ଗୋଟିଏ ଛୋଟ ପକ୍ଷୀ କିଭଳି ବିମାନ ଦୁର୍ଘଟଣାର କାରଣ ପାଲଟିଥାଏ? ବନ୍ଧୁକ ଗୁଳିଠାରୁ ଅଧିକ ଘାତକ
ଚଳିତ ବର୍ଷ ସବୁଠାରୁ ଦକ୍ଷିଣ କୋରିଆରେ ଏଯାବତର ସବୁଠାରୁ ଭୟଙ୍କର ବିମାନ ଦୁର୍ଘଟଣା ଘଟିଛି। ଜେଜୁ ଏୟାରଲାଇନ୍ସର ବିମାନ ବ୍ୟାଙ୍କକ୍ରୁ ଉଡ଼ାଣ ଭରିବା ପରେ ମୁଆନ ଅନ୍ତର୍ଜାତୀୟ ବିମାନବନ୍ଦରରେ ଜରୁରୀ ଅବତରଣ ସମୟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ବିମାନଟି ନିୟନ୍ତ୍ରଣ ହରାଇଥିଲା। ବିମାନଟି…
ପୁଣି ଆଫଗାନିସ୍ତାନରେ ପଶି ଆକ୍ରମଣ କଲା ପାକିସ୍ତାନ: ମସଜିଦରେ କଲା ରକେଟ ମାଡ, ଦୃଢ଼ ଜବାବ ଦେଲା ତାଲିବାନ
ନୂଆଦିଲ୍ଲୀ,୩୦ା୧୨: ପାକିସ୍ତାନ ନିକଟରେ ଆଫଗାନିସ୍ତାନ ଉପରେ ଏୟାର ଷ୍ଟ୍ରାଇକ କରିବା ପରେ ଦୁଇ ଦେଶ ରକ୍ତର ଖେଳ ଖେଳୁଛନ୍ତି। ଦୁଇଆ ପକ୍ଷରୁ ଉଭୟ ପକ୍ଷର ସୀମାରେ ପ୍ରବେଶ କରି ଲୋକଙ୍କୁ ହତ୍ୟା କରୁଛନ୍ତି। ପାକିସ୍ତାନ ଏବଂ ଆଫଗାନିସ୍ତାନ ମଧ୍ୟରେ ଗତ କିଛି…
ପ୍ରତିଶୋଧ ନେଉଛି ତାଲିବାନ, ପାକିସ୍ତାନ ସେନା ଶିବିରକୁ କଲା କବଜା!
କାବୁଲ,୩୦।୧୨: ପାକିସ୍ତାନ ସେନା ଏବଂ ତାଲିବାନ ମଧ୍ୟରେ ସୀମା ରେଖା ଥିବା ଡୁରାଣ୍ଡ ଲାଇନରେ ଯୁଦ୍ଧ ପରି ପରିସ୍ଥିତି ଉପୁଜିଛି। ଟିଟିପି ଆତଙ୍କବାଦୀଙ୍କ ଦ୍ୱାରା ୧୬ଜଣ ପାକିସ୍ତାନୀ ସେନାମାନଙ୍କୁ ହତ୍ୟା କରିବା ପରେ ପାକିସ୍ତାନୀ ବାୟୁସେନା ଆଫଗାନିସ୍ତାନର ପାକ୍ଟିକା ଏବଂ ଖୋଷ୍ଟ…
ନଦୀକୁ ଖସିଲା ଟ୍ରକ, ୬୦ ଜଣଙ୍କ ମୃତ୍ୟୁ ଆଶଙ୍କା
ଅଦିସ ଅବାବା,୩୦।୧୨: ଆଫ୍ରିକୀୟ ଦେଶ ଇଥିଓପିଆରେ ଏକ ବଡ଼ ଦୁର୍ଘଟଣା ଘଟିଛି । ଏଠାରେ ଯାତ୍ରୀ ଭରା ଏକ ଟ୍ରକ ନଦୀରେ ଖସିପଡଛି। ଏହି ଦୁର୍ଘଟଣାରେ ୬୦ ଜଣ ପ୍ରାଣ ହରାଇଛନ୍ତି। ଦକ୍ଷିଣ ସିଡାମା ଅଞ୍ଚଳର ଅଧିକାରୀଙ୍କ ଅନୁଯାୟୀ, ଏହି ଭୟଙ୍କର…
ବାଂଲାଦେଶର ସନ୍ଦେହ, କେବେବି ହାସିନାଙ୍କୁ ନ ଫେରାଇପାରେ ଭାରତ, ଜାଣନ୍ତୁ ଏହାର କାରଣ
ଢାକା/ନୂଆଦିଲ୍ଲୀ,୩୦।୧୨: ଅଗଷ୍ଟରେ ହୋଇଥିବା ବିକ୍ଷୋଭ ପରେ ଶେଖ ହସିନା ବାଂଲାଦେଶରେ କ୍ଷମତାରୁ ବହିଷ୍କୃତ ହୋଇଥିଲେ ଏବଂ ଏହା ପରେ ସେ ଭାରତକୁ ପଳାଇ ଆସିଥିଲେ। ବର୍ତ୍ତମାନ ମହମ୍ମଦ ୟୁନୁସଙ୍କ ନେତୃତ୍ୱରେ ମଧ୍ୟବର୍ତ୍ତୀକାଳୀନ ସରକାର ଦାବି କରିଛନ୍ତି ଯେ ଶେଖ ହସିନାଙ୍କୁ ପ୍ରତ୍ୟର୍ପଣ…
ଆମେରିକାର ସବୁଠାରୁ ବୟସ୍କ ରାଷ୍ଟ୍ରପତିଙ୍କର ଭାରତ ସହ ରହିଛି ସ୍ବତନ୍ତ୍ର ସମ୍ପର୍କ
ଓ୍ବାଶିଂଟନ,୩୦।୧୨: ଆମେରିକାର ସବୁଠାରୁ ବୟସ୍କ ରାଷ୍ଟ୍ରପତି ଜିମି କାର୍ଟରଙ୍କ ରବିବାର ରାତିରେ ମୃତ୍ୟୁ ଘଟିଛି। ସେ ଆମେରିକାର ୩୯ତମ ରାଷ୍ଟ୍ରପତି ଏବଂ ଭାରତ ଗସ୍ତରେ ଆସିଥିବା ତୃତୀୟ ଆମେରିକୀୟ ନେତା ଥିଲେ। ୧୦୦ ବର୍ଷୀୟ କାର୍ଟର ୧୯୭୭ରେ ଆର ଫୋର୍ଡଙ୍କୁ ପରାସ୍ତ…
ବେଞ୍ଜାମିନ ନେତାନ୍ୟାହୁ ହସ୍ପିଟାଲ୍ରେ ଭର୍ତ୍ତି: ୟାରିଭ ଲେଭିନ ହେଲେ କାମଚଳା ପ୍ରଧାନମନ୍ତ୍ରୀ
ଜେରୁଜେଲମ,୩୦।୧୨: ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କୁ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଛି। ତାଙ୍କର ସ୍ବାସ୍ଥ୍ୟ ଅବନତି ହେତୁ ତାଙ୍କୁ ହସ୍ପିଟାଲ୍ରେ ଭର୍ତ୍ତି କରିବାକୁ ପଡିଥିଲା। ତାଙ୍କର ପ୍ରୋଷ୍ଟେଟ ସର୍ଜରୀ ସଫଳ ହୋଇଛି। ଏହି ସମୟରେ ନେତାନ୍ୟାହୁ ହସ୍ପିଟାଲରେ ଥିବାବେଳେ ତାଙ୍କ ଘନିଷ୍ଠ ସହଯୋଗୀ…
ରୁଷିଆ ଖସାଇଥିଲା ବିମାନ: ଆଜରବୈଜାନ ରାଷ୍ଟ୍ରପତି
ବକୁ,୩୦ା୧୨: ରୁଷିଆ ଗତ ବୁଧବାର ଉଦ୍ଦେଶ୍ୟବିହୀନ ଭାବେ ଆଜରବୈଜାନ ବିମାନକୁ ଖସାଇଥିଲା ବୋଲି ଏହାର ରାଷ୍ଟ୍ରପତି ଇଲ୍ହାମ ଅଲିୟେଭ୍ ରବିବାର କହିଛନ୍ତି। ତେବେ ଦୁର୍ଘଟଣାର ୪ ଦିନ ଯାଏ ମସ୍କୋ ସତ୍ୟକୁ ଚାପି ରଖିବାକୁ ଉଦ୍ୟମ କରିଥିବାରୁ ଇଲ୍ହାମ୍ ଏହାର ସମାଲୋଚନା କରିଛନ୍ତି।…
ଗଣପ୍ରତିବାଦ ମଧ୍ୟରେ ଶପଥ ନେଲେ ଜର୍ଜିଆର ନୂଆ ରାଷ୍ଟ୍ରପତି
ଟିବ୍ଲିସି,୩୦ା୧୨: ଜର୍ଜିଆରେ ଗଣପ୍ରତିବାଦ ସତ୍ତ୍ୱେ ନୂଆ ରାଷ୍ଟ୍ରପତି ଭାବେ ମିଖେଇଲ୍ କାଭେଲଶଭିଲି ଶପଥ ଗ୍ରହଣ କରିଛନ୍ତି। ଦେଶରେ ଦୀର୍ଘ ମାସ ହେଲା ରାଜନୈତିକ ସଙ୍କଟ ଅପ୍ରତ୍ୟାଶିତ ସ୍ଥିତିରେ ପହଞ୍ଚତ୍ଥିବାବେଳେ ଜର୍ଜିଆନ୍ ଡ୍ରିମ୍ ପାର୍ଟିର ଏହି ନେତାଙ୍କ ଶପଥ ଗ୍ରହଣକୁ ବିରୋଧ କରି ରବିବାର…
୧୦୦ ବର୍ଷରେ ଆଖିବୁଜିଲେ ପୂର୍ବତନ ରାଷ୍ଟ୍ରପତି
ଓ୍ବାଶିଂଟନ,୩୦।୧୨: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଜିମି କାର୍ଟରଙ୍କ ପରଲୋକ ଘଟିଛି। ମୃତ୍ୟୁବେଳକୁ ତାଙ୍କୁ ୧୦୦ ବର୍ଷ ବୟସ ହୋଇଥିଲା। ସେ ଆମେରିକାର ୩୯ତମ ରାଷ୍ଟ୍ରପତି ଭାବରେ କାର୍ଯ୍ୟ କରିଥିଲେ। ସେ ୧୯୭୭ ରୁ ୧୯୮୧ ପର୍ଯ୍ୟନ୍ତ ୪ ବର୍ଷ ପର୍ଯ୍ୟନ୍ତ ଦେଶର…
ଅବତରଣ ବେଳେ ଜଳିଗଲା ବିମାନ
ଓଟ୍ଟାଓ୍ବା,୨୯ା୧୨: ନ୍ୟୁ ଫାଉଣ୍ଡସ୍ଲ୍ୟାଣ୍ଡର ସେଣ୍ଟ ଜନ୍ସ ସହରରୁ ଆସୁଥିବା ଏୟାର କାନାଡାର ଏକ ବିମାନ ନୋଭା ସ୍କୋଟିଆ ପ୍ରଦେଶର ଗୋଫ୍ସ୍ଥିତ ହାଲିଫାକ୍ସ ବିମାନବନ୍ଦରରେ ଅବତରଣ ବେଳେ ଦୁର୍ଘଟଣାଗ୍ରସ୍ତ ହୋଇ ଜଳିଯାଇଛି। ବିମାନରେ କେତେ ଯାତ୍ରୀ ଥିଲେ ସ୍ପଷ୍ଟ ହୋଇ ନ ଥିବାବେଳେ…
ମୃତ୍ୟୁ ନିଶ୍ଚିତ ବୋଲି ଜାଣିନେଇଥିଲେ ଯାତ୍ରୀ! ବିମାନରୁ ପଠାଇଥିଲେ ଶେଷ ବାର୍ତ୍ତା
ସିଓଲ,୨୯।୧୨: ରବିବାର ସକାଳେ ଦକ୍ଷିଣ କୋରିଆରେ ଦୁଃଖ ଓ ଶୋକର ବାତାବରଣ ସୃଷ୍ଟି ହୋଇଥିଲା। ଏଠାରେ ୧୮୧ଜଣଙ୍କୁ ନେଇ ଏକ ବିମାନ ମୁଆନ ଆନ୍ତର୍ଜାତୀୟ ବିମାନବନ୍ଦରରେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା। ବିମାନଟି ରନୱେରୁ ଖସି ଯାଇ ଏକ କାନ୍ଥକୁ ଧକ୍କା ଦେଇ…
Archives


