ଠିକ କରୁ ନାହିଁ ଭାରତ, ଶୀଘ୍ର ଫେରାଉ ହାସିନାଙ୍କୁ
ଢାକା,୨୧।୮: ବାଂଲାଦେଶରେ ଚାଲିଥିବା ହିଂସା ମଧ୍ୟରେ ସରକାର ବଦଳି ଯାଇଛନ୍ତି। ସଂରକ୍ଷଣ ଝଡ଼ରେ ଶେଖ ହାସିନା ନିଜ ପଦ ହରାଇଲେ। ତାଙ୍କୁ ବାଂଲାଦେଶ ଛାଡି ପଳାଇବାକୁ ପଡିଲା। ବର୍ତ୍ତମାନ ସେ ଭାରତରେ ଆଶ୍ରୟ ନେଇଛନ୍ତି। କିନ୍ତୁ ଭାରତରେ ମଧ୍ୟ ତାଙ୍କର ଅସୁବିଧା…
‘ଆମେରିକାର ଐତିହାସିକ ରାଷ୍ଟ୍ରପତି ହେବାକୁ ଯାଉଛନ୍ତି କମଲା ହାରିସ୍’, ଭାବପ୍ରବଣ ହୋଇ ବାଇଡେନ କହିଲେ…
ଓ୍ବାଶିଂଟନ,୨୧।୮: ଆମେରିକାର ଡେମୋକ୍ରାଟିକ ପାର୍ଟିର ଚାରି ଦିନିଆ ନ୍ୟାଶନାଲ କନଭେନ୍ଶନ ଚାଲିଛି । ଏହି ସମ୍ମିଳନୀରେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ସୋମବାର ଉଦ୍ବୋଧନ ଦେଇଥିଲେ। ଏହି ସମୟରେ ସେ କହିଛନ୍ତି, ଡେମୋକ୍ରାଟିକ ପାର୍ଟିର ଦାୟିତ୍ୱ ଉପରାଷ୍ଟ୍ରପତି କମଲା ହାରିସ୍ଙ୍କୁ ଦିଆଯାଇଛି।…
ଚାଲିଥିଲା ସଭା, ମଝିରେ କାନ୍ଦିଲେ ଆମେରିକା ରାଷ୍ଟ୍ରପତି
ଚିକାଗୋ, ୨୦।୦୮: ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍ ତାଙ୍କର ବିଦାୟୀକାଳିନ ସଭାରେ ଭାବବିହ଼୍ବଳ ହୋଇଛନ୍ତି । ଚିକାଗୋର ଡେମୋକ୍ରାଟିକ୍ ନାଶନ୍ୟାଲ୍ କନ୍ଭେନ୍ସନ୍ ସେଣ୍ଟରରେ ସୋମବାର ଆୟୋଜିତ ସଭାରେ ସେ ଦେଶବାସୀଙ୍କୁ ସମ଼୍େବାଧନ କରିଥିଲେ । ଉପ-ରାଷ୍ଟ୍ରପତି କମଳା ହାରିସ୍ ଏହି ସଭାରେ…
ଯୁଦ୍ଧ ବିରାମ ପ୍ରସ୍ତାବକୁ ମଞ୍ଜୁର କଲା ଇସ୍ରାଏଲ, ବ୍ଲିଙ୍କେନ କହିଲେ ହମାସ ବି ଏହାକୁ ଗ୍ରହଣ କରୁ
ତେଲ ଆଭିଭ,୨୦।୮: ସୋମବାର ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କ ସହ ସାକ୍ଷାତ ପରେ ଆମେରିକାର ବୈଦେଶିକ ସଚିବ ଆଣ୍ଟୋନି ବ୍ଲିଙ୍କେନ କହିଛନ୍ତି ଯେ ଗାଜାରେ ଅସ୍ତ୍ରବିରତି ଉଲ୍ଲଂଘନ ତଥା ବନ୍ଧକମାନଙ୍କୁ ମୁକ୍ତ କରିବା ପ୍ରସ୍ତାବକୁ ଇସ୍ରାଏଲ ଗ୍ରହଣ କରିଛି। ସେ ମଧ୍ୟ…
ମନ୍ତ୍ରୀ ହେବେ ମସ୍କ! ଟ୍ରମ୍ପଙ୍କ ଅଫର ସ୍ବୀକାର କଲେ ଟେଲସା ମୁଖ୍ୟ
ଓ୍ବାଶିଂଟନ,୨୦।୮: ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ପାଇଁ ଡୋନାଲ୍ଡ ଟ୍ରମ୍ପ ଏବଂ କମଲା ହାରିସଙ୍କ ଅଭିଯାନ ଜାରି ରହିଛି। ଏହି ନିର୍ବାଚନରେ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆମେରିକୀୟ ନାଗରିକଙ୍କୁ ବଡ଼ ପ୍ରତିଶୃତି ଦେଉଛନ୍ତି। ଏହି କ୍ରମରେ ସେ ଟେସଲା ମାଲିକ ତଥା…
କମ୍ ପାର୍ଶ୍ୱ ପ୍ରତିକ୍ରିୟାର ଆଣ୍ଟିବାୟୋଟିକ୍ସ ପ୍ରସ୍ତୁତ କରିବ ଏଆଇ
ଓଟାଓ୍ବା, ୨୦ା୮: ସମ୍ପ୍ରତି ବିଭିନ୍ନ କ୍ଷେତ୍ରରେ କୃତ୍ରିମ ବୁଦ୍ଧିମତ୍ତା(ଏଆଇ)ର ବ୍ୟବହାର ଯଥେଷ୍ଟ ବୃଦ୍ଧି ପାଇଛି। ଏହାରି ମଧ୍ୟରେ କାନାଡାର ମୈନିଟୋବା ବିଶ୍ୱବିଦ୍ୟାଳୟର ଗବେଷକମାନେ ଏକ ଅଧ୍ୟୟନରେ ଏଆଇକୁ ବ୍ୟବହାର କରି କମ୍ ପାର୍ଶ୍ୱ ପ୍ରତିକ୍ରିୟା ଥିବା ଉତ୍ତମ ଆଣ୍ଟିବାୟୋଟିକ୍ସକୁ ବିକଶିତ କରିବାର…
ବାଇଡେନ୍ଙ୍କ ବିରୋଧରେ ରିପବ୍ଲିକାନଙ୍କ ମହାଭିଯୋଗ ରିପୋର୍ଟ
ଓ୍ବାଶିଂଟନ,୨୦ା୮: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ଙ୍କ ବିରୋଧରେ ହାଉସ୍ ରିପବ୍ଲିକାନମାନେ ସେମାନଙ୍କର ପ୍ରାରମ୍ଭିକ ମହାଭିଯୋଗ ତଦନ୍ତ ରିପୋର୍ଟ ପ୍ରକାଶ କରିଛନ୍ତି। ବାଇଡେନ୍ କ୍ଷମତାର ଦୁରୁପଯୋଗ କରି ପୁଅ ହଣ୍ଟର ବାଇଡେନ୍ ଏବଂ ପରିବାର ସମ୍ପୃକ୍ତ ଥିବା ଆର୍ଥତ୍କ କାରବାର ମାମଲାର ବିଚାରରେ…
ଦୁଇ ଛାତ୍ର ହତ୍ୟା ମାମଲାରେ ହାସିନାଙ୍କ ନାଁରେ ନୂଆ ମାମଲା ରୁଜୁ
ଢାକା,୧୯।୮: ନିକଟରେ ବାଂଲାଦେଶରେ ସଂରକ୍ଷଣ ବିରୋଧୀ ବିରୋଧ ପ୍ରଦର୍ଶନ ବେଳେ ଦୁଇ କଲେଜ ଛାତ୍ରଙ୍କ ମୃତ୍ୟୁକୁ ନେଇ ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ ହୋଇଛି। ହସିନାଙ୍କ ବ୍ୟତୀତ ଅନ୍ୟ ୧୨ଜଣଙ୍କ ବିରୋଧରେ ଏଫଆଇଆର ପଞ୍ଜିକୃତ ହୋଇଛି।…
ବାଂଲାଦେଶରେ କମୁ ନାହିଁ ହିନ୍ଦୁଙ୍କ ଉପରେ ଅତ୍ୟାଚାର
ଢାକା,୧୯।୮: ବାଂଲାଦେଶରେ ହିନ୍ଦୁମାନଙ୍କ ଉପରେ ଆକ୍ରମଣ ଥମୁନାହିଁ। ନିକଟରେ ବାଂଲାଦେଶର କାର୍ଯ୍ୟନିର୍ବାହୀ ସରକାରର ମୁଖ୍ୟ ମହମ୍ମଦ ୟୁନୁସ ବାଂଲାଦେଶୀ ହିନ୍ଦୁମାନଙ୍କୁ ସୁରକ୍ଷା ଦେବା କଥା ନିଶ୍ଚିତ କରିଥିଲେ। ଇସଲାମିକ ମୌଳବାଦୀମାନେ ଢାକା କଲେଜର ହିଣ୍ଡା ହଷ୍ଟେଲ ଉପରେ ଆକ୍ରମଣ କରିଥିଲେ। ଏହି…
ପୁଣି ଚାଇନା-ଫିଲିପାଇନ୍ସ ମଧ୍ୟରେ ବଢିଲା ତିକ୍ତତା
ବେଜିଂ,୧୯।୮: ମଧ୍ୟ ଏସିଆରେ ଦିନକୁ ଦିନ ବଢୁଥିବା ଉତ୍ତେଜନା ମଧ୍ୟରେ ଚାଇନା ଏବଂ ଫିଲିପାଇନ୍ସ ମଧ୍ୟରେ ସମ୍ପର୍କ ବିଗିଡି ଯାଉଥିବା ଜଣାପଡିଛି। ଦକ୍ଷିଣ ଚାଇନା ସାଗରରେ ବିବାଦୀୟ ଉପକୂଳ ନିକଟରେ ସୋମବାର (୧୯ଅଗଷ୍ଟ ୨୦୨୪) ଚାଇନା ଏବଂ ଫିଲିପାଇନ୍ସ ଜାହାଜ ମଧ୍ୟରେ…
ଆଜି ଦୃଶ୍ୟମାନ ହେବ ବିରଳ ‘ସୁପର ବ୍ଲ୍ୟୁ ମୁନ୍’
ୱାଶିଂଟନ,୧୯।୮: ଚଳିତ ବର୍ଷ ରାଖୀ ପୂର୍ଣ୍ଣିମା ଅବସରରେ ଭାରତରେ ବିରଳ ‘ସୁପର ବ୍ଲ୍ୟୁ ମୁନ୍’ ଦୃଶ୍ୟମାନ ହେବ। ସୋମବାର ଭାରତରେ ସୁପର ମୁନ୍ ଏବଂ ବ୍ଲ୍ୟୁ ମୁନ୍ର ବିରଳ ମିଶ୍ରଣ ଦେଖିବାକୁ ମିଳିବ, ଯାହା ଏକ ଅସାଧାରଣ ଜ୍ୟୋତିର୍ବିଜ୍ଞାନ ଘଟଣା ବୋଲି…
ଯୁଦ୍ଧବିରତି ଉଦ୍ୟମ ମଧ୍ୟରେ ଇସ୍ରାଏଲ୍ର ଆକ୍ରମଣ: ୨୧ ମୃତ
ଡେଇର ଅଲ୍-ବାଲାହ,୧୯ା୮: ଇସ୍ରାଏଲ୍ ଏବଂ ହମାସ୍ ମଧ୍ୟରେ ଯୁଦ୍ଧବିରତି ଚୁକ୍ତିନାମା ଚୂଡ଼ାନ୍ତ କରିବା ପାଇଁ ଆମେରିକା ପରରାଷ୍ଟ୍ର ସଚିବ ଆଣ୍ଟୋନି ବ୍ଲିଙ୍କେନ୍ ରବିବାର ଉକ୍ତ ଅଞ୍ଚଳକୁ ଯାଇଥିବାବେଳେ ଜେରୁଜେଲମ୍ ପକ୍ଷରୁ ଆକ୍ରମଣ ଜାରି ରହିଛି। ଗାଜାରେ ରବିବାର ଇସ୍ରାଏଲ୍ର ବୋମାମାଡ଼ରେ ୬…
Archives


