ଅନ୍ତର୍ଜାତୀୟ

ଏକ୍ସ ୟୁଜର୍ସଙ୍କୁ ବଡ଼ ଝଟ୍‌କା: ଏଣିକି ସାଧାରଣ ୟୁଜର୍ସ ବ୍ୟବହାର କରିପାରିବେନି ଏହି ଫିଚର୍‌

କାଲିଫର୍ନିଆ,୨୩।୬: ଏଲନ ମସ୍କ ଏକ୍ସର ଦାୟିତ୍ୱ ନେବା ପରେ ଏହି ମାଇକ୍ରୋବ୍ଲଗିଂ ପ୍ଲାଟଫର୍ମ ସଂପୂର୍ଣ୍ଣ ବଦଳି ଯାଇଛି। ନାମ, ଲୋଗୋ, ଡୋମେନ ଠାରୁ ଫିଚର୍‌ ପର୍ଯ୍ୟନ୍ତ ଅନେକ ଜିନିଷ ଏଥିରେ ନୂଆ। ଏବେ ଏକ୍ସ ବିଷୟରେ ଏକ ବଡ ଘୋଷଣା କରାଯାଇଛି।…

୧୨ ସନ୍ତାନର ବାପା ହେଲେ ଏଲନ ମସ୍କ: ଖୁସି ଖବରକୁ ଲୁଚାଇ ରଖିଥିଲେ ବିଶ୍ୱର ସବୁଠୁ ଧନୀ ବ୍ୟକ୍ତି

କାଲିଫର୍ନିଆ,୨୩।୬: ଦୁନିଆର ସବୁଠାରୁ ଧନୀ ବ୍ୟକ୍ତି ଏଲନ ମସ୍କ ପୁଣି ଥରେ ପିତା ହୋଇଛନ୍ତି। କିନ୍ତୁ ଏଥର ସେ ଏହି ଖୁସି ଖବରକୁ ଲୁଚାଇ ରଖିଥିଲେ। ସୂଚନା ଅନୁଯାୟୀ, ଏଲନ ମସ୍କଙ୍କ ଦ୍ୱାଦଶ ସନ୍ତାନର ମା’ ହେଉଛନ୍ତି ନ୍ୟୁରାଲିଙ୍କର ଟପ ମ୍ୟାନେଜର…

ଏହିଦିନ ପୃଥିବୀରେ ଆସି ମାଡ଼ ହୋଇପାରେ ଧୂମକେତୁ; ବଡ଼ ଦାବି କଲା ନାସା

ନୂଆଦିଲ୍ଲୀ,୨୩।୬: ଆମେରିକୀୟ ମହାକାଶ ଗବେଷଣା ସଂସ୍ଥା ନାସା ଏକ କାଳ୍ପନିକ ଆକଳନ କରି ଜାଣିପାରିଛି ଯେ ଭବିଷ୍ୟତରେ ଗୋଟିଏ ଧୂମକେତୁ ଆସି ପୃଥିବୀରେ ମାଡ଼ ହେବାର ୭୨% ପ୍ରତିଶତ ସମ୍ଭାବନା ରହିଛି। କେବଳ ଏତିକି ନୁହେଁ ଏହି ଧୂମକେତୁ ମାଡ଼ ହେଲେ…

କାର୍‌ରେ ଖଞ୍ଜା ଯାଇଥିଲା ବୋମା: ଥାନା ନିକଟରେ ଚାଲିଗଲା ପୋଲିସ ଅଧିକାରୀଙ୍କ ସମେତ ୩ ଜଣଙ୍କ ଜୀବନ, ୯ ଆହତ

ବୋଗଟା,୨୩ା୬: କଲମ୍ବିଆର ଟାମିନଙ୍ଗାସରେ କାର୍‌ ବୋମା ବିସ୍ଫୋରଣରେ ୩ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୯ ଜଣ ଆହତ ହୋଇଛନ୍ତି। ଏକ ବିବୃତ୍ତିରେ ନାରିନୋର ରାଜ୍ୟପାଳ ଲୁଇସ ଆଲଫୋନ୍‌ସୋ ଏସ୍କୋବର କହିଛନ୍ତି ଯେ, ପୋଲିସ ଅଧିକାରୀଙ୍କ ସମେତ ଦୁଇ ସାଧାରଣ ନାଗରିକ…

ଅଡୁଆରେ ରୁଷି ସୁନକଙ୍କ ପାର୍ଟି, କହିଲେ ମୋତେ ଏବେ ରାଗ ଆସୁଛି

ଲଣ୍ଡନ,୨୩ା୬: ବ୍ରିଟେନ ପ୍ରଧାନମନ୍ତ୍ରୀ ରୁଷି ସୁନକଙ୍କ କନ୍‌ଜରଭେଟିଭ୍‌ ପାର୍ଟି ଅଡୁଆରେ ପଡ଼ିଛି। ସୁନକଙ୍କ ଜଣେ ଅଧିକାରୀ ବେଟିଂ କରିଥିବା ଅଭିଯୋଗ ହୋଇଛି। ବ୍ରିଟେନର ଜୁଆ ନିୟାମକ ଏହାର ତାରିଖ ଘୋଷଣା ପୂର୍ବରୁ ମଧ୍ୟ ସାଧାରଣ ନିର୍ବାଚନରେ ବାଜି ଲଗାଇଥିବା ଅଭିଯୋଗର ଅନୁସନ୍ଧାନ…

ଚାଇନା ଉପରେ ଭରଷା ନାହିଁ… ମହାକାଶକୁ ଛାଡିଥିବା ରକେଟରେ ଯାଇଥାଆନ୍ତା ଲୋକଙ୍କ ଜୀବନ: ଦେଖନ୍ତୁ ଭିଡିଓ

ବେଜିଂ,୨୩।୬: ଚାଇନା ୨୨ ଜୁନ ଭୋର ପ୍ରାୟ ୩ଟାରେ (ଚାଇନିଜ ସମୟ) ଶିଚାଙ୍ଗ ସାଟେଲାଇଟ ଲଞ୍ଚ ସେଣ୍ଟରରୁ ଲଙ୍ଗ ମାର୍ଚ୍ଚ ୨-ସି ରକେଟ ବ୍ୟବହାର କରି ଏକ ଉପଗ୍ରହ ଉତକ୍ଷେପଣ କରିଛି। ଏହି ଉପଗ୍ରହକୁ ଚାଇନା ଏବଂ ଫ୍ରାନ୍ସ ମିଳିତ ଭାବେ…

ଜୈବ ବିଘଟନଯୋଗ୍ୟ ପ୍ଲାଷ୍ଟିକ୍‌ର ଉଦ୍ଭାବନ, ୨ ମାସରେ ପ୍ରକୃତିରେ ମିଶି ଖତ ହୋଇଯିବ

କୋପେନହାଗନ, ୨୩।୬: ସମ୍ପ୍ରତି ପ୍ଲାଷ୍ଟିକ୍‌ ପ୍ରଦୂଷଣ ଏକ ବଡ଼ ସମସ୍ୟା ଭାବେ ଉଭା ହୋଇଛି। ସ୍ଥାୟିତ୍ୱ ଏବଂ ସ୍ବଳ୍ପ ମୂଲ୍ୟରେ ମିଳୁଥିବା ହେତୁ ପ୍ଲାଷ୍ଟିକକୁ ବିଭିନ୍ନ କାର୍ଯ୍ୟରେ ବହୁଳ ଭାବେ ବ୍ୟବହାର କରାଯାଉଛି। ସେହିପରି ବିଶ୍ୱସ୍ତରରେ କେବଳ ୯% ପ୍ଲାଷ୍ଟିକକୁ ପୁନଃ…

ଗୁଡ଼ି ସହ ୩୦ ଫୁଟ ଉଚ୍ଚକୁ ଉଡ଼ିଗଲେ ୩ ବର୍ଷର ଶିଶୁକନ୍ୟା, ପରେ ଯାହା ହେଲା ଦେଖିଲେ…

‘କାଇଟ୍‌ ଫେଷ୍ଟିଭାଲ’ ସମୟରେ ଅଭାବନୀୟ ଘଟଣା। ଗୁଡ଼ି ଉଡ଼ାଇବା ବେଳେ ୩୦ ଫୁଟ ଉଚ୍ଚକୁ ଉଡିଗଲେ ୩ ବର୍ଷର ଶିଶୁକନ୍ୟା। ସୋସିଆଲ ମିଡିଆରେ ଘଟଣା ସମ୍ପର୍କିତ ଏକ ଚମକାଇବା ଭଳି ଭିଡିଓ ଭାଇରାଲ ହେଉଛି, ଯାହାକୁ ଦେଖି ଅନେକ ହତବାକ ହୋଇଯାଉଛନ୍ତି।…

କିଏ ଏହି ହିନ୍ଦୁଜା ପରିବାର, ଯାହାଙ୍କୁ ନେଇ ହେଉଛି ଚର୍ଚ୍ଚା

ନୂଆଦିଲ୍ଲୀ/ଜେନେଭା,୨୨।୬: ହିନ୍ଦୁଜା ଗୋଷ୍ଠୀର ଭିତ୍ତିପ୍ରସ୍ତର ଅବିଭାଜିତ ଭାରତର ସିନ୍ଧ ପ୍ରଦେଶର ପ୍ରସିଦ୍ଧ ଶିଖରପୁରରେ ଜନ୍ମଗ୍ରହଣ କରିଥିବା ପରମାନନ୍ଦ ଦୀପଚାନ୍ଦ ହିନ୍ଦୁଜାଙ୍କ ଦ୍ୱାରା ସ୍ଥାପିତ ହୋଇଥିଲା। ୧୯୧୪ରେ ସେ ମୁମ୍ବାଇ ଆସି ସେଠାରେ ତାଙ୍କର ବ୍ୟବସାୟ ଆରମ୍ଭ କରିଥିଲେ। ଧୀରେ ଧୀରେ ତାଙ୍କର…

ଅରବ ପତି ହିନ୍ଦୁଜା ପରିବାରର ୪ ସଦସ୍ୟ ଯିବେ ଜେଲ

ଜେନେଭା,୨୨।୬: ଭାରତୀୟ ମୂଳବାସିନ୍ଦା ହିନ୍ଦୁଜା ପରିବାର ବ୍ରିଟେନର ସବୁଠାରୁ ଧନୀ ପରିବାର ମଧ୍ୟରେ ଗଣାଯାଏ। ବର୍ତ୍ତମାନ ଏହି ପରିବାରର ଚାରି ଜଣଙ୍କୁ ସ୍ବିଜରଲାଣ୍ଡ କୋର୍ଟ ଦ୍ୱାରା ସାଢେ ଚାରି ବର୍ଷ ଜେଲ ଦଣ୍ଡାଦେଶ ହୋଇଛି। ଏହି ସମସ୍ତ ଧନୀ ବ୍ୟକ୍ତି ନିଜ…

ହିଜାବ ବିରୋଧରେ ଆଇନ ଆଣିଲା ତାଜକିସ୍ତାନ

ଦୁଶାଁବେ, ୨୨।୬: ମୁସଲମାନବହୁଳ ମଧ୍ୟଏସୀୟ ଦେଶ ତାଜକିସ୍ତାନ ଶୁକ୍ରବାର ହିଜାବ ଓ ବୁର୍ଖା ପରି ଇସଲାମିକ ପୋଷାକ ଉପରେ ପ୍ରତିବନ୍ଧକ ଲଗାଇଛି। ବୁଧବାର ଏନେଇ ଏକ ବିବାଦୀୟ ବିଲ୍‌ ତାଜକିସ୍ତାନର ପାର୍ଲାମେଣ୍ଟରେ ଗୃହୀତ ହେବା ପରେ ଶୁକ୍ରବାର ରାଷ୍ଟ୍ରପତି ଇମୋମାଲି ରହମନ…

ପାକିସ୍ତାନ ସେନା ଉପରେ ଆତଙ୍କବାଦୀ ଆକ୍ରମଣ

ଲାହୋର, ୨୧।୬: ଆତଙ୍କବାଦୀଙ୍କୁ ପ୍ରଶୟ ଦେଇ ଏବେ ପରିଣାମ ଭୋଗିଛି ପାକିସ୍ତାନ । ନିଜେ ହୋଇଛି ଆତଙ୍କବାଦୀଙ୍କ ଶିକାର । ପାକିସ୍ତାନ ସେନା ଉପରେ ଶୁକ୍ରବାର ଏକ ବଡ଼ ଧରଣର ଆକ୍ରମଣ ହୋଇଛି । ଫଳରେ ୪ ଯବାନ ପ୍ରାଣ ହରାଇଛନ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?