ଅନ୍ତର୍ଜାତୀୟ

ନେପାଳରେ ବଡ଼ ଦୁର୍ଘଟଣା: ନଦୀକୁ ଖସିଲା ଭାରତୀୟ ଯାତ୍ରୀବାହୀ ବସ୍‌

କାଠମାଣ୍ଡୁ,୨୩।୮: ନେପାଳରେ ଏକ ବଡ଼ ଦୁର୍ଘଟଣାର ଖବର ସାମ୍ନାକୁ ଆସିଛି। ୪୦ ଜଣ ଭାରତୀୟଙ୍କୁ ନେଇ ଯାଉଥିବା ବସ୍‌ ନଦୀରେ ଖସିପଡିଥିବା ସୂଚନା ମିଳିଛି। ଉଦ୍ଧାର କାର୍ଯ୍ୟ ଚାଲିଛି। ଅନେକ ଲୋକଙ୍କର ମୃତ୍ୟୁ ହେବାର ସମ୍ଭାବନା ରହିଛି। ନେପାଳ ପୋଲିସର ଅଧିକାରୀ…

ୟୁକ୍ରେନରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ମୋଦି, ହେଲା ଭବ୍ୟ ସ୍ବାଗତ

କିଭ୍‌,୨୩।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ୟୁକ୍ରେନରେ ପହଞ୍ଚିଛନ୍ତି। ୟୁକ୍ରେନରେ ପ୍ରଧାନମନ୍ତ୍ରୀ ପ୍ରାୟ ସାତ ଘଣ୍ଟା ରହିବେ। ସେଠାରୁ ସ୍ଥାନୀୟ ସମୟ ଅପରାହ୍ନ ୪.୪୦ରେ (ଭାରତୀୟ ସମୟ ସା ୭.୧୦)ରୁ ଫେରିବେ। ଏହା ପରେ ପ୍ରଧାନମନ୍ତ୍ରୀ ମୋଦି ଟ୍ରେନ ଯୋଗେ ପୋଲାଣ୍ଡରେ…

ନାମାଙ୍କନପତ୍ର ସ୍ବୀକାର କଲେ କମଲା ହାରିସ୍‌, ଲୋକଙ୍କୁ ଦେଲେ ବଡ଼ ପ୍ରତିଶ୍ରୁତି, କହିଲେ ମୁଁ ସବୁବେଳେ ଦେଶକୁ…

ଓ୍ବାଶିଂଟନ,୨୩ା୮: ଆମେରିକାର ରାଷ୍ଟ୍ରପତି ପଦ ପାଇଁ କମଲା ହାରିସ୍‌ ଡେମୋକ୍ରାଟିକ ପାର୍ଟିର ନାମାଙ୍କନପତ୍ରକୁ ଆନୁଷ୍ଠାନିକ ଭାବେ ଗ୍ରହଣ କରିଛନ୍ତି। ଏହି ସମୟ ମଧ୍ୟରେ ସେ ଆମେରିକାର ଲୋକଙ୍କୁ ବଡ଼ ପ୍ରତିଶ୍ରୁତି ଦେଇଛନ୍ତି। ସେ କହିଛନ୍ତି, ରାଷ୍ଟ୍ରପତି ହେବି। ସବୁବେଳେ ଦେଶକୁ ନିଜ…

ଭାରତକୁ ଆଖି ଦେଖାଇଲା ବାଂଲାଦେଶ, ଏହି ପ୍ରସଙ୍ଗକୁ ନେଇ ବଡ଼ ଚେତାବନୀ ଦେଲେ ୟୁନୁସ୍‌ ସରକାର

ଢାକା,୨୩।୮: ବାଂଲାଦେଶର ମଧ୍ୟବର୍ତ୍ତୀକାଳୀନ ସରକାର ଭାରତ ପ୍ରତି କଠୋର ଆଭିମୁଖ୍ୟ ଗ୍ରହଣ କରିବା ଆରମ୍ଭ କରିଛନ୍ତି। ଶେଖ ହାସିନାଙ୍କ ଦେଶ ଛାଡି ଯିବା ପରେ ମହମ୍ମଦ ୟୁନୁସ୍‌ଙ୍କ ନେତୃତ୍ୱରେ ଏକ ନୂତନ ସରକାର ଗଠନ କରାଯାଇଛି। ବାଂଲାଦେଶର ନୂତନ ସରକାର ବର୍ତ୍ତମାନ…

୧୦ ଘଣ୍ଟା ଟ୍ରେନ୍‌ ଯାତ୍ରା କଲେ ମୋଦି

କିଭ୍‌,୨୩।୮: ଆଜିକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୟୁରୋପରେ ଅଛନ୍ତି। ସେ ଅଗଷ୍ଟ ୨୧ ଏବଂ ୨୨ରେ ଦୁଇ ଦିନିଆ ପୋଲାଣ୍ଡ ଗସ୍ତରେ ରାଜଧାନୀ ୱାର୍ସରେ ଥିଲେ। ପୋଲାଣ୍ଡ ଗସ୍ତ ଶେଷ କରିବା ପରେ ପ୍ରଧାନମନ୍ତ୍ରୀ ଟ୍ରେନରେ ୧୦ ଘଣ୍ଟାର ଯାତ୍ରା ପରେ…

ଶେଷ ହେବ କି ରୁଷିଆ-ୟୁକ୍ରେନ ଯୁଦ୍ଧ: ଆଉ କିଛି ସମୟ ପରେ କିଭ୍‌ରେ ପହଞ୍ଚିବେ ମୋଦି

କିଭ୍‌,୨୩।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜିକାଲି ପୋଲାଣ୍ଡ ଏବଂ ୟୁକ୍ରେନ ଗସ୍ତରେ ଅଛନ୍ତି। ପୋଲାଣ୍ଡ ଗସ୍ତ ଶେଷ କରିବା ପରେ ଆଜି ସେ ଟ୍ରେନରେ ୧୦ ଘଣ୍ଟା ଯାତ୍ରା କରି ୟୁକ୍ରେନରେ ପହଞ୍ଚିବେ। ଶୁକ୍ରବାର ସକାଳେ ମୋଦି ୟୁକ୍ରେନର ରାଜଧାନୀ କଭରେ…

ଏହି ଦେଶରୁ ମିଳିଲା ଦ୍ୱିତୀୟ ସର୍ବବୃହତ୍‌ ହୀରା

ଗାବୋରୋନ୨୨ା୮: ଦକ୍ଷିଣ ଆଫ୍ରିକୀୟ ଦେଶ ବୋତ୍ସ୍ବାନାରୁ ବିଶ୍ୱର ଦ୍ୱିତୀୟ ସର୍ବବୃହତ୍‌ ହୀରା ମିଳିଛି, ଯାହା କି ୨,୪୯୨ କ୍ୟାରେଟ୍‌ ରହିଛି। ବୋତ୍ସ୍ବାନା ରାଜଧାନୀ ଗାବୋରୋନଠାରୁ ୫୦୦ କିମି ଉତ୍ତରରେ ଥିବା ଏକ ଖଣିରୁ ଏହି ହୀରା ଖୋଳାଯାଇଛି। ଉକ୍ତ ଖଣି କାନାଡା…

ମସ୍କୋ ଉପରେ ବଡ଼ ଡ୍ରୋନ୍‌ ଆକ୍ରମଣ

ମସ୍କୋ,୨୨ା୮: ରୁଷିଆର ରାଜଧାନୀ ମସ୍କୋ ଉପରେ ୟୁକ୍ରେନ୍‌ ସବୁଠୁ ବଡ଼ ଡ୍ରୋନ୍‌ ଆକ୍ରମଣ କରିଛି। ଏଥିସହିତ ରୁଷିଆର କୁର୍ସ୍କ ଅଞ୍ଚଳରେ ୟୁକ୍ରେନ ସୈନ୍ୟ ପ୍ରବେଶ କରି ଆକ୍ରମଣ ଚଳାଇଛନ୍ତି। ରୁଷିଆର ଏୟାର ଡିଫେନ୍ସ ଫୋର୍ସ ମସ୍କୋ ଓ ଏହାର ଆଖପାଖ ଅଞ୍ଚଳ…

ଜାତୀୟ ସମ୍ମିଳନୀରେ ଗୁଞ୍ଜରିତ ହେଲା ଓମ୍‌ ଶାନ୍ତି ଶାନ୍ତି, ଦେଶ ପାଇଁ ଆଶୀର୍ବାଦ କାମନା କଲେ…

ଓ୍ବାଶିଂଟନ,୨୨ା୮: ଆମେରିକାରେ ରାଷ୍ଟ୍ରପତି ନିର୍ବାଚନକୁ ନେଇ ରାଜନୀତି ବେଶ୍‌ ସରଗରମ ହୋଇଛି। ରିପବ୍ଲିକାନ ପାର୍ଟିର ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପ୍‌ ଦୌଡ଼ରେ ଥିବା ବେଳେ ଡେମୋକ୍ରାଟିକ୍‌ ପ୍ରାର୍ଥୀ କମଳା ହାରିସ୍‌ ମଧ୍ୟ ତାଙ୍କୁ ଏକ କଡ଼ା ଟକ୍କର ଦେଉଛନ୍ତି। ଏହି ସମୟରେ ଡେମୋକ୍ରାଟିକ୍‌…

ଘରକୁ ଫେରିବେ କି ହାସିନା? ବାଂଲାଦେଶ ସହ ‘ପ୍ରତ୍ୟର୍ପଣ ସନ୍ଧି’ ପରେ ଚିନ୍ତାରେ ଭାରତ

ଢାକା/ନୂଆଦିଲ୍ଲା,୨୨ା୮: ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍‌ ହାସିନା ତାଙ୍କ ଦେଶକୁ ଫେରିବେ କି ନାହିଁ ଏହି ପ୍ରସଙ୍ଗରେ ଖୁବ୍‌ ଆଲୋଚନା ଚାଲିଛି। ଏହାର କାରଣ ହେଉଛି ବାଂଲାଦେଶରେ ତାଙ୍କ ବିରୋଧରେ ଅନେକ ଆପରାଧିକ ମାମଲା ବିଚାରାଧୀନ ଅଛି। ଏଭଳି ପରିସ୍ଥିତିରେ ବାଂଲାଦେଶର…

ଏବେ କ’ଣ କରିବେ ଶେଖ ହାସିନା? ୟୁନୁସ୍‌ ସରକାର ନେଲେ ବଡ଼ ନିଷ୍ପତ୍ତି, ବାତିଲ କଲେ…

ଢାକା,୨୨।୮: ବାଂଲାଦେଶର ମଧ୍ୟବର୍ତ୍ତୀକାଳୀନ ସରକାର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହାସିନାଙ୍କ କୂଟନୈତିକ ପାସପୋର୍ଟକୁ ବାତିଲ କରିଦେଇଛନ୍ତି। ଏହା ସହିତ ତାଙ୍କର ଅନ୍ୟ ସହଯୋଗୀମାନଙ୍କର କୂଟନୈତିକ ପାସପୋର୍ଟ ମଧ୍ୟ ବାତିଲ କରାଯାଇଛି। କୂଟନୈତିକ ପାସପୋର୍ଟ ବାତିଲ ହେବା ପରେ ଶେଖ ହାସିନାଙ୍କ ପାଇଁ…

ଭାରତ ଯାହା କରେ, ତାହା ରେକର୍ଡ ହୋଇଯାଏ: ପୋଲାଣ୍ଡରେ କାହିଁକି ଏମିତି କହିଲେ ମୋଦି

ଓ୍ବାର୍ସ,୨୨।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨ ଦିନିଆ ପୋଲାଣ୍ଡ ଗସ୍ତରେ ଅଛନ୍ତି। ସେ ୨୧ ଏବଂ ୨୨ ଅଗଷ୍ଟରେ ପୋଲାଣ୍ଡରେ ରହିବେ ଏବଂ ଏହା ପରେ ୨୩ ଅଗଷ୍ଟରେ ୟୁକ୍ରେନ ଯିବେ। ମୋଦି ପୋଲାଣ୍ଡର ଭାରତୀୟ ସମ୍ପ୍ରଦାୟର ଲୋକଙ୍କୁ ସମ୍ବୋଧିତ କରିଛନ୍ତି।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri