ଅନ୍ତର୍ଜାତୀୟ

ରାଷ୍ଟ୍ରପତି ହେବା ପାଇଁ ଲଢ଼େଇ ଜାରି ରଖିବି: ନିକି ହାଲ

ଓ୍ବାଶିଂଟନ,୧୬।୧: ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ଅଧୀନରେ ରିପବ୍ଲିକାନ ଦଳର ଉପରାଷ୍ଟ୍ରପତି ପ୍ରାର୍ଥତ୍ତ୍ୱ ନିମନ୍ତେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଅନ୍ୟତମ ରାଷ୍ଟ୍ରପତି ପ୍ରାର୍ଥତ୍ତ୍ୱ ଆଶାୟୀ ନିକି ହାଲି ଏବଂ ବିବେକ ରାମସ୍ବାମୀ ଆଗ୍ରହୀ ନ ଥିବା ଜଣାପଡ଼ିଛି। ନିକି…

ଆମେରିକା ଯୁଦ୍ଧଜାହାଜ ଉପରେ କ୍ଷେପଣାସ୍ତ୍ର ମାଡ଼

ଜେରୁଜେଲମ,୧୬।୧: ଲୋହିତ ସାଗରରେ ଆମେରିକାର ଏକ ଯୁଦ୍ଧଜାହାଜକୁ ୟେମେନ୍‌ର ହୋଉଥି ବିଦ୍ରୋହୀମାନେ କ୍ଷେପଣାସ୍ତ୍ର ମାଡ଼ କରିଛନ୍ତି। ତେବେ ଆମେରିକାର ଲଢୁଆ ବିମାନ ଏହାକୁ ଖସାଇ ଦେଇଥିଲା। ଗାଜା ଷ୍ଟ୍ରିପ୍‌ରେ ହମାସ ଆତଙ୍କବାଦୀଙ୍କ ବିରୋଧରେ ଇସ୍ରାଏଲ୍‌ ଯୁଦ୍ଧ ଚଳାଇଥିବା ବେଳେ ଲୋହିତ ସାଗରରେ…

ସେନା ଗାଡି ଉପରେ ବୋମା ଆକ୍ରମଣ: ୫ ସୈନିକ ଶହୀଦ୍‌

ଇସଲାମାବାଦ୍‌,୧୫।୧: ପାକିସ୍ତାନର ବାଲୁଚିସ୍ତାନ ପ୍ରଦେଶରେ ଏକ ସେନା ଗାଡି ଉପରେ ବୋମା ଆକ୍ରମଣ କରାଯାଇଛି। ଏହି ଆକ୍ରମଣରେ ଅତି କମରେ ପାକିସ୍ତାନୀ ସୈନିକଙ୍କର ମୃତ୍ୟୁ ହୋଇଛି। ବାଲୁଚିସ୍ତାନର କେଚ ପ୍ରଦେଶରେ ଏହି ଘଟଣା ଘଟିଛି। ଗତ କିଛି ଦଶନ୍ଧି ଧରି ଏହି…

ରୁଷିଆରେ ମିଳିଲା ସବୁଠାରୁ ବଡ ସୁନା ଖଣି

ମସ୍କୋ,୧୫।୧: ୟୁକ୍ରେନ ସହିତ ଚାଲିଥିବା ଯୁଦ୍ଧ ମଧ୍ୟରେ ରୁଷିଆ ପାଇଁ ଏକ ଖୁସି ଖବର ଆସିଛି। ସୂଦୂର ପୂର୍ବର ସବୁଠାରୁ ବଡ ସୁନା ଖଣି ଏଠାରେ ମିଳିଛି । ରୁଷିଆ ନିଜେ ସୁନା ଖଣିର ଆବିଷ୍କାରକୁ ନିଶ୍ଚିତ କରିଛି। ଏହି ଖଣି…

ଜାନୁଆରୀରେ ପୁଣି ବଢିପାରେ କରୋନା ସଂକ୍ରମଣ, ଚାଇନାରେ ବଢୁଛି ହସ୍ପିଟାଲରେ ରୋଗୀଙ୍କ ସଂଖ୍ୟା

ବେଜିଂ,୧୫।୧: ଚାଇନାର ହସ୍ପିଟାଲଗୁଡ଼ିକରେ ଜ୍ୱର କ୍ଲିନିକ ପରିଦର୍ଶନ କରୁଥିବା ରୋଗୀଙ୍କ ସଂଖ୍ୟା ନୂଆ ବର୍ଷ ପରଠାରୁ ହ୍ରାସ ପାଇଛି। ତେବେ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଚାଇନାର ସ୍ବାସ୍ଥ୍ୟ ଅଧିକାରୀ ରବିବାର କହିଛନ୍ତି ଯେ ଜାନୁଆରୀରେ ଚାଇନାରେ କୋଭିଡ -୧୯ ସଂକ୍ରମଣ ମହାମାରୀ…

ଭୂସ୍ଖଳନରେ ୨୨ ମୃତ

ଡୋଡୋମା,୧୫ା୧: ଉତ୍ତର ତାଞ୍ଜାନିଆର ବାରିଆଡ଼ିରେ ଥିବା ଏକ ଖଣିରେ ଭୂସ୍ଖଳନ ହେବାରୁ ୨୨ ଜଣଙ୍କର ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣା ପରେ ତାଞ୍ଜାନିଆର ରାଷ୍ଟ୍ରପତି ସାମିଆ ସୁଲୁହୁ ହାସନ କହିଛନ୍ତି ଯେ, ସିମିୟୁ ଅଞ୍ଚଳର ବାରିଆଡ଼ି ଜିଲାର ନାଗାଲିତା ଖଣିରେ ଏକ…

ରୁଷିଆ-ୟୁକ୍ରେନ୍‌ ଯୁଦ୍ଧରେ ଭାରତର ଭୂମିକାକୁ ଏନ୍‌ଏସ୍‌ଏମାନଙ୍କ ସ୍ବୀକାର

ନୂଆଦିଲ୍ଲୀ,୧୫।୧: ୟୁକ୍ରେନ୍‌ ପାଇଁ ଭବିଷ୍ୟତ କାର୍ଯ୍ୟଯୋଜନା ପ୍ରସ୍ତୁତି ନିମନ୍ତେ ଡାଭୋସ୍‌ରେ ବିଭିନ୍ନ ଦେଶର ଜାତୀୟ ସୁରକ୍ଷା ପରାମର୍ଶଦାତା (ଏନ୍‌ଏସ୍‌ଏ) ଏକାଠି ହୋଇଥିବାବେଳେ ଯୁଦ୍ଧ କ୍ଷତିଗ୍ରସ୍ତ ଦେଶରେ ଶାନ୍ତି ପ୍ରତିଷ୍ଠା ଉପରେ ସମସ୍ତେ ଜୋର୍‌ ଦେଇଛନ୍ତି। ଏହି ପ୍ରକ୍ରିୟାରେ ଭାରତର ସମ୍ଭାବ୍ୟ ଭୂମିକାକୁ ଆୟୋଜକ…

ମାର୍ଚ୍ଚ ୧୫ ସୁଦ୍ଧା ସେନା ହଟାଇବାକୁ କହିଲା ମାଳଦ୍ଵୀପ, ଜବାବ ଦେଲା ଭାରତ

ନୂଆଦିଲ୍ଲୀ ,୧୪।୧: ମାଳଦ୍ଵୀପ ରାଷ୍ଟ୍ରପତି ମହମ୍ମଦ ମୁଇଜୁ ରବିବାର ଭାରତ ପକ୍ଷରୁ ନିୟୋଜିତ ସମସ୍ତ ସାମରିକ କର୍ମଚାରୀଙ୍କୁ ପ୍ରତ୍ୟାହାର କରିବାକୁ କହିଛି। ଏଥିପାଇଁ ମାର୍ଚ୍ଚ ୧୫ ପର୍ଯ୍ୟନ୍ତ ସମୟ ଧାର୍ଯ୍ୟ କରିଛି ଦ୍ବୀପଦେଶ। ଭାରତ ସରକାର କହିଛନ୍ତି ଯେ ଉଭୟ ପକ୍ଷ…

ଆମେରିକାର ୨ ନାବିକ ସମୁଦ୍ରରେ ନିଖୋଜ

ଓ୍ବାଶିଂଟନ,୧୪।୧: ଆମେରିକା ନାଭି ସିଲ୍‌ର ୨ ଜଣ ସଦସ୍ୟ ସୋମାଲିଆ ଉପକୂଳରୁ ନିଖୋଜ ହୋଇଯାଇଛନ୍ତି। ଜାହାଜରେ ଚଢ଼ିବାକୁ ଉଦ୍ୟମ କରୁଥିବା ବେଳେ ସେମାନେ ସିଡ଼ିରୁ ଖସିପଡ଼ି ସମୁଦ୍ରରେ ନିଖୋଜ ହୋଇଯାଇଥିଲେ। ଉକ୍ତ ଅଞ୍ଚଳରେ ତଲାସି ଓ ଉଦ୍ଧାର କାର୍ଯ୍ୟ ଜାରି ରହିଛି।…

ପାକିସ୍ତାନ ବି କରିଛି ରାମଲାଲାଙ୍କୁ ଅପେକ୍ଷା, ହୃଦୟ ଜିତିବ ପୂର୍ବତନ କ୍ରିକେଟରଙ୍କ ପୋଷ୍ଟ

ଇସଲାମାବାଦ,୧୪।୧: ଜାନୁଆରୀ ୨୨ରେ ଅଯୋଧ୍ୟାରେ ନିର୍ମିତ ରାମ ମନ୍ଦିରରେ ପ୍ରାଣ ପ୍ରତିଷ୍ଠା ପାଇଁ ଅନେକ ଉତ୍ସାହ ରହିଛି। ପ୍ରତ୍ୟେକ ଭାରତୀୟ ଏହାକୁ ନେଇ ଉତ୍ସାହିତ ଅଛନ୍ତି। ଲାଗୁଛି ଯେପରି ସମଗ୍ର ଦେଶରେ ଉତ୍ସବର ପରିବେଶ ଅଛି। କିନ୍ତୁ, ଏହି ସମୟରେ, ଭାରତର…

୧୨ ଭାରତୀୟ ମତ୍ସଜୀବୀଙ୍କୁ ଗିରଫ କରିବା ସହ ଡଙ୍ଗା ଜବତ କଲା ଶ୍ରୀଲଙ୍କା ନୌସେନା

କଲମ୍ବୋ,୧୪।୧: ଶ୍ରୀଲଙ୍କା ନୌସେନା ୧୨ ଜଣ ଭାରତୀୟ ମତ୍ସ୍ୟଜୀବୀଙ୍କୁ ଗିରଫ କରିଛି। ସେମାନେ ଦ୍ୱୀପ ଦେଶର ଜଳରେ ମାଛ ଧରିବା ଅଭିଯୋଗ ହୋଇଛି। ଏହାସହ ମତ୍ସ୍ୟଜୀବୀଙ୍କ ଡଙ୍ଗା ଜବତ କରାଯାଇଛି। ରବିବାର ଏକ ସରକାରୀ ବିବୃତ୍ତିରେ ଏହି ସୂଚନା ଦିଆଯାଇଛି। ନୌସେନା…

ବିମାନରେ ଲାଗିଥିଲା ନିଆଁ: ୧୩ ମିନିଟରେ ଅବତରଣ କରାଇଲେ ପାଇଲଟ୍‌

ଟୋକିଓ,୧୪।୧: ଜାପାନରେ ୧୨୨ଜଣ ଯାତ୍ରୀଙ୍କୁ ଧରି ଯାଉଥିବା ଏକ ବିମାନ ଦୁର୍ଘଟଣାର ଶିକାର ହୋଇଛି। ପକ୍ଷୀ ମାଡ଼ ହେବାରୁ ବିମାନ ଇଞ୍ଜିନ୍‌ରେ ନିଆଁ ଲାଗିଯାଇଥିଲା। ହେଲେ ନିଆଁ ଲାଗିବାର ୧୩ ମିନିଟ୍‌ ମଧ୍ୟରେ ପାଇଲଟ୍‌ ବିମାନ୍‌କୁ ଇଂଚେଅନ ବିମାନ ବନ୍ଦରରେ ଜରୁରୀ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri