ଚାଇନାର ଚମକାଇବା ଭଳି ରିପୋର୍ଟ, Twitter ପରେ TikTokର ମାଲିକ ହେବେ ମସ୍କ!
ବେଜିଂ,୧୪।୧: ଜାନୁଆରୀ ୧୯ପରେ ଆମେରିକାରେ ଟିକ୍ଟକ୍ ଉପରେ ପ୍ରତିବନ୍ଧକ ଲଗାଯିବାର ରିପୋର୍ଟ ମଧ୍ୟରେ, ବ୍ଲୁମବର୍ଗର ଏକ ପ୍ରମୁଖ ରିପୋର୍ଟ ସାମ୍ନାକୁ ଆସିଛି। ରିପୋର୍ଟରେ ଦାବି କରାଯାଇଛି ଯେ ଚାଇନାର ଟିକଟକର ଆମେରିକା କାର୍ଯ୍ୟକୁ କୋଟିପତି ଏଲୋନ ମସ୍କଙ୍କୁ ବିକ୍ରି କରିବାର ବିକଳ୍ପ…
ବଡ଼ ଅଘଟଣ, ସୁନା ଖଣିରେ ଫସିଥିବା ୧୦୦ ଶ୍ରମିକଙ୍କ ମୃତ୍ୟୁ
କେପ ଟାଉନ,୧୪।୧: ଦକ୍ଷିଣ ଆଫ୍ରିକାର ଏକ ବେଆଇନ ଖଣିରେ ୧୦୦ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟଣା ସମସ୍ତଙ୍କୁ ଚକିତ କରିଛି। ଖଣିରେ ଫସି ରହିଥିବା ଏହି ଶ୍ରମିକମାନେ ବହୁ ମାସ ଧରି ଭୋକ ଏବଂ ଶୋଷ ସହିତ ସଂଘର୍ଷ କରୁଥିଲେ। ଦକ୍ଷିଣ…
ସମୁଦ୍ର ମଝିରୁ ସାଟେଲାଇଟ୍ ଲଞ୍ଚ୍ କଲା ଚାଇନା
ବେଜିଂ,୧୪।୧: ଚାଇନା ସୋମବାର ପ୍ରଥମଥର ପାଇଁ ସମୁଦ୍ର ମଧ୍ୟରୁ ରକେଟ୍ ଯୋଗେ ସଫଳତାର ସହ କେତେକ ସାଟେଲାଇଟ୍କୁ ଉତ୍କ୍ଷେପଣ କରିଛି। ବ୍ୟବସାୟିକ ମହାକାଶ ଗବେଷଣାରେ ଏହା ଏକ ଉଲ୍ଲେଖଯୋଗ୍ୟ ପଦକ୍ଷେପ। ଶାଣ୍ଡୋଙ୍ଗ୍ ପ୍ରଦେଶର ହୈୟାଙ୍ଗ ନିକଟ ସମୁଦ୍ରରୁ ଚାଇନାର ସ୍ମାର୍ଟ ଡ୍ରାଗନ୍-୩ ରକେଟ୍…
ଆଉ କେବେ ବି ଭାରତ ଆସିପାରିବେନି ଟ୍ରମ୍ପ! ଲାଗିବ କଡ଼ା କଟକଣା?
ଆମେରିକାର ନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଜାନୁଆରୀ ୧୦ ୨୦୨୫ରେ ଜଣେ ସାଂଘାତିକ ଅପରାଧୀ ଭାବରେ ଦୋଷୀ ସାବ୍ୟସ୍ତ କରାଯାଇଛି। ମେ ମାସରେ, ତାଙ୍କ ବିରୋଧରେ ବ୍ୟବସାୟିକ ରେକର୍ଡ ସହିତ ଜାଲିଆତି କରି ହେରଫେର କରିବାର ୩୪ଟି ଅଭିଯୋଗ ଆସିଥିଲା। ଏହି…
ଜାପାନରେ ୬.୯ ତୀବ୍ରତାର ଶକ୍ତିଶାଳୀ ଭୂମିକମ୍ପ, ସୁନାମି ଆଶଙ୍କା
ନୂଆଦିଲ୍ଲୀ, ୧୩।୧: ସୋମବାର ଜାପାନର କ୍ୟୁଶୁ ଅଞ୍ଚଳରେ ୬.୯ ତୀବ୍ରତାର ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହୋଇଛି। ଏହି ଖବରକୁ ସ୍ଥାନୀୟ ପାଣିପାଗ ନିଶ୍ଚିତ କରିଥିବା ରିପୋର୍ଟ କରିଛି ଆସୋସିଏଟ ପ୍ରେସ। ୟୁରୋପୀୟ ଭୂତତ୍ୱ ସଂସ୍ଥା ଅନୁଯାୟୀ ଏହାର କେନ୍ଦ୍ରସ୍ଥଳ ଭୂପୃଷ୍ଠରୁ ୩୭…
ବିପଦ ନା ଅବସର! କାଲିଫର୍ନିଆ-ଲସ ଆଞ୍ଜେଲ୍ସରେ ଲାଗିଥିବା ନିଆଁ କଏଦୀଙ୍କ ପାଇଁ ପାଲଟିଛି ଉତ୍ସବ!
ଲସ-ଆଞ୍ଜେଲ୍ସ,୧୩।୧: କାଲିଫର୍ନିଆ ଏବଂ ଲସ ଆଞ୍ଜେଲସ ଜଙ୍ଗଲରେ ବ୍ୟାପିଥିବା ନିଆଁ ସମୟ ସହିତ ଅଧିକ ଭୟଙ୍କର ହେବାରେ ଲାଗିଛି। ଅଗ୍ନିକାଣ୍ଡ ଯୋଗୁଁ ଏପର୍ଯ୍ୟନ୍ତ ୨୪ ଜଣଙ୍କର ମୃତ୍ୟୁ ହୋଇସାରିଛି ବୋଲି କୁହାଯାଉଛି। ସମସ୍ତ ପ୍ରୟାସ ସତ୍ତ୍ୱେ, ଜୋ ବାଇଡେନ ପ୍ରଶାସନ ଏହି…
ଚାଇନାରୁ ଆସିଲା ଖୁସି ଖବର, କମିଲା HMPV ସଂକ୍ରମଣ
ବେଜିଂ,୧୩।୧: ଭାରତରେ HMPV ଭାଇରସ ମାମଲା ବୃଦ୍ଧି ପାଉଛି। ଏପର୍ଯ୍ୟନ୍ତ ଦେଶର ଅନେକ ରାଜ୍ୟରୁ ଏହି ଭାଇରସର ମାମଲା ରିପୋର୍ଟ ହୋଇଛି। ଚାଇନାରୁ ଆରମ୍ଭ ହୋଇଥିବା ଏହି ଭାଇରସର କବଳରେ ଏବେ ଅନେକ ପଡ଼ୋଶୀ ଦେଶ ମଧ୍ୟ ଆସିଯାଇଛନ୍ତି। ଏପରି ପରିସ୍ଥିତିରେ,…
ଭାରତ ବିରୋଧରେ କଡ଼ା ଆକ୍ସନ ନେଲା ଶ୍ରୀଲଙ୍କା ଜାଣିଲେ ବିଶ୍ୱାସ ହେବନି
କଲମ୍ବୋ,୧୩।୧: ଶ୍ରୀଲଙ୍କା ନୌସେନା ଶନିବାର ରାତିରେ (ଜାନୁଆରୀ ୧୧) ମନ୍ନାରର ଉତ୍ତରରେ ଥିବା ସମୁଦ୍ର ଅଞ୍ଚଳରେ ଏକ ସ୍ବତନ୍ତ୍ର ଅଭିଯାନ ଚଳାଇ ଆଠ ଜଣ ଭାରତୀୟ ମତ୍ସ୍ୟଜୀବୀଙ୍କୁ ଗିରଫ କରିବା ସହିତ ସେମାନଙ୍କର ଦୁଇଟି ମାଛ ଧରିବା ଡଙ୍ଗା ଜବତ କରିଥିଲା।…
ଉତ୍ତର କୋରିଆକୁ ଏମିତି ପ୍ରସ୍ତାବ ଦେଲେ ଜେଲନସ୍କି ଚମକି ପଡ଼ିଲା ବିଶ୍ୱ!
କ୍ୱିଭ,୧୩।୧: ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍ସକି ରୁଷିଆକୁ ସାହାଯ୍ୟ କରୁଥିବା ଉତ୍ତର କୋରିଆକୁ ଏକ ପ୍ରସ୍ତାବ ଦେଇଛନ୍ତି। ଯଦି ଉତ୍ତର କୋରିଆ ରୁଷିଆରେ ବନ୍ଦୀ ଥିବା ୟୁକ୍ରେନୀୟ ସୈନିକଙ୍କୁ ମୁକ୍ତ କରେ, ତେବେ ସେ କୁର୍ସ୍କ ଅଞ୍ଚଳରେ ବନ୍ଦୀ ଥିବା ଉତ୍ତର…
ଟ୍ରମ୍ପଙ୍କ ଶପଥ ଗ୍ରହଣ ପୂର୍ବରୁ ମିଳିଛି ରେକର୍ଡ ପରିମାଣର ଦାନ, ଭବ୍ୟ ହେବ ଏହି ସମାରୋହ
ଓ୍ବାଶିଂଟନ,୧୩।୧: ବିଶ୍ୱର ବଡ଼ ବଡ଼ ଶିଳ୍ପପତି ଏବଂ ବିଶ୍ୱ ନେତାମାନେ ଜାନୁଆରୀ ୨୦ତାରିଖରେ ଆମେରିକାର ରାଜଧାନୀ ୱାଶିଂଟନରେ ଏକତ୍ରିତ ହୋଇପାରନ୍ତି। ପ୍ରକୃତରେ, ଆମେରିକାର ନବନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଜାନୁଆରୀ ୨୦ରେ ରାଷ୍ଟ୍ରପତି ଭାବରେ ଶପଥ ନେବେ। ଏହି ଶପଥ ଗ୍ରହଣ…
ଭାରତ ପରେ ଏବେ ସିଧାସଳଖ ବ୍ରିଟେନ ସହ ନେଉଛନ୍ତି ପଙ୍ଗା, ଶେଖ ହାସିନାଙ୍କ ପାଇଁ…
ଢାକା,୧୩।୧: କଥା କଥାରେ ଭାରତ ସହ ପଙ୍ଗା ନେଉଥିବା ମହମ୍ମଦ ୟୁନୁସ୍ ସରକାରଙ୍କ ଟାର୍ଗେଟ୍ରେ ଏବେ ବ୍ରିଟିଶ ପ୍ରଧାନମନ୍ତ୍ରୀ କୀର ଷ୍ଟାରମର। କାରଣ ହେଉଛନ୍ତି ଶେଖ ହାସିନାଙ୍କ ଭାଣିଜୀ ଟ୍ୟୁଲିପ ସିଦ୍ଦିକି। ସିଦ୍ଦିକି ଷ୍ଟାରମର ସରକାରରେ ଜଣେ ମନ୍ତ୍ରୀ। ୟୁନୁସ୍ କୀର…
ନାଲିଆଖି ଦେଖାଇଲା ବାଂଲାଦେଶ, ଭାରତ ଦେଲା କଡ଼ା ଜବାବ
ଢାକା,୧୩।୧: ଭାରତ ଏବଂ ବାଂଲାଦେଶ ମଧ୍ୟରେ ସମ୍ପର୍କ ପୂର୍ବରୁ ବିଗିଡ଼ି ଯାଇଥିଲା, ଆଉ ଏବେ ସୀମାରେ ଉତ୍ତେଜନା ବୃଦ୍ଧି ପାଇଛି। ବାଂଲାଦେଶ ଭାରତ ଉପରେ ବାଂଲାଦେଶ ସୀମାରେ ଗୁଳିଚାଳନା କରିଥିବା ଅଭିଯୋଗ ଆଣିଛି। ଯାହାକୁ ନେଇ ଭାରତ କହିଛି ଯେ ସେ…
Archives


