୭୪% ପାକିସ୍ତାନୀ ନିଜ ଖର୍ଚ୍ଚ ପୂରଣ କରିବାରେ ଅସମର୍ଥ; ୧୦% ଲୋକେ ଦୁଇଟି କାମ କରୁଛନ୍ତି: ରିପୋର୍ଟ
ନୂଆଦିଲ୍ଲୀ,୧୧।୮: ଭୟଙ୍କର ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ପାକିସ୍ତାନରେ ଲୋକମାନେ ମାସକର ଖର୍ଚ୍ଚ ମଧ୍ୟ ପୂରଣ କରିବାରେ ଅସମର୍ଥ ହେଉଛନ୍ତି। ଗତବର୍ଷ ତୁଳନାରେ ପାକିସ୍ତାନର ସହରୀ ଅଞ୍ଚଳରେ ମୁଦ୍ରାସ୍ଫିତି ଗଳବର୍ଷ ତୁଳନାରେ ୧୪ ପ୍ରତିସହତ ବୃଦ୍ଧି ପାଇଛି। ଫଳସ୍ୱରୂପ, ଦେଶର…
ଆତ୍ମବିଶ୍ୱାସ ଅଛି, ଯେତେବେଳେ ତୁମେ ୯୧୧କୁ ଡାଏଲ କରିବ ସେତେବେଳେ…
ନୂଆଦିଲ୍ଲୀ/ମାଲେ,୧୧ା୮: ମାଳଦ୍ୱୀପର ମୁଖ୍ୟ ବିରୋଧୀ ଦଳ (ମାଳଦ୍ୱୀପ ଡେମୋକ୍ରାଟିକ୍ ପାର୍ଟି) ଭାରତ ପ୍ରତି ରାଷ୍ଟ୍ରପତି ମହମ୍ମଦ ମୁଇଜୁଙ୍କ ମନୋଭାବରେ ନମନୀୟତାକୁ ସ୍ବାଗତ କରିଛନ୍ତି। ମୁଇଜୁଙ୍କ ନେତୃତ୍ୱରେ ସରକାରଙ୍କ ଦ୍ୱାରା ଭାରତର ନୀତିରେ ହଠାତ୍ ପରିବର୍ତ୍ତନ ଅତ୍ୟନ୍ତ ପ୍ରଶଂସନୀୟ ବୋଲି ମାଳଦ୍ୱୀପ ଡେମୋକ୍ରାଟିକ୍…
ଆମେରିକା ମୋତେ କ୍ଷମତାରୁ ହଟାଇ ଦେଇଛି, ଏସବୁ କାରଣ କହିଲେ ହାସିନା
ଢାକା,୧୧ା୮: ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହାସିନା ଆମେରିକା ବିରୋଧରେ ଏକ ବଡ଼ ଅଭିଯୋଗ ଆଣିଛନ୍ତି। ବର୍ତ୍ତମାନ ଭାରତରେ ରହୁଥିବା ହାସିନା କହିଛନ୍ତି, ସେଣ୍ଟ ମାର୍ଟିନ ଦ୍ୱୀପକୁ ହସ୍ତାନ୍ତର କରି ନ ଥିବାରୁ ଆମେରିକା ତାଙ୍କୁ କ୍ଷମତାରୁ ହଟାଇ ଦେଇଛି। ସେ…
ବାଂଲାଦେଶରେ ହିନ୍ଦୁମାନଙ୍କ ପ୍ରତି ହେଉଥିବା ହିଂସା ଉପରେ ନୀରବତା ଭାଙ୍ଗିଲେ ୟୁନୁସ୍, କହିଲେ ସେମାନେ କ’ଣ ଆମ…
ଢାକା,୧୧ା୮: ବାଂଲାଦେଶର କାମଚଳା ସରକାରଙ୍କ ପରାମର୍ଶଦାତା ମହମ୍ମଦ ୟୁନୁସ ରବିବାର ସଙ୍କଟ ଜନିତ ଦେଶର ସଂଖ୍ୟାଲଘୁ ସମ୍ପ୍ରଦାୟ ବିଶେଷକରି ହିନ୍ଦୁମାନଙ୍କୁ ଟାର୍ଗେଟ୍ କରି ହେଉଥିବା ଆକ୍ରମଣକୁ ନିନ୍ଦା କରିଛନ୍ତି। ମହମ୍ମଦ ୟୁନୁସ୍ ଚେତାବନୀ ଦେଇ କହିଛନ୍ତି ଯେ, ସଂଖ୍ୟାଲଘୁଙ୍କ ଉପରେ ଆକ୍ରମଣ…
ହିଣ୍ଡେନବର୍ଗ ରିସର୍ଚ୍ଚର ନୂଆ ରିପୋର୍ଟ ଆସିବା ପରେ ଆଦାନୀ ଗ୍ରୁପ୍ର ପ୍ରଥମ ପ୍ରତିକ୍ରିୟା, ମାଧବୀ ପୁରୀ ବୁଚ୍ଙ୍କ ସହ କୌଣସି…
ଓ୍ବାଶିଂଟନ/ନୂଆଦିଲ୍ଲୀ,୧୧ା୮: ଆମେରିକାର ଶର୍ଟ ସେଲର ସଂସ୍ଥା ହିଣ୍ଡେନ୍ବର୍ଗ ରିସର୍ଚ୍ଚର ନୂଆ ରିପୋର୍ଟ ଆସିବା ପରେ ସେଠାରେ ଉତ୍ତେଜନା ଦେଖାଦେଇଛି। ଶନିବାର ବିଳମ୍ବିତ ରାତିରେ ଆସିଥିବା ରିପୋର୍ଟ ଉପରେ ଆଦାନୀ ଗ୍ରୁପ୍ ଏହାର ପ୍ରଥମ ପ୍ରତିକ୍ରିୟା ଦେଇଛି। ଆଦାନି ଗ୍ରୁପ ରବିବାର ହିଣ୍ଡେନବର୍ଗର…
ଭାରତ ଆଗରେ ନଇଁଲା ଋଷିଆ, ଭାରତୀୟ ସୈନ୍ୟଙ୍କୁ ଫେରାଇବା ନେଇ ଦେଲା ବଡ଼ ବୟାନ
ମସ୍କୋ,୧୧।୮: ଭାରତର ଲଗାତାର ଚାପ ପରେ ଋଷିଆ ଶେଷରେ ତା’ ସେନାରେ କାର୍ଯ୍ୟ କରୁଥିବା ଭାରତୀୟମାନଙ୍କୁ ଶୀଘ୍ର ସ୍ଥାନାନ୍ତର କରିବାକୁ ଆଶ୍ୱସନା ଦେଇଛି। ଏହି ପରିପ୍ରେକ୍ଷୀରେ, ଦିଲ୍ଲୀରେ ଋଷିଆ ଦୂତାବାସ କହିଛି ଯେ, ଭାରତୀୟଙ୍କୁ ଋଷିଆ ସୈନ୍ୟରୁ ବାହାର କରିବା ପାଇଁ…
ୟୁଟ୍ୟୁବ ପୂର୍ବତନ ସିଇଓଙ୍କ ପରଲୋକ; ଚାକିରି ପୂର୍ବରୁ ଭାରତରେ କରୁଥିଲେ ସାମ୍ବାଦିକତା
ନୂଆଦିଲ୍ଲୀ,୧୦ା୮: ୟୁଟ୍ୟୁବ ପୂର୍ବତନ ସିଇଓ ତଥା ଗୁଗୁଲ ଇତିହାସର ଏକ ପ୍ରମୁଖ ବ୍ୟକ୍ତି ସୁଜନ ୱୋଜିକ୍କି ଦୁଇ ବର୍ଷ ଧରି କର୍କଟ ରୋଗ ସହ ଲଢ଼ିବା ପରେ ମୃତ୍ୟୁ ବରଣ କରିଛନ୍ତି। ଆଲଫାବେଟ ଏବଂ ଗୁଗୁଲର ସିଇଓ ସୁନ୍ଦର ପିଚାଇ ଶନିବାର…
ଛାତ୍ରନେତାଙ୍କ ଚାପରେ ଇସ୍ତଫା ଦେଲେ ବାଂଲାଦେଶ ପ୍ରଧାନ ବିଚାରପତି
ଢାକା,୧୦ା୮: ବାଂଲାଦେଶର ସର୍ବୋଚ୍ଚ ଅଦାଲତର ପ୍ରଧାନ ବିଚାରପତି ଓବାଇଡୁଲ ହାସନ ସୁପ୍ରିମକୋର୍ଟକୁ ଘେରି ରହିଥିବା ବିରୋଧକାରୀଙ୍କ ତୀବ୍ର ଚାପରେ ଇସ୍ତଫା ଦେବାକୁ ରାଜି ହୋଇଥିବା ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ କରିଛି। ଢାକା ଟ୍ରିବ୍ୟୁନ୍ ରିପୋର୍ଟ କରିଛି ଯେ ୬୫ ବର୍ଷୀୟ ବିଚାରପତି…
‘ଆମକୁ ଭାରତ ଆସିବାକୁ ଦିଅନ୍ତୁ’, ପାଣିରେ ଠିଆ ହୋଇ ବିଏସଏଫଙ୍କୁ ନିବେଦନ କରୁଛନ୍ତି ହଜାର ହଜାର ବାଂଲାଦେଶୀ ହିନ୍ଦୁ
ଢାକା,୧୦।୮: ବାଂଲାଦେଶରେ ଏକ ନୂତନ ସରକାର ଗଠନ ହୋଇଥିଲେ ମଧ୍ୟ ସେଠାରେ ହିଂସା ଜାରି ରହିଛି। ପ୍ରଦର୍ଶନକାରୀ ସଂଖ୍ୟାଲଘୁଙ୍କୁ ଟାର୍ଗେଟ କରୁଛନ୍ତି। ବାଂଲାଦେଶର ଅନେକ ହିନ୍ଦୁ ପରିବାର (ଭାରତୀୟ ସୀମାରେ ବାଂଲାଦେଶୀ) ନିଜ ଘର ଛାଡି ଭାରତ ଆସିବାକୁ ଚାହାଁନ୍ତି। ଭାରତ-ବାଂଲାଦେଶ…
ବ୍ରାଜିଲ ବିମାନ ଦୁର୍ଘଟଣା, ସମସ୍ତ ଯାତ୍ରୀ ମୃତ
ସାଓ ପାଉଲୋ,୧୦।୮: ଶୁକ୍ରବାର ବ୍ରାଜିଲର ସାଓ ପାଉଲୋରେ ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ବିମାନରେ ଥିବା ସମସ୍ତ ୬୧ଯାତ୍ରୀଙ୍କ ମୃତ୍ୟୁ ନିଶ୍ଚିତ ହୋଇଛି। ତେବେ ଏହି ଦୁର୍ଘଟଣା କିପରି ଘଟିଲା ସେ ସମ୍ପର୍କରେ ଏପର୍ଯ୍ୟନ୍ତ କୌଣସି ସୂଚନା ପ୍ରକାଶ ପାଇନାହିଁ। ବ୍ରାଜିଲର…
ଶେଖ ହାସିନାଙ୍କ ପାଇଁ ଏମିତି କ’ଣ କରିଦେଲେ ମୋଦି, ଯାହାକୁ ନେଇ ହାସିନାଙ୍କ ପୁଅ କରୁଛନ୍ତି ପ୍ରଶଂସା
ଢାକା,୧୦।୮: ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହାସିନାଙ୍କ ପୁଅ ସଜିବ ୱାଜେଡ ଆନନ୍ଦ ଆମେରିକାରୁ ଏକ ଭିଡିଓ ଭାଇରାଲ କରିଛନ୍ତି ଯେଉଁଥିରେ ସେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ପ୍ରଶଂସା କରୁଥିବା ଦେଖିବାକୁ ମିଳିଛି। ଭିଡିଓ ବାର୍ତ୍ତାରେ ଶେଖ ହାସିନାଙ୍କ ପୁଅ ସାଜିବ ୱାଜେଡ…
ଆଇଏସ୍ ଟାର୍ଗେଟରେ ସ୍ବିଫ୍ଟଙ୍କ ଫ୍ୟାନ୍ସ
ଭିଏନା,୧୦ା୮: ଅଷ୍ଟ୍ରିଆ ରାଜଧାନୀ ଭିଏନାରେ ଆମେରିକୀୟ ସିଙ୍ଗର ଟେଲର ସ୍ବିଫ୍ଟ ଗୁରୁବାରଠାରୁ ଶନିବାର ମଧ୍ୟରେ ୩ଟି କନ୍ସର୍ଟ କରିବାର କାର୍ଯ୍ୟକ୍ରମ ରହିଥିଲା। ତେବେ ଇସ୍ଲାମିକ୍ ଷ୍ଟେଟ୍ (ଆଇଏସ୍) ପକ୍ଷରୁ ଉକ୍ତ କାର୍ଯ୍ୟକ୍ରମରେ ଆମତ୍ଘାତୀ ଆକ୍ରମଣ କରାଯିବା ନେଇ ଯୋଜନା ଚାଲିଥିବା ଅଷ୍ଟ୍ରିଆ ପୋଲିସ…
Archives


