ମହାକାଶରେ ୧୬ ଥର ନବବର୍ଷ ପାଳିବେ ସୁନୀତା
ଓ୍ବାଶିଂଟନ, ୧।୧:ଭାରତୀୟ ବଂଶୋଦ୍ଭବ ଆମେରିକୀୟ ମହାକାଶଚାରୀ ସୁନୀତା ଓ୍ବିଲିୟମ୍ସ ଓ ‘ଏକ୍ସପେଡିଶନ ୭୨’ ମିଶନର କ୍ରିଉ ସଦସ୍ୟମାନେ ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ର(ଆଇଏସ୍ଏସ୍)ରେ ୧୬ଥର ନୂଆବର୍ଷ ପାଳନ କରିବେ। ଜାନୁଆରୀ ୧ରେ ସେମାନେ ୧୬ଥର ସୂର୍ଯ୍ୟୋଦୟ ଏବଂ ସୂର୍ଯ୍ୟାସ୍ତକୁ ଦେଖି ନୂଆବର୍ଷକୁ ଅନୁଭବ…
୮୦୦ କୋଟି ଟପିଲା ଜନସଂଖ୍ୟା, ଭାରତରେ ସର୍ବାଧିକ ୧୪୧ କୋଟି
ଓ୍ବାଶିଂଟନ, ୩୧।୧୨: ୨୦୨୫ ଜାନୁଆରୀ ୧ ସୁଦ୍ଧା ବିଶ୍ୱର ଜନସଂଖ୍ୟା ୮୦୯ କୋଟିରେ ପହଞ୍ଚିଛି। ଆମେରିକାର ଜନଗଣନା ବ୍ୟୁରୋ(ୟୁଏସ୍ସିବି) ପକ୍ଷରୁ ମଙ୍ଗଳବାର ପ୍ରକାଶ ପାଇଥିବା ଏକ ରିପୋର୍ଟରେ ଏହି ଆକଳନ କରାଯାଇଛି। କେବଳ ୨୦୨୪ରେ ବିଶ୍ୱ ଜନସଂଖ୍ୟାରେ ୭.୧ କୋଟି ବୃଦ୍ଧି…
ଦକ୍ଷିଣ କୋରିଆ ରାଷ୍ଟ୍ରପତିଙ୍କୁ ଗିରଫ ପାଇଁ ଓ୍ବାରେଣ୍ଟ ଜାରି
ସିଓଲ,୩୧ା୧୨: ଦକ୍ଷିଣ କୋରିଆ ରାଷ୍ଟ୍ରପତି ୟୁନ୍ ସୁକ୍ ୟେଓଲଙ୍କ ବିରୋଧରେ ମହାଭିଯୋଗ ଗୃହୀତ ହୋଇଥିବାବେଳେ ତାଙ୍କୁ ଗିରଫ କରିବା ସହ ତାଙ୍କ କାର୍ଯ୍ୟାଳୟର ତଲାସି ନେବା ପାଇଁ ସେଠାର ଏକ ଅଦାଲତ ଓ୍ବାରେଣ୍ଟ ଜାରି କରିଛନ୍ତି। ଦୁର୍ନୀତି ନିବାରଣ ସଂସ୍ଥା ପକ୍ଷରୁ…
ତାଲିବାନ ଏବଂ ପାକିସ୍ତାନ ସେନା ମଧ୍ୟରେ କାହିଁକି ହେଉଛି ଯୁଦ୍ଧ? ଏହାର ପରିଣାମ କ’ଣ…
ଇସଲାମାବାଦ,୩୧।୧୨: ଆଜିକାଲି ଚାରିଆଡୁ ଅଡ଼ୁଆରେ ଫସିଛି ପାକିସ୍ତାନ। ପଡ଼ୋଶୀ ଦେଶ ଆଫଗାନିସ୍ତାନ ସହ ପାକିସ୍ତାନର ଯୁଦ୍ଧ ଆରମ୍ଭ ହୋଇଛି। କିଛି ଦିନ ପୂର୍ବେ ପାକିସ୍ତାନ ଆଫଗାନିସ୍ତାନରେ ଏୟାର ଷ୍ଟ୍ରାଇକ୍ କରିଥିଲା। ତାଲିବାନ ଏବେ ଏହାର ଜୋରଦାର ଜବାବ ଦେଉଛି। ପ୍ରଥମେ ପାକିସ୍ତାନର…
ସବୁଠୁ ପ୍ରଥମେ ୨୦୨୫କୁ ସ୍ୱାଗତ କଲା ନ୍ୟୁଜିଲାଣ୍ଡ, ଅକଲ୍ୟାଣ୍ଡ ଉତ୍ସବ ମୁଖର
ନୂଆଦିଲ୍ଲୀ,୩୧।୧୨: ନ୍ୟୁଜିଲ୍ୟାଣ୍ଡ ୨୦୨୫ ବର୍ଷକୁ ଆତସବାଜି ସହିତ ସ୍ୱାଗତ କରିଛି। ଲୋକମାନେ ଅକଲ୍ୟାଣ୍ଡରେ ନୂଆ ବର୍ଷ ପାଳନ କରିବା ଆରମ୍ଭ କରିଛନ୍ତି। ରାତି ୧୨ ଟା ପରେ ଭାରତରେ ନୂଆ ବର୍ଷ ପାଳନ କରାଯିବ। ନୂଆବର୍ଷ ଆଗମନରେ ଅକଲ୍ୟାଣ୍ଡର ପ୍ରସିଦ୍ଧ ୱାଚ୍…
ରନ୍ଓ୍ବେରେ ମୁହାଁମୁହିଁ ହେଲେ ଦୁଇଟି ବିମାନ, ଆଖି ପିଛୁଳାକେ ଅଟକିଗଲା ଯାତ୍ରୀଙ୍କ ନିଶ୍ୱାସ, ଦେଖନ୍ତୁ ଭିଡିଓ
ଲସ ଆଞ୍ଜେଲସ,୩୧।୧୨: ୨୦୨୪ର ଶେଷ ସପ୍ତାହରେ ଘଟିଥିବା ଦୁଇଟି ବିମାନ ଦୁର୍ଘଟଣା ଦେଖି ସାରା ବିଶ୍ୱ ସ୍ତବ୍ଧ ହୋଇଯାଇଛି। ବର୍ତ୍ତମାନ ଆମେରିକାର ଲସ ଆଞ୍ଜେଲସ ବିମାନବନ୍ଦରରେ ଏକ ବଡ଼ ବିମାନ ଦୁର୍ଘଟଣାକୁ ରୋକାଯାଇପାରିଛି। ବିମାନ ବନ୍ଦରରେ ଯାଉଥିବା ବିମାନ ସମ୍ମୁଖରେ ଅନ୍ୟ…
କିଏ ସେହି ନିମିଷା ପ୍ରିୟା? ୟେମେନରେ ମିଳିଛି ମୃତ୍ୟୁଦଣ୍ଡ, ଭାରତ ସରକାର ବଢାଇଛନ୍ତି ସହଯୋଗର ହାତ
ସାନା,୩୧।୧୨: ୟେମେନର ସୁପ୍ରିମକୋର୍ଟ ଜଣେ ଭାରତୀୟ ନର୍ସ ନିମିଷା ପ୍ରିୟାଙ୍କୁ ମୃତ୍ୟୁଦଣ୍ଡ ଦେଇଛନ୍ତି। ଜଣେ ସାଧାରଣ ନାଗରିକ ତଲାଲ ଅବଦୋ ମହଦିଙ୍କ ହତ୍ୟା ମାମଲାରେ କୋର୍ଟ ନମିଷାଙ୍କୁ ମୃତ୍ୟୁଦଣ୍ଡ ଦେଇଛନ୍ତି। ଏହା ପରେ ଭାରତ ସରକାର ବର୍ତ୍ତମାନ ନିମିଷାଙ୍କୁ ସାହାଯ୍ୟ କରିବାକୁ…
ପ୍ରଥମେ ମହାଅଭିଯୋଗ ଏବେ ଗିରଫ ହେବାର ଭୟ, ଦକ୍ଷିଣ କୋରିଆର ନିଲମ୍ବିତ ରାଷ୍ଟ୍ରପତିଙ୍କ ବଢୁଛି ଅଡୁଆ
ସିଓଲ,୩୧।୧୨: ନିଲମ୍ବିତ ରାଷ୍ଟ୍ରପତି ୟୁନ ସୁକ ୟୋଲଙ୍କ ଗିରଫଦାରୀକୁ ଦକ୍ଷିଣ କୋରିଆ କୋର୍ଟ ଅନୁମୋଦନ କରିଛନ୍ତି। ରାଷ୍ଟ୍ରପତି ୟୁନ ସୁକ ୟୋଲଙ୍କ ଉପରେ ସାମରିକ ଆଇନ ଲାଗୁ କରିବାକୁ ନିଷ୍ପତ୍ତି ନିଆଯାଇଥିବାରୁ ତାଙ୍କୁ ଡିସେମ୍ବର ୩ରେ ମହାଅଭିଯୋଗ ଲଗାଯାଇଥିଲା। ମିଳିତ ତଦନ୍ତ…
ବଦଳିଯିବ ବାଂଲାଦେଶର ନାମ? ଶାରିଆ ଆଇନ ଆଣିବାକୁ ହେଉଛି ପ୍ରସ୍ତୁତି
ଢାକା,୩୧।୧୨: ବାଂଲାଦେଶରେ ଛାତ୍ର ଆନ୍ଦୋଳନ ଯାହା ଶେଖ ହସିନାଙ୍କୁ କ୍ଷମତାରୁ ହଟାଇ ଦେଇଛି ତାହା ପୁଣି ଥରେ ସକ୍ରିୟ ହେବାକୁ ଯାଉଛି। ଆଜି ଛାତ୍ର ନେତାମାନେ ରାଜଧାନୀ ଢାକାସ୍ଥିତ ସହିଦ ମିନାରରେ ଏକାଠି ହେବାକୁ ଯାଉଛନ୍ତି। ବାଂଲାଦେଶର ମୌଳିକବାଦୀ ସଂଗଠନ ଜମାତ-ଇ-ଇସଲାମି…
ଚିନାବାଦାମ ଚାଷୀରୁ ଆମେରିକା ରାଷ୍ଟ୍ରପତି
ଜଣେ ସାଧାରଣ ଚିନାବାଦାମ ଚାଷୀରୁ ଜିମ୍ମି କାର୍ଟର ଡେମୋକ୍ରାଟ୍ ନେତା ହେବା ସହ ଆମେରିକାର ୩୯ତମ ରାଷ୍ଟ୍ରପତି ହୋଇଥିଲେ। ୧୯୭୭ରୁ ୧୯୮୧ ରାଷ୍ଟ୍ରପତି ରହିଥିବା କାର୍ଟର ୨ ମାସ ପୂର୍ବରୁ ତାଙ୍କର ୧୦୦ତମ ଜନ୍ମଦିନ ପାଳନ କରିଥିଲେ। ମାନବୀୟ କାର୍ଯ୍ୟ ପାଇଁ…
ଗୋଟିଏ ଛୋଟ ପକ୍ଷୀ କିଭଳି ବିମାନ ଦୁର୍ଘଟଣାର କାରଣ ପାଲଟିଥାଏ? ବନ୍ଧୁକ ଗୁଳିଠାରୁ ଅଧିକ ଘାତକ
ଚଳିତ ବର୍ଷ ସବୁଠାରୁ ଦକ୍ଷିଣ କୋରିଆରେ ଏଯାବତର ସବୁଠାରୁ ଭୟଙ୍କର ବିମାନ ଦୁର୍ଘଟଣା ଘଟିଛି। ଜେଜୁ ଏୟାରଲାଇନ୍ସର ବିମାନ ବ୍ୟାଙ୍କକ୍ରୁ ଉଡ଼ାଣ ଭରିବା ପରେ ମୁଆନ ଅନ୍ତର୍ଜାତୀୟ ବିମାନବନ୍ଦରରେ ଜରୁରୀ ଅବତରଣ ସମୟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ବିମାନଟି ନିୟନ୍ତ୍ରଣ ହରାଇଥିଲା। ବିମାନଟି…
ପୁଣି ଆଫଗାନିସ୍ତାନରେ ପଶି ଆକ୍ରମଣ କଲା ପାକିସ୍ତାନ: ମସଜିଦରେ କଲା ରକେଟ ମାଡ, ଦୃଢ଼ ଜବାବ ଦେଲା ତାଲିବାନ
ନୂଆଦିଲ୍ଲୀ,୩୦ା୧୨: ପାକିସ୍ତାନ ନିକଟରେ ଆଫଗାନିସ୍ତାନ ଉପରେ ଏୟାର ଷ୍ଟ୍ରାଇକ କରିବା ପରେ ଦୁଇ ଦେଶ ରକ୍ତର ଖେଳ ଖେଳୁଛନ୍ତି। ଦୁଇଆ ପକ୍ଷରୁ ଉଭୟ ପକ୍ଷର ସୀମାରେ ପ୍ରବେଶ କରି ଲୋକଙ୍କୁ ହତ୍ୟା କରୁଛନ୍ତି। ପାକିସ୍ତାନ ଏବଂ ଆଫଗାନିସ୍ତାନ ମଧ୍ୟରେ ଗତ କିଛି…
Archives


