ଆସନ୍ତା ଲୋକ ସଭା ନିର୍ବାଚନ ପାଇଁ ମୋଦିଙ୍କୁ ଏବେଠୁ ଶୁଭେଚ୍ଛା ଜଣାଇଲେ ପୁଟିନ୍
ମସ୍କୋ/ନୂଆଦିଲ୍ଲୀ,୨୮ା୧୨: ୨୦୨୪ରେ ହେବାକୁ ଥିବା ଲୋକ ସଭା ନିର୍ବାଚନକୁ ନେଇ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଆଗୁଆ ଶୁଭେଚ୍ଛା ଜଣାଇଛନ୍ତି। ପୁଟିନ୍ କହିଛନ୍ତି, ମୋ’ ବନ୍ଧୁଙ୍କର ସମସ୍ତ ସଫଳତା କାମନା କରୁଛି ଏବଂ ରାଜନୈତିକ ଶକ୍ତିର…
କୁକୁର-ବିଲେଇଙ୍କ କରାଯାଉଛି ପାଷ୍ଟିକ ସର୍ଜରୀ, କାରଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ
ବେଜିଂ,୨୮।୧୨: ଚାଇନା ନିଜର ଅଦ୍ଭୁତ ଖାଦ୍ୟ ଏବଂ ପାନୀୟ ପାଇଁ ସମଗ୍ର ବିଶ୍ୱରେ କୁଖ୍ୟାତି ଅର୍ଜନ କରିଛି। ଏବେ ଅନ୍ୟ ଏକ ଘଟଣାକୁ ନେଇ ଚାଇନାକୁ ନିନ୍ଦା କରାଯାଇଛି। ଚାଇନାବାସୀଙ୍କୁ ଏବେ ନିଜର ଗୃହପାଳିତ ପଶୁଙ୍କୁ ପାଷ୍ଟିକ ସର୍ଜରୀ କରିବାର ନିଶା…
ଦୁନିଆର ସବୁଠୁ ଦାମୀ ମେଡିସିନ୍, ଗୋଟିଏ ଡୋଜ୍ର ଦାମ୍ ଜାଣିଲେ…
ଆପଣ ହୁଏତ ଦୁନିଆର ସବୁଠାରୁ ଦାମୀ କାର୍, ବାଇକ୍, ଘର କିମ୍ବା ହୋଟେଲ ଇତ୍ୟାଦି ବିଷୟରେ ଜାଣିଥିବେ। କିନ୍ତୁ ଜାଣନ୍ତି କି ଦୁନିଆର ସବୁଠାରୁ ଦାମୀ ମେଡିସିନ୍ କ’ଣ? ଦୁନିଆର ସବୁଠୁ ଦାମୀ ମେଡିସିନ୍ର ଗୋଟିଏ ଡୋଜର ମୂଲ୍ୟ ହଜାରେ ଲକ୍ଷ…
୧୪ମିନିଟ୍ ଯାଏଁ ବନ୍ଦ ରହିଥିଲା ହାର୍ଟବିଟ୍, ହେଲେ ମୃତ୍ୟୁମୁଖରୁ ବଞ୍ଚାଇଲେ ସ୍ବାମୀ
କିଛିଦିନ ମଧ୍ୟରେ କାର୍ଡିଆକ ଆରେଷ୍ଟକୁ ନେଇ ଅନେକ ମାମଲା ସାମ୍ନାକୁ ଆସୁଛି। ନିକଟରେ ୩୨ବର୍ଷିୟ ଜୈନା ଗୁଡଙ୍କର ମଧ୍ୟ ଏପରି କିଛି ହୋଇଥିଲା। ଘଟଣା ଏମିତି କି, ସ୍ବାମୀ ରସ ହଠାତ୍ ରାତି ୩ ଟାରେ ଆଖି ଖୋଲିବା କ୍ଷଣି ତାଙ୍କ…
କମୋଡରେ ଗାଧୋଉଥିବା ମହିଳାଙ୍କ ଭିଡିଓ ଭାଇରାଲ, ଲାଇକ କଲେଣି ୩୦ ଲକ୍ଷରୁ ଅଧିକ ୟୁଜର, ଦେଖିଲେଣି ୪୭୯ ନିୟୁତ……
ନୂଆଦିଲ୍ଲୀ,୨୮।୧୨ : ସୋସିଆଲ ମିଡିଆରେ ଭାଇରାଲ ହେବା ପାଇଁ ଲୋକମାନେ ବିଭିନ୍ନ ପ୍ରକାର ଅଜବ କାମ କରୁଛନ୍ତି। ଅଲଗା କିଛି କରିବାକୁ ଚେଷ୍ଟା କରି ସେମାନେ ନୂତନ ପରୀକ୍ଷଣ ଜାରି ରଖିଛନ୍ତି। ସୋସିଆଲ ମିଡିଆରେ ଜଣେ ମହିଳାଙ୍କ ଭିଡିଓ ଏବେ ଦିନକୁ…
ନୂଆବର୍ଷ ୨୦୨୪ ପୂର୍ବରୁ ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀ ନେଇ ଚର୍ଚ୍ଚା: ପୁଟିନଙ୍କୁ ହତ୍ୟା ଉଦ୍ୟମ-କର୍କଟ ଚିକିତ୍ସାର ଔଷଧ…
ସୋଫିଆ,୨୮।୧୨ : ବର୍ତ୍ତମାନ ୨୦୨୪ ବର୍ଷ ପାଇଁ ଆଉ କିଛି ଦିନ ବାକି ଅଛି। ଏପରିସ୍ଥଳେ, ୨୦୨୪ ବର୍ଷ ସହ ଜଡିତ ଭବିଷ୍ୟବାଣୀ ବିଷୟରେ ମଧ୍ୟ ଆଲୋଚନା କରାଯାଉଛି। ବାସ୍ତବରେ, କୁହାଯାଉଛି ବୁଲଗେରିଆର ବାବା ଭେଙ୍ଗା ଅନେକ ଭବିଷ୍ୟବାଣୀ କରିଛନ୍ତି। ସେ…
କିଛି ନ କରି ବି ୮୩୦୦ କୋଟି ରୋଜଗାର କରିବେ ଏହି ଧନକୁବେର, ଦେବେ ୧୬୦୦ କୋଟି ଟିକସ…
ଓ୍ବାଶିଂଟନ,୨୮।୧୨ : ଜଣେ ସାଧାରଣ ବ୍ୟକ୍ତିଙ୍କୁ ରୋଜଗାର କରିବା ପାଇଁ କଠିନ ପରିଶ୍ରମ କରିବାକୁ ପଡିଥାଏ। ଏଥି ସହିତ, କିଛି ଲୋକ ଅଛନ୍ତି ଯେଉଁମାନେ କିଛି ନ କରି ମଧ୍ୟ କୋଟି କୋଟି ଟଙ୍କା ରୋଜଗାର କରିଥାନ୍ତି। ଏହି ଲୋକମାନଙ୍କ ମଧ୍ୟରୁ…
ଅଣ୍ଟାକୁ ପତଳା କରିବା ଲାଗି ନୂଆ ବିୟର ବିକ୍ରିର ଶୁଭାରମ୍ଭ କଲେ କିମ୍…
ପ୍ୟୋଙ୍ଗୟାଙ୍ଗ,୨୮।୧୨ : ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ୍ ଜୋଙ୍ଗ ଉନ ନିଜ ଇଚ୍ଛା ଅନୁସାରେ ଶାସନ କରୁଛନ୍ତି। ତାଙ୍କ ଅଧୀନରେ ଥିବା ଲୋକମାନେ ଯାହା ଚାହାନ୍ତି ତାହା କରୁଛନ୍ତି। ତାଙ୍କର ବିଚିତ୍ର ନିଷ୍ପତ୍ତି ;ନଇ କିମ୍ ବେଶ ଜଣାଶୁଣା। ମଦ୍ୟପାନ…
୫୧ବର୍ଷରେ ୧୮୦ରୁ ଅଧିକ ପିଲାଙ୍କ ବାପା! ହେଲେ ମିଳୁନି ମନଲାଖି ପାର୍ଟନର
ମା’ ହେବା ଦୁନିଆର ସବୁଠାରୁ ସୁଖଦ ଅନୁଭବ, ଯାହାକୁ କେବଳ ଜଣେ ନାରୀ ହିଁ ଅନୁଭବ କରିପାରେ। ତଥାପି, କେତେକ କ୍ଷେତ୍ରରେ ମହିଳାମାନେ ଗର୍ଭଧାରଣ କରିବାରେ ଅସୁବିଧାର ସମ୍ମୁଖୀନ ହୁଅନ୍ତି। ଏପରି ପରିସ୍ଥିତିରେ, ସେମାନେ ସ୍ପର୍ମ ଡୋନର କିମ୍ବା ଗର୍ଭଧାରଣର ଅନ୍ୟାନ୍ୟ…
ଚାଇନାର ଷଡ଼ଯନ୍ତ୍ର: ପାକିସ୍ତାନର ବାଲୁଚ ବିଦ୍ରୋହୀଙ୍କୁ ଭାରତ ସହ ଯୋଡିବାର କରୁଛି ହୀନ ପ୍ରୟାସ…
ବେଜିଂ/ଇସଲାମାବାଦ,୨୮।୧୨ : ପାକିସ୍ତାନରେ ବାଲୁଚ ବିଦ୍ରୋହକୁ ନେଇ ଚାଇନ ଭାରତ ବିରୋଧରେ ଷଡ଼ଯନ୍ତ୍ର ରଚିଛି। ଚାଇନାର ସରକାରୀ ଗଣମାଧ୍ୟମର ପ୍ରଶ୍ନ ଉପରେ ବୈଦେଶିକ ମନ୍ତ୍ରଣାଳୟ ବାଲୁଚ ବିଦ୍ରୋହୀଙ୍କୁ ଭାରତ ସହ ଯୋଡିବାକୁ ଏକ ଅସଫଳ ଉଦ୍ୟମ କରିଛି। ଚାଇନା ବୈଦେଶିକ ମନ୍ତ୍ରଣାଳୟର…
ନାସା ଖୋଜୁଛି ‘ଧ୍ୱଂସର ଦେବତା’
ଓ୍ବାଶିଂଟନ୍,୨୮ା୧୨ : ଆମେରିକାର ମହାକାଶ ଗବେଷଣା ସଂସ୍ଥା ନାସା ‘ଧ୍ୱଂସର ଦେବତା’ଙ୍କୁ ଠାବ କରିବା ପାଇଁ ଅଭିଯାନ ଚଳାଇଛି। ଏହି କ୍ଷୁଦ୍ରଗ୍ରହ ପୃଥିବୀର କକ୍ଷପଥର ନିକଟତର ହେବାରେ ଲାଗିଛି। ନିକଟରେ ଦୂରନ୍ତ ମହାକାଶରୁ ଫେରିଥିବା ନାସାର ଏକ ସ୍ପେସ୍କ୍ରାଫ୍ଟ ଏହା ଉପରେ…
କୁର୍ଦ୍ଦଙ୍କ ନରସଂହାର କରୁଛନ୍ତି ଏର୍ଦୋଗନ: ନେତାନ୍ୟାହୁ ଦେଲେ ଜବାବ…
ତେଲ ଅଭିବ,୨୮।୧୨ : ଇସ୍ରାଏଲ-ଗାଜା ଯୁଦ୍ଧ ନେଇ ର ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଏବଂ ତୁର୍କୀ ରାଷ୍ଟ୍ରପତି ରିସେପ ତାଇପ ଏର୍ଦୋଗନଙ୍କ ମଧ୍ୟରେ ବାକ୍ ଯୁଦ୍ଧ ଆରମ୍ଭ ହୋଇଛି। ଏର୍ଦୋଗନ ଇସ୍ରାଏଲର ପ୍ରଧାନମନ୍ତ୍ରୀ ନେତାନ୍ୟାହୁଙ୍କୁ ହିଟଲରଙ୍କ ସହ ତୁଳନା କରିଛନ୍ତି। ଏହାର…
Archives


