ଇସ୍ତଫା ଦେବେ ଜାପାନ ପ୍ରଧାନମନ୍ତ୍ରୀ

ଟୋକିଓ,୧୪ା୮: ଜାପାନ ପ୍ରଧାନମନ୍ତ୍ରୀ ଫୁମିଓ କିଶିଦା ଆସନ୍ତା ମାସରେ ନିଜ ପଦରୁ ଇସ୍ତଫା ଦେବେ ବୋଲି ବୁଧବାର ଘୋଷଣା କରିଛନ୍ତି। ଏକ ଖବରଦାତା ସମ୍ମିଳନୀରେ କିଶିଦା କହିଛନ୍ତି, ସେ ଶାସକ ଲିବରାଲ ଡେମୋକ୍ରାଟିକ୍‌ ପାର୍ଟି (ଏଲ୍‌ଡିପି) ନେତା ପଦ ପାଇଁ ଆଉ ନିର୍ବାଚନ ଲଢ଼ିବେ ନାହିଁ। କାରଣ ଜନସାଧାରଣଙ୍କ ଆସ୍ଥା ବିନା ରାଜନୀତି ଚାଲିପାରିବ ନାହିଁ।

ଦେଶର ରାଜନୈତିକ ସଂସ୍କାରକୁ ଆଗେଇ ନେବା ପାଇଁ ସେ ଏହି ଦୃଢ଼ ନିଷ୍ପତ୍ତି ନେଇଛନ୍ତି। ପ୍ରକାଶ ଯେ, ସେପ୍ଟେମ୍ବରରେ ଏଲ୍‌ଡିପି ନେତା ନିର୍ବାଚନ ଅନୁଷ୍ଠିତ ହେବ। ୨୦୨୧ରେ କିଶିଦା ରାଷ୍ଟ୍ରପତି ନିର୍ବାଚିତ ହେବା ପରଠୁ ତାଙ୍କ ରେଟିଙ୍ଗ୍ସ ହ୍ରାସ ପାଇବାରେ ଲାଗିଛି। ବିଶେଷକରି ବିବାଦୀୟ ୟୁନିଫିକେଶନ୍‌ ଚର୍ଚ୍ଚ ସହ ଏଲ୍‌ଡିପିର ସମ୍ପର୍କ ପ୍ରଘଟ ହେବା ପରେ ସେ ଲୋକପ୍ରିୟତା ହରାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅନନ୍ୟ ପରମ୍ପରା: ତୃତୀୟାରେ ତିନିରଥଙ୍କ ମହାମେଳଣ

ବରଗଡ଼,୧୭।୭(ପ୍ରେମାନନ୍ଦ ଖମାରୀ):ରଥଯାତ୍ରା କେବଳ ଏକ ଧାର୍ମିକ ପର୍ବ, ତାହା ନୁହେଁ। ଏହା ହେଉଛି ଲୋକଙ୍କ ପର୍ବ। ଏହିଦିନ ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ତିନି ଠାକୁରଙ୍କ…

ଲଣ୍ଡନରେ ପ୍ରଦର୍ଶନ ହେବ ସୁଜିତ ମେହେରଙ୍କ ହାବସପୁରୀ ପାଟ

ଭବାନୀପାଟଣା,୧୮ା୭(ଉତ୍ତମ କୁମାର ଦାଶ): ବିଶ୍ୱର ସର୍ବଶ୍ରେଷ୍ଠ ଫ୍ୟାଶନ ଶୋ ‘ଲଣ୍ଡନ ଫ୍ୟାଶନ ୱିକ୍‌’ ପାଇଁ ଡିଜାଇନ ଚୟନ ପ୍ରକ୍ରିୟା ଆରମ୍ଭ ହୋଇଛି। ଏଥିରେ ବିଭିନ୍ନ ଦେଶର ବଡ଼…

ବେକେ ପାଣିରେ ଶ୍ମଶାନକୁ ନେଲେ ମୃତଦେହ

ବଅଁରପାଳ,୧୮।୭(ସୁବାସ ସାହୁ): ମୃତଦେହ ସତ୍କାର ପାଇଁ ଶ୍ମଶାନକୁ ନେବାକୁ ହେଲେ ଯୋର ପାରିହେବାକୁ ପଡ଼େ। ଉକ୍ତ ଯୋର ଉପରେ ପୋଲ ନିର୍ମାଣ ଅସମ୍ପୂର୍ଣ୍ଣ ରହିଥିବାବେଳେ ଲଗାଣ ବର୍ଷା…

କୋଇଲା ଖଣି ପାଇଁ ୭୫୦ ହେକ୍ଟର ଜଙ୍ଗଲ ଜମି ହେବ ନଷ୍ଟ: ଅନୁଗୋଳବାସୀଙ୍କ ଲାଗି ବଢ଼ିଲା ଚିନ୍ତା

ନୂଆଦିଲ୍ଲୀ, ୧୮।୭ (ପି.ଟି.):ରୁଙ୍ଗଟା ସନ୍ସ ପ୍ରାଇଭେଟ ଲିମିଟେଡ୍‌କୁ ଆବଣ୍ଟିତ ପ୍ରସ୍ତାବିତ ଅଳକାନନ୍ଦା କୋଇଲା ଖଣିରେ ଖନନ ପାଇଁ ଅନୁଗୋଳ ଜିଲାରେ ୭୫୦ ହେକ୍ଟରରୁ ଅଧିକ ଜଙ୍ଗଲ ଜମି…

ବିନା ଟାହିଆରେ ପହଣ୍ଡିକୁ ନେଇ ବଢ଼ିଲା ଚର୍ଚ୍ଚା: ଶୁଭ ନା ଅଶୁଭ, ଜାଣନ୍ତୁ କିଏ କ’ଣ କହିଲେ…

ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରାରେ ଦାରୁଦିଅଁ ରତ୍ନ ସିଂହାସନ ଛାଡ଼ି ରଥରେ ବସି ଜନ୍ମବେଦି ଯାଇଛନ୍ତି। ଶୁକ୍ରବାର ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖରେ ପହଞ୍ଚତ୍ଛନ୍ତି ତିନିଠାକୁର। ହେଲେ ଗୁରୁବାର ଶ୍ରୀମନ୍ଦିରରୁ ପହଣ୍ଡି…

ଜଗନ୍ନାଥଙ୍କ ଟାହିଆ କେମିତି ଖସିଲା? ବର୍ଷିଲେ ବିରୋଧୀ

ଭୁବନେଶ୍ୱର,୧୮।୭ (ସୁନିତ୍‌ ମିଶ୍ର): ରଥଯାତ୍ରାରେ ବ୍ୟାପକ ତ୍ରୁଟି ଦେଖିବାକୁ ମିଳିଛି। ବିନା ଟାହିଆରେ ମହାପ୍ରଭୁ ବିଜେକରିବା ଓ ବାଇଶି ପାହାଚରେ ୪୦ ମିନିଟ୍‌ରୁ ଅଧିକ ସମୟ ଅଟକି…

ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ ଅସୁସ୍ଥ

ଭୁବନେଶ୍ୱର,୧୮।୭(ସୁନିତ୍‌ ମିଶ୍ର): ପୂର୍ବତନ ମନ୍ତ୍ରୀ ତଥା ବିଜୁ ଶ୍ରମିକ ସାମ୍ମୁଖ୍ୟର ସଭାପତି ଥିବା ପ୍ରଫୁଲ୍ଲ ସାମଲ ଅସୁସ୍ଥ ହୋଇ ରାଜଧାନୀର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି।…

ରାସ୍ତା ନ ଥିବାରୁ ଭାଙ୍ଗିଯାଉଛି ବିବାହ ପ୍ରସ୍ତାବ

ଚାନ୍ଦବାଲି,୧୮ା୭ (ରତିକାନ୍ତ ବାରିକ): ଭଲ ରାସ୍ତା ନ ଥିବାରୁ ସାହିର ପୁଅଙ୍କୁ କେହି ଝିଅ ଦେବାକୁ ରାଜି ହେଉନାହାନ୍ତି। ଅନେକ ପୁଅଙ୍କ ପ୍ରସ୍ତାବ ଭାଙ୍ଗିଗଲାଣି। କାଦୁଅ ଗଁାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri