ଅନ୍ତର୍ଜାତୀୟ

ରୁଷିଆ-ୟୁକ୍ରେନ୍‌ ଯୁଦ୍ଧରେ ଭାରତର ଭୂମିକାକୁ ଏନ୍‌ଏସ୍‌ଏମାନଙ୍କ ସ୍ବୀକାର

ନୂଆଦିଲ୍ଲୀ,୧୫।୧: ୟୁକ୍ରେନ୍‌ ପାଇଁ ଭବିଷ୍ୟତ କାର୍ଯ୍ୟଯୋଜନା ପ୍ରସ୍ତୁତି ନିମନ୍ତେ ଡାଭୋସ୍‌ରେ ବିଭିନ୍ନ ଦେଶର ଜାତୀୟ ସୁରକ୍ଷା ପରାମର୍ଶଦାତା (ଏନ୍‌ଏସ୍‌ଏ) ଏକାଠି ହୋଇଥିବାବେଳେ ଯୁଦ୍ଧ କ୍ଷତିଗ୍ରସ୍ତ ଦେଶରେ ଶାନ୍ତି ପ୍ରତିଷ୍ଠା ଉପରେ ସମସ୍ତେ ଜୋର୍‌ ଦେଇଛନ୍ତି। ଏହି ପ୍ରକ୍ରିୟାରେ ଭାରତର ସମ୍ଭାବ୍ୟ ଭୂମିକାକୁ ଆୟୋଜକ…

ମାର୍ଚ୍ଚ ୧୫ ସୁଦ୍ଧା ସେନା ହଟାଇବାକୁ କହିଲା ମାଳଦ୍ଵୀପ, ଜବାବ ଦେଲା ଭାରତ

ନୂଆଦିଲ୍ଲୀ ,୧୪।୧: ମାଳଦ୍ଵୀପ ରାଷ୍ଟ୍ରପତି ମହମ୍ମଦ ମୁଇଜୁ ରବିବାର ଭାରତ ପକ୍ଷରୁ ନିୟୋଜିତ ସମସ୍ତ ସାମରିକ କର୍ମଚାରୀଙ୍କୁ ପ୍ରତ୍ୟାହାର କରିବାକୁ କହିଛି। ଏଥିପାଇଁ ମାର୍ଚ୍ଚ ୧୫ ପର୍ଯ୍ୟନ୍ତ ସମୟ ଧାର୍ଯ୍ୟ କରିଛି ଦ୍ବୀପଦେଶ। ଭାରତ ସରକାର କହିଛନ୍ତି ଯେ ଉଭୟ ପକ୍ଷ…

ଆମେରିକାର ୨ ନାବିକ ସମୁଦ୍ରରେ ନିଖୋଜ

ଓ୍ବାଶିଂଟନ,୧୪।୧: ଆମେରିକା ନାଭି ସିଲ୍‌ର ୨ ଜଣ ସଦସ୍ୟ ସୋମାଲିଆ ଉପକୂଳରୁ ନିଖୋଜ ହୋଇଯାଇଛନ୍ତି। ଜାହାଜରେ ଚଢ଼ିବାକୁ ଉଦ୍ୟମ କରୁଥିବା ବେଳେ ସେମାନେ ସିଡ଼ିରୁ ଖସିପଡ଼ି ସମୁଦ୍ରରେ ନିଖୋଜ ହୋଇଯାଇଥିଲେ। ଉକ୍ତ ଅଞ୍ଚଳରେ ତଲାସି ଓ ଉଦ୍ଧାର କାର୍ଯ୍ୟ ଜାରି ରହିଛି।…

ପାକିସ୍ତାନ ବି କରିଛି ରାମଲାଲାଙ୍କୁ ଅପେକ୍ଷା, ହୃଦୟ ଜିତିବ ପୂର୍ବତନ କ୍ରିକେଟରଙ୍କ ପୋଷ୍ଟ

ଇସଲାମାବାଦ,୧୪।୧: ଜାନୁଆରୀ ୨୨ରେ ଅଯୋଧ୍ୟାରେ ନିର୍ମିତ ରାମ ମନ୍ଦିରରେ ପ୍ରାଣ ପ୍ରତିଷ୍ଠା ପାଇଁ ଅନେକ ଉତ୍ସାହ ରହିଛି। ପ୍ରତ୍ୟେକ ଭାରତୀୟ ଏହାକୁ ନେଇ ଉତ୍ସାହିତ ଅଛନ୍ତି। ଲାଗୁଛି ଯେପରି ସମଗ୍ର ଦେଶରେ ଉତ୍ସବର ପରିବେଶ ଅଛି। କିନ୍ତୁ, ଏହି ସମୟରେ, ଭାରତର…

୧୨ ଭାରତୀୟ ମତ୍ସଜୀବୀଙ୍କୁ ଗିରଫ କରିବା ସହ ଡଙ୍ଗା ଜବତ କଲା ଶ୍ରୀଲଙ୍କା ନୌସେନା

କଲମ୍ବୋ,୧୪।୧: ଶ୍ରୀଲଙ୍କା ନୌସେନା ୧୨ ଜଣ ଭାରତୀୟ ମତ୍ସ୍ୟଜୀବୀଙ୍କୁ ଗିରଫ କରିଛି। ସେମାନେ ଦ୍ୱୀପ ଦେଶର ଜଳରେ ମାଛ ଧରିବା ଅଭିଯୋଗ ହୋଇଛି। ଏହାସହ ମତ୍ସ୍ୟଜୀବୀଙ୍କ ଡଙ୍ଗା ଜବତ କରାଯାଇଛି। ରବିବାର ଏକ ସରକାରୀ ବିବୃତ୍ତିରେ ଏହି ସୂଚନା ଦିଆଯାଇଛି। ନୌସେନା…

ବିମାନରେ ଲାଗିଥିଲା ନିଆଁ: ୧୩ ମିନିଟରେ ଅବତରଣ କରାଇଲେ ପାଇଲଟ୍‌

ଟୋକିଓ,୧୪।୧: ଜାପାନରେ ୧୨୨ଜଣ ଯାତ୍ରୀଙ୍କୁ ଧରି ଯାଉଥିବା ଏକ ବିମାନ ଦୁର୍ଘଟଣାର ଶିକାର ହୋଇଛି। ପକ୍ଷୀ ମାଡ଼ ହେବାରୁ ବିମାନ ଇଞ୍ଜିନ୍‌ରେ ନିଆଁ ଲାଗିଯାଇଥିଲା। ହେଲେ ନିଆଁ ଲାଗିବାର ୧୩ ମିନିଟ୍‌ ମଧ୍ୟରେ ପାଇଲଟ୍‌ ବିମାନ୍‌କୁ ଇଂଚେଅନ ବିମାନ ବନ୍ଦରରେ ଜରୁରୀ…

ବିବାଦ ମଧ୍ୟରେ ନିଜ ମାଟିରୁ ଭାରତୀୟ ସେନାକୁ ଫେରାଇ ନେବାକୁ କହିଲା ମାଳଦ୍ୱୀପ

ନୂଆଦିଲ୍ଲୀ,୧୪।୧: ମାଳଦ୍ଵୀପ ରାଷ୍ଟ୍ରପତି ମହମ୍ମଦ ମୁଇଜୁ ପୁଣି ଥରେ ଭାରତକୁ ନାଲି ଆଖି ଦେଖାଇଛନ୍ତି। ଚାଇନାରୁ ଫେରିବା ମାତ୍ରେ ୧୫ ମାର୍ଚ୍ଚ ପୂର୍ବରୁ ଭାରତ ଏହାର ସୈନ୍ୟ ମାଳଦ୍ଵୀପରୁ ଫେରାଇ ନେବାକୁ କହିଛନ୍ତି। ଏହାରୁ ପୂର୍ବରୁ ସେ କାହାର ନାଁ ନ…

ମୋଦିଙ୍କ ନେତୃତ୍ୱକୁ ପ୍ରଶଂସା ବେଲଜିୟମର ପୂର୍ବତନ ପ୍ରଧାନମନ୍ତ୍ରୀ

ବ୍ରୁସ୍‌ଲେସ୍‌,୧୪।୧: ବେଲଜିୟମର ପୂର୍ବତନ ପ୍ରଧାନମନ୍ତ୍ରୀ ୟେଭସ୍‌ ଲେଟର୍‌ମି ଭାରତକୁ ମିଳିତ ଜାତିସଂଘ ସୁରକ୍ଷା ପରିଷଦ (ୟୁଏନଏସସି) ର ସ୍ଥାୟୀ ସଦସ୍ୟ କରିବା ପାଇଁ ଦାବି କରିଛନ୍ତି। ଭାରତକୁ ସ୍ଥାୟୀ ସଦସ୍ୟ କରିବା ସୁରକ୍ଷା ପରିଷଦର ବୈଧତା ଏବଂ ପ୍ରତିନିଧିତ୍ୱ ବୃଦ୍ଧି କରିବ।…

ମୋଇଜ୍ଜୁଙ୍କୁ ବଡ ଝଟ୍‌କା: ମେୟର ନିର୍ବାଚନରେ ଶାସକ ଦଳ ପରାଜିତ

ମାଲେ,୧୪।୧: ଭାର-ମାଳଦ୍ବୀପ ବିବାଦ ମଧ୍ୟରେ ମାଳଦ୍ୱୀପ ରାଷ୍ଟ୍ରପତିଙ୍କୁ ମିଳିଛି ବଡ ଝଟକା । ରାଜଧାନୀ ମାଲେ ମେୟର ନିର୍ବାଚନରେ ମହମ୍ମଦ ମୋଇଜ୍ଜୁଙ୍କ ପାର୍ଟିକୁ ବଡ ପରାଜୟ ମିଳିଛି। ନିର୍ବାଚନରେ ଭାରତ ସମର୍ଥିତ ଦଳ ମାଳଦ୍ୱୀପୟାନ ଡେମୋକ୍ରାଟିକ ପାର୍ଟି ବା ଏମଡିପିକୁ ପ୍ରଚଣ୍ଡ…

ସୀମା ସଂଯୋଗକୁ ଆହୁରି ସୁଦୃଢ଼ କରିବେ ନେପାଳ-ଭାରତ

କାଠମାଣ୍ଡୁ/ନୂଆଦଲ୍ଲୀ,୧୪ା୧: ସୀମା ସଂଯୋଗକୁ ଆହୁରି ସୁଦୃଢ଼ କରିବା ପାଇଁ ନେପାଳ ଏବଂ ଭାରତ ଦ୍ୱିପାକ୍ଷିକ ଚୁକ୍ତି କାର୍ଯ୍ୟକାରୀ କରିବାକୁ ପ୍ରତିବଦ୍ଧତା ପ୍ରକାଶ କରିଛନ୍ତି। ଅନଧିକୃତ ବାଣିଜ୍ୟର ମୁକାବିଲା ପାଇଁ ବାଣିଜ୍ୟ, ଗମନାଗମନ ଏବଂ ସହଯୋଗ ଉପରେ ଭାରତ-ନେପାଳ ଆନ୍ତଃରାଜ୍ୟ ସବ୍‌ କମିଟି…

ଆପଲ ସିଇଓ ଟିମ କୁକଙ୍କୁ କେତେ ମିଳେ ଦରମା ?

ଓ୍ବାଶିଂଟନ୍‌,୧୪।୧: ଦୁନିଆର ସବୁଠାରୁ ବଡ କମ୍ପାନୀ ଆପଲର ସିଇଓ ଟିମ କୁକୁ ସବୁବେଳେ ଚର୍ଚ୍ଚାରେ ରୁହନ୍ତି। ଷ୍ଟିଭ ଜବ୍ସଙ୍କର ମୃତ୍ୟୁ ପରେ ଆପଲକୁ ସବୁ ଟେକ୍‌ କମ୍ପାନୀ ଠାରୁ ଶିଖରକୁ ନେବାକୁ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛିି । ନିକଟରେ ଏକ…

ପୁଣି କ୍ଷେପଣାସ୍ତ୍ର ମାଡ଼କଲା ଉତ୍ତର କୋରିଆ, ଜାପାନ-ଦକ୍ଷିଣ କୋରିଆ ହେଲେ ସତର୍କ

ସିଓଲ,୧୪ା୧: ଦକ୍ଷିଣ କୋରିଆ କହିଛି, ଉତ୍ତର କୋରିଆ ରବିବାର ଏହାର ପୂର୍ବ ଉପକୂଳରୁ କ୍ଷେପଣାସ୍ତ୍ର ନିକ୍ଷେପ କରିଛି। ଜାପାନ କୋଷ୍ଟଗାର୍ଡଙ୍କ ଅନୁଯାୟୀ, ଏହା ଏକ ବଡ଼ କ୍ଷେପଣାସ୍ତ୍ର। ଉତ୍‌କ୍ଷେପଣ ପରେ ଜାପାନର ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ଏହାକୁ ଜରୁରିକାଳୀନ ଚେତାବନୀ ବୋଲି କହିଥିବା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri