ଘରେ ବସି କେବଳ ନିଜ କେଶ ଧୋଇ ମହିଳା ହୋଇଗଲେ କୋଟିପତି, ଦେଖନ୍ତୁ ଭାଇରାଲ ଭିଡିଓ…
ଇଡେନବର୍ଗ,୧୨।୧୧ : କେବଳ ଘରେ ବସି ନିଜର କେଶ ଧୋଇ କେହି ଜଣେ କୋଟିପତି ହେବା ଶୁଣିଲେ ଯେ କେହି ଆଶ୍ଚର୍ଯ୍ୟ ହୋଇଯିବେ। ତେବେ ଏହା ସ୍କଟଲାଣ୍ଡର ଜଣେ ମହିଳାଙ୍କ କ୍ଷେତ୍ରରେ ସମ୍ଭବ ହୋଇଛି। ସେ ସୋସିଆଲ ମିଡ଼ିଆ ପ୍ଲାଟଫର୍ମରେ ୟୁଜରଙ୍କ…
ଗାଜାର ମୁଖ୍ୟ ହସ୍ପିଟାଲ ଅନ୍ଧାରରେ
ଡେଇର୍ ଅଲ୍-ବାଲାହ/ପ୍ୟାରିସ୍,୧୨।୧୧: ଗାଜାର ଯୁଦ୍ଧବିପନ୍ନମାନଙ୍କ ପାଖରେ ମାନବୀୟ ସହାୟତା ପହଞ୍ଚାଇବା ଏବଂ ଯୁଦ୍ଧ ପ୍ରଭାବିତ ଅଞ୍ଚଳରୁ ପାଲେଷ୍ଟିନୀୟମାନଙ୍କୁ ପଳାୟନ ପାଇଁ ସୁଯୋଗ ଦେବା ଲାଗି ଦିନକୁ ୪ ଘଣ୍ଟା ଅସ୍ତ୍ରବିରତି ପାଇଁ ସହଯୋଗୀ ପାଶ୍ଚାତ୍ୟ ରାଷ୍ଟ୍ରଗୁଡ଼ିକ ଦେଇଥିବା ପରାମର୍ଶକୁ ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ…
ଆମେରିକାରେ ଚାଇନିଜ୍ଙ୍କୁ ଟପିଲେ ଭାରତୀୟ ଛାତ୍ର
ବିଶ୍ୱ ଶିକ୍ଷା ବଜାରରେ ବିଦେଶୀ ବିଦ୍ୟାର୍ଥୀଙ୍କୁ ଆକୃଷ୍ଟ କରିବାରେ ଆମେରିକାର ଚାହିଦା ରହିଆସିଛି। ଚାଇନା ପରେ ଭାରତୀୟ ଛାତ୍ରୀଛାତ୍ରଙ୍କ ସଂଖ୍ୟା ସେଠାରେ ଅଧିକ ଥିଲା। ହେଲେ କିଛିବର୍ଷ ହେବ ଭାରତୀୟ ଶିକ୍ଷାର୍ଥୀଙ୍କ ସଂଖ୍ୟା ବଢ଼ି ଯାଇଥିବା ବେଳେ ଚାଇନା ଛାତ୍ରୀଛାତ୍ର କମୁଛନ୍ତି।…
ବାନ୍ଧବୀଙ୍କୁ ବଳାତ୍କାର, ୧୧୧ ଥର ଛୁରି ଭୁସିଥିବା ଅପରାଧୀଙ୍କୁ ମୁକ୍ତକଲେ ପୁଟିନ୍
ମସ୍କୋ,୧୨।୧୧ : ପୂର୍ବତନ ବାନ୍ଧବୀ ଭେରା ପେଖ୍ଟେଲେଭାଙ୍କୁ ବଳାତ୍କାର କରିବା ପରେ ୧୧୧ ଥର ଛୁରିଭୁସି ଅତି ବୀଭତ୍ସ ଭାବେ ହତ୍ୟା କରିଥିବା ଭ୍ଲାଡିସ୍ଲାଭ୍ କନ୍ୟୁସ୍ଙ୍କୁ ୧୭ ବର୍ଷ ଜେଲଦଣ୍ଡ ହୋଇଥିଲା। ୟୁକ୍ରେନ୍ରେ ଯୁଦ୍ଧ କରିବା ଲାଗି ରୁଷିଆ ସେନାରେ ସାମିଲ…
ନଭେମ୍ବର ୧୭ରେ ଶକ୍ତିଶାଳୀ ରକେଟ୍ ଲଞ୍ଚ କରିବେ ଏଲନ ମସ୍କ
ଓ୍ବାଶିଂଟନ,୧୨।୧୧: ସ୍ପେସଏକ୍ସ ମାଲିକ ଏଲନ ମସ୍କ ପୁଣି ଥରେ ନିଜର ସୁପର ହେଭି ରକେଟ ଷ୍ଟାରଶିପ ଲଞ୍ଚ କରିବାକୁ ପ୍ରସ୍ତୁତ ହେଉଛନ୍ତି। ସେ ଏହାକୁ ୧୭ ନଭେମ୍ବରରେ ଲଞ୍ଚ କରିବେ। ତଥାପି ଏହାର ରେଗୁଲେଟୋରି ଆପ୍ରୁଭାଲ୍ ଅଛି। ଏହାପୂର୍ବରୁ ଏପ୍ରିଲ ମାସରେ…
ଜେଲ୍ ଯିବେ ଇମ୍ରାନ ଖାନ୍ଙ୍କ ସ୍ତ୍ରୀ ବୁଶ୍ରା ବିବି!
ଇସଲାମାବାଦ,୧୨।୧୧: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଅଡୁଆ ତୁଟି ନ ଥିବା ବେଳେ ଆଉ ଏକ ବିବାଦ ମୁଣ୍ଡ ଟେକିଛି। ତାଙ୍କ ସ୍ତ୍ରୀ ବୁଶ୍ରା ବିବିଙ୍କ ଉପରେ ଗିରଫର ଖଣ୍ଡା ଝୁଲୁଛି। ପାକିସ୍ତାନ ନାଶନାଲ ଆକାଉଣ୍ଟବିଲିଟି ବ୍ୟୁରୋ ବୁଶ୍ରା ବିବି…
ଖାସ୍ ଅନ୍ଦାଜରେ ଦିଓ୍ବାଲୀ ଶୁଭେଚ୍ଛା ଜଣାଇଲେ ଋଷି ସୁନକ, କହିଲେ ଆପଣଙ୍କ ପ୍ରଥମ ଧର୍ମପରାୟଣ ହିନ୍ଦୁ ପ୍ରଧାନମନ୍ତ୍ରୀ
ଇଂଲଣ୍ଡ,୧୨।୧୧: କେବଳ ଭାରତରେ ନୁହେଁ ସାରା ବିଶ୍ୱରେ ଧୁମଧାମରେ ଆଲୋକର ପର୍ବ ଦୀପାବଳି ଉତ୍ସବ ପାଳନ ଆରମ୍ଭ ହୋଇଛି। ଏନେଇ ପ୍ରଧାନମନ୍ତ୍ରୀ ପରେନ୍ଦ୍ର ମୋଦି ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଏହିକ୍ରମରେ ଭାରତୀୟ ମୂଳ ବ୍ରିଟିଶ ବ୍ରିଟିଶ ପ୍ରଧାନମନ୍ତ୍ରୀ ଋଷି ସୁନକ ସ୍ତ୍ରୀ…
ଭାରତ ଚାପରେ ପନ୍ନୁଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଲା କାନାଡା
ଅଟାଓ୍ବା,୧୨।୧୧: ଭାରତ-କାନାଡା ବିବାଦ ଖରାପ ସ୍ଥିତି ଦେଇ ଗତି କରୁଛି। ହେଲେ କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋଙ୍କ ଗତ କିଛିଦିନର ରହିଥିବା ବ୍ୟବହାରରେ ପରିବର୍ତ୍ତନ ଦେଖିବାକୁ ମିଳିଛି। ଦୀପାବଳି ଉପଲକ୍ଷେ ପ୍ରବାସୀ ଭାରତୀୟଙ୍କ ସହ ଦୀପାବଳି ପାଳିବା ସହ ଏବେ ଭାରତ…
ଯୁଦ୍ଧ ମଧ୍ୟରେ ମାନବିକତା ଦେଖାଇଲା ଇସ୍ରାଏଲ, ଗାଜାରେ ଶିଶୁମାନଙ୍କ ସୁରକ୍ଷା ପାଇଁ ନେଲା ପଦକ୍ଷେପ
ନୂଆଦିଲ୍ଲୀ, ୧୨ା୧୧: ଗାଜାର ମୁଖ୍ୟ ହସପିଟାଲ ନିକଟରେ ହାମାସ ସହିତ ଘମାଘୋଟ ଯୁଦ୍ଧ ମଧ୍ୟରେ ଇସ୍ରାଏଲ ମାନବିକ ଦେଖାଇ ବଡ଼ ପଦକ୍ଷେପ ନେଇଛି। ଯୁଦ୍ଧରେ ହସପିଟାଲରେ ଥିବା ପିଡୀତମାନେ ଗମ୍ଭୀର ଭାବରେ ପ୍ରଭାବିତ ହୋଇଛନ୍ତି। କିଛି ଲୋକେ ସେଠାରୁ ଖସି ଦକ୍ଷିଣ…
ଦୀପାବଳି ପର୍ବର ମହତ୍ୱ ଆମେ ବୁଝୁ: ଦକ୍ଷିଣ ଆଫ୍ରିକା ରାଷ୍ଟ୍ରପତି
କେପଟାଉନ,୧୨।୧୧: ଆଜି ସମଗ୍ର ଭାରତରେ ଦୀପାବଳି ପାଳନ କରାଯାଉଛି। ଏହି ପର୍ବ ପାଇଁ କେବଳ ଦେଶରେ ନୁହେଁ, ବିଶ୍ୱର ଅନେକ ଦେଶରେ ମଧ୍ୟ ଏହାର କ୍ରେଜ୍ ରହିଛି। ଦକ୍ଷିଣ ଆଫ୍ରିକାର ରାଷ୍ଟ୍ରପତି ସିରିଲ ରାମାଫୋସା ତାଙ୍କ ଦେଶର ନାଗରିକମାନଙ୍କୁ ଦୀପାବଳି ଅବସରରେ…
ଜାତିସଂଘରେ ପୁଣି ଇସ୍ରାଏଲ ବିରୋଧରେ ପ୍ରସ୍ତାବ ଆଗତ: ଏଥର ଭାରତ ନେଲା ଆଶ୍ଚର୍ଯ୍ୟଜନକ ପଦକ୍ଷେପ
କାଲଫର୍ନିଆ,୧୨।୧୧: ଇସ୍ରାଏଲ-ହମାସ ଯୁଦ୍ଧ ମଧ୍ୟରେ ପାଲେଷ୍ଟାଇନରେ ଇସ୍ରାଏଲ ବସତି ବିରୁଦ୍ଧରେ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ମିଳିତ ଜାତିସଂଘରେ ଆଗତ କରାଯାଇଥିଲା। ଏଥିରେ ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଲା ଏହି ପ୍ରସ୍ତାବକୁ ଭାରତ ଭୋଟ ଦେଇଛି। ଏହି ପ୍ରସ୍ତାବକୁ ସମର୍ଥନ କରି ୧୪୫…
ପୁଅ ଦେଖୁଛି କି ପର୍ନ ସାଇଟ୍: ବାଚସ୍ପତି ରଖୁଛନ୍ତି କଡ଼ା ନଜର…
ଓ୍ବାଶିଂଟନ,୧୨।୧୧ : ଆମେରିକାର ସଂସଦର ବାଚସ୍ପତି ମାଇକ ଜନସନ ତାଙ୍କ ପୁଅ ଉପରେ ସବୁବେଳେ ନଜର ରଖିଛନ୍ତି କି ସେ ପର୍ନ ସାଇଟ ଦେଖୁଛନ୍ତି କି ନାହିଁ। କେବଳ ଏତିକି ନୁହେଁ, ମାଇକ ଜନସନଙ୍କ ପୁଅ ମଧ୍ୟ କମ ନୁହଁନ୍ତି। ସେ…
Archives


