ଦୁନିଆର ସବୁଠୁ ଧନୀ ସୁଲତାନଙ୍କୁ ଭେଟିବେ ପ୍ରଧାନମନ୍ତ୍ରୀ ମୋଦି: ହାଜି ହଂଶଲ ବୋଲକିଆଙ୍କ ମୋଟ ସମ୍ପତ୍ତି ଜାଣିଲେ ଉଡିଯିବ ହୋଶ୍
ନୂଆଦିଲ୍ଲୀ,୩।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ପୂର୍ବ ଏସିଆ ଦେଶ ବ୍ରୁନେଇ ଗସ୍ତ କରିବାକୁ ଯାଉଛନ୍ତି। ଏହି ଗସ୍ତ କୌଣସି ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ପ୍ରଥମ ଗସ୍ତ ହେବାକୁ ଯାଉଛି। ଦୁଇ ଦେଶ ମଧ୍ୟରେ କୂଟନତିକ ସମ୍ପର୍କ ୪୦ ବର୍ଷ ପୂରଣ ହୋଇଛି।…
ଗିରଫ ହେବେ ପୁଟିନ? ମଙ୍ଗୋଲିଆ ଉପରେ ବିଶ୍ୱର ନଜର
ମସ୍କୋ,୩।୯: ସରକାରୀ ଗସ୍ତରେ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ମୋଙ୍ଗୋଲିଆରେ ପହଞ୍ଚିଛନ୍ତି। ଜାପାନ ସେନା ଉପରେ ସୋଭିଏତ୍ ମୋଙ୍ଗୋଲିଆ ସୈନ୍ୟମାନଙ୍କର ମିଳିତ ବିଜୟର ୮୫ ତମ ବାର୍ଷିକୀରେ ପୁଟିନଙ୍କ ଗସ୍ତ ଅନୁଷ୍ଠିତ ହେଉଛି। ମୋଙ୍ଗୋଲିଆ ରୁଷିଆର ପଡୋଶୀ ଦେଶ, ପୁଟିନ ସୋମବାର…
ନିର୍ବାଚନ ପୂର୍ବରୁ ଟ୍ରମ୍ପ୍ଙ୍କ ଉପରେ ବାୟୋପିକ୍ ଆଣିବ ହଲିଉଡ୍
ଓ୍ବାଶିଂଟନ,୨ା୯:ନଭେମ୍ବର ୫ରେ ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ହେବାକୁ ଥିବାବେଳେ ଏହା ପୂର୍ବରୁ ହଲିଉଡ୍ର ବ୍ରିଆର୍କ୍ଲିଫ୍ ଏଣ୍ଟରଟେନ୍ମେଣ୍ଟ ପୂର୍ବତନ ରାଷ୍ଟ୍ରପତି ତଥା ରିପବ୍ଲିକାନ୍ ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପ୍ଙ୍କ ଉପରେ ଏକ ବିବାଦୀୟ ବାୟୋପିକ୍ ଆଣିବାକୁ ଯାଉଛି। ଅକ୍ଟୋବର ୧୧ରେ ରିଲିଜ୍ ହେବାକୁ ଥିବା…
ଦ୍ୱିତୀୟ ବିଶ୍ୱଯୁଦ୍ଧର ୭୦୦ ମୃତକଙ୍କ ଦେହାବଶେଷକୁ କବର ଦେଲା ପୋଲାଣ୍ଡ
ଓ୍ବାର୍ସା,୨ା୯:ଦ୍ୱିତୀୟ ବିଶ୍ୱଯୁଦ୍ଧ ବେଳେ ନାଜି ଜର୍ମାନୀର ଗଣହତ୍ୟାରେ ପ୍ରାଣ ହରାଇଥିବା ୭୦୦ରୁ ଅଧିକ ମୃତକଙ୍କ ଦେହାବଶେଷକୁ ପୋଲାଣ୍ଡ ସୋମବାର ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ କବର ଦେଇଛି। ଏହି ଦେହାବଶେଷଗୁଡ଼ିକ ନିକଟରେ ତଥାକଥିତ ଭ୍ୟାଲି ଅଫ୍ ଡେଥ୍ (ମୃତ୍ୟୁ ଉପତ୍ୟକା)ରୁ ବାହାର କରାଯାଇଥିଲା।…
ଶେଖ ହାସିନା ଯିବା ପରେ ଏହି ଲୋକଙ୍କର ବଲ୍ଲେ ବଲ୍ଲେ, ବାଂଲାଦେଶ ସରକାର କରିଦେଲେ ମାଲାମାଲ
ଢାକା,୨।୯: ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହାସିନା ବାଂଲାଦେଶ ଛାଡି ପଳାଇବା ପରେ ଦେଶରେ ଅନେକ ପରିବର୍ତ୍ତନ ହୋଇଛି। ମଧ୍ୟବର୍ତ୍ତୀକାଳୀନ ସରକାର କ୍ରମାଗତ ଭାବରେ ଶେଖ ହାସିନା ସରକାରଙ୍କ ନିଷ୍ପତ୍ତି ବଦଳାଉଛନ୍ତି, ଯାହାକି ବର୍ଷ ବର୍ଷ ଧରି ବଞ୍ଚିତ ହୋଇଆସୁଥିବା ଲୋକଙ୍କୁ ଉପକୃତ…
ଏହି ଭଳି କଲେ ଶେଖ ହାସିନା ନିଜ ଦେଶକୁ ଫେରିବେ, ବଡ଼ ଉପାୟ କହିଲେ ବାଂଲାଦେଶ ବୈଦେଶିକ ମନ୍ତ୍ରୀ
ଢାକା,୨।୯: ବାଂଲାଦେଶରେ ହୋଇଥିବା ହିଂସା ପରେ ଶେଖ ହାସିନା ୫ ଅଗଷ୍ଟରେ ଦେଶ ଛାଡି ଭାରତ ପଳାଇଛନ୍ତି। ପୂର୍ବରୁ କୁହାଯାଉଥିଲା ଯେ ସେ ଅନ୍ୟ କିଛି ଦେଶରେ ଆଶ୍ରୟ ନେବେ, କିନ୍ତୁ ଏବେ ସେ ଅନ୍ୟ କୌଣସି ସ୍ଥାନକୁ ଯିବାକୁ ପ୍ରସ୍ତୁତ…
ଡୋନାଲ୍ଡ ଟ୍ରମ୍ପଙ୍କ ପରାଜୟ ଚାହୁଁଛନ୍ତି ସ୍ତ୍ରୀ ମେଲାନିଆ
ଓ୍ବାଶିଂଟନ୍,୨।୯: ଆମେରିକା ନିର୍ବାଚନ ପୂର୍ବରୁ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପୂର୍ବତନ ଘନିଷ୍ଠ ସହଯୋଗୀ ଆନ୍ଥୋନି ସ୍କାରାମୁଚି ଏକ ବଡ଼ ଦାବି କରିଛନ୍ତି। ହ୍ବାଇଟ ହାଉସର ଯୋଗାଯୋଗ ନିର୍ଦ୍ଦେଶକ ଆନ୍ଥୋନୀ ସ୍କାରାମୁସି ଦାବି କରିଛନ୍ତି, କମଲା ହାରିସଙ୍କ ବିଜୟକୁ ନେଇ ଡୋନାଲ୍ଡ…
ନିଜ ଗୋଡ଼ରେ ନିଜେ କୁରାଢି ମାରୁଛି ବାଂଲାଦେଶ
ଢାକା/ନୂଆଦିଲ୍ଲୀ,୨।୯: ମହମ୍ମଦ ୟୁନୁସଙ୍କ ନେତୃତ୍ୱରେ ବାଂଲାଦେଶର ମଧ୍ୟବର୍ତ୍ତୀକାଳୀନ ସରକାର ଭାରତ ସହିତ ସ୍ବାକ୍ଷରିତ ବୁଝାମଣାପତ୍ର (ଏମଓୟୁ) ସମୀକ୍ଷା କରିପାରିବେ। ରବିବାର ବାଂଲାଦେଶ ବୈଦେଶିକ ମନ୍ତ୍ରୀ ତାହିଦ ହୁସେନ କହିଛନ୍ତି ଯେ ନୋବେଲ ବିଜେତା ମହମ୍ମଦ ୟୁନୁସଙ୍କ ନେତୃତ୍ୱରେ ବାଂଲାଦେଶର ମଧ୍ୟବର୍ତ୍ତୀକାଳୀନ ସରକାର…
ପାକିସ୍ତାନର ନିଦ ହଜାଇଥିବା ଏହି ମହିଳା କିଏ
ଇସଲାମାବାଦ,୨।୯: ଭାରତର ପଡୋଶୀ ଦେଶ ପାକିସ୍ତାନକୁ ନେଇ ଏକ ବଡ ଖବର ଆସିଛି। ପାକିସ୍ତାନ, ଯିଏ କି ନିଜର ଘୃଣ୍ୟ କାର୍ଯ୍ୟକଳାପ ପାଇଁ ଜଣାଶୁଣା, ଆଜିକାଲି ଜଣେ ମହିଳା ଦେଶର ନିଦ ହଜାଇ ଦେଇଛନ୍ତି। ମହିଳାଙ୍କ ଦ୍ୱାରା ପୁରା ପାକିସ୍ତାନ ଭୟଭୀତ…
ମହାକାଶରେ ଥାଇ ମା’ଙ୍କ ସହ କଥା ହେଲେ ସୁନୀତା ଓ୍ବିଲିୟମ୍ସ, ଦେଲେ ଏହି ବଡ଼ ସୂଚନା, କହିଲେ ତୁମେ…
ଓ୍ବାଶିଂଟନ,୨ା୯: ମହାକାଶରେ ଫସି ରହିଥିବା ଭାରତୀୟ ବଂଶୋଦ୍ଭବ ତଥା ନାସାର ମହାକାଶଚାରୀ ସୁନୀତା ଓ୍ବିଲିୟମ୍ସଙ୍କ ବିଷୟରେ ଏକ ବଡ଼ ତଥ୍ୟ ସାମ୍ନାକୁ ଆସିଛି। ସେ ତାଙ୍କ ମା’ଙ୍କ ସହ କଥା ହୋଇଛନ୍ତି। ସେଠାରେ ଥିବା ବୈଷୟିକ ଗ୍ଲିଚ୍ ବିଷୟରେ ସୁନୀତା ମଧ୍ୟ…
ଶେଖ ହାସିନାଙ୍କୁ ଫେରାଇବ କି ନା … ସ୍ଥିର କରୁ ଭାରତ, ୟୁନୁସ ସରକାରଙ୍କ ବୟାନକୁ ନେଇ ବଢୁଛି ଉତ୍ତେଜନା
ଢାକା,୨।୯: ଅଗଷ୍ଟ ୫ରେ ପ୍ରଧାନମନ୍ତ୍ରୀ ପଦ ଏବଂ ଦେଶ ଛାଡିଥିବା ଶେଖ ହାସିନା ଏବେ ଭାରତରେ ଅଛନ୍ତି। କିନ୍ତୁ ଭାରତରେ ଶେଖ ହାସିନାଙ୍କ ଉପସ୍ଥିତି ବାଂଲାଦେଶକୁ ବିଚଳିତ କରୁଛି। ଏହି କାରଣରୁ ବାଂଲାଦେଶର ବୈଦେଶିକ ବ୍ୟାପାର ପରାମର୍ଶଦାତା ମହମ୍ମଦ ତାହିଦ ହୁସେନ…
ବାଂଲାଦେଶର ବିପର୍ଯ୍ୟୟରେ ଭାରତ ହେଲା ମାଲାମାଲ, ଖବର ଜାଣିଲେ ଖୁସି ହୋଇଯିବେ
ନୂଆଦିଲ୍ଲୀ/ଢାକା,୨।୯: ବାଂଲାଦେଶରେ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ପତନ ପରଠାରୁ ପଡୋଶୀ ଦେଶରେ ପରିସ୍ଥିତି ଗୁରୁତର ହେବାରେ ଲାଗିଛି। ଯେତେବେଳେ ଶେଖ ହସିନା କ୍ଷମତାରେ ଥିଲେ, ପଡୋଶୀ ଦେଶରେ ପୋଷାକ ଶିଳ୍ପ ଗାରମେଣ୍ଟ ଇଣ୍ଡଷ୍ଟ୍ରି ଶୀର୍ଷକୁ ଆସିଥିଲା, କିନ୍ତୁ ବର୍ତ୍ତମାନ ମୌଳବାଦୀଙ୍କ ପ୍ରଭାବ…
Archives


