Japan Plane Collide: ଜାପାନରେ ଦୁଇ ବିମାନ ମଧ୍ୟରେ ଧକ୍କା, ଥିଲେ ୨୮୯ ଯାତ୍ରୀ
ଟୋକିଓ,୧୬।୧: ଜାପାନର ଏକ ବିମାନବନ୍ଦରରେ ଦୁଇ ବିମାନ ମଧ୍ୟରେ ଜୋରଦାର ଧକ୍କା ହୋଇଛି। ଏହାପରେ ଦୁଇ ବିମାନରେ ଉପସ୍ଥିତ ଯାତ୍ରୀମାନଙ୍କ ମଧ୍ୟରେ ଭୟର ବାତାବରଣ ଖେଳିଯାଇଥିଲା। ତେବେ ଏଥିରେ ଜନଜୀବନ କ୍ଷୟକ୍ଷତି ହୋଇ ନ ଥିଲେ ହେଁ ବିମାନ ଦୁଇଟି କ୍ଷତିଗ୍ରସ୍ତ…
ଭାରତକୁ ତର ଦେଖାଇଲା ମାଳଦ୍ୱୀପ: ତୁର୍କୀ ସହ କଲା ଘାତକ ଡିଲ୍
ମାଲେ,୧୬।୧: ମାଳଦ୍ୱୀପ ରାଷ୍ଟ୍ରପତି ମହମ୍ମଦ ମୋଇଜୁ କ୍ରମାଗତ ଭାବରେ ଭାରତ ବିରୋଧୀ ଟିପ୍ପଣୀ ଦେବା ସହ କାର୍ଯ୍ୟଧାରା ଜାରି ରଖିଛନ୍ତି। ଏହିକ୍ରମରେ ଆଗକୁ ଯାଇ ମାଳଦ୍ୱୀପ ବର୍ତ୍ତମାନ ତୁର୍କୀ ସହିତ ଏକ ଘାତକ ଡ୍ରୋନ କିଣିବା ପାଇଁ ଚୁକ୍ତି କରିଛି। ଏହି…
କର୍ମଚାରୀମାନେ ଦିଅନ୍ତୁ ସ୍ବତଃ ପ୍ରବୃତ୍ତ ଇସ୍ତଫା! ଦୁର୍ଗମ ପାହାଡିଆ ଇଲାକାକୁ ଶିଫ୍ଟ ହୋଇଗଲା କମ୍ପାନୀ, ତା’ପରେ…
ଶିଆନ,୧୬।୧: କର୍ମଚାରୀଙ୍କୁ କମ୍ପାନୀରୁ ବାହାର କରିବା ପାଇଁ ଅଧିକାଂଶ ସ୍ଥାନରେ ସେମାନଙ୍କ କାମରେ ଭୁଲ ବାହାର କରାଯାଇଥାଏ କିମ୍ବା ଅନ୍ୟ କୌଣସି ଉପାୟରେ ହଇରାଣ କରାଯାଏ ଯାହାଦ୍ୱାରା ସେମାନେ ନିଜେ ଇସ୍ତଫା ଦେଇଦେବେ। କିନ୍ତୁ ଚାଇନାର ଏକ କମ୍ପାନୀ ଏପରି କିଛି…
ଗର୍ଭଯନ୍ତ୍ରଣା କମ୍ କରିବା ପାଇଁ ୫ଘଣ୍ଟା ଧରି ଭଜନ ଗାଇଲେ ମହିଳା, ସ୍ବାମୀ ବଜାଇଲେ ଗିଟାର, ଜନ୍ମ କଲେ ଶିଶୁ
ସିଏଟଲ,୧୬।୧: ମା’ ହେବା ସବୁ ନାରୀ ପାଇଁ ଏକ ସୁନ୍ଦର ଅନୁଭବ। କିନ୍ତୁ ଏହି ସୁଖଦ ମୂହୂର୍ତ୍ତ ପାଇବା ପାଇଁ ନାରୀକୁ ୧୦ମାସ କାଳ ଗର୍ଭ ଯନ୍ତ୍ରଣା ସହିବାକୁ ପଡିଥାଏ। ସର୍ଜରୀ ହେଉ କି ପ୍ରାକୃତିକ ଭାବରେ, ଗର୍ଭାବସ୍ଥା କଷ୍ଟ ସହିବା…
ଯେଉଁ ୩ ଜଣ ବନ୍ଦୀଙ୍କ ଭିଡିଓ ଜାରି କରିଥିଲା ହମାସ, ଏବେ ସେମାନଙ୍କ ମଧ୍ୟରୁ ୨ ମୃତ
ଜେରୁଜେଲମ,୧୬।୧: ପ୍ରାୟ ୧୦୦ଦିନରୁ ଅଧିକ ସମୟ ଧରି ହମାସ ଏବଂ ଇସ୍ରାଏଲ ମଧ୍ୟରେ ଯୁଦ୍ଧ ଚାଲିଛି। ଯୁଦ୍ଧରେ ଏପର୍ଯ୍ୟନ୍ତ ଉଭୟ ପାର୍ଶ୍ୱରୁ ହଜାର ହଜାର ଲୋକ ପ୍ରାଣ ହରାଇଛନ୍ତି। ଯେଉଁଠାରେ ଇସ୍ରାଏଲ ହମାସକୁ ସମ୍ପୂର୍ଣ୍ଣ ରୂପେ ହଟାଇବାକୁ ନିଷ୍ପତ୍ତି ନେଇଛି। ଏଥି…
ହିମସ୍ଖଳନରେ ଫସିଲେ ୧ହଜାର ପର୍ଯ୍ୟଟକ
ବେଜିଂ,୧୬।୧: ଚାଇନାର ଉତ୍ତର-ପଶ୍ଚିମ ଜିନଜିଆଙ୍ଗ ଅଞ୍ଚଳରେ ହିମ ସ୍ଖଳନ ବା ବରଫ ଝଡ଼ ପରେ ପାଖାପାଖି ୧ ହଜାର ପର୍ଯ୍ୟଟକ ଦୂର ଦୂରାନ୍ତର ଗ୍ରାମରେ ଫସି ରହିଛନ୍ତି, ଯେଉଁଠାରେ କିଛି ମିଟର ଉଚ୍ଚତାର ବରଫ ପାତ ଓ ଖରାପ ମୌସୁମୀ କାରଣରୁ…
ଏୟାର ଫୋର୍ସର ମହିଳା ଯବାନ ଏବେ ମିସ୍ ଆମେରିକା, ଦେଖନ୍ତୁ ତାଙ୍କର ଗ୍ଲାମରସ ଅନ୍ଦାଜ
ଓ୍ବାଶିଂଟନ,୧୬।୧: ଆମେରିକାର ବାୟୁସେନାର ଦ୍ୱିତୀୟ ଲେଫ୍ଟନାଣ୍ଟ ତଥା ହାର୍ଭାର୍ଡ ମେଡିକାଲ ସ୍କୁଲରେ ସ୍ନାତକୋତ୍ତର ଇଣ୍ଟରନେଟ ମେଡିସନ ମାର୍ଶ ମିସ ଆମେରିକାର ମୁକୁଟ ପିନ୍ଧିଥିବା ପ୍ରଥମ ସକ୍ରିୟ ଡ୍ୟୁଟି ବାୟୁସେନା ଅଧିକାରୀ ଭାବରେ ଇତିହାସ ସୃଷ୍ଟି କରିଛନ୍ତି। ଫ୍ଲୋରିଡା ରାଜ୍ୟରେ ଚଳିତ ବର୍ଷର…
ଆମେରିକାର ରାଷ୍ଟ୍ରପତି ପଦ ଦୌଡରୁ ଓହରିଲେ ରାମସ୍ବାମୀ
ଓ୍ବାଶିଂଟନ୍,୧୬।୧: ଭାରତୀୟ ବଂଶୋଦ୍ଭବ ବିବେକ ରାମସ୍ବାମୀ ଆମେରିକାର ରାଷ୍ଟ୍ରପତି ପଦ ପାଇଁ ନିଜର ଦାବି ପ୍ରତ୍ୟାହୃତ କରିଛନ୍ତି। ଡୋନାଲ୍ଡ ଟ୍ରମ୍ପଙ୍କୁ ସମର୍ଥନ କରିବା ବିଷୟରେ ରାମସ୍ବାମୀ କହିଛନ୍ତି। ବିବେକ ରାମସ୍ବାମୀ ରାଷ୍ଟ୍ରପତି ଦୌଡ଼ରୁ ଓହରିଯିବାକୁ ଘୋଷଣା କରିଛନ୍ତି। ଏହି ସମୟରେ ରାମସ୍ବାମୀ…
ଡୋନାଲ୍ଡ ଟ୍ରମ୍ପଙ୍କୁ ମିଳିଲା ବଡ଼ ସଫଳତା
ଓ୍ବାଶିଂଟନ୍,୧୬।୧: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ରିପବ୍ଲିକାନ ପାର୍ଟିରୁ ରାଷ୍ଟ୍ରପତିଙ୍କ ନାମାଙ୍କନ ପାଇଁ ପ୍ରଥମ ରେସ୍ ଜିତିଛନ୍ତି। ଜାନୁଆରୀ ୧୫ରେ ରିପବ୍ଲିକାନ ପାର୍ଟିର ଆଓ୍ବା କକ୍ସରେ ଡୋନାଲ୍ଡ ଟ୍ରମ୍ପ ଜିତିଛନ୍ତି। ଏହି ବିଜୟ କଳ୍ପନାକୁ ଆହୁରି ଦୃଢ କରିଦେଇଛି ଯେ…
ଇରାକ ସୀମା ଅତିକ୍ରମ କରି ମିଶାଇଲ୍ ମାଡ଼ କଲା ଇରାନ
ତେହେରାନ୍,୧୬।୧: ଇରାନ ଇରାକ ସୀମା ଅତିକ୍ରମ କରି ଇସ୍ରାଏଲର ମୋସାଦ୍ ମୁଖ୍ୟାଳୟରେ ଏକ ବାଲାଷ୍ଟିକ୍ ମିଶାଇଲ୍ ନିକ୍ଷେପ କରିଛି। ଏଥିରେ ୪ ଜଣଙ୍କର ମୃତ୍ୟୁ ଘଟିଛି। ଇରାନର ରିଭୋଲ୍ୟୁସାରୀ ଗାର୍ଡମାନେ ଏହି ଆକ୍ରମଣ ବିଷୟରେ ସୂଚନା ଦେଇଛନ୍ତି। ସିରିଆରେ ଇସଲାମିକ ଷ୍ଟେଟ…
ରାଷ୍ଟ୍ରପତି ହେବା ପାଇଁ ଲଢ଼େଇ ଜାରି ରଖିବି: ନିକି ହାଲ
ଓ୍ବାଶିଂଟନ,୧୬।୧: ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ଙ୍କ ଅଧୀନରେ ରିପବ୍ଲିକାନ ଦଳର ଉପରାଷ୍ଟ୍ରପତି ପ୍ରାର୍ଥତ୍ତ୍ୱ ନିମନ୍ତେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଅନ୍ୟତମ ରାଷ୍ଟ୍ରପତି ପ୍ରାର୍ଥତ୍ତ୍ୱ ଆଶାୟୀ ନିକି ହାଲି ଏବଂ ବିବେକ ରାମସ୍ବାମୀ ଆଗ୍ରହୀ ନ ଥିବା ଜଣାପଡ଼ିଛି। ନିକି…
ଆମେରିକା ଯୁଦ୍ଧଜାହାଜ ଉପରେ କ୍ଷେପଣାସ୍ତ୍ର ମାଡ଼
ଜେରୁଜେଲମ,୧୬।୧: ଲୋହିତ ସାଗରରେ ଆମେରିକାର ଏକ ଯୁଦ୍ଧଜାହାଜକୁ ୟେମେନ୍ର ହୋଉଥି ବିଦ୍ରୋହୀମାନେ କ୍ଷେପଣାସ୍ତ୍ର ମାଡ଼ କରିଛନ୍ତି। ତେବେ ଆମେରିକାର ଲଢୁଆ ବିମାନ ଏହାକୁ ଖସାଇ ଦେଇଥିଲା। ଗାଜା ଷ୍ଟ୍ରିପ୍ରେ ହମାସ ଆତଙ୍କବାଦୀଙ୍କ ବିରୋଧରେ ଇସ୍ରାଏଲ୍ ଯୁଦ୍ଧ ଚଳାଇଥିବା ବେଳେ ଲୋହିତ ସାଗରରେ…
Archives


