ବାଂଲାଦେଶ ହିଂସା: ୪୯ ସଂଖ୍ୟାଲଘୁ ଶିକ୍ଷକଙ୍କୁ ଇସ୍ତଫା ଦେବାକୁ କରାଗଲା ବାଧ୍ୟ
ଢାକା,୧।୯: ପ୍ରଧାନମନ୍ତ୍ରୀ ଭାବରେ ଶେଖ ହସିନାଙ୍କ ଇସ୍ତଫା ପରେ ସପ୍ତାହେ ମଧ୍ୟରେ ବାଂଲାଦେଶର ସଂଖ୍ୟାଲଘୁ ସମ୍ପ୍ରଦାୟର ୪୯ଶିକ୍ଷକଙ୍କୁ ଇସ୍ତଫା ଦେବାକୁ ବାଧ୍ୟ କରାଯାଇଥିଲା। ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟରେ ଏହା କୁହାଯାଇଛି। ଡେଲି ଷ୍ଟାର ରିପୋର୍ଟ ଅନୁଯାୟୀ, ବାଂଲାଦେଶ ହିନ୍ଦୁ ବୁଦ୍ଧିଷ୍ଟ ଖ୍ରୀଷ୍ଟିଆନ…
ଜଳୁଛି ଇରାନ! ବିଶ୍ୱର ସବୁଠାରୁ ଉତ୍ତପ୍ତ ସ୍ଥାନ ହେବାକୁ ଯାଉଛି ଏଠାକାର ଗାଁ
ତେହେରାନ,୧।୯: ଇରାନର ଏକ ଗାଁ ଜଳୁଛି! ଏଠାରେ ଥିବା ପାଣିପାଗ କେନ୍ଦ୍ର ଅଗଷ୍ଟ ୨୮ରେ ଏଠାକାର ତାପମାତ୍ରା ୮୨.୨ ଡିଗ୍ରୀ ସେଲସିୟସ ରେକର୍ଡ କରିଛି। ଯଦି ଏହା ସତ ତେବେ ଏହା ପୃଥିବୀର ସର୍ବାଧିକ ରେକର୍ଡ ହୋଇଥିବା ଉତ୍ତାପ ସୂଚକାଙ୍କରେ ପରିଣତ…
ଏଲନ୍ ମସ୍କଙ୍କ ନୂଆ ଯୋଜନା: ହ୍ବାଟ୍ସଆପ୍କୁ ଟକ୍କର ଦେବ ‘X’ର ନୂଆ ଫିଚର, କଲିଂ ହେବ ମାଗଣା
ଓ୍ବାଶିଂଟନ,୧ା୯: ବର୍ତ୍ତମାନର ‘ଏକ୍ସ’ ଯାହାକୁ ପୂର୍ବରୁ ଟୁଇଟର କୁହାଯାଉଥିଲା। ଏବେ ଏହାକୁ ଦେଶର ବହୁ ସଂଖ୍ୟକ ଲୋକ ବ୍ୟବହାର କରୁଛନ୍ତି। ସମଗ୍ର ବିଶ୍ୱରେ ‘ଏକ୍ସ’ରେ ଲକ୍ଷ ଲକ୍ଷ ଉପଭୋକ୍ତା ଅଛନ୍ତି। ଏଭଳି ପରିସ୍ଥିତିରେ ଏଲନ ମସ୍କ ଏକ ନୂତନ ଯୋଜନା ପ୍ରସ୍ତୁତ…
ଏକ୍ସ’କୁ ବ୍ୟାନ୍
ସାଓ ପାଉଲୋ, ୧।୯: ମାଇକ୍ରୋବ୍ଲଗିଂ ପ୍ଲାଟ୍ଫର୍ମ ଏକ୍ସ’କୁ ଶନିବାର ବ୍ରାଜିଲ ବ୍ୟାନ୍ କରିଛି। ୨୪ ଘଣ୍ଟା ମଧ୍ୟରେ ଜଣେ ଆଇନ ଅଧିକାରୀଙ୍କୁ ନିଯୁକ୍ତ କରିବା ପାଇଁ ଶୁକ୍ରବାର ବ୍ରାଜିଲର ସୁପ୍ରିମକୋର୍ଟ ଏକ୍ସ’କୁ ଡେଡ୍ଲାଇନ ଜାରି କରିଥିଲେ। ତେବେ ଏକ୍ସ’ ପକ୍ଷରୁ ବ୍ରାଜିଲରେ…
ଇଡି ସ୍କାନରରେ ବୁର୍ଜ ଖଲିଫା ନିର୍ମାଣ କରିଥିବା କମ୍ପାନୀ, ଜାଣନ୍ତୁ ପୂରା ଘଟଣା…
ଦୁବାଇ,୧ା୯: ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ)ର ଦୁବାଇରେ ଥିବା ପ୍ରସିଦ୍ଧ ରିଏଲ ଇଷ୍ଟେଟ କମ୍ପାନୀର ଭାରତୀୟ ୟୁନିଟ୍ ଏମାର ଇଣ୍ଡିଆ ବିରୋଧରେ ଏନ୍ଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) ପ୍ରମୁଖ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଏମାର ଇଣ୍ଡିଆ ଲିମିଟେଡ୍ ଏବଂ ଏମ୍ଜିଏଫ୍ ଡେଭଲପ୍ମେଣ୍ଟ ଲିମିଟେଡର…
ଯେଉଁ ଦେଶରେ ହିନ୍ଦୁଙ୍କ ପ୍ରତି ହେଉଛି ଅତ୍ୟାଚାର, ସେହି ଦେଶର ଲୋକଙ୍କୁ ସମର୍ଥନ କରି ଭାରତର ଭାବମୂର୍ତ୍ତି ହେଉଛି କ୍ଷୁଣ୍ଣ
ଢାକା,୩୧ା୮: ପୁଲ୍ଓ୍ବାମା ଆକ୍ରମଣ ପରେ ବାଂଲାଦେଶରେ ରାଜନୈତିକ ସ୍ଥିତି ପୂର୍ବ ଭଳି ନ ଥିଲା। ମହମ୍ମଦ ୟୁନୁସ୍ଙ୍କ ନେତୃତ୍ୱରେ ଗଠିତ ମଧ୍ୟବର୍ତ୍ତୀକାଳୀନ ସରକାରରେ ମଧ୍ୟ ହିନ୍ଦୁମାନଙ୍କ ଉପରେ ଆକ୍ରମଣର ଖବର ଜାରି ରହିଥିଲା। ବିଏନ୍ପି ସାଧାରଣ ସମ୍ପାଦକ ମିର୍ଜା ଫାକ୍ରୁଲ୍ ଇସଲାମ ଆଲାମଗିର…
ମୋ’ ବ୍ଲଡ୍ ଗ୍ରୁପ୍ ‘O’, ମୁଁ କିଡ୍ନୀ ବିକିବାକୁ ଚାହୁଁଛି, ସୋସିଆଲ ମିଡିଆରେ ବିଜ୍ଞାପନ ଦେଉଛନ୍ତି ଲୋକେ; କାରଣ ଜାଣିଲେ…
ନାପିଡୋ,୩୧ା୮: ମ୍ୟାନ୍ମାର୍ରେ ଅର୍ଥନୈତିକ ସଙ୍କଟ ଅବଧି ବର୍ତ୍ତମାନ ଶୀର୍ଷରେ ପହଞ୍ଚିଛି। ଲୋକମାନେ ଦାରିଦ୍ର୍ୟ ଏବଂ ଋଣ ବୋଝରେ ପୋତି ହୋଇପଡ଼ିଛନ୍ତି। ଦେଶର ଅଧିକାଂଶ ଲୋକ ଜାତୀୟ ଦାରିଦ୍ର୍ୟ ସୀମାରେଖା ତଳେ ରହିବାକୁ ବାଧ୍ୟ ହେଉଛନ୍ତି। ମ୍ୟାନ୍ମାର ସରକାର ଲୋକଙ୍କୁ ଦାରିଦ୍ର୍ୟରୁ ହଟାଇବାକୁ…
ସୋସିଆଲ ମିଡିଆରେ କିଡ୍ନୀ ବିକୁଛନ୍ତି ଲୋକେ!
ନାଇପିଦ,୩୧।୮: ମ୍ୟାନମାରରେ ଅର୍ଥନୈତିକ ସଙ୍କଟ ଅବଧି ବର୍ତ୍ତମାନ ଶିଖରରେ ଅଛି। ଲୋକମାନେ ଦାରିଦ୍ର ଏବଂ ଋଣରେ ପୋତି ହୋଇ ରହିଛନ୍ତି। ଦେଶର ଏକ ବୃହତ ଜନସଂଖ୍ୟା ଜାତୀୟ ଦାରିଦ୍ର ସୀମାରେଖା ତଳେ ରହିବାକୁ ବାଧ୍ୟ ହେଉଛନ୍ତି। ମ୍ୟାନମାର ସରକାର ଲୋକଙ୍କୁ ଦାରିଦ୍ର୍ୟର…
କଳ୍ପନା ଚାଓ୍ବଲାଙ୍କ ପରେ ଚେତିଲା ନାସା, ସୁନୀତାଙ୍କୁ ଫେରାଇ ଆଣିବା ପାଇଁ ବଦଳାଇଲା ନିୟମ
ଓ୍ବାଶିଂଟନ,୩୧ା୮: ଭାରତୀୟ ବଂଶୋଦ୍ଭବ ମହାକାଶଚାରୀ ସୁନୀତା ଓ୍ବିଲିୟମ୍ସଙ୍କୁ ଫେରାଇ ଆଣିବାରେ ନାସା ଆଉ କୌଣସି ଭୁଲ୍ କରିବାକୁ ଚାହୁଁନାହିଁ। କାରଣ ଏପରି ଘଟଣାରେ ଅନେକ ମହାକାଶଚାରୀ ଦୁର୍ଘଟଣାରେ ପ୍ରାଣ ହରାଇସାରିଛନ୍ତି। ଏଭଳି ପରିସ୍ଥିତିରେ ନାସା ବର୍ତ୍ତମାନ ସତର୍କତାର ସହ କାର୍ଯ୍ୟ କରୁଛି।…
ପାକିସ୍ତାନର ପୋଲ୍ ଖୋଲିଦେଲେ ନିଜ ଦେଶର କ୍ରିକେଟର୍
ଇସଲାମାବାଦ୍,୩୧।୮: ଚାମ୍ପିଅନ୍ସ ଟ୍ରଫି ୨୦୨୫ ପାକିସ୍ତାନ ଦ୍ୱାରା ଆୟୋଜିତ ହେବ। ତେବେ ଟୁର୍ଣ୍ଣାମେଣ୍ଟ ପାଇଁ ଟିମ ଇଣ୍ଡିଆ ପାକିସ୍ତାନ ଗସ୍ତ କରିବ କି ନାହିଁ ତାହା ଏପର୍ଯ୍ୟନ୍ତ ସ୍ଥିର ହୋଇନାହିଁ। ନିକଟରେ ପାକିସ୍ତାନର ପୂର୍ବତନ ଅଧିନାୟକ ରସିଦ ଲତିଫ କହିଛନ୍ତ, ଚାମ୍ପିଅନ୍ସ…
ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ରିଲିଜ ହେବ ଟ୍ରମ୍ପଙ୍କ ବିବାଦୀୟ ଫିଲ୍ମ
ଓ୍ବାଶିଂଟନ,୩୧।୮: ଆମେରିକାରେ ରାଷ୍ଟ୍ରପତି ନିର୍ବାଚନକୁ ଆଉ କିଛି ମାସ ବାକି ଅଛି ଏବଂ ଏହାପୂର୍ବରୁ ଆମେରିକାର ରାଷ୍ଟ୍ରପତି ତଥା ରିପବ୍ଲିକାନ ରାଷ୍ଟ୍ରପତି ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପଙ୍କ ଜୀବନୀ ଉପରେ ଆଧାରିତ ବିବାଦୀୟ ଚଳଚ୍ଚିତ୍ର ‘ଦି ଆପ୍ରେଣ୍ଟିସ’ ମୁକ୍ତିଲାଭ କରିବାକୁ ପ୍ରସ୍ତୁତ ହୋଇଛି।…
ଭାରତରେ ଶେଖ ହାସିନାଙ୍କୁ ସ୍ଥାନ ଦେଇ ବଡ଼ ଅଡୁଆରେ ପଡ଼ିଲେ ମୋଦି, ଏବେ କରିବେ କ’ଣ?
ନୂଆଦିଲ୍ଲୀ,୩୧।୮: ବାଂଲାଦେଶରୁ ଭାରତକୁ ପଳାଇଆସିଥିବା ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହାସିନା ନରେନ୍ଦ୍ର ମୋଦି ସରକାରଙ୍କ ସମସ୍ୟାକୁ ବଢାଇ ଦେଇଛନ୍ତି। ବାସ୍ତବରେ ବାଂଲାଦେଶର ବର୍ତ୍ତମାନର ସରକାର ତାଙ୍କ ପ୍ରତ୍ୟର୍ପଣ ପାଇଁ ନିରନ୍ତର ଦାବି କରୁଥିବାବେଳେ ସରକାର ତାଙ୍କ ଆଗରେ ନଇଁବାକୁ କରିବାକୁ ପ୍ରସ୍ତୁତ…
Archives


