ଅନ୍ତର୍ଜାତୀୟ

Shahbaz Sharif: ପାକିସ୍ତାନରେ ସାମରିକ ବିଦ୍ରୋହ: ଇସ୍ତଫା ଦେବେ ଶେହବାଜ!

ଇସଲାମବାଦ,୨।୫: ପହଲଗାମ ଆତଙ୍କବାଦ ଆକ୍ରମଣକୁ ନେଇ ସାରା ଦେଶରେ ଉତ୍ତେଜନା ଲାଗି ରହିଥିବାବେଳେ ପାକିସ୍ତାନରୁ ବଡ଼ ଖବର ଆସିଛି। ଏହାରି ଭିତରେ ପାକିସ୍ତାନରେ ଏକ ବଡ଼ ରାଜନୈତିକ ଉତ୍ଥାନପତନ ଦେଖିବାକୁ ମିଳିଛି। ସୂତ୍ରରୁ ଜଣାପଡ଼ିଛି ଯେ ଦେଶର ସେନା ଓ ଗୁଇନ୍ଦା…

ଏହି ଜିନିଷ ପାଇଁ ପାକିସ୍ତାନ ଉପରେ ଅଧିକରୁ ଅଧିକ ନିର୍ଭର କରେ ଭାରତ, ପାକିସ୍ତାନରେ ମାତ୍ର ୨-୩ ଟଙ୍କା ପ୍ରତି କିଲୋ, ହେଲେ ଭାରତରେ…

ନୂଆଦିଲ୍ଲୀ, ୨।୫: ଭାରତ ଓ ପାକିସ୍ତାନ ମଧ୍ୟରେ ସମ୍ପର୍କ ବହୁ ବର୍ଷ ଧରି ଉତ୍ତେଜନାପୂର୍ଣ୍ଣ ରହିଆସିଛି। ପାକିସ୍ତାନରେ ଆତଙ୍କବାଦର ବିରୋଧରେ ଭାରତ ସର୍ବଦା ଦୃଢ଼ ଆଭିମୁଖ୍ୟ ଗ୍ରହଣ କରିଛି। ନିକଟରେ ପହଲଗାମ ଆକ୍ରମଣ ଘଟଣାକୁ ନେଇ ସାରା ଦେଶରେ ଅସନ୍ତୋଷ ଜୋର…

ଚାଇନାକୁ ନେଇ ସାଂଘାତିକ କଥା କହିଦେଲେ ଟ୍ରମ୍ପ, ଭାରତର ବଢିଲା ଟେନଶନ! କରିଛି ହାଇଜ୍ୟାକ୍‌…

ୱାଶିଂଟନ, ୨।୫: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ଦାବି କରି କହିଛନ୍ତି ଯେ ଆଫଗାନିସ୍ତାନର ବାଗରାମ ବିମାନ ଘାଟି ବର୍ତ୍ତମାନ ଚାଇନା ଅଧୀନରେ ରହିଛି। ମଇ ୧ ତାରିଖରେ ୱାଶିଂଟନରେ ଏକ କାର୍ଯ୍ୟକ୍ରମରେ ଟ୍ରମ୍ପ ଏକଥା କହିଛନ୍ତି। ସେ…

POK ରୁ ବଡ଼ ଖବର, ଖାଦ୍ୟ ମହଜୁଦ ରଖିବା ପାଇଁ ଜନତାଙ୍କୁ ନିର୍ଦ୍ଦେଶ ଦେଲେ ଶେହବାଜ, ହେବ କି ବଡ଼ ଯୁଦ୍ଧ!

ନୂଆଦିଲ୍ଲୀ,୨।୫: ଜମ୍ମୁ-କଶ୍ମୀରର ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ ସାରା ଦେଶରେ ଉତ୍ତେଜନା ଦେଖିବାକୁ ମିଳିିଛି। ସାଧାରଣ ଲୋକଙ୍କଠାରୁ ଆରମ୍ଭ କରି ରାଜନେତାଙ୍କ ପର୍ଯ୍ୟନ୍ତ, ସମସ୍ତେ ପାକିସ୍ତାନ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରୁଛନ୍ତି। ପୂରା ଦେଶ ଏକଠି ଭାରତ ସରକାରଙ୍କୁ ଅନୁରୋଧ…

କାଙ୍ଗାଳ ହେବାକୁ ଯାଉଛି ପାକିସ୍ତାନ! ପାକିସ୍ତାନ ଏୟାରଲାଇନ୍ସ କମ୍ପାନୀ PIAର ୬୦ ପ୍ରତିଶତ ଅଂଶ ବିକ୍ରି କରିବାକୁ ପ୍ରସ୍ତୁତ ହେଲେଣି ସରକାର

ଇସଲାମାବାଦ,୨।୫: ଆର୍ଥିକ ସଙ୍କଟରୁ ଟିକିଏ ମୁକୁଳିବା ପାଇଁ, ପାକିସ୍ତାନ ଏବେ ଏହାର ସରକାରୀ ସମ୍ପତ୍ତି ଏବଂ ବିମାନ କମ୍ପାନୀଗୁଡ଼ିକୁ ବିକ୍ରି କରିବାକୁ ପ୍ରସ୍ତୁତ ହେଉଛି, ଯାହା ପାକିସ୍ତାନ ସରକାରଙ୍କ ଶହବାଜ ସରିଫଙ୍କ ପାଇଁ ବିବାଦର କାରଣ ପାଲଟିଛି। ସୂଚନା ଅନୁଯାୟୀ, ଶହବାଜ…

ଭାରତକୁ ଆମେରିକା ଦେଲା ଏମିତି ହତିଆର, ଧ୍ୱସଂ ହୋଇଯିବ ଇସଲାମବାଦ, ଚିନ୍ତାରେ ଚାଇନା-ପାକିସ୍ତାନ

ନୂଆଦିଲ୍ଲୀ, ୨।୫: ଜମ୍ମୁ ଓ କଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇଛି। ଏହି ପରିପ୍ରେକ୍ଷୀରେ ଆମେରିକା ଭାରତକୁ ୧୩୧ ନିୟୁତ ଡଲାର ମୂଲ୍ୟର ସାମରିକ ସାମଗ୍ରୀ ଓ ଲଜିଷ୍ଟିକ ସମର୍ଥନ…

ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫଙ୍କ ଉପରେ ସବୁଠାରୁ ବଡ଼ ଷ୍ଟ୍ରାଇକ୍‌ କଲେ ମୋଦି, ପାକ୍‌ରେ ହଲଚଲ

ନୂଆଦିଲ୍ଲୀ, ୨।୫: ଜମ୍ମୁ ଓ କଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରେ ଭାରତ ସରକାର ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫଙ୍କ ଅଫିସିଆଲ ୟୁଟ୍ୟୁବ ଚ୍ୟାନେଲକୁ ବ୍ଲକ କରିଛନ୍ତି। ତେବେ ପହଲଗାମ ଆକ୍ରମଣକୁ ନେଇ ଭାରତରେ ଅସେନ୍ତାଷ ଜୋର ଧରିଛି। ଶେହବାଜଙ୍କ…

କଶ୍ମୀରରେ ବନ୍ୟା ପାକିସ୍ତାନ ପାଇଁ ପାଲଟିବ କାଳ! ଧୋଇଯିବ Pok

ନୂଆଦିଲ୍ଲୀ,୨।୫: ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଭାରତର କାର୍ଯ୍ୟାନୁଷ୍ଠାନରେ ପାକିସ୍ତାନ ଭୟଭୀତ। ପାକିସ୍ତାନ ବର୍ତ୍ତମାନ ଅନେକ ପ୍ରସଙ୍ଗରେ ଆକ୍ରମଣର ସମ୍ମୁଖୀନ ହେଉଛି। ଗୋଟିଏ ପଟେ ଭାରତ ପାକିସ୍ତାନ ସମ୍ପର୍କରେ ଅନେକ କଠୋର ନିଷ୍ପତ୍ତି ନେଇଛି ଏବଂ ଅନ୍ୟପଟେ ପଡ଼ୋଶୀ ଦେଶ ଏବେ…

ପାକିସ୍ତାନରେ ୧୨ଦିନ ପାଇଁ ଲକ୍‌ଡାଉନ ଘୋଷଣା, ଯୁଦ୍ଧ ପାଇଁ…

ଇସଲାମବାଦ,୨।୫: ପାକିସ୍ତାନରେ ଲକ୍‌ଡାଉନ ଘୋଷଣା ହୋଇଛି। ପାକ୍‌ର ଖୈବର ପଖତୁନଖୱା ପ୍ରଦେଶର ଖୈବର ଜିଲାରେ ମଙ୍କିପକ୍ସ ଭୂତାଣୁ ସଂକ୍ରମଣର ଏକ ମାମଲା ଚିହ୍ନଟ ହେବା ପରେ ୧୨ ଦିନିଆ ସ୍ମାର୍ଟ ଲକଡାଉନ ଘୋଷଣା କରିଛି। ଏହି ନିଷ୍ପତ୍ତି ଭୂତାଣୁର ସମ୍ଭାବ୍ୟ ସଂକ୍ରମଣକୁ…

ପୁଣି ଧମକାଇଲା ପାକିସ୍ତାନ, କହିଲା ସିନ୍ଧୁ ନଦୀରେ ରକ୍ତ ବୁହାଇବୁ, Bilawal Bhuttoଙ୍କ ଯୁଦ୍ଧ ଧମକୁ ନେଇ ଚର୍ଚ୍ଚା

ଇସଲାମାବାଦ,୨।୫: ସିନ୍ଧୁ ଜଳ ଚୁକ୍ତିନାମାକୁ ନେଇ ପାକିସ୍ତାନରେ ରାଜନୈତିକ ଉଷ୍ମତା ଶୀର୍ଷରେ ପହଞ୍ଚିଛି। ଏହି ସମୟରେ, ପାକିସ୍ତାନ ପିପୁଲ୍ସ ପାର୍ଟି (ପିପିପି) ଅଧ୍ୟକ୍ଷ ଏବଂ ପୂର୍ବତନ ବୈଦେଶିକ ମନ୍ତ୍ରୀ ବିଲାୱଲ ଭୁଟ୍ଟୋ ଜରଦାରୀ ଭାରତ ବିରୋଧରେ ଯୁଦ୍ଧ ଧମକ ଦେଇଛନ୍ତି। ସେ…

ଭାରତ ନା ପାକିସ୍ତାନ, କାହାପଟେ ଉତ୍ତର କୋରିଆ? ନାଁ ଜାଣିଲେ ହୋଇଯିବେ କାବା!

ପ୍ୟୋଙ୍ଗୟାଙ୍ଗ,୨।୫: ଉତ୍ତର କୋରିଆର ସର୍ବୋଚ୍ଚ ନେତା କିମ ଜୋଙ୍ଗ ଉନଙ୍କ ନୀତି ଓ କୂଟନୀତି ସର୍ବଦା ବିଶ୍ୱର ଧ୍ୟାନ ଆକର୍ଷଣ କରିଥାଏ। ଭାରତ ଓ ପାକିସ୍ତାନ ମଧ୍ୟରେ ଦୀର୍ଘ ଦିନର ବିବାଦ ମଧ୍ୟରେ ଏକ ପ୍ରଶ୍ନ ଉଠୁଛି: କିମ ଜୋଙ୍ଗ ଉନ…

ଜେଲରେ ବନ୍ଦୀ ଇମରାନ ଖାନଙ୍କଠାରୁ ସାହାଯ୍ୟ ମାଗିଲେ ପାକିସ୍ତାନର ସେନା ମୁଖ୍ୟ ଓ ପ୍ରଧାନମନ୍ତ୍ରୀ; ଚାଲିଛି ବଡ ଯୋଜନା

ନୂଆଦିଲ୍ଲୀ,୨ା୫: ପାକିସ୍ତାନରେ ବର୍ତ୍ତମାନର ପରିସ୍ଥିତି ରାଜନୈତିକ ସମୀକରଣରେ ନାଟକୀୟ ପରିବର୍ତ୍ତନର ସଙ୍କେତ ଦେଉଛି। ଭାରତ ସହିତ ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ବୃଦ୍ଧି ପାଉଥିବା ଉତ୍ତେଜନା ଏବଂ ସମ୍ଭାବ୍ୟ ସାମରିକ ପ୍ରତିକ୍ରିୟା ମଧ୍ୟରେ ପାକିସ୍ତାନ ସେନା ମୁଖ୍ୟ ଆସିମ ମୁନିର ଏବଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?