ଅନ୍ତର୍ଜାତୀୟ

କଙ୍ଗୋରେ ବିଦ୍ରୋହୀଙ୍କ ତାଣ୍ଡବ: ଭାରତୀୟ ଦୂତାବାସର ଆଡ଼ଭାଇଜରୀ ଜାରି

ନୂଆଦିଲ୍ଲୀ, ୨ା୨: କଙ୍ଗୋର କିନଶାସା ରାଜ୍ୟରେ ଥିବା ଭାରତୀୟ ଦୂତାବାସ ବୁକାଭୁରେ ଥିବା ସମସ୍ତ ଭାରତୀୟ ନାଗରିକଙ୍କୁ “ତୁରନ୍ତ ସୁରକ୍ଷିତ ସ୍ଥାନକୁ ଚାଲିଯିବାକୁ” ପରାମର୍ଶ ଜାରି କରିଛି। ରୱାଣ୍ଡା-ସମର୍ଥିତ ଏମ-୨୩ ବିଦ୍ରୋହୀମାନେ ପୂର୍ବ କଙ୍ଗୋର ଗୋମା ସହରକୁ କବଜା କରିଛନ୍ତି। ଏହା…

ବନ୍ଧୁତ୍ୱ ରକ୍ଷା କଲେ ଟ୍ରମ୍ପ! କାନାଡା-ମେକ୍ସିକୋକୁ ଦେଲେ ଝଟକା, ହେଲେ ତାଲିକାରେ ନାହିଁ ଭାରତ

ଓ୍ବାଶିଂଟନ,୨।୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କାନାଡା, ମେକ୍ସିକୋ ଏବଂ ଚାଇନାରୁ ଆମଦାନୀ ହେଉଥିବା ସାମଗ୍ରୀ ଉପରେ ଶୁଳ୍କ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି, ଯାହା ଶନିବାର ସାରୁ କାର୍ଯ୍ୟକାରୀ ହୋଇଛି। ଏହି ନିଷ୍ପତ୍ତି ସହିତ, ଆମେରିକା ଏବଂ ଏହି ଦେଶଗୁଡ଼ିକ…

ଆମେରିକା ଉପରେ୨୫ ପ୍ରତିଶତ ଟାରିଫ ଲଗାଇଲା କାନାଡା, କାନ୍ଦିବେ ଟ୍ରମ୍ପ!

ଓ୍ବାଶିଂଟନ,୨।୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଶନିବାର କାନାଡା, ମେକ୍ସିକୋ ଏବଂ ଚାଇନା ଉପରେ ଶୁଳ୍କ ଲାଗୁ କରିବା ପାଇଁ ଏକ ଆଦେଶରେ ସ୍ବାକ୍ଷର କରିଛନ୍ତି। ଟ୍ରମ୍ପ ପ୍ରଶାସନ କହିଛି ଯେ ଏହାର ଲକ୍ଷ୍ୟ ହେଉଛି ଦେଶରେ ନିଶାଦ୍ରବ୍ୟ ଏବଂ ଅବୈଧ…

ଟ୍ରମ୍ପଙ୍କ ଟାରିଫ ଘୋଷଣା ପରେ ରାଗିଲା ଚାଇନା, WTOରେ ଦାୟର କରିବ ମାମଲା

ବେଜି,୨।୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଆରମ୍ଭ ହୋଇଥିବା ଶୁଳ୍କ ଯୁଦ୍ଧ ବା ଟେରିଫ ଓ୍ବାର ଧୀରେ ଧୀରେ ଗମ୍ଭୀର ହେବାରେ ଲାଗିଛି। ଟ୍ରମ୍ପ କାନାଡା, ମେକ୍ସିକୋ ଏବଂ ଚାଇନା ଉପରେ ଶୁଳ୍କ ଘୋଷଣା କରିଥିଲେ। ଏହାର ଜବାବରେ, ଏହି…

ଭାରତର ବଜେଟକୁ ନେଇ ପ୍ରତିକ୍ରିୟା ରଖିଲେ ପାକିସ୍ତାନୀ, ଏମିତି କହିଲେ ଯେ ଶହବାଜ ସରିଫ ଶୁଣିଲେ…

ଇସଲାମାବାଦ,୨।୨: ଭାରତ ସରକାର ଶନିବାର (ଫେବୃଆରୀ ୧)ରେ ୨୦୨୫-୨୬ ପାଇଁ ସାଧାରଣ ବଜେଟ ଉପସ୍ଥାପନ କରିଛନ୍ତି, ଯାହା ୫୦.୬୫ ଲକ୍ଷ କୋଟି ଟଙ୍କାର ଏକ ବିଶାଳ ବଜେଟ। ଏଥିରେ ଅନେକ ଜିନିଷ ଅନ୍ତର୍ଭୁକ୍ତ, ଯାହା ଏହି ସାଧାରଣ ବଜେଟକୁ ସ୍ବତନ୍ତ୍ର କରିଥାଏ।…

‘ଆମେ ତୁମକୁ ଖୋଜି ଖୋଜି ମାରିବୁ’, ଆମେରିକା ଏୟାର ଷ୍ଟ୍ରାଇକ ପରେ କାହା ଉପରେ ରାଗିଲେ ଟ୍ରମ୍ପ

ଓ୍ବାଶିଂଟନ,୨।୨: ସୋମାଲିଆରେ ଆଇଏସ୍‌ ଘାଟି ଉପରେ ଆମେରିକା ବିମାନ ଆକ୍ରମଣ କରିଥିଲା। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଶନିବାର ଏହି ସୂଚନା ଦେଇଛନ୍ତି। ଏହି ଆକ୍ରମଣରେ, ଆମେରିକୀୟ ସେନା ସୋମାଲିଆର ଗୁମ୍ଫାରେ ଲୁଚି ରହିଥିବା ଆଇଏସ୍‌ ଆତଙ୍କବାଦୀଙ୍କୁ ଟାର୍ଗେଟ କରିଥିଲା। ଏହି…

US Tariff War: ଆକ୍ସନ ମୁଡ୍‌ରେ ଟ୍ରମ୍ପ…କାନାଡା-ଚାଇନା-ମେକ୍ସିକୋ ଉପରେ ଭାରୀ ଆମଦାନୀ ଶୁଳ୍କ ଲାଗୁ କରିବାକୁ ନିର୍ଦ୍ଦେଶ

ଓ୍ବାଶିଂଟନ,୨।୨: ଆମେରିକା କାନାଡା, ମେକ୍ସିକୋ ଏବଂ ଚାଇନା ଉପରେ ଶୁଳ୍କ ଲାଗୁ କରିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏହି ନିର୍ଦ୍ଦେଶରେ ସ୍ବାକ୍ଷର କରିଛନ୍ତି। ଏଥିସହ ‘ବ୍ୟବସାୟିକ ଯୁଦ୍ଧ’ ଆରମ୍ଭ ହୋଇଛି। ଟ୍ରମ୍ପ କାନାଡ଼ା ଏବଂ ମେକ୍ସିକୋ ଉପରେ ୨୫ ପ୍ରତିଶତ…

ଆମେରିକାରେ ଆଉ ଏକ ବଡ଼ ବିମାନ ଦୁର୍ଘଟଣାଗ୍ରସ୍ତ: ୬ ଜଣଙ୍କ ମୃତ୍ୟୁ

ଓ୍ବାଶିଂଟନ୍‌,୧।୨: ଆମେରିକାରେ ଆଉ ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଫିଲାଡେଲଫିଆ ବିମାନବନ୍ଦରରୁ ଉଡ଼ାଣ ଆରମ୍ଭ କରିବାର କିଛି ସମୟ ପରେ ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏପର୍ଯ୍ୟନ୍ତ ୬ ଜଣଙ୍କ ମୃତ୍ୟୁ ନିଶ୍ଚିତ ହୋଇଛି। ୱାଶିଂଟନର ରିଗାନ ନ୍ୟାଶନାଲ ଏୟାରପୋର୍ଟ ନିକଟରେ…

ଟ୍ରମ୍ପଙ୍କୁ ଚିନ୍ତାରେ ପକାଇଲା ଚାଇନା, ଜିନପିଙ୍ଗ ଖେଳିଲେ ବଡ଼ ଗେମ୍‌, ଆମେରିକାରେ ଚହଳ

ବେଜିଂ,୩୧।୧: ଆମେରିକୀୟ ଗୁଇନ୍ଦା ସଂସ୍ଥାଗୁଡ଼ିକର ରିପୋର୍ଟ ଅନୁଯାୟୀ, ଚାଇନା ବେଜିଂରୁ ୩୦ କିଲୋମିଟର ଦୂରରେ ଏକ ବିଶାଳ ପ୍ରତିରକ୍ଷା କେନ୍ଦ୍ର ନିର୍ମାଣ କରୁଛି। ଯାହା ଆମେରିକାର ପେଣ୍ଟାଗନଠାରୁ ୧୦ ଗୁଣ ବଡ଼ ହେବ। ଫାଇନାନ୍ସିଆଲ ଟାଇମ୍ସ ରିପୋର୍ଟ ଅନୁଯାୟୀ, ଏହି କେନ୍ଦ୍ର…

ବାଂଲାଦେଶ ପାଲଟିଲା ଆଫଗାନିସ୍ତାନ! ମହିଳା ଫୁଟବଲ ଖେଳିବା ଇସଲାମ ବିରୋଧି

ଢାକା,୩୧।୧: ବାଂଲାଦେଶ ଏବେ ଧୀରେ ଧୀରେ ତାଲିବାନର ଆଫଗାନିସ୍ତାନରେ ପରିଣତ ହେବାକୁ ଯାଉଛି। ମହମ୍ମଦ ୟୁନୁସଙ୍କ ଶାସନରେ, ମୌଳବାଦୀମାନେ ପ୍ରଭାବଶାଳୀ ହୋଇଛନ୍ତି। ହିନ୍ଦୁମାନଙ୍କ କଥା ଛାଡିଦିଅନ୍ତୁ। ଏବେ ମୁସଲିମ ମହିଳାମାନଙ୍କ ପାଇଁ ମଧ୍ୟ ବଞ୍ଚିବା କଷ୍ଟକର ହୋଇଗଲାଣି। ହଁ, ଏବେ ବାଂଲାଦେଶରେ…

ଟ୍ରମ୍ପଙ୍କ ନିର୍ଦ୍ଦେଶ: ନୂଆ ପାର୍ସପୋର୍ଟରେ ଟ୍ରାନ୍ସଓମ୍ୟାନଙ୍କ ବଦଳିଗଲା ଜେଣ୍ଡର

ଓ୍ବାଶିଂଟନ,୩୧।୧: ଆମେରିକାର ରାଷ୍ଟ୍ରପତି ଭାବରେ ଶପଥ ନେବା ପରେ ଡୋନାଲ୍ଡ ଟ୍ରମ୍ପ ଏକ ନିର୍ଦ୍ଦେଶ ଜାରି କରିଥିଲେ ଯାହା ଅନୁସାରେ ଦେଶରେ କେବଳ ଦୁଇଟି ଲିଙ୍ଗ, ପୁରୁଷ ଏବଂ ସ୍ତ୍ରୀଲିଙ୍ଗକୁ ସ୍ବୀକୃତି ଦିଆଯିବ। ଏଥିପାଇଁ ଟ୍ରମ୍ପ ଏକ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶରେ ସ୍ବାକ୍ଷର…

ଭାରତକୁ ଧମକ ଦେଲେ ଡୋନାଲ୍ଡ ଟ୍ରମ୍ପ: ଯଦି ଏମିତି କରିବ ତେବେ…

ଓ୍ବାଶିଂଟନ୍‌,୩୧।୧: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ଏବଂ ଚାଇନା ସମେତ ବ୍ରିକ୍ସ ଦେଶଗୁଡ଼ିକୁ ଧମକ ଦେଇଛନ୍ତି। ଟ୍ରମ୍ପ ଧମକପୂର୍ଣ୍ଣ ସ୍ବରରେ କହିଛନ୍ତି ଯେ ବ୍ରିକ୍ସ ଦେଶଗୁଡ଼ିକ ଜାଣିଯିବା ଉଚିତ ଯେ ସେମାନେ ଆମେରିକୀୟ ଡଲାରକୁ ବଦଳାଇ ପାରିବେ ନାହିଁ। ଯଦି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?