ଅନ୍ତର୍ଜାତୀୟ

ୟେମେନ୍‌ ବନ୍ଦରରେ ଇସ୍ରାଏଲ୍‌ର ବୋମାମାଡ଼

ସାନା,୬ା୫: ହୁଟି ଆତଙ୍କବାଦୀ ଇସ୍ରାଏଲ୍‌ର ତେଲ୍‌ ଆଭିଭ୍‌ସ୍ଥିତ ବେନ୍‌ ଗୁରିଅନ୍‌ ଏୟାରପୋର୍ଟ ନିକଟରେ ମିଶାଇଲ୍‌ ମାଡ଼ କରିବାର ଦିନକ ପରେ ଇସ୍ରାଏଲୀ ସେନା ଏହାର ପ୍ରତିଶୋଧ ନେଇଛି। ଇସ୍ରାଏଲ୍‌ ପକ୍ଷରୁ ସୋମବାର ସନ୍ଧ୍ୟାରେ ୟେମେନ୍‌ର ହୋଦେଇଦାହ ବନ୍ଦରକୁ ଟାର୍ଗେଟ କରି ୩୦ଟି…

ସମ୍ପୂର୍ଣ୍ଣ ଗାଜା ଦଖଲ ପାଇଁ ଇସ୍ରାଏଲ୍‌ର ଯୋଜନା

ତେଲ୍‌ ଆଭିଭ୍‌,୬ା୫: ସମଗ୍ର ଗାଜାଷ୍ଟ୍ରିପ୍‌କୁ ଦଖଲ କରି ସେଠାରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ରହିବା ଯୋଜନାକୁ ଇସ୍ରାଏଲ୍‌ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କ କ୍ୟାବିନେଟ୍‌ ସୋମବାର ଅନୁମୋଦନ କରିଛି। ଏହା କାର୍ଯ୍ୟକାରୀ ହେଲେ ପାଲେଷ୍ଟାଇନ୍‌ ଅଞ୍ଚଳରେ ଇସ୍ରାଏଲ୍‌ର ସାମରିକ କାର୍ଯ୍ୟାନୁଷ୍ଠାନ ଆହୁରି ବଢ଼ିବ।…

ପହଲଗାମ ଆତଙ୍କବାଦୀ ଆକ୍ରମଣର ମାଷ୍ଟରମାଇଣ୍ଡ କିଏ? ପାକିସ୍ତାନୀ ସେନାର ପୂର୍ବତନ ମେଜର କଲେ ସାଙ୍ଘାତିକ ଖୁଲାସା 

ଇସଲାମାବାଦ୍,୬/୫:ପହଲଗାମ ଆତଙ୍କବାଦୀ ଆକ୍ରମଣକୁ ନେଇ ପ୍ରତିଦିନ ନୂଆ ନୂଆ ଖୁଲାସା ସାମ୍ନାକୁ ଆସୁଛି। ଏହି ଆତଙ୍କବାଦୀ ଆକ୍ରମଣ ସଂପର୍କରେ ଏବେ ପାକିସ୍ତାନୀ ସେନାର ଜଣେ ପୂର୍ବତନ ମେଜର ଏକ ବଡ଼ ଖୁଲାସା କରିଛନ୍ତି। ପାକିସ୍ତାନୀ ସେନାର ପୂର୍ବତନ ମେଜର ଆଦିଲ ରାଜା…

ଭାରତ ସହ ଉତ୍ତେଜନା ପାକିସ୍ତାନର ଅଭିବୃଦ୍ଧି ଉପରେ ପ୍ରଭାବ ପକାଇବ: ମୁଡିଜ୍

ନୂଆଦିଲ୍ଲୀ,୫।୫: ପାକିସ୍ତାନ ସହ ଚାଲିଥିବା ଭୂ-ରାଜନୈତିକ ଉତ୍ତେଜନା ମଧ୍ୟରେ, ବିଶ୍ୱ ରେଟିଂ ଏଜେନ୍ସି ମୁଡିଜ୍ କହିଛି ଯେ ଭାରତର ଅର୍ଥନୀତି ଏକ ଦୀର୍ଘସ୍ଥାୟୀ ଉତ୍ତେଜନା ସତ୍ତ୍ୱେ ବିଶେଷ ଅସୁବିଧାର ସମ୍ମୁଖୀନ ହେବ ନାହିଁ। ସୋମବାର ପ୍ରକାଶିତ ଏକ ନୋଟରେ ମୁଡିଜ୍ କହିଛି…

ଯୁଦ୍ଧରୁ ଦୂରେଇ ରୁହ ଭାରତ-ପାକିସ୍ତାନ…ଜାତିସଂଘ ପକ୍ଷରୁ ଆସିଲା ବଡ଼ ବୟାନ

ନୂଆଦିଲ୍ଲୀ,୫।୫: ଭାରତ-ପାକିସ୍ତାନ ଉତ୍ତେଜନା ମଧ୍ୟରେ, ଜାତିସଂଘର ମହାସଚିବ ଆଣ୍ଟୋନିଓ ଗୁଟେରେସ ଏକ ବଡ଼ ବୟାନ ଦେଇଛନ୍ତି। ସେ ଉଭୟ ଦେଶକୁ ସଂଯମତା ଅବଲମ୍ବନ କରିବାକୁ ଆହ୍ବାନ କରିଛନ୍ତି। ଗୁଟେରେସ କହିଛନ୍ତି ଯେ ଭାରତ ଏବଂ ପାକିସ୍ତାନ ସେନା ମୁହାଁମୁହିଁ ହେବାଠାରୁ ଦୂରେଇ…

ଇମ୍ରାନ ଖାନଙ୍କୁ ରାସ୍ତାରୁ ହଟାଇବାକୁ ଚାହୁଁଛନ୍ତି ଆସିମ ମୁନିର…ସାଂଘାତିକ ଖୁଲାସା ପରେ ବିଶ୍ୱରେ ହଇଚଇ

ଇସଲାମାବାଦ,୫।୫: ପାକିସ୍ତାନୀ-ଆମେରିକୀୟ ଗାୟକ ଏବଂ ଜାତିସଂଘର ଗୁଡ୍‌ଓ୍ବିଲ୍‌ ଆମ୍ବାସାଡାର ସଲମାନ ଅହମ୍ମଦ ଏକ ଚାଞ୍ଚଲ୍ୟକର ଦାବି କରିଛନ୍ତି। ପାକିସ୍ତାନ ସେନା ମୁଖ୍ୟ ଜେନେରାଲ ଅସୀମ ମୁନିର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ହତ୍ୟା କରିବାକୁ ଚାହୁଁଛନ୍ତି ବୋଲି ସେ କହିଛନ୍ତି। ତେବେ…

ଆମେରିକାରୁ ଆସିଲା ରିପୋର୍ଟ, ପାକିସ୍ତାନ ଛାନିଆ; ଭାରତ ସହ ଯୁଦ୍ଧ ହେଲେ ହୋଇଯିବ ଧ୍ୱଂସ!

ନୂଆଦିଲ୍ଲୀ,୫।୫: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଉତ୍ତେଜନା ଉପରେ ସାରା ବିଶ୍ୱର ନଜର ରହିଛି। ଉଭୟ ଦେଶ ପରମାଣୁ ଶକ୍ତି ସମ୍ପନ୍ନ ଦେଶ। ଯଦି ଦୁଇ ଦେଶ ମଧ୍ୟରେ ଯୁଦ୍ଧ ହୁଏ, ତେବେ କ୍ଷତି ଅଧିକ ହୋଇପାରେ। ହୁଏତ ଇସ୍ରାଏଲ-ଗାଜା ଏବଂ…

ବଲିଉଡ ନାୟିକାଙ୍କୁ ଯୌନ ଦାସ କରିବାକୁ ଧମକ ଦେଲାଣି ପାକିସ୍ତାନ! ସାମ୍ନାକୁ ଆସିଲା ଖବରଦାତାଙ୍କ ସାଂଘାତିକ ବୟାନ

ଇସଲାମାବାଦ,୫।୫: ଦିନକୁ ଦିନ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଉଛି, କିନ୍ତୁ ପଡ଼ୋଶୀ ଦେଶ ତା’ର ହୀନ କାର୍ଯ୍ୟରୁ ନିବୃତ୍ତ ହେଉନାହିଁ। ପ୍ରତ୍ୟେକ ଅବସରରେ PAK ଏହାର ମାନସିକତାକୁ ପ୍ରକାଶ କରିବା ଭଳି ଏଥର ବି ପ୍ରକାଶ କରିଛି।…

ଯୁଦ୍ଧକୁ ନିମନ୍ତ୍ରଣ କରିଥିବା ପାକିସ୍ତାନ ଏବେ ଭୟରେ ଥରହର! UNSC ବୈଠକ ପୂର୍ବରୁ କଲାଣି ଏମିତି ଅନୁରୋଧ

ଇସଲାମାବାଦ,୫।୫: ପହଲଗାମ ଆକ୍ରମଣ ପରେ, ପାକିସ୍ତାନ ଭାରତର କାର୍ଯ୍ୟାନୁଷ୍ଠାନକୁ ଦେଖି ଭୟଭୀତ ହୋଇଛି ଏବଂ ସେ ଜାତିସଂଘ ସୁରକ୍ଷା ପରିଷଦର ବୈଠକ ପାଇଁ ଆବେଦନ କରିଛି, ଯାହା ପରେ ସୋମବାର (୫ ମଇ, ୨୦୨୫) UNSCର ଏକ ବୈଠକ ଡକାଯାଇଛି। ଏବେ…

ଫିଲ୍ମ ଇଣ୍ଡଷ୍ଟ୍ରିକୁ ଲାଗିପାରେ ଶକ୍ତ ଧକ୍କା, ପୁଣିଥରେ ଚମକାଇବା ଭଳି ନିଷ୍ପତ୍ତି ନେଲେ ଟ୍ରମ୍ପ

ଓ୍ବାଶିଂଟନ,୫।୫: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଆଶ୍ଚର୍ଯ୍ୟଜନକ ନିଷ୍ପତ୍ତି ନେଇଛନ୍ତି। ସେ ଏବେ ଶୁଳ୍କ ସମ୍ପର୍କିତ ଜାରି ଥିବା ପ୍ରସଙ୍ଗରେ ଚଳଚ୍ଚିତ୍ର ଶିଳ୍ପକୁ ମଧ୍ୟ ସାମିଲ କରିଛନ୍ତି। ଆମେରିକା ବାହାରେ ନିର୍ମିତ ଚଳଚ୍ଚିତ୍ର ଉପରେ ଟ୍ରମ୍ପ ୧୦୦ ପ୍ରତିଶତ ଶୁଳ୍କ…

ହେବ ନାହିଁ କି ଯୁଦ୍ଧ! ଭାରତର ମିତ୍ର ଦେଶ ନିକଟରେ ପହଞ୍ଚି ଫୁସୁଲାଇଲାଣି ପାକିସ୍ତାନ, ଉଠାଇଲାଣି ତାସକେଣ୍ଡ କଥା

ଇସଲାମାବାଦ,୫।୫: ୨୨ ଏପ୍ରିଲରେ ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରେ ଭାରତ ସହିତ ଉତ୍ତେଜନା ହ୍ରାସ କରିବା ପାଇଁ ମସ୍କୋରେ ଥିବା ପାକିସ୍ତାନର ରାଷ୍ଟ୍ରଦୂତ ରୁଷିଆର ସାହାଯ୍ୟ ଲୋଡ଼ିଛନ୍ତି। ସୂଚନାଯୋଗ୍ୟ, ଏହି ଆକ୍ରମଣରେ ୨୬ ଜଣଙ୍କର ମୃତ୍ୟୁ ହୋଇଥିଲା। ଏକ ସାକ୍ଷାତକାରରେ,…

ବଡ଼ ଆକ୍ରମଣର ଧମକ ଦେଲେ ନେତାନ୍ୟାହୁ

ତେଲ୍‌ ଆଭିଭ୍‌,୫ା୫: ଇରାନ ସମର୍ଥତ୍ତ ୟେମେନ୍‌ର ହୁଟି ଆତଙ୍କବାଦୀମାନେ ରବିବାର ଇସ୍ରାଏଲ୍‌ର ତେଲ୍‌ ଆଭିଭ୍‌ସ୍ଥିତ ଦେଶର ସର୍ବବୃହତ୍‌ ବିମାନବନ୍ଦରରେ ମିଶାଇଲ ମାଡ଼ କରିଛନ୍ତି। ଏହାର ଜବାବରେ ହୁଟି ବିରୋଧରେ ବଡ଼ ଆକ୍ରମଣ କରାଯିବ ବୋଲି ଇସ୍ରାଏଲ୍‌ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍‌ ନେତାନ୍ୟାହୁ ସଂକଳ୍ପ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?