ଅନ୍ତର୍ଜାତୀୟ

‘ବିଦାୟ ଭାଷଣ ମଝିରେ ଅଟକି ପଳାୟନ କଲେ …’, ଜାଣନ୍ତୁ କେଉଁ ପରିସ୍ଥିତିରେ ଦେଶ ଛାଡ଼ିଲେ ଶେଖ ହସିନା

ନୂଆଦିଲ୍ଲୀ,୫।୮: ବାଂଲାଦେଶରେ ଶେଖ ହସିନା ସରକାରକୁ କ୍ଷମତାରୁ ହଟାଇ ଦିଆଯାଇଛି। ଛାତ୍ର ବିରୋଧ ହିଂସାତ୍ମକ ରୂପ ନେଇ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କୁ ଇସ୍ତଫା ଦେବାକୁ ବାଧ୍ୟ କରିଛି ଏବଂ ବର୍ତ୍ତମାନ ସେ ଦେଶ ଛାଡିଛନ୍ତି। ବାଂଲାଦେଶ ସେନା ମୁଖ୍ୟ ଜେନେରାଲ ୱାକର-ଉଜ-ଜମାନ…

ଶେଖ ହସିନାଙ୍କ ବାସଭବନରେ ପଶି ପ୍ରଦର୍ଶନକାରୀଙ୍କ ତୁମୁଳକାଣ୍ଡ, ବେଡ୍‌ରେ ଶୋଇଲେ, ଡଙ୍ଗାରେ ବୁଲିଲେ, ଭାଇରାଲ ହେଉଛି ଭିଡିଓ

ଢାକା,୫।୮: ସଂରକ୍ଷଣ ପ୍ରସଙ୍ଗରେ ବାଂଲାଦେଶରେ ଆରମ୍ଭ ହୋଇଥିବା ବିରୋଧ ବର୍ତ୍ତମାନ ନିୟନ୍ତ୍ରଣ ବାହାରେ। ଶେଖ ହସିନା ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେବା ସହ ଦେଶ ଛାଡି ପଳାଇଛନ୍ତି। ପ୍ରଦର୍ଶନ ସମୟରେ ଏକ ଚିତ୍ର ସାମ୍ନାକୁ ଆସିଛି, ଯେଉଁଠାରେ ହିଂସାତ୍ମକ ପ୍ରଦର୍ଶନକାରୀମାନେ ବାଂଲାଦେଶର…

ପିତାଙ୍କ ହତ୍ୟା ପରେ ଭାରତରେ ନେଇଥିଲେ ଶରଣ; ଏବେ ପୁଣି ଭାରତ ଭରଷା

ନୂଆଦିଲ୍ଲୀ,୫।୮: ବାଂଲାଦେଶରେ ବିଦ୍ରୋହ କାରଣରୁ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କୁ ନିଜ ପଦରୁ ଇସ୍ତଫା ଦେବା ସହିତ ଦେଶ ଛାଡ଼ିବାକୁ ପଡିଛି। ଏକ ସ୍ୱତନ୍ତ୍ର ହେଲିକପ୍ଟରରେ ହସିନା ଭାରତରେ ଆସି ପହଞ୍ଚିଥିବା ବିଭିନ୍ନ ମିଡ଼ିଆ ସୂତ୍ରରୁ ଜଣ ପଡିଛି। ଅଗରତାଲାରେ ତାଙ୍କର ହେଲିକପ୍ଟର…

୪ ସୁଟକେସ, ୨ଟି ବ୍ୟାଗ… ବାସ୍‌ ଏତିକି ନେଇ ଦେଶ ଛାଡି ପଳାଇଛନ୍ତି ଶେଖ ହସିନା!

ଢାକା/ନୂଆଦିଲ୍ଲୀ,୫।୮: ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ସରକାରଙ୍କ ବିରୋଧରେ ସାରା ଦେଶରେ ଚାଲିଥିବା ହିଂସାତ୍ମକ ବିରୋଧ ଯୋଗୁଁ ସେ ପଦରୁ ଇସ୍ତଫା ଦେବା ପରେ ଭାରତରେ ପହଞ୍ଚିଛନ୍ତି। ଶେଖ ହସିନା ଦେଶ ଛାଡି ଚାଲିଯିବାର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି…

ମାତା-ପିତା, ୩ ଭାଇଙ୍କର ହୋଇଛି ହତ୍ୟା, ମୃତ୍ୟୁକୁ ୨ ଥର ଦେଇଛନ୍ତି ଚକମା, ଜାଣନ୍ତୁ ଶେଖ ହସିନାଙ୍କ…

ଢାକା,୫।୮: ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନା ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। ଟେଲିଭିଜନ ରିପୋର୍ଟ ଅନୁଯାୟୀ, ହିଂସାତ୍ମକ ବିରୋଧ ମଧ୍ୟରେ ଶେଖ ହସିନା ରାଜଧାନୀ ଢାକା ଛାଡି ଫିନଲ୍ୟାଣ୍ଡ ଯାଉଛନ୍ତି ବୋଲି କୁହାଯାଉଛି। ତାଙ୍କ ଦଳର ଆହୁରି ଅନେକ ବରିଷ୍ଠ ନେତା…

ଦେଶ ଛାଡି ପଳାଇଲେ ଶେଖ ହସିନା, ‘ଏବେ ଦାୟିତ୍ୱ ସମ୍ଭାଳିବେ….’ ସେନା ମୁଖ୍ୟ ଦେଲେ ବଡ଼ ବୟାନ

ଢାକା,୫।୮: ପଡୋଶୀ ଦେଶ ବାଂଲାଦେଶରେ ହୋଇଥିବା ବିଶୃଙ୍ଖଳା ମଧ୍ୟରେ ସୋମବାର ଶେଖ ହସିନା କେବଳ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇନାହାଁନ୍ତି ବରଂ ଦେଶ ମଧ୍ୟ ଛାଡିଦେଇଛନ୍ତି। ଏହି ସମୟରେ ଆଉ ଏକ ବଡ ଖବର ଆସିଛି । ସୋମବାର ସେନା ମୁଖ୍ୟ…

ଇସ୍ତଫା ଦେଲେ ଶେଖ ହସିନା, ଛାଡିଲେ ଦେଶ

ଢାକା,୫।୮: ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନା ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। ଶତାଧିକ ବିକ୍ଷୋଭକାରୀ ତାଙ୍କ ବାସଭବନ ଢାକା ପ୍ୟାଲେସରେ ପ୍ରବେଶ କରିଥିଲେ। ଏହା ପରେ ସେ ସାମରିକ ହେଲିକପ୍ଟରରେ ଭାରତ ଯାଇଛନ୍ତି। ଏହି ସୂଚନା ପ୍ରୋଟମ ଆଲୋ ଡେଲି ଦ୍ୱାରା…

ଏହି ୩ ରୁଟ୍‌ରେ ସୁପରପାଓ୍ବାର ଦେଖାଇବ ଇରାନ, ଇସ୍ରାଏଲ ଉପରେ କରିବ ଆକ୍ରମଣ

ତେହରାନ,୫ା୮: ୩ଟି ରୁଟ୍‌ରେ ସୁପରପାଓ୍ବାର ଦେଖାଇବ ଇରାନ। ଯାହା ମାଧ୍ୟମରେ ଇରାନ ଇସ୍ରାଏଲ ଉପରେ କଡ଼ା ଆକ୍ରମଣ କରିପାରିବ। ଯଦି ଯୁଦ୍ଧ ଆରମ୍ଭ ହୁଏ ତେବେ ଏହି ଦେଶଗୁଡ଼ିକ ମଧ୍ୟ ଏହା ମଧ୍ୟକୁ ଆସିବେ। ହମାସ ମୁଖିଆଙ୍କ ହତ୍ୟା ପରେ ଆମେରିକା…

ବାଂଲାଦେଶ ହିଂସା: ୩୦୦ ଜଣଙ୍କ ଜୀବନ ଗଲାଣି, ଅନିର୍ଦ୍ଦିଷ୍ଟ କାଳ ପାଇଁ ଜାରି ହେଲା କର୍ଫ୍ୟୁ

ଢାକା,୫ା୮: ବାଂଲାଦେଶରେ ସରକାରୀ ଚାକିରିରେ ସଂରକ୍ଷଣ ଶେଷ ହେବା ଏବଂ ପ୍ରଧାନମନ୍ତ୍ରୀ ଶେଖ୍‌ ହସିନାଙ୍କ ଇସ୍ତଫା ଦାବିରେ ଶାସକ ଦଳର ସମର୍ଥକ ଏବଂ ସମର୍ଥକଙ୍କ ମଧ୍ୟରେ ଘଟିଥିବା ହିଂସା ଘଟଣାରେ ୧୪ ଜଣ ପୋଲିସ କର୍ମଚାରୀଙ୍କ ସମେତ ପ୍ରାୟ ୩୦୦ ଲୋକ…

ସୁଧୁରୁନାହିଁ ଚାଇନା:ପୁଣି ତାଇୱାନ ସୀମାରେ ଛାଡିଲା ଜାହାଜ

ବେଜିଂ,୫।୮: ଚାଇନା ଏବଂ ତାଇୱାନ ମଧ୍ୟରେ କ୍ରମାଗତ ଭାବେ ଉତ୍ତେଜନା ବୃଦ୍ଧି ପାଉଛି। ବେଜିଂ ଏହାର କାର୍ଯ୍ୟରୁ ନିବୃତ୍ତ ନୁହେଁ। ପୁଣିଥରେ ଚାଇନା ସେନା ତାଇୱାନ ସୀମାରେ ଅନୁପ୍ରବେଶ କରିବାକୁ ଚେଷ୍ଟା କଲା। ତେବେ ତାଇୱାନର ସେନା ମଧ୍ୟ ଏହାର ଜବାବ…

ଚେତାବନୀ ଦେଲେ ପ୍ରଧାନମନ୍ତ୍ରୀ: ଏପରି କାର୍ଯ୍ୟାନୁଷ୍ଠାନ ନେବୁ, ପଶ୍ଚାତାପ କରିବେ ପ୍ରଦର୍ଶନକାରୀ

ଲଣ୍ଡନ,୫।୮: ବ୍ରିଟେନରେ ପ୍ରବାସୀ ନାଗରିକଙ୍କ ବିରୋଧରେ ହିଂସାତ୍ମକ ସଂଘର୍ଷ ବନ୍ଦ ହେଉନାହିଁ। ୧୫୦ରୁ ଅଧିକ ଲୋକଙ୍କୁ ପୋଲିସ ଗିରଫ କରିଛି। କ୍ରମାଗତ ହିଂସା ସମ୍ପର୍କରେ ବ୍ରିଟେନର ପ୍ରଧାନମନ୍ତ୍ରୀ କିର ଷ୍ଟାର୍ମର କହିଛନ୍ତି, ଏହି ଦଙ୍ଗାରେ ଯୋଗ ଦେଉଥିବା ଲୋକଙ୍କ ବିରୋଧରେ କଠୋର…

ଆଇଫୋନ୍‌ ନେଲା ହମାସ ମୁଖ୍ୟଙ୍କ ଜୀବନ! ବଢୁଛି ସନ୍ଦେହ

ଓ୍ବାଶିଂଟନ୍‌,୫ା୮: ଇରାନର ରାଜଧାନୀ ତେହେରାନରେ ହମାସ ରାଜନୈତିକ ମୁଖ୍ୟ ଇସମାଇଲ ହାନିୟେଙ୍କୁ ହତ୍ୟା କରାଯାଇଥିଲା। ଏହି ହତ୍ୟା ପାଇଁ ଇରାନ ଇସ୍ରାଏଲକୁ ଦାୟୀ କରିଛି ଏବଂ ପ୍ରତିଶୋଧ ନେବାକୁ ମଧ୍ୟ ଶପଥ ନେଇଛି। ଇରାନ କହିଛି ଯେ, ଶୋଇଥିବା ସମୟରେ ହାନିୟେଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?