେବେ ଅନ୍ତର୍ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ଜଣେ ପ୍ରତିରକ୍ଷା ଅଧିକାରୀଙ୍କ ଅନୁଯାୟୀ, ହମାସ ବିରୋଧରେ ଇସ୍ରାଏଲକୁ ସମ୍ଭାବ୍ୟ ସହାୟତା ପାଇଁ ମଧ୍ୟ-ପୂର୍ବରେ ୨ହଜାର ଆମେରିକୀୟ ସୈନ୍ୟଙ୍କୁ ନିୟୋଜନ କରାଯାଇଛି।…
ଲେବାନନରୁ ଇସ୍ରାଏଲରେ ଅନୁପ୍ରବେଶ ଉଦ୍ୟମ ପଣ୍ଡ: ୪ ନାଗରିକଙ୍କୁ ଗୁଳି କରି ହତ୍ୟା…
ଜେରୁଜେଲମ,୧୭।୧୦: ଇସ୍ରାଏଲ ଉପରେ ହମାସର ଆକ୍ରମଣ ପରେ ଉଭୟ ପକ୍ଷ ମଧ୍ୟରେ ବିବାଦ ଜାରି ରହିଛି। ଗାଜା ଷ୍ଟ୍ରିପର ବିଭିନ୍ନ ସ୍ଥାନରୁ ଇସ୍ରାଏଲ ଉପରେ ରକେଟ ଆକ୍ରମଣ ଜାରି ରହିଥିବାବେଳେ ଇସ୍ରାଏଲ ବାୟୁସେନା ସମଗ୍ର ଅଞ୍ଚଳରେ ଏୟାର ଷ୍ଟ୍ରାଇକ ଜାରି ରଖିଛି।…
ଗାଜାରେ ନରସଂହାର ବନ୍ଦ କରୁ ଇସ୍ରାଏଲ: ନେତାନ୍ୟାହୁଙ୍କୁ ଖାମେନେଇଙ୍କ ଚେତାବନୀ…
ଜେରୁଜେଲମ, ୧୭।୧୦: ହମାସ ଆତଙ୍କବାଦୀ ଏବଂ ପାଲେଷ୍ଟାଇନର ସମର୍ଥନରେ ଛିଡା ହୋଇଥିବା ଇରାନ ମଙ୍ଗଳବାର ଇସ୍ରାଏଲକୁ ଚେତାବନୀ ଦେଇଛି। ଇରାନର ସର୍ବୋଚ୍ଚ ନେତା ଅୟତୁଲ୍ଲା ଅଲି ଖାମେନେଇ କହିଛନ୍ତି ଗାଜା ଷ୍ଟ୍ରିପରେ ପାଲେଷ୍ଟାଇନୀୟମାନଙ୍କୁ ଇସ୍ରାଏଲ ଦ୍ୱାରା ହତ୍ୟା କରାଯାଉଛି, ଯାହା ଶୀଘ୍ର…
ଗାଜାରେ ପରିସ୍ଥିତି ଭୟଙ୍କର: ଗୋଟିଏ ଶୌଚାଳୟ ବ୍ୟବହାର କରୁଛନ୍ତି ୧୦୦ ଜଣ
ଜେରୁଜେଲମ,୧୭।୧୦: ଇସ୍ରାଏଲ ଏବଂ ପାଲେଷ୍ଟାଇନ ଆତଙ୍କବାଦୀ ସଂଗଠନ ହମାସ ମଧ୍ୟରେ ଯୁଦ୍ଧ ମଙ୍ଗଳବାର ଏକାଦଶ ଦିନରେ ପ୍ରବେଶ କରିଛି। ଏବେ ଇସ୍ରାଏଲ ପକ୍ଷରୁ ଗାଜାକୁ ନିଜ ଅକ୍ତିଆରକୁ ନେବା ପାଇଁ ଚେଷ୍ଟା ଚଳାଇଛି। ପାଲେଷ୍ଟାଇନ ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ଅଧିକାରୀମାନେ ସୂଚନା ଦେଇଛନ୍ତି…
ପାକିସ୍ତାନ ସେନା, ଆତଙ୍କବାଦୀ ମୁହାଁମୁହିଁ
ଇସଲାମାବାଦ,୧୭।୧୦: ପାକିସ୍ତାନର ଖେବର ପାଖତୁନଖ୍ବା ପ୍ରଦେଶରେ ସେନା ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ହୋଇଥିବା ସଂଘର୍ଷରେ ଦୁଇ ଯବାନ ଏବଂ ଦୁଇ ଆତଙ୍କବାଦୀ ନିହତ ହୋଇଥିଲେ। ସୋମବାର ଉତ୍ତର ଏବଂ ଦକ୍ଷିଣ ୱାଜିରିସ୍ତାନ ଜିଲାରେ ଏହି ଘଟଣା ଘଟିଛି। ପ୍ରଥମ ମୁହାଁମୁହିଁ ଦକ୍ଷିଣ…
ଭିଏତନାମରେ ଉଦଘାଟନ ହେଲା ଜାତିର ପିତା ମାହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି
ହାନୋଇ,୧୭।୧୦: ବର୍ହିବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ଭିଏତନାମର ହୋ ଚି ମିନହରେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ଉଦଘାଟନ ସମାରୋହରେ ସାମିଲ ହୋଇଛନ୍ତି।ଏହି କାର୍ଯ୍ୟକ୍ରମରେ ସମ୍ବୋଧିତ କରି ଜୟଶଙ୍କର କହିଛନ୍ତି, ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିର ଉଦଘାଟନ ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମ।…
ଆମକୁ ଶୀଘ୍ର ଏହି ନର୍କରୁ ବାହାର କର
ଜେରୁଜେଲମ,୧୭।୧୦: ଇସ୍ରାଏଲ ଏବଂ ପାଲେଷ୍ଟାଇନ ମଧ୍ୟରେ ନିରନ୍ତର ଯୁଦ୍ଧ ଚାଲିଛି। ଉଭୟ ପକ୍ଷରୁ ଏହି ଯୁଦ୍ଧରେ ଏ ପର୍ଯ୍ୟନ୍ତ ହଜାର ହଜାର ଲୋକ ପ୍ରାଣ ହରାଇଛନ୍ତି। ପାଲେଷ୍ଟାଇନ ଶରଣାର୍ଥୀମାନଙ୍କ ପାଇଁ ମିଳିତ ଜାତିସଂଘ ଏଜେନ୍ସି ସହିତ କାର୍ଯ୍ୟ କରୁଥିବା ୧୩,୦୦୦ କର୍ମଚାରୀ…
ଆମେରିକା, ରୁଷିଆ, ଜର୍ମାନୀ ଭଳି ଦେଶରେ ସମଲିଙ୍ଗୀ ବିବାହର ନିୟମ କ’ଣ ରହିଛି ଜାଣନ୍ତୁ…
ନୂଆଦିଲ୍ଲୀ,୧୭।୧୦: ସୁପ୍ରିମକୋର୍ଟର ୫ଜଣ ବିଚାରପତିଙ୍କ ଏକ ବେଞ୍ଚ ମଙ୍ଗଳବାର ସମଲିଙ୍ଗୀ ବିବାହ ଉପରେ ରାୟ ଦେବାକୁ ଯାଉଛନ୍ତି। ଯଦି ଏହି ନିଷ୍ପତ୍ତି ଆବେଦନକାରୀଙ୍କ ସପକ୍ଷରେ ଆସେ, ତେବେ ଭାରତରେ ପୁରୁଷ-ପୁରୁଷ ଏବଂ ମହିଳା-ମହିଳା କିମ୍ବା ଟ୍ରାନ୍ସଜେଣ୍ଡର ଲୋକ ପରସ୍ପରକୁ ବିବାହ କରିବାକୁ…
ଖାରଜ ହେଲା ରୁଷିଆର ଇସ୍ରାଏଲ-ହମାସ ମଧ୍ୟରେ ଯୁଦ୍ଧ ବିରତି ପ୍ରସ୍ତାବ
ଓ୍ବାଶିଂଟନ,୧୭।୧୦: ଗାଜାରେ ଚାଲିଥିବା ହିଂସା ଉପରେ ରୁଷିଆର ଯୁଦ୍ଧ ବିରତି ପ୍ରସ୍ତାବକୁ ସୋମବାର ରାତିରେ ମିଳିତ ଜାତିସଂଘ ସୁରକ୍ଷା ପରିଷଦରେ ପ୍ରତ୍ୟାଖ୍ୟାନ କରାଯାଇଛି। ସୂଚନାଯୋଗ୍ୟ, ରୁଷିଆର ପ୍ରସ୍ତାବ ଗାଜାରେ ସାଧାରଣ ନାଗରିକଙ୍କ ପ୍ରତି ହୋଇଥିବା ହିଂସାକୁ ନିନ୍ଦା କରିବା ସହ ଅସ୍ତ୍ରବିରତି…
ମିଳିତ ଜାତିସଂଘ ସୁରକ୍ଷା ପରିଷଦରେ ରୁଷିଆର ପ୍ରସ୍ତାବ ଖାରଜ
ନ୍ୟୁୟର୍କ,୧୭।୧୦: ଗାଜାରେ ଚାଲିଥିବା ହିଂସା ଉପରେ ରୁଷିଆର ପ୍ରସ୍ତାବ ମିଳିତ ଜାତିସଂଘ ସୁରକ୍ଷା ପରିଷଦରେ ପ୍ରତ୍ୟାଖ୍ୟାନ କରାଯାଇଛି। ରୁଷିଆର ପ୍ରସ୍ତାବ ଗାଜାରେ ସାଧାରଣ ନାଗରିକଙ୍କ ପ୍ରତି ହୋଇଥିବା ହିଂସାକୁ ନିନ୍ଦା କରିବା ସହ ଅସ୍ତ୍ରବିରତି ଉଲ୍ଲଂଘନ କରିବାକୁ ଦାବି କରିଛି, କିନ୍ତୁ…
Archives


