ଚାଇନାର ବେଜିଂରେ ବଡ଼ ଦୁର୍ଘଟଣା: ୨ ଟ୍ରେନ୍ ମଧ୍ୟରେ ଧକ୍କା
ବେଜିଂ,୧୫।୧୨: ଚାଇନାର ବେଜିଂରେ ଥଣ୍ଡା ପାଗ ଯୋଗୁ ମେଟ୍ରୋ ଲାଇନ୍ରେ ଦୁଇଟି ସବ୍ଓ୍ବେ ଟ୍ରେନ ମଧ୍ୟରେ ଧକ୍କା ହୋଇଥିଲା। ଏହି ଦୁର୍ଘଟଣାରେ ୧୦୦ରୁ ଅଧିକ ଲୋକ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଅନେକଙ୍କ ହାଡ଼ ଭାଙ୍ଗି ଯାଇଥିବା ନେଇ ସହରର…
ବୈଠକ ମଝିରେ ବୋମା ଫିଙ୍ଗିଲେ ବ୍ୟକ୍ତି, ବାହାରକୁ ଯାଇପାରିଲେନି ଲୋକ, ଭିଡିଓ ଭାଇରାଲ…
କିଭ୍,୧୫।୧୨: ଋଷିଆ-ୟୁକ୍ରେନ ଯୁଦ୍ଧ ଚାଲଥିବାବେଳେ ୟୁକ୍ରେନରେ ଏକ ହୃଦୟ ବିଦାରକ ଦୃଶ୍ୟ ସାମ୍ନାକୁ ଆସିଛି। ଏକ ଗ୍ରାମ ପରିଷଦ ବୈଠକ ଚାଲିଥିବା ସମୟରେ ଜଣେ ବ୍ୟକ୍ତି ସେଠାରେ ପହଞ୍ଚି ଅଚାନକ ବୋମାବର୍ଷା କରିଛନ୍ତି। ଘଟଣାରେ ବହୁ ଲୋକ ଗୁରୁତର ଆହତ ହୋଇଛନ୍ତି।…
କୀଟନାଶକ ସ୍ପ୍ରେରେ ଜଳିଗଲେ ବୃଦ୍ଧ
ଟୋକିଓ,୧୫।୧୨: ଘରେ କୌଣସି କୀଟପତଙ୍ଗ ଦେଖିଲେ ଆପଣ ଇନସେକ୍ଟସାଇଡ ବା କୀଟନାଶକ ବ୍ୟବହାର କରୁଥିବେ। ତେବେ କୀଟନାଶକ ବ୍ୟବହାର କରି କୀଟପତଙ୍ଗ ମରିବା ବଦଳରେ ମଣିଷ ପୋଡିଯିବା କଥା କହିଲେ ଆଶ୍ଚର୍ଯ୍ୟ ହୋଇପାରନ୍ତି। ଏପରି ଘଟଣା ଘଟିଛି ଜାପାନରେ। ଜାପାନରେ ଜଣେ…
ଡିପଫେକ୍ର ଶିକାର ହେଲେ ପୁଟିନ, ଭାଇରାଲ ହେଉଛି ଭିଡିଓ
ମସ୍କୋ,୧୫।୧୨: କୃତିମ ବୁଦ୍ଧିମତା ବା ଏଆଇ ଏବେ ସୁବଠି ଚହଳ ପକେଇଛି। ଏଆଇ ଦ୍ୱାରା ଲୋକଙ୍କୁ ଚାକିରୀ ଚାଲିଯିବା ଭୟ ଘାରିଥିବାବେଳେ ନିକଟରେ ଏଆଇ ଦ୍ୱାରା ସୃଷ୍ଟି ହୋଇଥିବା ଡିପଫେକ୍ ସମସ୍ୟା ମଧ୍ୟ ସମସ୍ତଙ୍କର ମୁଣ୍ଡବିନ୍ଧାର କାରଣ ସାଜିଛି। ବଡ ବଡ…
ଆପତ୍ତିଜନକ ଫଟୋ, ଟିକସ ଚୋରି, ନିଶା ସେବନ…ବାଇଡେନ୍ଙ୍କ ଅଡ଼ୁଆ ବଢ଼ାଇଛି ପୁଅ ହଣ୍ଟରଙ୍କ ବିବାଦ
ଓ୍ବାଶିଂଟନ,୧୫।୧୨: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ଙ୍କ ପୁଅ ହଣ୍ଟର ପୁଣିଥରେ ଚର୍ଚ୍ଚାକୁ ଆସିଛନ୍ତି। ବୁଧବାର ବାଇଡେନ୍ଙ୍କ ବିରୋଧରେ ଆସିଥିବା ମହାଭିଯୋଗର ତଦନ୍ତ ଲାଗି ମଞ୍ଜୁରୀ ଦିଆଯାଇଛି। ଏହାର କାରଣ ହେଉଛନ୍ତି ହଣ୍ଟର ବାଇଡେନ୍। ୫୩ ବର୍ଷୀୟ ହଣ୍ଟର ଅନେକ ବିବାଦରେ ଫସିଛନ୍ତି।…
ଶାରୀରିକ ସମ୍ପର୍କ ପାଇଁ ସବୁବେଳେ ରହିବାକୁ ହେବ ପ୍ରସ୍ତୁତ,କମ୍ପାନୀର ସିଇଓ ଦେଲେ ଏପରି କଣ୍ଟ୍ରାକ୍ଟ ପେପର
ସାନ ଫ୍ରାନସିସ୍କୋ,୧୫।୧୨: ଚାକିରିରେ ନିଯୁକ୍ତି ମିଳି ସାରିବା ପରେ କମ୍ପାନୀ ଦ୍ୱାରା ଏକ କଣ୍ଟ୍ରାକ୍ଟ ବା ଚୁକ୍ତିନାମା ସ୍ବାକ୍ଷର କରିବାକୁ ପଡିଥାଏ। ଯେଉଁଥିରେ କମ୍ପାନୀର କିଛି ଟର୍ମସ ଆଣ୍ଡ କଣ୍ଡିସନ(ନିୟମ କାନୁନ) ରହିଥାଏ। ନିକଟରେ ଏକ କମ୍ପାନୀର କଣ୍ଟ୍ରାକ୍ଟ ପେପର ଭାଇରାଲ…
ସଂସଦରେ ଉତ୍ପାତ କରିଥିବା ବିଦ୍ରୋହୀଙ୍କୁ ମିଳିବ ୧୦ଲକ୍ଷ ଟଙ୍କା ପୁରସ୍କାର! ସୂଚନା ଦେଲେ…
ନୂଆଦିଲ୍ଲୀ,୧୫।୧୨: ଡିସେମ୍ବର ୧୩ ୨୦୨୩ ନୂଆ ସଂସଦ ଭବନରେ ଶୀତକାଳୀନ ଅଧିବେଶନ ଚାଲିଥିବାବେଳେ ହଠାତ୍ ଦୁଇଜଣ ଯୁବକ ଦର୍ଶକ ଗ୍ୟାଲେରୀରୁ ଭିତରକୁ ଡେଇଁଥିଲେ। ଦୁଇଜଣଙ୍କ ହାତରେ ଥିଲା ବିଷାକ୍ତ କାନଷ୍ଟେର ବା ସ୍ମୋକ ଗ୍ୟାସ। ଭିତରେ ପଶିବା ସହ ଦୁଇ ଉପଦ୍ରବକାରୀ…
ନିଖୋଜ ହେବାର ୬ ବର୍ଷ ପରେ ଫ୍ରାନ୍ସରୁ ମିଳିଲେ ବିଟ୍ରେନ ନାବାଳକ
ଲଣ୍ଡନ,୧୫।୧୨: ବ୍ରିଟେନରେ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି, ଯେଉଁଠାରେ ୬ ବର୍ଷ ପୂର୍ବେ ସ୍ପେନରେ ପାରିବାରିକ ଛୁଟି ସମୟରେ ନିଖୋଜ ହୋଇଯାଇଥିବା ଜଣେ ନାବାଳକ ବର୍ତ୍ତମାନ ଫ୍ରାନ୍ସରୁ ମିଳିଛନ୍ତି। ୧୭ ବର୍ଷିୟ ଆଲେକ୍ସ ବ୍ୟାଟିଙ୍କୁ ଜଣେ ଡେଲିଭରି ଡ୍ରାଇଭର ତାଙ୍କୁ…
ମୋଦିଙ୍କ ପ୍ରେମରେ ପଡିଲେ ପାକିସ୍ତାନୀ ବିଜନେସମ୍ୟାନ
ନୂଆଦିଲ୍ଲୀ/ଇସଲାମାବାଦ,୧୫।୧୨: ପାକିସ୍ତାନର ନେତୃତ୍ୱକୁ ଏହି ଭୟକୁ ଦୂର କରିବାକୁ ପଡ଼ିବ ଯେ ଯଦି ଏହା ଭାରତ ସହିତ ସମ୍ପର୍କକୁ ସୁଦୃଢ କରେ, ତେବେ ଏହା ଏହାର ରାଜନୈତିକ ଭାବମୂର୍ତ୍ତିକୁ ଖରାପ କରିବ। ପାକିସ୍ତାନ-ଆମେରିକୀୟ ମୂଳ ବ୍ୟବସାୟୀ ସାଜିଦ ତାର ଏହା କହିଛନ୍ତି।…
ପୋଲିସ ମୁଖ୍ୟାଳୟ ସାମ୍ନାରେ ଆତଙ୍କବାଦୀ ଆକ୍ରମଣ, ୨ ପୋଲିସ ମୃତ
ପେଶାଓ୍ବର,୧୫।୧୨: ଉତ୍ତର ପଶ୍ଚିମ ପାକିସ୍ତାନରେ ଆତଙ୍କବାଦୀମାନେ ଏକ ଆକ୍ରମଣ କରିଛନ୍ତି। ଏହି ଆକ୍ରମଣ ତାଲିବାନର ପୂର୍ବତନ ଗଡ଼ରେ ଏକ ଆଞ୍ଚଳିକ ପୋଲିସ ମୁଖ୍ୟାଳୟକୁ ଟାର୍ଗେଟ କରି କରାଯାଇଥିଲା। ଏଥିରେ ଦୁଇ ଜଣ ପୋଲିସ ପ୍ରାଣ ହରାଇଛନ୍ତି ଏବଂ ଅନେକ ଆହତ ହୋଇଛନ୍ତି।…
ଇରାନ ଯାତ୍ରା କଲେ ପଡ଼ିବନି ଭିଜା
ତେହରାନ/ନୂଆଦିଲ୍ଲୀ,୧୫ା୧୨: ଭାରତ ସମେତ ୩୩ଟି ଦେଶ ପାଇଁ ଭିଜା ଆବଶ୍ୟକତା ଛାଡ଼ କରିବାକୁ ନିଷ୍ପତ୍ତି ନେଇଛି ଇରାନ। ଏହାର ଅର୍ଥ ହେଉଛି ଯେ, ଭାରତୀୟ ନାଗରିକମାନେ ଆଉ ଇରାନ ଯାତ୍ରା କରିବା ପାଇଁ ଭିଜା ଆବଶ୍ୟକ କରିବେ ନାହିଁ। ଇରାନର ସାଂସ୍କୃତିକ…
ପିଲାଙ୍କୁ ହତ୍ୟା କରି ମାଂସ ରାନ୍ଧି ଖାଉଥିଲେ ବ୍ୟକ୍ତି, ପୂରା ଘଟଣା ଜାଣିଲେ…
ଇସଲାମାବାଦ,୧୫।୧୨: ପାକିସ୍ତାନର ପଞ୍ଜାବ ପ୍ରଦେଶର ମୁଜାଫରଗଡରେ ଜଣେ ବ୍ୟକ୍ତିଙ୍କୁ ପିଲାମାନଙ୍କୁ ହତ୍ୟା କରିବା ଏବଂ ସେମାନଙ୍କ ମାଂସ ଖାଇବା ଅଭିଯୋଗରେ ଗିରଫ କରାଯାଇଛି। ନ୍ୟୁଜ ରିପୋର୍ଟ ଅନୁଯାୟୀ, ମୁଜାଫରଗଡର ସ୍ଥାନୀୟ ପୋଲିସ ସୂଚନା ଦେଇଛି ଯେ, ପାଞ୍ଚ ଦିନ ପୂର୍ବରୁ ମୁଜାଫରଗଡର…
Archives


