ଅନ୍ତର୍ଜାତୀୟ

ନ୍ୟୁଜିଲାଣ୍ଡରେ ରାଷ୍ଟ୍ରପତିଙ୍କୁ ନିଆରା ଢଙ୍ଗରେ ସ୍ବାଗତ, ଦେଖନ୍ତୁ ଭିଡିଓ…

ଓ୍ବିଲିଂଟନ/ନୂଆଦିଲ୍ଲୀ,୮ା୮: ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବର୍ତ୍ତମାନ ନ୍ୟୁଜିଲାଣ୍ଡ ଗସ୍ତରେ ଅଛନ୍ତି। ସେ ବୁଧବାର ନ୍ୟୁଜିଲାଣ୍ଡରେ ପହଞ୍ଚି ସେଠାରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଟଡ୍‌ ମ୍ୟାକଲେ ଏବଂ ଭାରତୀୟ ହାଇ କମିଶନର ନୀତା ଭୂଷଣ ତାଙ୍କୁ ସ୍ବାଗତ କରିଥିଲେ। ଗୁରୁବାର ରାଷ୍ଟ୍ରପତି…

ବାଂଲାଦେଶରେ ନିର୍ବାଚନ ହେଲେ ପ୍ରଧାନମନ୍ତ୍ରୀ ହେବେ ହାସିନାଙ୍କ ପୁଅ! କହିଦେଲେ…

ନୂଆଦିଲ୍ଲୀ,୮।୮: ବାଂଲାଦେଶରେ ରାଜନୈତିକ ଅସ୍ଥିରତା ଜାରି ରହିଛି। ପୁରା ଦେଶ ଅଶାନ୍ତ ଥିବାବେଳେ ସେଠାରେ ଆସୁଥିବା ଭୟାନକ ଦୃଶ୍ୟ ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି। ଏହାରି ଭିତରେ ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହାସିନାଙ୍କ ପୁଅ ସାଜିବ ୱାଜେଦ ଏକ ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର…

ପୁଣି ବାଂଲାଦେଶ ଫେରିବେ ଶେଖ ହାସିନା! ହାସିନାଙ୍କ ପୁଅ ଦେଲେ ବଡ଼ ବୟାନ, ନିର୍ବାଚନ ହେଲେ…

ନୂଆଦିଲ୍ଲୀ,୮।୮: ବାଂଲାଦେଶର ରାଜନୈତିକ ଅସ୍ଥିରତା ଭିତରେ ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହାସିନା ଏବେ ଭାରତରେ ଶରଣ ନେଇଛନ୍ତି। କିନ୍ତୁ ଏହାପରେ ସେ କେଉଁଠି ରହିବେ? ହାସିନା ନିଜ ଭଉଣୀ ଏବଂ କିଛି ସହଯୋଗୀଙ୍କ ସହିତ ୟୁରୋପ ଯିବେ ନା ପୁଣି ବାଂଲାଦେଶ…

ବାଲାଂଦେଶ ରାଜନୀତିରେ ଏଣ୍ଟ୍ରି ମାରିଲେ ହାସିନାଙ୍କ ବଡ଼ ଶତ୍ରୁ: ଜେଲ୍‌ରୁ ମୁକୁଳି ଦେଲେ ହୁଙ୍କାର

ଡାକା,୮।୮: ବାଂଲାଦେଶରେ ଚାଲିଥିବା ହିଂସା ମଧ୍ୟରେ ମଧ୍ୟବର୍ତ୍ତୀକାଳୀନ ସରକାର ଗଠନ ପ୍ରକ୍ରିୟା ଆରମ୍ଭ ହୋଇଛି। ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ବାଂଲାଦେଶ ନ୍ୟାଶନାଲ ପାର୍ଟି ମୁଖ୍ୟ ଖାଲେଦା ଜିଆ ଜେଲରୁ ମୁକୁଳିବାର ଦିନକ ପରେ ତାଙ୍କ ମୁକ୍ତି ପାଇଁ ସାହାଯ୍ୟ କରିଥିବା…

ପାକିସ୍ତାନ ଭଳି ହୋଇଯିବ ବାଂଲାଦେଶ! ହାସିନା ଭାରତରେ ଶରଣ ନେବା ପରେ ବଡ଼ ବୟାନ ଦେଲେ ପାକିସ୍ତାନର…

ଇସଲାମବାଦ,୮।୮: ବାଂଲାଦେଶର ସ୍ଥିତିକୁ ନେଇ ସାରା ଦେଶ ସ୍ତବ୍ଧ ହୋଇ ଯାଇଛି। ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ପୁଅ ଏହି ବିବୃତ୍ତିରେ କହିଛନ୍ତି, ବାଂଲାଦେଶ ପରବର୍ତ୍ତୀ ପାକିସ୍ତାନ ହେବାକୁ ଯାଉଛି। ରିପୋର୍ଟ ଅନୁଯାୟୀ ପାକିସ୍ତାନର ଜଣେ ବ୍ୟକ୍ତି କହିଛନ୍ତି, ବାଂଲାଦେଶରେ…

ହେଲିକପ୍ଟର କ୍ରାଶ୍‌: ସମସ୍ତଙ୍କ ଯାତ୍ରୀଙ୍କ ଜୀବନ ଗଲା

କାଠମାଣ୍ଡୁ,୭।୮: ନେପାଳର ନୁୱାକୋଟରେ ଏକ ହେଲିକପ୍ଟର ଦୁର୍ଘଟଣାର ସମ୍ମୁଖୀନ ହୋଇଛି। ବିମାନରେ ଥିବା ସମସ୍ତ ପାଞ୍ଚ ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଛି। କୁହାଯାଉଛି ଯେ ରସୁୱା ଯାଉଥିବା ଏହି ହେଲିକପ୍ଟରରେ କେବଳ ପାଞ୍ଚ ଜଣ ଲୋକ ଥିଲେ। ଏଥିରେ ଚାରିଜଣ ଚାଇନା…

ଗାଜିଆବାଦର ଶପିଂ କଲେ ଶେଖ ହାସିନା, କିଣିଲେ ୩୦ ହଜାର ଟଙ୍କାର ଜିନିଷ, ଟଙ୍କା ନ ଅଣ୍ଟିବାରୁ କଲେ…

ନୂଆଦିଲ୍ଲୀ,୭।୮: ବାଂଲାଦେଶରେ ହିଂସା ପରେ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇ ଭାରତ ଆସିଥିବା ଶେଖ ହାସିନା ଏବେ ମଧ୍ୟ ଗାଜିଆବାଦର ହିଣ୍ଡନ ଏୟାରବେସରେ ଅଛନ୍ତି। ଏଠାରେ ତାଙ୍କୁ ସୁରକ୍ଷିତ ଘରେ ରଖାଯାଇଛି। ଯଦିଓ ଶେଖ ହାସିନା ବାଂଲାଦେଶ ଛାଡିବା ପୂର୍ବରୁ ନିଜ…

ଏହି କାରଣରୁ ବ୍ରିଟେନରେ ଶରଣ ନେଇପାରିବେ ନାହିଁ ଶେଖ ହାସିନା, ଏବେ କେଉଁଠି ରହିବେ ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ

ଢାକା,୭।୮: ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହାସିନାଙ୍କ ସମସ୍ୟା ହ୍ରାସ ପାଉନାହିଁ। ପ୍ରଥମେ ତାଙ୍କୁ ନିଜ ଦେଶ ଛାଡି ପଳାଇବାକୁ ପଡିଲା। ବର୍ତ୍ତମାନ ସେ ବିଦେଶରେ ଶରଣ ନେବାକୁ ମଧ୍ୟ ସଂଘର୍ଷ କରୁଛନ୍ତି। ଶେଖ ହାସିନା ବର୍ତ୍ତମାନ ଭାରତରେ ଅଛନ୍ତି। କିନ୍ତୁ…

ପାର୍ଲାମେଣ୍ଟ ଭଙ୍ଗକଲେ ବାଂଲାଦେଶ ରାଷ୍ଟ୍ରପତି

ଢାକା,୭ା୮(ପି.ଟି.): ପ୍ରଧାନମନ୍ତ୍ରୀ ଶେଖ୍‌ ହାସିନା ଇସ୍ତଫା ଦେଇ ଦେଶ ଛାଡ଼ିବାର ଦିନକ ପରେ ବାଂଲାଦେଶ ରାଷ୍ଟ୍ରପତି ମହମ୍ମଦ ଶାହାବୁଦ୍ଦିନ ମଙ୍ଗଳବାର ଦେଶର ପାର୍ଲାମେଣ୍ଟକୁ ଭଙ୍ଗ କରିଛନ୍ତି। ଫଳରେ ସେଠାରେ ସାନି ନିର୍ବାଚନ ଲାଗି ପଥ ପରିଷ୍କାର ହୋଇଯାଇଛି। ସରକାର ବିରୋଧୀ ଆନ୍ଦୋଳନ…

ବାଂଲାଦେଶରେ ସଂଖ୍ୟାଲଘୁ ଅସୁରକ୍ଷିତ

ଢାକା,୭ା୮: ବାଂଲାଦେଶରେ ଶେଖ୍‌ ହାସିନାଙ୍କ ସରକାରର ପତନ ପରେ ସେଠାରେ ଦଙ୍ଗା ଓ ଲୁଟ୍‌ପାଟ ଜୋର୍‌ଦାର ହୋଇଛି। ସେଠାରେ ଥିବା ସଂଖ୍ୟାଲଘୁ ହିନ୍ଦୁ ଆକ୍ରମଣର ସମ୍ମୁଖୀନ ହୋଇଛନ୍ତି। ଆନ୍ଦୋଳନକାରୀମାନେ ୨୭ଟି ଜିଲାରେ ଥିବା ବହୁ ମନ୍ଦିର ଏବଂ ହିନ୍ଦୁମାନଙ୍କ ଘର ଓ…

କିଛିଦିନ ଭାରତରେ ରହିବେ ହାସିନା

ନୂଆଦିଲ୍ଲୀ/ଢାକା,୭ା୮: ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍‌ ହାସିନାଙ୍କୁ ବ୍ରିଟେନ୍‌ ଶରଣ ଦେବା ବିଳମ୍ବିତ ହୋଇପାରେ। ତେଣୁ ବ୍ରିଟେନ୍‌ର ମଞ୍ଜୁରୀ ନ ମିଳିବା ଯାଏ ହାସିନା ଭାରତରେ ଅବସ୍ଥାନ କରିପାରନ୍ତି। ଅନ୍ୟପକ୍ଷେ ବାଂଲାଦେଶରେ ସଂରକ୍ଷଣ ବିରୋଧୀ ହିଂସା ଯୋଗୁ ହାସିନା ଦେଶ ଛାଡ଼ି…

ଏବେ କେଉଁଠି ଶରଣ ନେବେ ଶେଖ ହସିନା ? ବଡ଼ ଝଟକା ଦେଲା ଇଂଲଣ୍ଡ

ନୂଆଦିଲ୍ଲୀ, ୦୬।୦୮: ବାଂଲାଦେଶରେ ହିଂସାତ୍ମକ ଛାତ୍ର ବିରୋଧ ପ୍ରଦର୍ଶନ ଦେଶବ୍ୟାପୀ ଅଶାନ୍ତି ଏବଂ ସେନା କ୍ଷମତା ନିଜ ହାତକୁ ନେବା ପରେ ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନା ଭାରତରେ ଆସି ଶରଣ ପଶିଛନ୍ତି। ସୂଚନାନୁସାରେ, ଶେଖ ହସିନା ଆସନ୍ତା କିଛି ଦିନ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri