ପାକିସ୍ତାନରେ ମଙ୍କିପକ୍ସର ପ୍ରଥମ ମାମଲା ଚିହ୍ନଟ, ଭାରତ ପାଇଁ ବଢିଲା ଚିନ୍ତା
ଇସଲାମାବାଦ,୧୬।୮: ମଙ୍କିପକ୍ସ ଜୀବାଣୁ ବିପଦକୁ ଦୃଷ୍ଟିରେ ରଖି ବିଶ୍ୱ ସ୍ବସ୍ଥ୍ୟ ସଂଗଠନ (ଡବ୍ଲ୍ୟଏଚ୍ଓ) ବିଶ୍ୱବ୍ୟାପୀ ସତର୍କ ସୂଚନା ଜାରି କରିଛି। ବର୍ତ୍ତମାନ ପର୍ଯ୍ୟନ୍ତ ଏହି ରୋଗ ଆଫ୍ରିକୀୟ ଦେଶରେ ବ୍ୟାପିଥିଲା। ବର୍ତ୍ତମାନ ପାକିସ୍ତାନରେ ମଙ୍କିପକ୍ସର ପ୍ରଥମ ମାମଲା ସାମ୍ନାକୁ ଆସିଛି, ଯାହା…
ତାଇଓ୍ବାନ୍ରେ ବଡ଼ ଧରଣର ଭୂକମ୍ପ: ଥରିଲା ଅଟ୍ଟାଳିକା
ତାଇପେ,୧୬।୮:ତାଇୱାନର ପୂର୍ବ ସହର ହୁଆଲିଏନ ଠାରୁ ୩୪ କିଲୋମିଟର (୨୧ ମାଇଲ)ରେ ୬.୩ ତୀବ୍ରତାର ଏକ ଭୂକମ୍ପ ଘଟିଛି। ପାଣିପାଗ ବିଭାଗ ଅନୁଯାୟୀ, ୨୪ ଘଣ୍ଟାରୁ କମ ସମୟ ମଧ୍ୟରେ ଦ୍ୱୀପକୁ ଏହା ଦ୍ୱିତୀୟ ବଡ଼ ଭୂକମ୍ପ ଥିଲା। ଏପର୍ଯ୍ୟନ୍ତ କୌଣସି…
ଶେଖ ହାସିନାଙ୍କୁ ପୁଣି ବାଂଲାଦେଶ ପଠାଇଦେବ ଭାରତ? ବୈଦେଶିକ ମନ୍ତ୍ରୀଙ୍କ ବଡ଼ ଦାବି
ଢାକା,୧୫।୮: ବାଂଲାଦେଶ ବୈଦେଶିକ ମନ୍ତ୍ରୀ ମହମ୍ମଦ ତୋହିଦ ହୁସେନ ଗୁରୁବାର ଶେଖ ହାସିନାଙ୍କ ବାଂଲାଦେଶ ଫେରିବାକୁ ନେଇ ବଡ ବୟାନ ଦେଇଛନ୍ତି। ସେ କହିଛନ୍ତି, ସରକାର ଖୁବଶୀଘ୍ର ଶେଖ ହାସିନାଙ୍କ ପ୍ରତ୍ୟର୍ପଣକୁ ନେଇ ନିଷ୍ପତ୍ତି ନେବେ, କାରଣ ତାଙ୍କ ବିରୋଧରେ ମାମଲା…
ନେତା ହେବ ତ କିଶିଦାଙ୍କ ଭଳି…ଶୁଣିଲେ ଜନତାଙ୍କ ସ୍ବର
ଟୋକିଓ,୧୫।୮: ମନ୍ତ୍ରୀ ଏବଂ ବିଧାୟକଙ୍କ କଥା ଛାଡନ୍ତୁ ଏଠାକାର ଲୋକମାନେ କାଉନସିଲର ପଦ ଛାଡିବାକୁ ମଧ୍ୟ ପ୍ରସ୍ତୁତ ନୁହଁନ୍ତି, କିନ୍ତୁ ଜାପାନ ପ୍ରଧାନମନ୍ତ୍ରୀ ଫୁମିଓ କିଶିଦା ଏପରି ଏକ ଉଦାହରଣ ଦେଇଛନ୍ତି ଯାହା ଅନ୍ୟ କେଉଁଠାରେ ଦେଖାଯାଏ ନାହିଁ। ମୁଦ୍ରାସ୍ଫୀତିରେ ଜନସାଧାରଣ…
ଶେଖ ହାସିନାଙ୍କ ସହ ବଢିଲା ତାଙ୍କ ୯ ସହଯୋଗୀଙ୍କ ଅଡୁଆ
ଢାକା,୧୫।୮: ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହାସିନାଙ୍କ ସମସ୍ୟା ବେଳକୁ ବେଳ ବଢିବାରେ ଲାଗିଛି। ବାଂଲାଦେଶର ଆନ୍ତର୍ଜାତୀୟ ଅପରାଧିକ ଟ୍ରିବ୍ୟୁନାଲ ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହାସିନା ଏବଂ ତାଙ୍କର ଅନ୍ୟ ୯ଜଣ ସହଯୋଗୀଙ୍କ ବିରୋଧରେ ଜନଶୁଣାଣି ତଥା ମାନବିକତା ବିରୋଧରେ ହୋଇଥିବା…
ଯୁଦ୍ଧ ବିରାମ ବାର୍ତ୍ତାରେ ଯୋଗ ଦେବ ନାହିଁ ହମାସ
ଗାଜା,୧୫।୮: ହମାସର ଜଣେ ଅଧିକାରୀ କହିଛନ୍ତି ଯେ କତାରରେ ହେବାକୁ ଥିବା ଅସ୍ତ୍ରବିରତି ଆଲୋଚନାରେ ଏହି ସଂଗଠନ ଅଂଶଗ୍ରହଣ କରିବ ନାହିଁ। ହମାସର ରାଜନୈତିକ ବ୍ୟୁରୋର ସଦସ୍ୟ ସୁହେଲ ହିନ୍ଦୀ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ କତାର ରାଜଧାନୀରେ ଗୁରୁବାର…
ବ୍ୟାପୁଛି ମଙ୍କିପକ୍ସ; ଦୁଇ ବର୍ଷ ମଧ୍ୟରେ ଦ୍ୱିତୀୟ ଥର ପାଇଁ ଜରୁରୀକାଳୀନ ପରିସ୍ଥିତି ଘୋଷଣା କଲା WHO
ନୂଆଦିଲ୍ଲୀ,୧୪ା୮: ଡେମୋକ୍ରାଟିକ୍ ରିପବ୍ଲିକ୍ ଅଫ୍ କଙ୍ଗୋରେ ମଙ୍କିପକ୍ସ ସଂକ୍ରମଣ ବ୍ୟାପିବା ପରେ ଦୁଇ ବର୍ଷ ମଧ୍ୟରେ ଦ୍ୱିତୀୟ ଥର ପାଇଁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ବୁଧବାର ଦ୍ୱିତୀୟ ଥର ପାଇଁ ସମଗ୍ର ବିଶ୍ୱ ପାଇଁ ଜନସ୍ୱାସ୍ଥ୍ୟ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଛି।…
ଇସ୍ତଫା ଦେବେ ଜାପାନ ପ୍ରଧାନମନ୍ତ୍ରୀ
ଟୋକିଓ,୧୪ା୮: ଜାପାନ ପ୍ରଧାନମନ୍ତ୍ରୀ ଫୁମିଓ କିଶିଦା ଆସନ୍ତା ମାସରେ ନିଜ ପଦରୁ ଇସ୍ତଫା ଦେବେ ବୋଲି ବୁଧବାର ଘୋଷଣା କରିଛନ୍ତି। ଏକ ଖବରଦାତା ସମ୍ମିଳନୀରେ କିଶିଦା କହିଛନ୍ତି, ସେ ଶାସକ ଲିବରାଲ ଡେମୋକ୍ରାଟିକ୍ ପାର୍ଟି (ଏଲ୍ଡିପି) ନେତା ପଦ ପାଇଁ ଆଉ…
ଭାରତରେ ଆକ୍ରମଣ ପାଇଁ ପାକିସ୍ତାନରେ ଗଠନ ହୋଇଛି ଟେରର୍ କ୍ୟାବିନେଟ୍
ନୂଆଦିଲ୍ଲୀ, ୧୪।୦୮: ଜମ୍ମୁ-କଶ୍ମିରରେ କ୍ରମାଗତ ଭାବେ ବଢୁଥିବା ଆତଙ୍କବାଦୀ ଆକ୍ରମଣ ଆଶ୍ଚର୍ଯ୍ୟଜନକ ତଥ୍ୟ ସାମ୍ନାକୁ ଆସିଛି। ଯେଉଁଥିରୁ ସୁରକ୍ଷା ବାହିନୀକୁ ଟାର୍ଗେଟ ସଠିକ ଭାବରେ କରାଯାଉଥିବା ଆତଙ୍କବାଦୀ ଆକ୍ରମଣ ପଛର କାରଣ ଜଣା ପଡିଛି। ଭାରତରେ ଯୋଜନାବଧ ଭାବେ ଆକ୍ରମଣ କରିବା…
ବିପଦରେ ପଡ଼ିବ ବନ୍ଧୁତା, ହାସିନାଙ୍କ ବିବୃତ୍ତି ପରେ ଭାରତକୁ ଚେତାବନୀ ଦେଲା ବାଂଲାଦେଶ
ଢାକା/ନୂଆଦିଲ୍ଲୀ,୧୪ା୮: ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହାସିନାଙ୍କ ଇସ୍ତଫା ପରେ ବାଂଲାଦେଶରେ ଏକ ନୂତନ ମଧ୍ୟବର୍ତ୍ତୀକାଳୀନ ସରକାର ଗଠନ କରାଯାଇଛି। ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହାସିନାଙ୍କ ନିକଟରେ ଦେଇଥିବା ବିବୃତ୍ତିକୁ ଦର୍ଶାଇ ବାଂଲାଦେଶର ମଧ୍ୟବର୍ତ୍ତୀକାଳୀନ ସରକାର ଭାରତୀୟ ଉଚ୍ଚ କମିଶନରଙ୍କୁ ଏକ…
ନୂଆ ଦେଶ ଗଠନ କରିବାକୁ ଚାହୁଁଛି ବାଂଲାଦେଶ, ଭାରତର ଏହି ସବୁ ରାଜ୍ୟକୁ ନେବା ପାଇଁ ଚଳାଇଛି ମସୁଧା
ଢାକା/ନୂଆଦିଲ୍ଲୀ,୧୪ା୮: ବାଂଲାଦେଶରେ ଶେଖ୍ ହସିନା ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ଦୁଇଟି ମୌଳବାଦୀ ସଂଗଠନ ଅତ୍ୟନ୍ତ ଖୁସି। ସେଥିମଧ୍ୟରୁ ଗୋଟିଏ ହେଉଛି ଜମାତ-ଇ-ଇସ୍ଲାମି ଏବଂ ଅନ୍ୟଟି ହେଉଛି ହିଫାଜତ୍-ଇ-ଇସ୍ଲାମ ବାଂଲାଦେଶ। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଉଭୟ ସଂଗଠନ ଏକ ନୂତନ…
କ’ଣ ଏହି ‘ବାଂଲାଦେଶୀ ପ୍ଲାନ୍’, ଯାହାକୁ ନେଇ ବଢୁଛି ଭାରତର ଟେନ୍ସନ୍
ଢାକା,୧୪ା୮: ବାଂଲାଦେଶରେ ଶେଖ୍ ହାସିନା ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ଦୁଇଟି ମୌଳବାଦୀ ସଂଗଠନ ଅତ୍ୟନ୍ତ ଖୁସି। ସେଥିମଧ୍ୟରୁ ଗୋଟିଏ ହେଉଛି ଜମାତ-ଇ-ଇସ୍ଲାମି ଏବଂ ଅନ୍ୟଟି ହେଉଛି ହିଫାଜତ୍-ଇ-ଇସ୍ଲାମ ବାଂଲାଦେଶ। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଏହି ଦିନ ଉଭୟ ସଂଗଠନ…
Archives


