ଭାରତର ରାସ୍ତାରେ ଚାଲିଲାଣି ଆମେରିକା! ଜାଣନ୍ତୁ କେମିତି ମୋଦିଙ୍କୁ କପି କରୁଛନ୍ତି ଟ୍ରମ୍ପ
ଓ୍ବାଶିଂଟନ,୨୨।୨: ରୁଷିଆ-ୟୁକ୍ରେନ ଯୁଦ୍ଧ ୩ବର୍ଷ ଧରି ଚାଲିଛି। ଯୁଦ୍ଧ ଏବେ ବି ଜାରି ରହିଛି। ଏହାକୁ ନେଇ ଶାନ୍ତିର ପଥ ମଧ୍ୟ ଅନୁସନ୍ଧାନ କରାଯାଉଛି। ଏବେ ଡୋନାଲ୍ଡ ଟ୍ରମ୍ପ ଯୁଦ୍ଧ ଶେଷ କରିବାର କମାଣ ନିଜ ହାତକୁ ନେଇଛନ୍ତି। ୟୁକ୍ରେନ ଯୁଦ୍ଧ…
ସିଂଘାଣି ଲଗାଇଦେଲେ Elon Muskଙ୍କ ପୁଅ, ଅଫିସରୁ ୧୪୫ବର୍ଷର ଡେସ୍କ ହଟାଇଲେ Trump, ଦେଶରେ ଚହଳ
ଓ୍ବାଶିଂଟନ୍,୨୨।୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜ ସରକାରୀ ଅଫିସର ୧୪୫ବର୍ଷ ପୁରୁଣା ଟେବୁଲ ହଟାଇଦେଇଛନ୍ତି। ଏହା ପରିବର୍ତ୍ତେ ସେ ଏକ ଅସ୍ଥାୟୀ ଟେବୁଲ ଆଣିଛନ୍ତି। ତେବେ ଏକଥା ଆମେ କାହିଁକି କହୁଛିୁ ଏହାର କାରଣ ଜାଣିଲେ ମଧ୍ୟ ଆପଣ ତାଜୁବ…
Air India ବିମାନରେ କେନ୍ଦ୍ରମନ୍ତ୍ରୀଙ୍କୁ ମିଳିଲା ଭଙ୍ଗା ସିଟ୍: ଟୁଇଟ୍ କରି ବଖାଣିଲେ ଯନ୍ତ୍ରଣା
ନୂଆଦିଲ୍ଲୀ,୨୨।୨: କେନ୍ଦ୍ର କୃଷି ମନ୍ତ୍ରୀ ଶିବରାଜ ସିଂହ ଚୌହାନଙ୍କୁ ଏୟାର ଇଣ୍ଡିଆର ଏକ ବିମାନରେ ଭଙ୍ଗା ସିଟରେ ଯାତ୍ରା କରିବାକୁ ପଡିଲା। ଏ ସମ୍ପର୍କରେ ସେ ତାଙ୍କ ଏକ୍ସରେ ନିଜର ଅସନ୍ତୋଷ ପ୍ରକାଶ କରିଛନ୍ତି। ଶିବରାଜ କହିଛନ୍ତି ଯେ ଏୟାର ଇଣ୍ଡିଆ…
ପ୍ରତି ମିନିଟ୍ରେ ୮ କୋଟି ଟଙ୍କା କ୍ଷତି ସହୁଛନ୍ତି ଏଲନ ମସ୍କ, ତଥାପି ନମ୍ବର-୧: ଜାଣନ୍ତୁ କାହିଁକି
ଓ୍ବାଶିଂଟନ,୨୨।୨: ବିଶ୍ୱର ସବୁଠାରୁ ଧନୀ ବ୍ୟବସାୟୀ ଏଲନ ମସ୍କ ଗତ ୭୫ ଦିନରେ ଅନେକ କ୍ଷତି ସହିଛନ୍ତି। ଡିସେମ୍ବର ୧୮ ତାରିଖ ପରଠାରୁ ଟେସଲା ମାଲିକଙ୍କ ମୋଟ ସମ୍ପତ୍ତି ୧୦୦ ବିଲିୟନ ଡଲାରରୁ ଅଧିକ ହ୍ରାସ ପାଇଛି। ଏସିଆର ସବୁଠାରୁ ଧନୀ…
ପୁଣି ଡରାଇଲା ଚାଇନା ଭାଇରସ, ବାଦୁଡିରୁ ମିଳିଲା HKU5-CoV-2 ଭୂତାଣୁ, ବିଶ୍ୱରେ ହାଇଆଲର୍ଟ
ବେଜିଂ,୨୨।୨: ଆମେ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବରେ କୋରୋନାର ତାଣ୍ଡବକୁ ଭୁଲି ପାରିନାହୁଁ । କିନ୍ତୁ ପୁଣି ଗୋଟି, ଚାଇନା ଭାଇରସ ତା’ର ରୂପ ଦେଖାଇବା ଆରମ୍ଭ କଲାଣି। ଚାଇନାର ଏକ ନୂଆ ଭାଇରସ HKU5-CoV-2 ଆବିଷ୍କୃତ ହୋଇଛି, ଯାହା କୋଭିଡ-19 ପରି…
କଶ୍ମୀର ପ୍ରସଙ୍ଗରେ ଆପତ୍ତିଜନକ ମନ୍ତବ୍ୟ ଦେଲେ ତୁର୍କୀ ରାଷ୍ଟ୍ରପତି: ମୁହଁତୋଡ଼ ଜବାବ ଦେଲା ଭାରତ
ନୂଆଦିଲ୍ଲୀ,୨୨।୨:ତୁର୍କୀ ରାଷ୍ଟ୍ରପତି ରେସେପ୍ ତାଇପ୍ ଏର୍ଡୋଗାନ୍ କଶ୍ମୀର ପ୍ରସଙ୍ଗରେ ଆପତ୍ତିଜନକ ମନ୍ତବ୍ୟ ଦେଇଥିବାରୁ ଭାରତ ଏହାର ଦୃଢ଼ ପ୍ରତିବାଦ ଜଣାଇଛି। ଗତ ସପ୍ତାହରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶୋହଓ୍ବାଜ ଶରିଫ୍ଙ୍କ ସହ ଆଲୋଚନା ପରେ ଏର୍ଡୋଗାନ୍ କଶ୍ମୀର ପ୍ରସଙ୍ଗର ସମାଧାନ ଲାଗି ଜାତିସଂଘରେ…
Russia-Ukraine War: ପୁଟିନଙ୍କୁ ଭଲ ଆଲୋଚନା ହୋଇଛି କିନ୍ତୁ…ଖୋଲାଖୋଲି ୟୁକ୍ରେନକୁ ସମାଲୋଚନା କଲେ ଡୋନାଲ୍ଡ ଟ୍ରମ୍ପ
ଓ୍ବାଶିଂଟନ,୨୨।୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ୟୁକ୍ରେନୀୟ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କିଙ୍କ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଉଛି। ଏକ ସାକ୍ଷାତକାରରେ, ଟ୍ରମ୍ପ ଜେଲେନସ୍କିଙ୍କ ଉପରେ ତାଙ୍କର ଆକ୍ରମଣକୁ ତୀବ୍ର କରି କହିଛନ୍ତି, ରୁଷିଆ-ୟୁକ୍ରେନ ଯୁଦ୍ଧ ସମାପ୍ତ କରିବା ପାଇଁ ଶାନ୍ତି…
ଆମେରିକାକୁ ଆଖି ଦେଖାଇଲେ XI JINPING, କରିଦେଲେ ବଡ଼ ଘୋଷଣା
ବେଜିଂ,୨୧।୨: ଆମେରିକା ସହିତ ବଢୁଥିବା ପ୍ରତିଦ୍ୱନ୍ଦ୍ୱିତା ଏବଂ ତାଇୱାନ ଏବଂ ଅନ୍ୟାନ୍ୟ ପଡ଼ୋଶୀଙ୍କ ସହିତ ଉତ୍ତେଜନା ମଧ୍ୟରେ ଯୁଦ୍ଧ ପ୍ରସ୍ତୁତି ଉପରେ ଧ୍ୟାନ ଦେଇ ଚାଇନା ରାଷ୍ଟ୍ରପତି Xi Jinping ଶୁକ୍ରବାର ବଡ଼ ଘୋଷଣା କରିଛନ୍ତି। ଦେଶର ସେନାକୁ ବିଶ୍ୱସ୍ତରୀୟ ସଶସ୍ତ୍ର…
ଜେଲେନସ୍କିଙ୍କୁ କାହିଁକି ରାଷ୍ଟ୍ରପତି ପଦରୁ ହଟାଇବାକୁ ଚାହୁଁଛନ୍ତି ଟ୍ରମ୍ପ, ଯୁଦ୍ଧ ବିରାମ ନା ଖଣିଜ ସମ୍ପଦ, କ’ଣ ରହିଛି କାରଣ
ଓ୍ବାଶିଂଟନ/କ୍ୱିଭ,୨୧।୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଆଶ୍ଚର୍ଯ୍ୟଜନକ ନିଷ୍ପତ୍ତି ଏବଂ ବୟାନର ଧାରା ଗୋଟିଏ ପରେ ଗୋଟିଏ ଜାରି ରହିଛି। ଟ୍ରମ୍ପ ଏବେ ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ଆଲୋଚନା ଆରମ୍ଭ କରି ୟୁକ୍ରେନର ଲୋକଙ୍କୁ କ୍ରୋଧିତ କରିଛନ୍ତି। ପ୍ରକୃତରେ,…
Kickback Scheme: ‘ଭାରତକୁ ନିର୍ବାଚନବେଳେ ଦିଆଯାଇଛି ୧୮୨କୋଟି ଟଙ୍କା’ ଟ୍ରମ୍ପଙ୍କ ବୟାନକୁ ନେଇ ଭାରତରେ ଚହଳ
ଓ୍ବାଶିଂଟନ୍,୨୧।୨: ର୍ନିବାଚନରେ ଭାରତକୁ ସାହାଯ୍ୟ କରିବା ପାଇଁ ଆମେରିକାରୁ ପାଣ୍ଠି ଦିଆଯାଉଥିବା ବିବାଦ ଏବେ ଜାତୀୟ ରାଜନୀତିକୁ ସରଗରମ କରିଛି। ଏହାରି ଭିତରେ ପୁଣି ମୁହଁ ଖୋଲିଛନ୍ତି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ନିର୍ବାଚନ ପାଇଁ ଭାରତକୁ ପାଣ୍ଠି ଦିଆଯାଉଥିବାକୁ ସେ Kickback…
୫ ବର୍ଷ ପରେ ‘କୋଠରି’ରୁ ବାହାରିଲେ ଆଲିବାବାର ପ୍ରତିଷ୍ଠାତା: ଚାଇନାରେ ହେବ ପରିବର୍ତ୍ତନ
ବେଜିଂ,୨୧।୨: ଚାଇନାର ସବୁଠାରୁ ପ୍ରସିଦ୍ଧ ତଥା ପ୍ରଭାବଶାଳୀ ଉଦ୍ୟୋଗୀ ଜ୍ୟାକ ମା ପାଞ୍ଚ ବର୍ଷ ପରେ ଶେଷରେ ସାଧାରଣ ଲୋକଙ୍କ ସାମ୍ନାକୁ ଆସିଛନ୍ତି। ଏକଦା ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତିଙ୍କ ମଧ୍ୟରେ ବିବେଚିତ ହେଉଥିବା ଆଲିବାବାର ପ୍ରତିଷ୍ଠାତା ଜ୍ୟାକ ମା ୨୦୨୦…
ବଡ଼ ଦୁର୍ଘଟଣା, ବରଫ ହ୍ରଦରେ କ୍ରାସ ହେଲା ହେଲିକପ୍ଟର
ଓ୍ବାଶିଂଟନ,୨୧।୨: ବିମାନ ଦୁର୍ଘଟଣା ପରେ ଏବେ ଆମେରିକାରେ ଏକ ହେଲିକପ୍ଟର ଦୁର୍ଘଟଣା ଘଟିଛି। ଆମେରିକାର ଇଡାହୋରେ ଏକ ବରଫ ହ୍ରଦରେ ଏକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ଅନ୍ୟ ଜଣେ ଆହତ ହୋଇଛନ୍ତି। ବୋନେଭିଲ…
Archives


