ଅନ୍ତର୍ଜାତୀୟ

ବିନା ପାର୍ସପୋର୍ଟ, ଭିସାରେ ଋଷିଆରୁ ଆମେରିକା ଯାତ୍ରା କଲେ ବ୍ୟକ୍ତି

ଲସ ଏଞ୍ଜେଲେସ,୧୨।୧୨: ଗୋଟିଏ ଦେଶରୁ ଅନ୍ୟ ଏକ ଦେଶକୁ ଯିବାକୁ ହେଲେ ପାର୍ସପୋର୍ଟ ଓ ଭିସା ସହ ଟିକେଟର ଆବଶ୍ୟକ ହୋଇଥାଏ। କିନ୍ତୁ, ଆମେରିକାର ଲସ ଏଞ୍ଜେଲେସରେ ଏକ ଆଶ୍ଚର୍ଯ୍ୟ କରିବା ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ରୁଷୀୟ ବ୍ୟକ୍ତି…

ଅନୁଚ୍ଛେଦ ୩୭୦ ରଦ୍ଦ ନେଇ ପାକିସ୍ତାନକୁ ଝଟକା ଦେଲା ଚାଇନା…

ବେଜିଂ,୧୨।୧୨ : ଜମ୍ମୁ-କଶ୍ମୀରରେ ୩୭୦ ରଦ୍ଦ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ ନିଷ୍ପତ୍ତିକୁ ସୁପ୍ରିମକୋର୍ଟ ସମର୍ଥନ କରିବା ପରେ ଏହାର ପ୍ରଭାବ ଅନ୍ତର୍ଜାତୀୟ ସ୍ତରରେ ଦୃଶ୍ୟମାନ ହେବାରେ ଲାଗିଛି। ପଡୋଶୀ ଦେଶ ଚାଇନାରୁ ପ୍ରଥମ ପ୍ରତିକ୍ରିୟା ଆସିଛି। ଏହି ନିଷ୍ପତ୍ତିକୁ…

ବିନା ପାଇଲଟରେ ଉଡିଲା ବିମାନ, ବିଶ୍ୱରେ ପ୍ରଥମ…

କାଲିଫର୍ଣ୍ଣିଆ,୧୨।୧୨: ବିଶ୍ବରେ ପ୍ରଥମ ଥର ପାଇଁ ବିନା ପାଇଲଟରେ ବିମାନ ଉଡିଛି। ମାତ୍ର ୧୨ମିନିଟ ପାଇଁ Cessna 208B Caravan ବିମାନଟି କାଲିଫର୍ଣ୍ଣିଆର ହୋଲିଷ୍ଟର ମୁନିସପାଲ ବିମାନବନ୍ଦରରେ ସଫଳତାର ସହ ଟେକଅଫ୍‌ କରିବା ପରେ ସୁରକ୍ଷିତ ଭାବେ ଲ୍ୟାଣ୍ଡ ବି କରିଛି…

ଜାନୁୟାରୀ ୨୬ରେ ଭାରତ ଆସିବେନି ଜୋ ବାଇଡେନ, କ୍ୱାଡ ବୈଠକ ସ୍ଥଗିତ…

ଓ୍ବାଶିଂଟନ,୧୨।୧୨: ଜାନୁଆରୀ ୨୦୨୪ରେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଜାନୁୟାରର ୨୬ ଗଣତନ୍ତ୍ର ଦିବସ ଉତ୍ସବରେ ଯୋଗଦେବେ ନାହିଁ। ଆସନ୍ତା ବର୍ଷ ଜାନୁଆରୀରେ କ୍ୱାଡ ନେତାଙ୍କ ସମ୍ମିଳନୀ ଆୟୋଜନ କରିବା ପାଇଁ ଭାରତ ରାଷ୍ଟ୍ରପତି ବାଇଡେନଙ୍କୁ ଗଣତନ୍ତ୍ର ଦିବସ ପାଳନ ପାଇଁ…

ସାବୁନ ଦ୍ୱାରା ଘୁଞ୍ଚିଲା ୩ମହଲା ବିଲ୍ଡିଂ, ଭିଡିଓ ଭାଇରାଲ

ଅଟାଓ୍ବା,୧୨।୧୨: ନୂଆ ଘର ତୋଳିବାକୁ ହେଲେ ପ୍ରଥମେ ପୁରୁଣା ଘରକୁ ଭାଙ୍ଗିବାକୁ ପଡିଥାଏ। ପରେ ସେଠାରେ ନୂଆଘରର କାମ ଆରମ୍ଭ ହୋଇଥାଏ। ଯଦି ନିକଟରେ ହୋଇଥିବା ଘଟଣାନୁସାରେ ଆପଣଙ୍କୁ କହିବୁ ପୁରୁଣା ଘରକୁ ନ ଭାଙ୍ଗି ୭୦୦ଖଣ୍ଡ ସାବୁନ ଦ୍ୱାରା ଏହାକୁ…

ପାକିସ୍ତାନରେ ପୁଣି ଆତଙ୍କୀ ଆକ୍ରମଣ, ପୋଲିସ ଷ୍ଟେଶନ ଉପରେ ଆଖିବୁଜା ଗୁଳିମାଡ, ୬ ସୁରକ୍ଷା କର୍ମୀ ମୃତ

ପାକିସ୍ତାନରେ ପୁଣି ଆତଙ୍କୀ ଆକ୍ରମଣ, ପୋଲିସ ଷ୍ଟେଶନ ଉପରେ ଆଖିବୁଜା ଗୁଳିମାଡ, ୬ ସୁରକ୍ଷା କର୍ମୀ ମୃତ ଇସଲାମାବାଦ,୧୨।୧୨: ପାକିସ୍ତାନର ଡେରା ଇସମାଇଲ ଖାନ ଜିଲାର ଏକ ପୋଲିସ ଷ୍ଟେଶନ ଉପରେ ଆତଙ୍କବାଦୀମାନେ ଆକ୍ରମଣ କରିଛନ୍ତି। ଏହି ଆକ୍ରମଣରେ ୬ ଜଣ…

ଭିଜା ନିୟମକୁ କଡାକଡି କଲା ଅଷ୍ଟ୍ରେଲିଆ, ଏବେ ଅନ୍ତର୍ଜାତୀୟ ଛାତ୍ର ଏବଂ ଶ୍ରମିକଙ୍କୁ ସହଜରେ ମିଳିବନି ଏଣ୍ଟ୍ରି

ସିଡ଼ନୀ,୧୨।୧୨: ଅଷ୍ଟ୍ରେଲିଆ ଭିଜା ନିୟମକୁ କଡାକଡି କରିଛି। ରଏଟର୍ସ ଅନୁଯାୟୀ, ସୋମବାର ଅଷ୍ଟ୍ରେଲିଆ ଦ୍ୱାରା ଜାରି ଏକ ବିବୃତ୍ତିରେ କୁହାଯାଇଛି ଯେ, ଏହା ଅନ୍ତର୍ଜାତୀୟ ଛାତ୍ର ତଥା ସ୍ବଳ୍ପ କୁଶଳୀ ଶ୍ରମିକଙ୍କ ପାଇଁ ଭିଜା ନିୟମକୁ କଡାକଡି କରିବ ଯାହା ଦ୍ୱାରା…

କର୍ମସିଆଲ ଜାହାଜକୁ ପୁଣି ଟାର୍ଗେଟ କଲେ ହୁତି ବିଦ୍ରୋହୀ

ଓ୍ବାଶିଂଟନ,୧୨।୧୨: ଇରାନ ସମର୍ଥିତ ହୁତି ବିଦ୍ରୋହୀମାନେ କ୍ରୁଜ କ୍ଷେପଣାସ୍ତ୍ର ସହିତ ଏକ ବ୍ୟବସାୟିକ ବା କମର୍ସିଆଲ ଜାହାଜ ଉପରେ ଆକ୍ରମଣ କରିଛନ୍ତି। ଆମେରିକାର ପ୍ରତିରକ୍ଷା ଅଧିକାରୀମାନେ ଦାବି କରିଛନ୍ତି ଯେ ହୁତି ବିଦ୍ରୋହୀମାନେ ୟେମେନରୁ ଏହି କ୍ଷେପଣାସ୍ତ୍ର ଉତକ୍ଷେପଣ କରିଛନ୍ତି। ନ୍ୟୁଜ…

ଗାଜାର ବିକାଶ ପାଇଁ ୪୯୦ ମିଲିୟନ ଡଲାର ଖର୍ଚ୍ଚ କରିବ ଇସ୍ରାଏଲ, ନେତାନ୍ୟାହୁ କହିଲେ ଏହା ଶାନ୍ତି, ସମୃଦ୍ଧିର ଏକ ନୂତନ କେନ୍ଦ୍ର ହେବ

ଜେରୁଜେଲମ,୧୨।୧୨: ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ କହିଛନ୍ତି ଯେ ତାଙ୍କ ସରକାର ଗାଜାକୁ ଶାନ୍ତି ଏବଂ ସମୃଦ୍ଧିର ଏକ ନୂତନ କେନ୍ଦ୍ରରେ ପରିଣତ କରିବ। ରବିବାର ନେତାନ୍ୟାହୁଙ୍କ କ୍ୟାବିନେଟ ଗାଜାର ପୁନଃ ନିର୍ମାଣ ପାଇଁ ୪୯୦ ନିୟୁତ ଡଲାରର ଯୋଜନା ଅନୁମୋଦନ…

ଥରିଲା ଆଫଗାନିସ୍ତାନ

କାବୁଲ,୧୨।୧୨: ଆଫଗାନିସ୍ତାନରେ ମଙ୍ଗଳବାର ସକାଳୁ ଭୂକମ୍ପ ଅନୁଭୂତ ହୋଇଛି। ଏହାର ତୀବ୍ରତା ରିକ୍ଟର ସ୍କେଲରେ ୫.୨ ରହିଛି।

ଆମେରିକା ରାଷ୍ଟ୍ରପତି ପ୍ରାର୍ଥୀ ରାମସ୍ବାମୀଙ୍କୁ ହତ୍ୟା ଧମକ

ଓ୍ବାଶିଂଟନ,୧୨।୧୨: ଭାରତୀୟ ମୂଳ ଆମେରିକୀୟ ବ୍ୟବସାୟୀ ବିବେକ ରାମସ୍ବାମୀ ଆସନ୍ତା ବର୍ଷ ୨୦୨୪ରେ ଆମେରିକାରେ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନରେ ଜଣେ ପ୍ରାର୍ଥୀ ଅଟନ୍ତି। ଏହି ସମୟରେ ବିବେକ ରାମସ୍ବାମୀଙ୍କୁ ହତ୍ୟା ଧମକ ଦିଆଯାଇଛି। ସେ ଅଭିଯୋଗ କରିଛନ୍ତି ଯେ ସୋମବାର…

‘ଗୁରୁତର ଅସୁସ୍ଥ ହେବା ପରେ ଜେଲରୁ ନିଖୋଜ ପୁଟିନଙ୍କ ସମାଲୋଚକ ଆଲେକ୍ସୀ ନାଭାଲନି: ରିପୋର୍ଟ

ନୂଆଦିଲ୍ଲୀ,୧୧ା୧୨: ଜେଲରେ ଥିବା ରୁଷ ବିରୋଧୀଦଳର ନେତା ତଥା ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସମାଲୋଚକ ଆଲେକ୍ସୀ ନାଭାଲନି ନିଖୋଜ। ସିଏନଏରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ ଗୁରୁତର ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଘଟଣା’ ପରେ ଛଅ ଦିନ ଧରି ସେ ନିଖୋଜ ଅଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?