ଦୁନିଆର ସବୁଠୁ ବଡ଼ କମ୍ପାନୀ ବିକିବ ଚାଇନା
ବେଜିଂ,୨୯ା୧: ଚାଇନା ଉପରେ ଏକ ଦୁଃଖର ପାହାଡ଼ ପଡ଼ିଛି। ପ୍ରଥମେ ଷ୍ଟକ୍ ମାର୍କେଟରେ ଦ୍ରୁତ ହ୍ରାସ ହେତୁ କୋଟି କୋଟି ଟଙ୍କା ନିବେଶକ ନଷ୍ଟ ହେଲା। ବର୍ତ୍ତମାନ ରିଅଲ ଇଷ୍ଟେଟ୍ ବଜାରରୁ ଖରାପ ଖବର ଆସୁଛି । ଫଳରେ ଦୁନିଆର ସବୁଠୁ…
ବିଗିଡ଼ିଥିବା ସମ୍ପର୍କକୁ ସଜାଡ଼ିବା ପାଇଁ ଇରାନ-ପାକିସ୍ତାନ ପ୍ରସ୍ତୁତ
ଇସଲାମାବାଦ,୨୯ା୧: ନିକଟରେ ଇରାନ ଏବଂ ପାକିସ୍ତାନ ମଧ୍ୟରେ ଆରମ୍ଭ ହୋଇଥିବା ଯୁଦ୍ଧ ପରେ ଇରାନର ବୈଦେଶିକ ମନ୍ତ୍ରୀ ପାକିସ୍ତାନରେ ପହଞ୍ଚିଛନ୍ତି। ଇରାନର ବୈଦେଶିକ ମନ୍ତ୍ରୀ ହୋସେନ ଅମୀର-ଅବ୍ଦୁଲ୍ଲାହିୟାନ ସୋମବାର ତାଙ୍କ ପାକିସ୍ତାନୀ ପ୍ରତିପକ୍ଷ ଜଲିଲ ଅବ୍ବାସ ଜିଲାନୀଙ୍କ ସହ ଗୁରୁତ୍ୱପୂର୍ଣ୍ଣ ଆଲୋଚନା…
ଲକ୍ଷେ ଟଙ୍କାର କ୍ୟାପ ପିନ୍ଧି ନିର୍ବାଚନ ପ୍ରଚାର କଲେ ନଓ୍ବାଜ…
ଇସଲାମାବାଦ,୨୯।୧ : ଆସନ୍ତା ମାସରେ ହେବାକୁ ଥିବା ସାଧାରଣ ନିର୍ବାଚନ ପାଇଁ ପାକିସ୍ତାନରେ ପ୍ରଚାର ଚାଲିଛି। କ୍ଷମତାକୁ ଆସିବା ପାଇଁ ଜଣେ ଶକ୍ତିଶାଳୀ ପ୍ରତିଦ୍ୱନ୍ଦ୍ୱୀ ଭାବରେ ବିବେଚନା କରାଯାଉଥିବା ନୱାଜ ସରିଫ ମଧ୍ୟ କ୍ରମାଗତ ଭାବେ ରାଲି କରୁଛନ୍ତି। ନିକଟରେ ପୂର୍ବତନ…
ୟୁକ୍ରେନର ୩୩୨ କୋଟି ଚୋରାଇ ନେଲେ ଚୋର, କିଣାଯାଇଥାନ୍ତା ଗୋଳା-ବାରୁଦ…
କିଭ,୨୯।୧ : ୟୁକ୍ରେନ ଏବଂ ରୁଷିଆ ମଧ୍ୟରେ ଯୁଦ୍ଧ ଜାରି ରହିଛି। ଯୁଦ୍ଧରେ ଉଭୟ ଦେଶର ଧନଜୀବନର ବିପୁଳ କ୍ଷତି ଘଟିଛି। ୟୁକ୍ରେନରେ ଯୁଦ୍ଧ ଦ୍ୱାରା ହୋଇଥିବା କ୍ଷୟକ୍ଷତି ସହିତ ଚୋରମାନେ ଦେଶର ରାଜକୋଷ ମଧ୍ୟ ଚୋରି କରିଛନ୍ତି। ଚୋରମାନେ ଦେଶରୁ…
ମୋନାଲିସା ପେଣ୍ଟିଂ ଉପରକୁ ସୁପ୍ ପକାଇ ହରଡ଼ଘଣାରେ ୨ ମହିଳା
ପ୍ୟାରିସ୍,୨୯।୧:ଜଳବାୟୁ ପରିବର୍ତ୍ତନ କାର୍ଯ୍ୟକର୍ତ୍ତାମାନେ ପ୍ୟାରିସର ଲୌର୍ଭେ ମ୍ୟୁଜିୟମ୍ରେ ଥିବା ମୋନାଲିସା ପେଣ୍ଟିଂକୁ ଟାର୍ଗେଟ କରିଥିଲେ। ଦୁଇଜଣ ମହିଳା କାର୍ଯ୍ୟକର୍ତ୍ତା ମ୍ୟୁଜିୟମ୍ରେ ଥିବା ପେଣ୍ଟିଂ ସାମନାରେ ଗ୍ଲାସରେ ସୁପ ଫିଙ୍ଗିଥିଲେ। ଉଭୟ ମହିଳା ସେଠାରେ ଥିବା ସୁରକ୍ଷାକୁ ଭେଦ କରି ପେଣ୍ଟିଂର ନିକଟତର…
ଏଭରେଷ୍ଟ ବେସକ୍ୟାମ୍ପରେ ୨ ବର୍ଷର ଶିଶୁ, ପାଲଟିଲେ ସର୍ବ କନିଷ୍ଠ ପର୍ବତାରୋହୀ…
ଲଣ୍ଡନ,୨୯।୧ : ଯେଉଁ ବୟସରେ ପିଲାମାନେ କଥା କହିବା ଶିଖନ୍ତି, ବ୍ରିଟିଶ ଜନ୍ମିତ ଦୁଇ ବର୍ଷ ବୟସ୍କ ଟୋଟ କାର୍ଟର ଦୁନିଆର ସର୍ବ କନିଷ୍ଠ ପର୍ବତାରୋହୀ ହେବାର ଆଖ୍ୟା ଅର୍ଜନ କରିଛନ୍ତି। ସେ ଏଭରେଷ୍ଟର ବେସକ୍ୟାମ୍ପରେ ପହଞ୍ଚିବାରେ ସେ ସର୍ବ କନିଷ୍ଠ…
ସୁଦାନରେ ଗ୍ରାମବାସୀଙ୍କ ଉପରକୁ ଆଖିବୁଜା ଗୁଳିମାଡ଼ରେ ୫୨ ମୃତ
ନୂଆଦିଲ୍ଲୀ,୨୯ା୧: ଆଫ୍ରିକା ମହାଦେଶର ସୁଦାନରେ ଏକ ବିଦ୍ରୋହୀ ଗୋଷ୍ଠୀ ଗ୍ରାମବାସୀଙ୍କ ଉପରକୁ ଆଖିବୁଜା ଗୁଳିମାଡ଼ କରିବା ଫଳରେ ୫୨ ଜଣଙ୍କର ମୃତ୍ୟୁ ହୋଇଛି। ସ୍ଥାନୀୟ ଅଧିକାରୀ କହିଛନ୍ତି ଯେ ଉଭୟ ସୁଦାନ ଏବଂ ଦକ୍ଷିଣ ସୁଦାନରେ ଥିବା ତୈଳ ସମ୍ପଦରେ ପରିପୁର୍ଣ୍ଣ…
ପାକିସ୍ତାନରେ ସାଧାରଣ ନିର୍ବାଚନ ପାଇଁ ୮ ଫେବୃଆରୀରେ ହେବ ଭୋଟିଂ
ଇସଲାମାବାଦ,୨୯।୧: ପାକିସ୍ତାନରେ ସାଧାରଣ ନିର୍ବାଚନ ପାଇଁ ଭୋଟ ଗ୍ରହଣ ୮ ଫେବୃଆରୀରେ ହେବ। ଏହାପୂର୍ବରୁ ପାକିସ୍ତାନର ନିର୍ବାଚନ ଆୟୋଗ (ଇସିପି) ସମ୍ପୂର୍ଣ୍ଣ ଭୋଟ ଯୋଜନା ପ୍ରକାଶ କରିଛି। ଏହି ଅନୁଯାୟୀ, ଦେଶରେ ମୋଟ ୯୦,୬୭୫ ମତଦାନ କେନ୍ଦ୍ର ପ୍ରତିଷ୍ଠା କରାଯିବ। ଇସିପି…
ଆମେରିକାରେ ପ୍ରବେଶ କରୁଛନ୍ତି ଆତଙ୍କବାଦୀ ,ସୀମାରେ ବଡ଼ ଧରଣର ଆକ୍ରମଣ ଆଶଙ୍କା: ଟ୍ରମ୍ପଙ୍କ ଚେତାବନୀ…
ଓ୍ବାଶିଂଟନ,୨୯।୧ : ଆମେରିକାର ସୀମା ନିକଟରେ ଏକ ବଡ଼ ଆତଙ୍କବାଦୀ ଆକ୍ରମଣ ହୋଇପାରେ ବୋଲି ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆଶଙ୍କା ବ୍ୟକ୍ତ କରିଛନ୍ତି। ଟ୍ରମ୍ପ ସୋସିଆଲ ମିଡିଆରେ ଏହା ପୋଷ୍ଟ କରିଛନ୍ତି। ଏହି ପୋଷ୍ଟରେ ଟ୍ରମ୍ପ ଲେଖିଛନ୍ତି ଆମେରିକା-ମେକ୍ସିକୋ…
ଜୋର୍ଡାନରେ ଆମେରିକା ବେସ ଉପରେ ଡ୍ରୋନ ଆକ୍ରମଣରେ ୩ ସେନା ମୃତ
କଲମ୍ବିୟା,୨୯।୧: ଜୋର୍ଡାନରେ ଇରାନ ସମର୍ଥିତ ଆତଙ୍କବାଦୀଙ୍କ ଆକ୍ରମଣରେ ୩ଜଣ ଆମେରିକୀୟ ସେନା ନିହତ ହୋଇଥିବାବେଳେ ଅନେକେ ଆହତ ହୋଇଛନ୍ତି। ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଏକ ବିବୃତ୍ତିରେ କହିଛନ୍ତି ଯେ ଆମେରିକା ଆକ୍ରମଣକାରୀଙ୍କୁ ଉତ୍ତରଦାୟୀ କରିବ। ଆମେରିକାର ସେଣ୍ଟ୍ରାଲ କମାଣ୍ଡ ଏକ…
ନିଜ ଆୟକୁ ସାର୍ବଜନୀନ କଲେ ୟୁକ୍ରେନ ରାଷ୍ଟ୍ରପତି
କ୍ୱିଭ,୨୯।୧: ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ସମୟରେ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ଦୁର୍ନୀତି ମୂଳୋତ୍ପାଟନ ପାଇଁ ଅଭିଯାନ ଆରମ୍ଭ କରିଛନ୍ତି। ରବିବାର ସେ ଏହି ଅଭିଯାନରେ ଦୁଇ ବର୍ଷ ମଧ୍ୟରେ ଅର୍ଜନ କରିଥିବା ଆୟକୁ ସାର୍ବଜନୀନ କରିଥିଲେ…
Video: ମାଳଦ୍ୱୀପ ପାର୍ଲାମେଣ୍ଟ ରଣକ୍ଷେତ୍ର
ନୂଆଦିଲ୍ଲୀ,୨୯।୧:ମାଳଦ୍ୱୀପ ରାଷ୍ଟ୍ରପତି ମୋହମ୍ମଦ ମୁଇଜୁଙ୍କ କ୍ୟାବିନେଟ ମନ୍ତ୍ରୀମାନଙ୍କୁ ସଂସଦୀୟ ଅନୁମୋଦନ ପାଇଁ ଡକାଯାଇଥିବା ପାର୍ଲାମେଣ୍ଟର ସ୍ବତନ୍ତ୍ର ଅଧିବେଶନ ରବିବାର ରଣକ୍ଷେତ୍ରରେ ପରିଣତ ହୋଇଥିଲା। ଏମ୍ପିମାନେ ପରସ୍ପରକୁ ମୁଥ, ଗୋଇଠା ମାରିବା ସହ ଗଡ଼ାପଡ଼ା ହେଉଥିବା ଦେଖାଯାଇଛି। ପିପୁଲ୍ସ ନ୍ୟାଶନାଲ କଂଗ୍ରେସ (ପିଏନ୍ସି)…
Archives


