ଅନ୍ତର୍ଜାତୀୟ

ଭାରତୀୟ ନୌସେନାକୁ ଏମିତି ସ୍ବାଗତ କଲେ ପୁଟିନ: ଦେଖିଲେ ଆଖି ଯିବ ଲାଖି…

ମସ୍କୋ,୨୯।୭: ଭାରତୀୟ ନୌସେନାର ଆଇଏନ୍‌ଏସ୍‌ ଟାବର ରୁଷିଆ ନୌସେନା ଦିବସ ଉତ୍ସବରେ ଭାଗ ନେବାକୁ ରୁଷିଆରେ ପହଞ୍ଚିଛି। ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଆଇଏନ୍‌ଏସ୍‌ ଟାବରରେ ଥିବା ଭାରତୀୟ ନୌସେନା କର୍ମଚାରୀଙ୍କୁ ସ୍ବାଗତ କରିବା ସହ ଉତ୍ସବରେ ଯୋଗ ଦେଇଥିବାରୁ ସେମାନଙ୍କୁ…

ଆମେରିକାକୁ ଖୋଲା ଚେତାବନୀ ଦେଲେ: ଏମିତି କଲେ ହେବ ଶୀତଳ ଯୁଦ୍ଧ

ମସ୍କୋ,୨୯।୭: ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଆମେରିକାକୁ ଚେତାବନୀ ଦେଇଛନ୍ତି। ଯଦି ଆମେରିକା ଜର୍ମାନୀରେ ଦୀର୍ଘ ଦୂରଗାମୀ କ୍ଷେପଣାସ୍ତ୍ର ନିୟୋଜନ କରେ ତେବେ ଏହାର ପ୍ରତିକ୍ରିୟାରେ ମଧ୍ୟବର୍ତ୍ତୀକାଳୀନ ଆଣବିକ କ୍ଷେପଣାସ୍ତ୍ର ଉତ୍ପାଦନ ଆରମ୍ଭ କରିବ। ପୁଟିନ ଏହା ମଧ୍ୟ କହିଛନ୍ତି, କ୍ଷେପଣାସ୍ତ୍ର…

ମୋତେ ହରେଇବ ଯଦି ୧୦ ଲକ୍ଷ ଡଲାର ଦେବି, ବାଇଡେନଙ୍କୁ କାହିଁକି ଏମିତି ଅଫର ଦେଇଥିଲେ ଟ୍ରମ୍ପ

ଓ୍ବାଶିଂଟନ,୨୯ା୭: ଆମେରିକାର ବର୍ତ୍ତମାନର ରାଷ୍ଟ୍ରପତି ଜୋ ବାଇଡେନ ରାଷ୍ଟ୍ରପତି ନିର୍ବାଚନ ଦୌଡ଼ରୁ ନିଜକୁ ଦୂରେଇ ନେଇଛନ୍ତି। ରିପବ୍ଲିକାନ ରାଷ୍ଟ୍ରପତି ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପ ଏବଂ ବାଇଡେନଙ୍କ ମଧ୍ୟରେ ସର୍ବଦା ଏକ ନିର୍ବାଚନ ପ୍ରତିଯୋଗିତା ରହିଆସିଛି। ଟ୍ରମ୍ପଙ୍କ ଦ୍ୱାରା ବାଇଡେନଙ୍କୁ ଏହା ପ୍ରଥମ…

ଅତି ଧନୀଙ୍କ ଉପରେ ଟିକସ ଲଗାଇବାକୁ ଜି୨୦ ରାଷ୍ଟ୍ର ସହମତ

ରିଓ ଡି ଜେନିରୋ,୨୯ା୭: ବ୍ରାଜିଲର ରିଓ ଡି ଜେନିରୋରେ ଜି୨୦ ରାଷ୍ଟ୍ରଗୁଡ଼ିକର ଅର୍ଥମନ୍ତ୍ରୀମାନଙ୍କ ୨ ଦିନିଆ ବୈଠକ ଶୁକ୍ରବାର ଶେଷ ହୋଇଛି। ଅତି ଧନୀମାନଙ୍କ ଉପରେ ଟିକସ ଲଗାଇବା ଦିଗରେ ସଦସ୍ୟ ରାଷ୍ଟ୍ରଗୁଡ଼ିକ ଏକାଠି କାର୍ଯ୍ୟ କରିବାକୁ ସହମତ ହୋଇଛନ୍ତି। କିନ୍ତୁ…

ଫୁଟ୍‌ବଲ ପଡ଼ିଆରେ ରକେଟ ମାଡ଼: ୧୨ ପିଲାଙ୍କ ମୃତ୍ୟୁ

ଜେରୁଜେଲମ୍‌,୨୮ା୭: ଇସ୍ରାଏଲ୍‌ ଅଧିକୃତ ଗୋଲାନ୍‌ ହାଇଟ୍ସର ଏକ ଫୁଟ୍‌ବଲ ପଡ଼ିଆରେ ଇରାନ୍‌ ସମର୍ଥତ୍ତ ହିଜବୁଲ୍ଲା ଆତଙ୍କବାଦୀମାନେ ରକେଟ୍‌ ମାଡ଼ କରିବାରୁ ୧୨ଜଣ ପିଲାଙ୍କ ମୃତ୍ୟୁ ଘଟିଛି। ହିଜ୍‌ବୁଲ୍ଲା ବିରୋଧରେ କଠୋର ପ୍ରତିଶୋଧମୂଳକ ପଦକ୍ଷେପ ନିଆଯିବ ବୋଲି ରବିବାର ଇସ୍ରାଏଲ୍‌ ଚେତାବନୀ ଦେଇଛି।…

କିଏ ହେବେ ଆମେରିକାର ଆଗାମୀ ରାଷ୍ଟ୍ରପତି: ବାଇଡେନ୍‌ ନିର୍ବାଚନରୁ ହଟିବା ତାରିଖ କହିଥିବା ଜ୍ୟୋତିଷ କଲେ ବଡ଼ ଭବିଷ୍ୟବାଣୀ

ଓ୍ବାଶିଂଟନ,୨୮।୭: ଆଜିକାଲି ଆମେରିକାରେ ନିର୍ବାଚନ ତାତି ବଢିବାରେ ଲାଗିଛି। ବର୍ତ୍ତମାନର ରାଷ୍ଟ୍ରପତି ଜୋ ବିଡେନ ନିର୍ବାଚନ ରେସ୍‌ରୁ ଓହରିବା ପରେ କମଲା ହାରିସ ଡେମୋକ୍ରାଟିକ୍‌ ପାର୍ଟି ପକ୍ଷରୁ ରାଷ୍ଟ୍ରପତି ପ୍ରାର୍ଥୀ ହୋଇଛନ୍ତି। ଏସବୁ ଭିତରେ ଆମେରିକାର ଆଗାମୀ ରାଷ୍ଟ୍ରପତି କିଏ ହେବେ…

ବିବାହର ମାତ୍ର ୩ ମିନିଟ ମଧ୍ୟରେ ଛାଡ଼ପତ୍ର ନେଲେ ଏହି ଦମ୍ପତି: ଜାଣନ୍ତୁ କ’ଣ ହେଲା ହଠାତ୍‌

କୁଏଟ୍‌ ସିଟି,୨୮।୭:କୁଏଟ୍‌ ସିଟିରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଏଠାରେ ଏକ ନବ ବିବାହିତ ଯୋଡ଼ି ବିବାହର ମାତ୍ର ୩ ମିନିଟ୍‌ ମଧ୍ୟରେ ପରସ୍ପରକୁ ଛାଡ଼ପତ୍ର ଦେଇଛନ୍ତି। ଏକ ରିପୋର୍ଟ ଅନୁଯାୟୀ, କୁଏଟ୍‌ରେ ଏହି ନବ ବିବାହିତ ଯୋଡ଼ି କୋର୍ଟ…

ଭାରତ ସହ ବନ୍ଧୁତାର ନୂଆ ଅଧ୍ୟାୟ: ଅଯୋଧ୍ୟାର ଶ୍ରୀ ରାମଲାଲାଙ୍କ ଫଟୋ ଥିବା ବିଶ୍ୱର ପ୍ରଥମ ଡାକ ଟିକେଟ ଜାରି କଲା…

ଭିଏଣ୍ଟିଆନ୍‌,୨୭।୭: ଲାଓ ପିଡିଆର୍‌(ଲାଓ ପିପୁଲ୍ସ ଡେମୋକ୍ରାଟିକ୍‌ ରିପବ୍ଲିକ) ପକ୍ଷରୁ ଅଯୋଧ୍ୟାର ଶ୍ରୀ ରାମଲାଲାଙ୍କ ଫଟୋ ଥିବା ଏକ ଡାକଟିକେଟ ଜାରି କରାଯାଇଛି। ବିଶ୍ୱର ପ୍ରଥମ ଦେଶ ଭାବେ ଏହା ଡାକଟିକେଟ ଜାରି କରିଛି। ତେବେ ଭାରତର ବୈଦେଶିକ ମନ୍ତ୍ରୀ ଏସ୍‌. ଜୟଶଙ୍କରଙ୍କ…

ଟ୍ରମ୍ପ୍‌ଙ୍କ ଲୋକପ୍ରିୟତା କମାଇଲେ କମଲା ହାରିସ୍‌, ବଢୁଛି ପ୍ରତିଦ୍ୱନ୍ଦିତା

ନୂଆଦିଲ୍ଲୀ,୨୭।୭: ନଭେମ୍ବର ୨ ରେ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନ ପାଇଁ ଜୋ ବାଇଡେନଙ୍କୁ ଡେମୋକ୍ରାଟିକ୍ ପାର୍ଟିର ପ୍ରାର୍ଥୀ ଭାବେ ପରିବର୍ତନ କରିବା ପରେ କମଲା ହାରିସ୍ ଡୋନାଲ୍ଡ ଟ୍ରମ୍ପଙ୍କ ବିପକ୍ଷରେ ମାର୍ଜିନ୍ ହ୍ରାସ କରିଛନ୍ତି। ଅଣ-ଧଳା ଭୋଟରଙ୍କ ମଧ୍ୟରେ ଏବଂ…

ଅଲିମ୍ପିକ୍ସ ପୂର୍ବରୁ ଶରଣାର୍ଥୀଙ୍କୁ ବିଦାକଲା ଫ୍ରାନ୍ସ ପୋଲିସ

ପ୍ୟାରିସ୍‌,୨୭ା୭: ଅନେକ ହଜାର ଶରଣାର୍ଥୀ ନିଜ ଆସବାବପତ୍ର ଓ ପିଲାଙ୍କୁ ଧରି ପ୍ୟାରିସ୍‌ ରାସ୍ତାକଡ଼ରେ ଶୋଇଥିଲେ। ଅଲିମ୍ପିକ୍ସ ଗେମ୍ସର ଉଦ୍‌ଘାଟନୀ ସମାରୋହ ପୂର୍ବରୁ ଫ୍ରାନ୍ସ ପୋଲିସ ସେମାନଙ୍କୁ ସମ୍ପୃକ୍ତ ଅଞ୍ଚଳରୁ ଘଉଡ଼ାଇଦେଇଛି। ତଡ଼ା ଖାଇଥିବା ଶରଣାର୍ଥୀଙ୍କ ମଧ୍ୟରୁ ଅଧିକାଂଶ ହେଉଛନ୍ତି ଆଫ୍ରିକୀୟ।…

ଡେମୋକ୍ରାଟିକ ପାର୍ଟିର ରାଷ୍ଟ୍ରପତି ପ୍ରାର୍ଥୀ ହେଲେ କମଲା ହାରିସ

ଓ୍ବାଶିଂଟନ,୨୭।୭: ଡେମୋକ୍ରାଟିକ ପାର୍ଟିର ରାଷ୍ଟ୍ରପତି ପ୍ରାର୍ଥୀ ହେଲେ କମଳା ହାରିସ । ସୋସିଆଲ ମିଡିଆରେ ଉପରାଷ୍ଟ୍ରପତି ହାରିସ ସୂଚନା ଦେଇ କହିଛନ୍ତି, ପ୍ରତି ଭୋଟ ଜିତିବା ପାଇଁ ପ୍ରୟାସ କରାଯିବ। ତେବେ ଦଳ ତାଙ୍କୁ ବିଶ୍ବାସ କରିଥିବାରୁ କମଲା ହାରିସ ଖୁସୀ…

ଅବସର ବୟସ ବଢ଼ାଇବାକୁ ଚାଇନାର ଯୋଜନା

ବେଜିଂ,୨୭ା୭(ପି.ଟି.): ଚାଇନାରେ ବୟସ୍କଙ୍କ ସଂଖ୍ୟା ବଢ଼ୁଥିବାରୁ କର୍ମଚାରୀଙ୍କ ଅବସର ବୟସସୀମା ବଢ଼ାଇବାକୁ ଚାଇନିଜ୍‌ କମ୍ୟୁନିଷ୍ଟ ପାର୍ଟି ଯୋଜନା କରୁଥିବାରୁ ଏହାକୁ ନେଇ ସାଧାରଣରେ ଉତ୍ତେଜନା ପ୍ରକାଶ ପାଇଛି। ବର୍ତ୍ତମାନ ଚାଇନାର ସହରାଞ୍ଚଳରେ ପୁରୁଷ କର୍ମଚାରୀମାନଙ୍କ ଅବସର ବୟସସୀମା ୬୦ ବର୍ଷ ହୋଇଥିବାବେଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?