ଅନ୍ତର୍ଜାତୀୟ

ଖଲିସ୍ତାନୀ ଆତଙ୍କବାଦୀ ହରଦିପ ନିଜ୍ଜରଙ୍କ ହତ୍ୟା ଭିଡିଓ ଆସିଲା ସାମ୍ନାକୁ

ଅଣ୍ଟାରିଓ,୯।୩: ଗତ ବର୍ଷ ଜୁନରେ ଖାଲିସ୍ତାନୀ ଆତଙ୍କବାଦୀ ହରଦିପ ସିଂ ନିଜ୍ଜରଙ୍କୁ ହତ୍ୟା କରାଯାଇଥିଲା। ଏବେ ଏହି ହତ୍ୟାକାଣ୍ଡର ଭିଡିଓ ସାମ୍ନାକୁ ଆସିଛି। ଏହି ଭିଡିଓରେ ଆକ୍ରମଣକାରୀମାନେ ତାଙ୍କୁ ଗୁଳି ଚଳାଇବା ପରେ ଦୌଡ଼ି ପଳାଉଥିବାର ନଜର ଆସିଛନ୍ତି। ନିଜ୍ଜରଙ୍କ ହତ୍ୟାକୁ…

୯୨ ବର୍ଷରେ ୫ମ ବିବାହ କରିବାକୁ ଯାଉଛନ୍ତି ଏହି ବିଖ୍ୟାତ ଶିଳ୍ପପତି, ଜାଣନ୍ତୁ ପ୍ରେମିକାଜଣଙ୍କ କିଏ…

ନୂଆଦିଲ୍ଲୀ,୮।୩: ବିଖ୍ୟାତ ଶିଳ୍ପପତି ତଥା କିଙ୍ଗ ଅଫ୍‌ ମିଡିଆ ରୁପର୍ଟ ମୁର୍ଡୋକ ପୁଣି ବିବାହ କରିବାକୁ ଯାଉଛନ୍ତି। ୯୨ ବର୍ଷ ବୟସରେ ସେ ଏଲିନା ଜୁକୋଭାଙ୍କୁ ୫ମ ବିବାହ ପରିବେ। ନିର୍ବନ୍ଧ ଦୃଷ୍ଟିରୁ ଦେଖାଗଲେ ଏଲିନାଙ୍କ ସହ ସେ ୬ଷ୍ଠ ନିର୍ବନ୍ଧ…

୫ବର୍ଷ ମଧ୍ୟରେ ଭାରତ-ଚାଇନା ମଧ୍ୟରେ ହେବ ଆଉ ଏକ ଯୁଦ୍ଧ? କାରଣ ଡ୍ରାଗନଙ୍କ ଡର

ନୂଆଦିଲ୍ଲୀ/ବେଜିଂ,୮।୩: ପାଞ୍ଚ ବର୍ଷ ମଧ୍ୟରେ ଭାରତ ଏବଂ ଚାଇନା ମଧ୍ୟରେ ଏକ ଯୁଦ୍ଧ ଆରମ୍ଭ ହୋଇପାରେ। ଜିଓ ରାଜନୀତିର ବିଶେଷଜ୍ଞମାନେ ଏ ବିଷୟରେ ଆଶଙ୍କା ବ୍ୟକ୍ତ କରିଛନ୍ତି। ସେ କହିଛନ୍ତି ଯେ ୨୦୨୫ରୁ ୨୦୩୦ମଧ୍ୟରେ ହିମାଳୟରେ ଆଉ ଏକ ଭାରତ-ଚାଇନା ଯୁଦ୍ଧ…

ଟେକଅପ ସମୟରେ ଖସିଗଲା ବିମାନର ଚକ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ସାନ ଫ୍ରାନ୍ସିସକୋ,୮।୩: ଏକ ବିମାନର ଚକ ମଝି ଆକସରେ ଖ୍‌ସୀ ଯାଉଥିବାର ଏକ ଚକିତ ଭିଡିଓ ସାମ୍ନାକୁ ଆସିଛି। ବାସ୍ତବରେ ୟୁନାଇଟେଡ ଏୟାରଲାଇନ୍ସର ବିମାନ ଜାପାନ ଯାଉଥିଲା। ବିମାନଟି ଉଡ଼ି ଆକାଶରେ ପହଞ୍ଚିବା ମାତ୍ରେ ଏହାର ଚକ ବାହାରିଗଲା । ବିମାନର…

୧୦୦% ଗ୍ୟାରେଣ୍ଟି ଦେଉଛି, ଆମ ସରକାର ୧୫ ବର୍ଷରୁ ଅଧିକ ଶାସନ କରିବ: ଜୟଶଙ୍କର

ନୂଆଦିଲ୍ଲୀ/ଟୋକିଓ,୮।୩: ଭାରତର ବୈଦେଶିକ ମନ୍ତ୍ରୀ ଜାପାନ ଗସ୍ତରେ ଅଛନ୍ତି। ଜାପାନରେ ଏକ କାର୍ଯ୍ୟକ୍ରମ ସମୟରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର କହିଛନ୍ତି, ଆମ ସରକାର ୧୫ ବର୍ଷ କିମ୍ବା ତା’ଠାରୁ ଅଧିକ ସମୟ କ୍ଷମତାରେ ରହିବ। ମୋ ଏହା ଶତପ୍ରତିଶତ…

ପରିବାର ଲୋକଙ୍କୁ ଛୁରିରେ ଆକ୍ରମଣ କଲେ ଛାତ୍ର, ୬ ମୃତ

ଓଟାଓ୍ବା,୮।୩: କାନାଡାର ରାଜଧାନୀ ଓଟାଓ୍ବାରେ ଛୁରାମାଡ଼ରେ ୬ଜଣଙ୍କର ମତ୍ୟୁ ହୋଇଛି। ତାଙ୍କର ୬ଜଣ ରୁମମେଟଙ୍କୁ ଛୁରାମାଡ଼ ଅଭିଯୋଗରେ ଓଟାଓ୍ବା ପୋଲିସ ଜଣେ ୧୯ବର୍ଷୀୟ ଶ୍ରୀଲଙ୍କା ଛାତ୍ରଙ୍କୁ ଗିରଫ କରିଛି। ମୃତକଙ୍କ ମଧ୍ୟରେ ଶ୍ରୀଲଙ୍କା ପରିବାରର ଚାରି ପିଲା ମଧ୍ୟ ଅଛନ୍ତି। ଓଟାଓ୍ବା…

‘ଲୋକତନ୍ତ୍ର ବିପଦରେ’, ଟ୍ରମ୍ପଙ୍କୁ ବାଇଡେନଙ୍କ ତେରଛା ବାଣ

ଓ୍ବାଶିଂଟନ,୮।୩: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଗୁରୁବାର ଡୋନାଲ୍ଡ ଟ୍ରମ୍ପଙ୍କ ଉପରେ ଦେଶ (ଷ୍ଟେଟ ଅଫ ୟୁନିଅନ ସ୍ପିଚ) କୁ ସମ୍ବୋଧିତ କରି ଆମେରିକାର ଗଣତନ୍ତ୍ର ବିପଦରେ ଥିବା ଚେତାବନୀ ଦେଇଛନ୍ତି। ତାଙ୍କ ସମ୍ବୋଧନ ଆରମ୍ଭରେ ବାଇଡେନ କହିଛନ୍ତି, ମୁଁ ବିପଦ…

ଶେଷରେ ଅପେକ୍ଷାର ଅନ୍ତ: ନାଟୋରେ ଏଣ୍ଟ୍ରି କଲା ସ୍ବିଡେନ

ଷ୍ଟକହୋମ,୮।୩: ସ୍ବିଡେନ ନାଟୋର ୩୨ତମ ସଦସ୍ୟ ଦେଶ ହୋଇଛି। ଏହା ସହିତ ପ୍ରାୟ ଦୁଇ ଦଶନ୍ଧି ଧରି ସ୍ବିଡେନ, ନାଟୋ ଗ୍ରୁପରେ ଯୋଗ ଦେଇଛି। ସ୍ବିଡେନର ପ୍ରଧାନମନ୍ତ୍ରୀ ଉଲଫ କ୍ରିଷ୍ଟରସନ ଦେଶର ନାଟୋରେ ଯୋଗଦେବାକୁ ସ୍ବାଧୀନତାର ବିଜୟ ବୋଲି ବର୍ଣ୍ଣନା କରିଛନ୍ତି।…

ମହିଳା ରିପୋର୍ଟରଙ୍କୁ ରୋବୋର ଅଶ୍ଳୀଳ ଆଚରଣ

ରିୟାଧ: ସାମ୍ପ୍ରତିକ ପରିସ୍ଥିତିରେ ବିଭିନ୍ନ ଆଧୁନିକ ପ୍ରଯୁକ୍ତିବିଦ୍ୟାର ବ୍ୟବହାର କରାଯାଇ ଅସମ୍ଭବକୁ ସମ୍ଭବ କରାଯାଇପାରୁଛି। ଏହି କ୍ରମରେ ଏବେ ରୋବଟ୍‌ମାନେ ମଣିଷର ବିକଳ୍ପ ଭାବେ କେତେକ କ୍ଷେତ୍ରରେ କାର୍ଯ୍ୟ କରିପାରୁଛନ୍ତି। କିନ୍ତୁ ବହୁ ସମୟରେ ରୋବଟ୍‌ଗୁଡ଼ିକୁ ତିଆରି କରିବା ବେଳେ ମେଶିନ୍‌ରେ…

ମୋଦିଙ୍କ ଶୁଭେଚ୍ଛା ବାର୍ତ୍ତାକୁ ନେଇ ଏମିତି କହିଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ

ଇସଲାମାବାଦ/ନୂଆଦିଲ୍ଲୀ,୭।୩: ନିକଟରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପାକିସ୍ତାନର ନବ ନିର୍ବାଚିତ ପ୍ରଧାନମନ୍ତ୍ରୀ ଶେହବାଜ ସରିଫଙ୍କୁ କ୍ଷମତାକୁ ଫେରିବା ପାଇଁ ଅଭିନନ୍ଦନ ଜଣାଇଛନ୍ତି। ମୋଦିଙ୍କ ଅଭିନନ୍ଦନ ବାର୍ତ୍ତା ପରେ ଲୋକମାନେ ଶେହବାଜଙ୍କ ପ୍ରତିକ୍ରିୟାକୁ ଅପେକ୍ଷା କରିଥିଲେ। ଗୁରୁବାର (୭ ମାର୍ଚ୍ଚ ୨୦୨୪)…

ଥରିଲା ଚାଇନା, ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୫

କ୍ୱିଂଘାଇ,୭।୩: ନ୍ୟାଶନାଲ ସେଣ୍ଟର ଫର ସିସମୋଲେଜି(ଏନସିଏସ) ରିପୋର୍ଟ କରିଛି ଯେ ଚାଇନାର କ୍ୱିଂଘାଇ ଅଞ୍ଚଳରେ ୫ ତୀବ୍ରତାର ଏକ ଭୂକମ୍ପ ଅନୁଭୂତ ହୋଇଛି। ଏ ନେଇ ଏନସିଏସ ପକ୍ଷରୁ ଏକ ଅଫିସିୟାଲ ଟୁଇଟ କରି ସତର୍କ ସୂଚନା ଜାରି କରାଯାଇଛି। ଏହାସହ…

ଶାନ୍ତିପୂର୍ଣ୍ଣ କଥାବାର୍ତ୍ତାକୁ ସ୍ବାଗତ, ମାତ୍ର ମୁଣ୍ଡ ଖେଳାଇବୁ ନାହିଁ

ଓ୍ବାଶିଂଟନ,୭ା୩: କଶ୍ମୀର ପ୍ରସଙ୍ଗକୁ ନେଇ ଆମେରିକା ପାକିସ୍ତାନକୁ ଏକ ବଡ଼ ଝଟ୍‌କା ଦେଇଛି। ଆମେରିକା ବୈଦେଶିକ ବିଭାଗର ମୁଖପାତ୍ର ମାଥ୍ୟୁ ମିଲର କହିଛନ୍ତି, କଶ୍ମୀରରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଓ୍ବାଶିଂଟନ ଉତ୍ପାଦକ ଏବଂ ଶାନ୍ତିପୂର୍ଣ୍ଣ କଥାବାର୍ତ୍ତାକୁ ସ୍ବାଗତ କରିବ, କିନ୍ତୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri