ଅନ୍ତର୍ଜାତୀୟ

ୟୁଜରଙ୍କ ପକେଟ ଖାଲି କରିବ ‘ଏକ୍ସ’: ଲାଇକ-ରିପୋଷ୍ଟ କଲେ ଦେବାକୁ ପଡ଼ିବ ବର୍ଷକୁ ୮୩.୨୩ ଟଙ୍କା…

ଓ୍ବାଶିଂଟନ, ୧୮।୧୦: ଏଲନ ମସ୍କ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସକୁ ଅଧିଗ୍ରହଣ କରିଛନ୍ତି। ସର୍ବପ୍ରଥମେ, ଏହି ପ୍ଲାଟଫର୍ମର ନାମ ଟୁଇଟରରୁ ଏକ୍ସ କୁ ପରିବର୍ତ୍ତନ କରାଯାଇଥିଲା ଏବଂ ବର୍ତ୍ତମାନ ଏକ ନୂତନ ସବସ୍କ୍ରିପଶନ ମଡେଲ କରାଯିବା ନେଇ ଯୋଜନା କରାଯାଇଛି। ଏହା…

ଇସ୍ରାଏଲ ଗସ୍ତ କରିବେ ସୁନକ

ଲଣ୍ଡନ,୧୮।୧୦: ଇସ୍ରାଏଲ-ହମାସ ବିବାଦ ଯୋଗୁ ଉତ୍ତେଜନା ବୃଦ୍ଧି ପାଉଛି। ଉଭୟ ପାର୍ଶ୍ୱରୁ ପ୍ରାୟ ପାଞ୍ଚ ହଜାର ଲୋକଙ୍କ ମୃତ୍ୟୁ ଘଟିଛି। ଏଭଳି ପରିସ୍ଥିତିରେ ବ୍ରିଟିଶ ପ୍ରଧାନମନ୍ତ୍ରୀ ଋଷି ସୁନକ ଏହି ସପ୍ତାହରେ ଇସ୍ରାଏଲ ଗସ୍ତ କରିବାକୁ ଯାଉଛନ୍ତି ବୋଲି ସୂଚନା ଆସୁଛି।…

ଇସ୍ରାଏଲ ଉପରେ ହମାସ ଯୁଦ୍ଧରେ ଏ ପର୍ଯ୍ୟନ୍ତ ୩୧ ଜଣ ଆମେରିକୀୟଙ୍କ ମୃତ, ଲେବାନନ ଯାତ୍ରାକୁ ନେଇ ସରକାର ଜାରି କଲେ ଚେତାବନୀ

ଜେରୁଜେଲମ,୧୮।୧୦: ହମାସ ଏବଂ ଇସ୍ରାଏଲ ମଧ୍ୟରେ ଚାଲିଥିବା ଯୁଦ୍ଧ ଧୀରେ ଧୀରେ ଏକ ମାନବ ଦୁଃଖଦ ଘଟଣାରେ ପରିଣତ ହେଉଛି। ଉଭୟ ପାର୍ଶ୍ୱରୁ ହଜାର ହଜାର ଲୋକଙ୍କର ମୃତ୍ୟୁ ହୋଇଛି। ଆମେରିକୀୟମାନେ ମଧ୍ୟ ଏହି ଯୁଦ୍ଧର ଶିକାର ହେଉଛନ୍ତି। ହ୍ବାଇଟ ହାଉସର…

ବାଇଡେନଙ୍କ ସହ ଆରବ ନେତାଙ୍କ ଶିଖର ସମ୍ମିଳନୀ ରଦ୍ଦ, ଗାଜାର ହସ୍ପିଟାଲ ଉପରେ ଆକ୍ରମଣ ପରେ ଉତ୍ତେଜନା

ଓ୍ବାଶିଂଟନ,୧୮।୧୦: ଇସ୍ରାଏଲ-ହମାସ ଯୁଦ୍ଧ ମଧ୍ୟରେ ଗାଜାର ଏକ ଡାକ୍ତରଖାନା ଉପରେ ଆକ୍ରମଣ ପରେ ମଧ୍ୟ ପୂର୍ବରେ ଉତ୍ତେଜନା ଆହୁରି ବଢିବାରେ ଲାଗିଛି। ଏହି ଆକ୍ରମଣ କାରଣରୁ ଇସ୍ରାଏଲ ନିଜକୁ ରକ୍ଷା କରିବା ଅଧିକାରର ସମର୍ଥନ ଯୋଗାଡ ପାଇଁ ଆମେରିକାର କୂଟନନୈତିକ ପ୍ରୟାସକୁ…

ଗାଜାରେ ଉତ୍କଟ ଜଳସଙ୍କଟ

ଗାଜା ସିଟି,୧୮ା୧୦: ଯୁଦ୍ଧ ପ୍ରଭାବିତ ଗାଜା ଷ୍ଟ୍ରିପ୍‌ରେ ଉତ୍କଟ ଜଳାଭାବ ଦେଖାଦେଇଛି। ପାନୀୟ ଜଳ ଅଭାବରୁ ସେଠାରେ ମାନବ ସ୍ବାସ୍ଥ୍ୟକୁ ନେଇ ଉଦ୍‌ବେଗ ପ୍ରକାଶ ପାଇଛି। ଜଳ ସଙ୍କଟରୁ ଲୋକଙ୍କ ଜୀବନ ଯାଇପାରେ ବୋଲି ଜାତିସଂଘର ପାଲେଷ୍ଟାଇନ୍‌ ଦାୟିତ୍ୱରେ ଥିବା ଫିଲିପେ…

ଲଣ୍ଡନରେ ବିକ୍ଷୋଭ ବେଳେ ଗ୍ରେଟା ଥନ୍‌ବର୍ଗ ଗିରଫ

ଲଣ୍ଡନ,୧୮ା୧୦: ବ୍ରିଟେନ୍‌ର ଲଣ୍ଡନ ସହରରେ ତୈଳ ଓ ଗ୍ୟାସ୍‌ କମ୍ପାନୀ ବିରୋଧରେ ବିକ୍ଷୋଭ କରୁଥିବା ଜଳବାୟୁ କର୍ମୀ ଗ୍ରେଟା ଥନ୍‌ବର୍ଗଙ୍କୁ ମଙ୍ଗଳବାର ପୋଲିସ ଗିରଫ କରିଛି। ୨୦୧୮ରେ ସୁଇଡେନ୍‌ ପାର୍ଲାମେଣ୍ଟ ଆଗରେ ଜଳବାୟୁ ସୁରକ୍ଷା ନେଇ ସପ୍ତାହବ୍ୟାପୀ ବିକ୍ଷୋଭ କରିବା ପରେ…

ବୋମାବର୍ଷା ବନ୍ଦ ନ କଲେ ଭୟଙ୍କର ପରିଣାମ

ତେହରାନ/ବ୍ରସେଲ୍ସ,୧୮ା୧୦: ଗାଜା ଉପରେ ଇସ୍ରାଏଲ୍‌ ବୋମାମାଡ଼ ବନ୍ଦ ନ କଲେ ଏହାକୁ ବିରୋଧ କରୁଥିବା ଶକ୍ତିକୁ କେହି ଅଟକାଇପାରିବେ ନାହିଁ ବୋଲି ମଙ୍ଗଳବାର ଇରାନର ସୁପ୍ରିମ୍‌ ଲିଡର ଆୟାତୋଲ୍ଲା ଅଲି ଖୋମିନି ଚେତାବନୀ ଦେଇଛନ୍ତି। ହମାସ୍‌ ଆତଙ୍କବାଦୀମାନେ ଗାଜା ସୀମା ଅତିକ୍ରମ…

ବଡ଼ ଦାବି କଲା ହମାସ, ଇସ୍ରାଏଲ ଗାଜା ଡାକ୍ତରଖାନାରେ କଲା ମିସାଇଲ ଆକ୍ରମଣ, ୫୦୦ ମୃତ

ନୂଆଦିଲ୍ଲୀ, ୧୭।୧୦: ହମାସ ଏବଂ ଇସ୍ରାଏଲ ମଧ୍ୟରେ ଯୁଦ୍ଧ ୧୧ ଦିନରେ ପହଞ୍ଚିଛି। ଏହାରି ମଧ୍ୟରେ ହମାସ ଦାବିକରିଛି ଯେ, ମଙ୍ଗଳବାର ଇସ୍ରାଏଲ ପ୍ରାୟ ରାତି ୧୦ ଟା ସମୟରେ ଗାଜା ପଟିରେ ଥିବା ଏକ ଡାକ୍ତରଖାନା ଉପରେ ଏୟାର ଷ୍ଟ୍ରାଇକ…

ହମାସ ରକେଟ ମାଡ଼ରେ ଫ୍ରାନ୍ସର ୨୧ ନାଗରିକ ମୃତ,୧୧ ନିଖୋଜ

ପ୍ୟାରିସ,୧୭।୧୦: ହମାସ-ଇସ୍ରାଏଲ ମଧ୍ୟରେ ଜାରି ରହିଥିବା ଯୁଦ୍ଧରେ ଅନ୍ୟ ଦେଶର ନାଗରିକଙ୍କ ମଧ୍ୟ ଜୀବନ ବାଜି ଲାଗୁଛି। ଆମେରିକା, ନେପାଳ ପରେ ଏବେ ଫ୍ରାନ୍ସର ୨୧ଜଣ ନାଗରିକଙ୍କ ମୃତ୍ୟୁ ଘଟିଛି। ହମାସର ରକେଟ ମାଡ଼ରେ ସମସ୍ତଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ…

ମଧ୍ୟ ପ୍ରାଚ୍ୟ ସଙ୍କଟ: ମୁତୟନ ହେବେ ୨,୦୦୦ ଆମେରିକା ସୈନ୍ୟ…

ଜେରୁଜେଲମ୍‌୧୭।୧୦ : ହମାସ ଇସ୍ରାଏଲ ବିବାଦ ମଧ୍ୟରେ ଆମେରିକା ସୁରକ୍ଷା ମନ୍ତ୍ରଣାଳୟ ପେଣ୍ଟାଗନ କହିଛି ଶାନ୍ତି ଶୃଙ୍ଖଳା ବ୍ୟହତ ହେବାର ଅଶଙ୍କା ଥିବାରୁ ଆମେରିକା ୨,୦୦୦ ଯବାନଙ୍କୁ ଇସ୍ରାଏଲ ବିଭିନ୍ନ ଅଞ୍ଚଳରେ ମୁତୟନ କରିଛି। ଆମେରିକା ପ୍ରତିରକ୍ଷା ସଚିବ ଲୟଡ ଅଷ୍ଟିନ…

ଛୋଟ ପିଲା ଶିଖିବେନି ବିଦେଶୀ ଭାଷା: ଇରାନ ଲାଗୁ କଲା ପ୍ରତିବନ୍ଧକ…

ତେହେରାନ,୧୭।୧୦ : ଇରାନ ସରକାର ଛୋଟ ପିଲାଙ୍କର ବିଦେଶୀ ଭାଷା ଶିକ୍ଷା ଉପରେ ରୋକ ଲଗାଇଛନ୍ତି। ସରକାର କହିଛନ୍ତି ଏହା ଦ୍ୱାରା ଛୋଟ ପିଲାଙ୍କ ଜାତୀୟତା ବୋଧ ହଜି ଯାଉଛି। ଏହା ଦେଶ ପାଇଁ ଭଲ ନୁହେଁ। ଦେଶରେ ଥିବା କିଣ୍ଡରଗାର୍ଟେନ୍ସ…

ଇସ୍ରାଏଲର ଏୟାର ଷ୍ଟ୍ରାଇକ୍‌ରେ ହମାସର ଆଉଜଣେ ଟପ୍‌ କମାଣ୍ଡର ନିହତ

ଗାଜା,୧୭।୧୦: ଇସ୍ରାଏଲ-ହମାସ ଯୁଦ୍ଧ ନିକଟ ଭବିଷ୍ୟତରେ ଥମିବାର ସମ୍ଭାବନା ନାହିଁ। ଏଥିରେ ହଜାର ହଜାର ନୀରିହ ଲୋକଙ୍କ ହତ୍ୟା ହମାସ କରୁଥିବାବେଳେ ଇସୟାଏଲ ମଧ୍ୟ ରକ୍ତମୁଖା ହୋଇଛି। ସୋମବାର ହମାସର ଜଣେ କମାଣ୍ଡରଙ୍କ ହତ୍ୟା କରିବା ପରେ ମଙ୍ଗଳବାର ଆଉ ଜଣଙ୍କର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri