ମା’ କାଳୀଙ୍କୁ ମୋଦି ପିନ୍ଧାଇଥିବା ମୁକୁଟ ଚୋରି: ଚୋରଙ୍କୁ ଖୋଜୁଛି ପୋଲିସ
ଢାକା,୧୧।୧୦: ବାଂଲାଦେଶର ସାଥିରାଠାରେ ଅବସ୍ଥିତ ମା’ କାଳୀଙ୍କ ଜେଶେରେଶ୍ୱରୀ ମନ୍ଦିର ବହୁତ ପ୍ରସିଦ୍ଧ। ୨୦୨୧ରେ ପ୍ରଧାନମନ୍ତ୍ରୀ ମୋଦି ବାଂଲାଦେଶ ଗସ୍ତ ସମୟରେ ସେହି ମନ୍ଦିରରେ ଥିବା ମା’ କାଳୀଙ୍କୁ ମୁକୁଟ ଉପହାର କରିଥିଲେ। ଏବେ ସୁନା ଲେପ ଦିଆ ରୂପା ମୁକୁଟ…
ଦୁବାଇରେ ମହାଦେବ ବେଟିଂ ଆପ୍ ମାଲିକ ଅଟକ
ଦୁବାଇ,୧୧ା୧୦: ମହାଦେବ ଅନଲାଇନ୍ ବେଟିଂ ଆପ୍ର ମାଲିକ ତଥା ମାଷ୍ଟରମାଇଣ୍ଡ୍ ସୌରଭ ଚନ୍ଦ୍ରକରଙ୍କୁ ଦୁବାଇରେ ଅଟକ ରଖାଯାଇଛି। ଇଣ୍ଟରପୋଲର ରେଡ୍ କର୍ନର ନୋଟିସ୍ ପରେ ତାଙ୍କୁ ଅଟକ ରଖାଯାଇଛି। ସପ୍ତାହେ ଭିତରେ ସୌରଭଙ୍କୁ ଭାରତ ଅଣାଯିବା ସମ୍ଭାବନା ରହିଛି। ଦେଶର ବିଭିନ୍ନ…
ଏମିତି ଦେଶ, ଯେଉଁଠି ଦୋଷୀଙ୍କୁ ମିଳିଥାଏ ସର୍ବାଧିକ ମୃତ୍ୟୁଦଣ୍ଡ ସାଉଦିଆରବ ବି ପଡ଼ିଯିବ ପଛରେ…
ଇସଲାମାବାଦ,୧୧ା୧୦: ବିଶ୍ୱରେ ଏମିତି ଏକ ଦେଶ ଅଛି, ଯେଉଁଠି ଦୋଷୀମାନଙ୍କୁ ସର୍ବାଧିକ ମୃତ୍ୟୁଦଣ୍ଡ ମିଳିଥାଏ। ସେହି ଦେଶ ହେଲା ପାକିସ୍ତାନ। ବିଶ୍ୱବ୍ୟାପୀ ମୃତ୍ୟୁଦଣ୍ଡ ଭୋଗୁଥିବା ୨୬ ପ୍ରତିଶତ କଏଦୀ କେବଳ ପାକିସ୍ତାନରେ ଅଛନ୍ତି। ଗୁରୁବାର ପ୍ରକାଶିତ ଏକ ରିପୋର୍ଟରେ ଏହି ସୂଚନା…
କୋଇଲା ଖଣି ଉପରେ ଅତର୍କିତ ଆକ୍ରମଣ: ଚାଳିଗଲା ୨୦ ଜୀବନ
ବାଲୁଚିସ୍ତାନ,୧୧।୧୦: ପାକିସ୍ତାନର ବାଲୁଚିସ୍ତାନ ପ୍ରଦେଶର ଏକ କୋଇଲା ଖଣି ଉପରେ ଅଜ୍ଞାତ ବନ୍ଧୁକଧାରୀମାନେ ଆକ୍ରମଣ କରିଛନ୍ତି। ଏହି ଆକ୍ରମଣରେ ୨୦ ଜଣ ଖଣି ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୭ ଜଣ ଆହତ ହୋଇଥିଲେ। ଡୁକି ଜିଲାରେ ଏହି ଆକ୍ରମଣ…
ଲେବାନନ ଉପରେ ଇସ୍ରାଏଲର ରକେଟ୍ ମାଡ଼: ୨୨ ମୃତ, ଶତାଧିକ ଆହତ
ଜେରୁଜେଲମ୍,୧୧ା୧୦: ଥମୁନି ଇସ୍ରାଏଲ-ଇରାନ ଯୁଦ୍ଧ। ଲେବାନନ ଉପରେ ଇସ୍ରାଏଲ ଘନଘନ ରକେଟ୍ ମାଡ଼ କରିଛି। ବେରୁଟର ଏକ ଜନବସତି କୋଠା ଉପରେ ରକେଟ ମାଡ଼ କରିବାରୁ ୨୨ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଶତାଧିକ ଆହତ ହୋଇଥିବା ସୂଚନାରୁ ଜଣାପଡ଼ିଛି। ବିନା ସତର୍କ…
ଭାରତ-ଏସିଆନ୍ ବନ୍ଧୁତା ଗୁରୁତ୍ୱପୂର୍ଣ୍ଣ: ମୋଦି
ଭିଏନ୍ଟିଆନ୍, ୧୧।୧୦: ଲାଓସ୍ର ରାଜଧାନୀ ଭିଏନ୍ଟିଆନ୍ରେ ଅନୁଷ୍ଠିତ ହେଉଥିବା ୨୧ତମ ଭାରତ-ଏସିଆନ୍ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗଦେଇଛନ୍ତି। ସମ୍ପ୍ରତି ବିଶ୍ୱର ବିଭିନ୍ନ ଅଞ୍ଚଳରେ ବିବାଦ ଓ ତିକ୍ତତା ଦେଖାଦେଇଥିବାବେଳେ ଭାରତ ଓ ଏସିଆନ ଦେଶଗୁଡ଼ିକର ବନ୍ଧୁତା ଗୁରୁତ୍ୱପୂର୍ଣ୍ଣ ହୋଇଥିବା ସେ…
ବାତ୍ୟା ମିଲ୍ଟନରେ ୬ ମୃତ
ଓ୍ବାଶିଂଟନ, ୧୧।୧୦: ବାତ୍ୟା ମିଲ୍ଟନ ବୁଧବାର ଆମେରିକାର ଫ୍ଲୋରିଡା ରାଜ୍ୟର ପଶ୍ଚିମ ଉପକୂଳବର୍ତ୍ତୀ ସହର ସିଏଷ୍ଟା କି’ରେ ଲ୍ୟାଣ୍ଡଫଲ୍ କରିଛି। ଲ୍ୟାଣ୍ଡଫଲ ବେଳେ ପବନର ସର୍ବାଧିକ ତୀବ୍ରତା ୧୫୫ ମାଇଲ ପ୍ରତି ଘଣ୍ଟା ଥିବା ନେଇ ଆମେରିକାର ଜାତୀୟ ପାଣିପାଗ ସୂଚନା…
ବାତ୍ୟା ମିଲ୍ଟନ: ୬ ମୃତ, ଅନ୍ଧାରରେ ୩୩ ଲକ୍ଷରୁ ଅଧିକ ଲୋକ
ଓ୍ବାଶିଂଟନ, ୧୦।୧୦: ବାତ୍ୟା ମିଲ୍ଟନ ବୁଧବାର ଆମେରିକାର ଫ୍ଲୋରିଡା ରାଜ୍ୟର ପଶ୍ଚିମ ଉପକୂଳବର୍ତ୍ତୀ ସହର ସିଏଷ୍ଟା କି’ରେ ଲ୍ୟାଣ୍ଡଫଲ୍ କରିଛି। ଲ୍ୟାଣ୍ଡଫଲ ବେଳେ ପବନର ସର୍ବାଧିକ ତୀବ୍ରତା ୧୫୫ ମାଇଲ ପ୍ରତି ଘଣ୍ଟା ଥିବା ନେଇ ଆମେରିକାର ଜାତୀୟ ପାଣିପାଗ ସୂଚନା…
ଦୁର୍ଗାପୂଜାକୁ ନେଇ ୟୁ ଟର୍ନ ନେଲା ବାଂଲାଦେଶ, କହିଲା ଏହା କେବଳ ହିନ୍ଦୁ ନୁହେଁ ସମସ୍ତଙ୍କର ଉତ୍ସବ…
ଢାକା,୧୦।୧୦: ବାଂଲାଦେଶରେ ଶେଖ ହାସିନା କ୍ଷମତାରୁ ବିଦାୟ ନେବା ପରେ ସେଠାରେ ଥିବା ସଂଖ୍ୟାଲଘୁ ହିନ୍ଦୁ ସମ୍ପ୍ରଦାୟକୁ ଟାର୍ଗେଟ କରାଯାଇଛି ଏବଂ ସେମାନଙ୍କ ବିରୋଧରେ କ୍ରମାଗତ ଭାବରେ ହିଂସା ଘଟାଇଥିବାର ଖବର ରହିଛି। ଦୁର୍ଗା ପୂଜା ଆରମ୍ଭ ପୂର୍ବରୁ ମଧ୍ୟ ଏହାର…
ସାହିତି୍ୟକା ହାନ୍ କାଙ୍ଗ୍ ପାଇବେ ସାହିତ୍ୟ ପାଇଁ ନୋବେଲ ପୁରସ୍କାର
ସିଓଲ,୧୦ା୧୦: ଦକ୍ଷିଣ କୋରିଆ ଲେଖିକା ହାନ୍ କାଙ୍ଗ୍ଙ୍କୁ ୨୦୨୪ ସାହିତ୍ୟରେ ନୋବେଲ ପୁରସ୍କାର ପ୍ରଦାନ ପାଇଁ ମନୋନୀତ କରାଯାଇଛି। ତାଙ୍କ ରଚିତ କାବ୍ୟାତ୍ମକ ଗଦ୍ୟ ଐତିହାସିକ ଆଘାତର ସାମ୍ନା କରିବା ସହ ମାନବ ଜୀବନର ଭଙ୍ଗୁରତାକୁ ପଦାରେ ପକାଇଥାଏ ବୋଲି ନୋବେଲ…
ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରଶଂସାରେ ଶତମୁଖ ଡୋନାଲ୍ଡ ଟ୍ରମ୍ପ: କହିଲେ-‘ମୋର ବନ୍ଧୁ, ସୁନ୍ଦର ମଣିଷ’
ନୂଆଦିଲ୍ଲୀ,୯ା୧୦: ଯୁକ୍ତରାଷ୍ଟ୍ରର ପୂର୍ବତନ ରାଷ୍ଟ୍ରପତି ତଥା ରିପବ୍ଲିକାନ୍ ରାଷ୍ଟ୍ରପତି ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପ ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପ୍ରଶଂସା କରିବା ସହ ତାଙ୍କୁ ତାଙ୍କର ‘ବନ୍ଧୁ’ ଏବଂ ‘ସବୁଠାରୁ ସୁନ୍ଦର ମଣିଷ’ ବୋଲି କହିଛନ୍ତି। ଫ୍ଲାଗାଣ୍ଟ ପୋଡକାଷ୍ଟରେ ବିଶ୍ୱର ନେତାଙ୍କ…
ରସାୟନ ବିଜ୍ଞାନରେ ଡେଭିଡ ବେକର, ଡେମିସ ହାସାବିସ୍ ଏବଂ ଜନ୍ ଜମ୍ପର୍ଙ୍କୁ ମିଳିବ ନୋବେଲ୍
ନୂଆଦିଲ୍ଲୀ,୯ା୧୦: ଆମେରିକାର ବୈଜ୍ଞାନିକ ଡେଭିଡ ବେକର ଏବଂ ଜନ୍ ଜମ୍ପର ଏବଂ ବ୍ରିଟେନର ଡେମିସ୍ ହାସାବିସଙ୍କୁ ରସାୟନ ବିଜ୍ଞାନରେ ୨୦୨୪ ନୋବେଲ ପୁରସ୍କାର ମିଳିବ। ପ୍ରୋଟିନର ଗଠନପ୍ରଣାଳୀ ବୁଝିବାକୁ କରିଥିବା କାର୍ଯ୍ୟ ପାଇଁ ସେମାନଙ୍କୁ ଏହି ପୁରସ୍କାର ମିଳିବ। ଏହି ପୁରସ୍କାର…
Archives


