ଟ୍ରମ୍ପଙ୍କୁ ମାତ୍ ଦେଲେ ଆମେରିକାରେ ରହୁଥିବା ଭାରତୀୟ, ଟ୍ରମ୍ପଙ୍କ ବଢିଲା ଟେନଶନ!
ଓ୍ବାଶିଂଟନ୍,୨୩।୧:ଆମେରିକାର ରାଷ୍ଟ୍ରପତି ପଦ ଗ୍ରହଣ କରିବା ମାତ୍ରେ ଡୋନାଲ୍ଡ ଟ୍ରମ୍ପ ଦ୍ରୁତ ଗତିରେ ଫାଇଲରେ ସ୍ବାକ୍ଷର କରିବା ଆରମ୍ଭ କରିଦେଇଛନ୍ତି। ସେ ଆମେରିକାର ସମସ୍ତ ପୁରୁଣା ନୀତିକୁ ପରିବର୍ତ୍ତନ କରୁଛନ୍ତି। ରାଷ୍ଟ୍ରପତି ହେବାର ୪୮ଘଣ୍ଟା ମଧ୍ୟରେ ସେ ୧୦୦ରୁ ଅଧିକ ଫାଇଲରେ…
ପୁଣି ଜଳୁଛି ଲସ ଆଞ୍ଜେଲସ: ୩୧,୦୦୦ ଲୋକଙ୍କୁ ଘର ଖାଲି କରିବାକୁ ନିର୍ଦ୍ଦେଶ
ଲସ ଆଞ୍ଜେଲସ,୨୩।୧: ପୁଣି ଜଳୁଛି ଆମରେିକାର ଲସ ଆଞ୍ଜେଲସ। ଲସ ଆଞ୍ଜେଲସର ଉତ୍ତରରେ ଥିବା କାଷ୍ଟାଇକ ହ୍ରଦ ନିକଟରେ ଏକ ନୂତନ ଜଙ୍ଗଲୀ ନିଆଁ ହଜାର ହଜାର ଲୋକଙ୍କୁ ସେମାନଙ୍କ ଘର ଖାଲି କରିବାକୁ ବାଧ୍ୟ କରିଛି। ନିଆଁ କିଛି ଘଣ୍ଟା…
ଭାରତ ପାଇଁ ଭାବପୂର୍ଣ୍ଣ ‘ଶେଷ ଚିଠି’ ଲେଖିଲେ ଆମେରିକୀୟ ରାଷ୍ଟ୍ରଦୂତ, କହିଲେ-‘ତୁମକୁ ଝୁରି ହେବି’…
ନୂଆଦିଲ୍ଲୀ,୨୨।୧: ଭାରତରେ ଆମେରିକୀୟ ରାଷ୍ଟ୍ରଦୂତ ଏରିକ ଗାର୍ସେଟିଙ୍କ କାର୍ଯ୍ୟକାଳ ଶେଷ ହେଉଛି। ତାଙ୍କର ଭାରତ ପ୍ରତି ଏକ ବିଶେଷ ଆସକ୍ତି ରହିଛି। ଅନେକ ଥର ସେ ଭାରତୀୟ ସଂସ୍କୃତି ପ୍ରତି ତାଙ୍କର ପ୍ରେମ ଏବଂ ସମ୍ମାନ ଜଣାଇଛନ୍ତି। ଏବେ ଦେଶ ଛାଡିବା…
ଏତିକି ବର୍ଷ ପରେ ଧ୍ୱଂସ ପାଇଯିବ ପୃଥିବୀ: ଆସିଲା ଚାଞ୍ଚଲ୍ୟକର ରିପୋର୍ଟ
ଲଣ୍ଡନ,୨୨।୧: ଇଂଲଣ୍ଡର ବ୍ରିଷ୍ଟଲ ବିଶ୍ୱବିଦ୍ୟାଳୟର ବୈଜ୍ଞାନିକମାନେ ପୃଥିବୀର ଭବିଷ୍ୟତ ଉପରେ ଏକ ଅଧ୍ୟୟନ ରିପୋର୍ଟ ପ୍ରକାଶ କରିଛନ୍ତି। ଏହି ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ତଥ୍ୟ ଦିଆଯାଇଛି। ଆମର ପୃଥିବୀ ଧ୍ୱଂସ ଆଡକୁ ଗତି କରୁଛି ବୋଲି ଏହି ରିପୋର୍ଟରେ କୁହାଯାଇଛି। ଅଧ୍ୟୟନ ରିପୋର୍ଟରୁ…
ଆମେରିକାରେ ଜୟଶଙ୍କରଙ୍କୁ ଅପମାନ! ପଛଧାଡିକୁ ଯିବାକୁ କହିଲେ…ଭିଡିଓ ଭାଇରାଲ
ଓ୍ବାଶିଂଟନ୍,୨୨।୧:ଆମେରିକାର ୪୭ତମ ରାଷ୍ଟ୍ରପତି ଭାବେ ଡୋନାଲ୍ଡ ଟ୍ରମ୍ପ ଶପଥ ନେଇ ସାରିଛନ୍ତି। ତାଙ୍କ ଶଫଥ ସମାରୋହରେ ଭାରତ ସମେତ ଅନେକ ଦେଶ ଏଥିରେ ଯୋଗ ଦେଇଥିଲେ। ବିଶେଷ କଥା ହେଉଛି ଭାରତକୁ ପ୍ରତିନିଧିତ୍ୱ କରୁଥିବା ବୈଦିଶିକ ମନ୍ତ୍ରୀ ଜୟଶଙ୍କରଙ୍କୁ ପ୍ରଥମ ଧାଡିରେ…
ଭାରତ ସହ ପଙ୍ଗା ନେଉଥିଲା ବାଂଲାଦେଶ, ହେଲେ ଟ୍ରମ୍ପଙ୍କ ଗୋଟିଏ ନିଷ୍ପତ୍ତିରେ ଛାନିଆ ହୋଇଗଲେ ୟୁନୁସ୍
ଓ୍ବାଶିଂଟନ୍,୨୨।୧: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଆମଦାନୀ ଶୁଳ୍କ ନିଷ୍ପତ୍ତି ବିଶ୍ୱ ବାଣିଜ୍ୟରେ ହଇଚଇ ସୃଷ୍ଟି କରିଛି। ବିଶେଷକରି ବାଂଲାଦେଶର ଗାର୍ମେଣ୍ଟ ଇଣ୍ଡଷ୍ଟ୍ରି ଏହି ନିଷ୍ପତ୍ତି ଯୋଗୁ ଗଭୀର ସଙ୍କଟରେ ପଡ଼ିଛି। ବାଂଲାଦେଶ ଆମେରିକାକୁ ପ୍ରଚୁର ପରିମାଣରେ ପୋଷାକ ଯୋଗାଇଥାଏ। ତଥାପି,…
ଟ୍ରମ୍ପଙ୍କ ଆଉ ଏକ ବଡ଼ ନିଷ୍ପତ୍ତି, ଚିନ୍ତାରେ ପଡ଼ିଲାଣି ଭାରତ
ଓ୍ବାଶିଂଟନ,୨୨ା୧: ଡୋନାଲ୍ଡ ଟ୍ରମ୍ପ ଜାନୁଆରୀ ୨୦ ତାରିଖରେ ଆମେରିକାର ୪୭ତମ ରାଷ୍ଟ୍ରପତି ଭାବରେ ଶପଥ ଗ୍ରହଣ କରିଥିଲେ। ଶପଥ ନେବାର କିଛି ସମୟ ପରେ, ସେ ଅନେକ ବଡ଼ ନିଷ୍ପତ୍ତି ନେଇଥିଲେ ଯାହା ବିଶ୍ୱକୁ ଚକିତ କରିଦେଲା। ରାଷ୍ଟ୍ରପତି ହେବା ମାତ୍ରେ…
ଭୟରେ ଟ୍ରମ୍ପ! ଚାଇନାର ଉଡିଲା ହୋସ୍, ମୋଦି ନେଲେ ବଡ଼ ଆକ୍ସନ
ନୂଆଦିଲ୍ଲୀ,୨୨।୧: ଦାୟିତ୍ୱ ନେବା ପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବ୍ରିକ୍ସ (ବ୍ରାଜିଲ, ଋଷିଆ, ଭାରତ, ଚାଇନା ଏବଂ ଦକ୍ଷିଣ ଆଫ୍ରିକା) ଦେଶଗୁଡ଼ିକ ଉପରେ ୧୦୦ପ୍ରତିଶତ ଆମଦାନୀ ଶୁଳ୍କ ଲାଗୁ କରିବାକୁ ଚେତାବନୀ ଦେଇଛନ୍ତି। ଟ୍ରମ୍ପ କହିଛନ୍ତି ଯେ ଯଦି ବ୍ରିକ୍ସ…
ପଦ ସମ୍ଭାଳିବା ପରେ ବଡ଼ ପଦକ୍ଷେପ ନେଲେ ଟ୍ରମ୍ପ, ଦୌଡି ଦୌଡି କୋର୍ଟରେ ପହଞ୍ଚିଲେ ୨୦ ରାଜ୍ୟ
ଓ୍ବାଶିଂଟନ୍,୨୨।୧: ଡୋନାଲ୍ଡ ଟ୍ରମ୍ପ ଆମେରିକାର ନୂତନ ରାଷ୍ଟ୍ରପତି ଭାବରେ ଶପଥ ନେବା ପରଠାରୁ ଆକ୍ସନ ମୋଡରେ ଅଛନ୍ତି। ପଦ ଗ୍ରହଣ କରିବା ମାତ୍ରେ ଟ୍ରମ୍ପ ଏପରି ଏକ ପଦକ୍ଷେପ ନେଇଥିଲେ, ଯାହା ପରେ ଜୋ ବାଇଡେନଙ୍କ ଡେମୋକ୍ରାଟିକ ପାର୍ଟିରେ ଅରାଜକତା ଦେଖାଦେଇଛି।…
ପୁଟିନଙ୍କୁ ଟ୍ରମ୍ପଙ୍କ କଡ଼ା ଚେତାବନୀ: ୟୁକ୍ରେନ ସହ ଯୁଦ୍ଧ ବନ୍ଦ ନ କଲେ ଭୋଗିବ ପରିଣାମ
ବର୍ଲିନ/ଓ୍ବାଶିଂଟନ,୨୨।୧: -ଆମେରିକା ରାଷ୍ଟ୍ରପତି ଭାବେ ଶପଥ ନେବା ପରେ ଡୋନାଲ୍ଡ ଟ୍ରମ୍ପ ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର୍ ପୁତିନଙ୍କୁ କଡ଼ା ଚେତାବନୀ ଦେଇଛନ୍ତି। ୟୁକ୍ରେନ ଯୁଦ୍ଧ ବନ୍ଦ ନ କଲେ ରୁଷିଆ ଉପରେ ନୂଆ କଟକଣା ଲଗାଇବାକୁ ଚେତାବନୀ ଦେଇଛନ୍ତି। ତୁରନ୍ତ ୟୁକ୍ରେନ…
ଭାରତକୁ ପୁଣି ଧମକ ଦେଲେ ୟୁନୁସ୍, ଏଭଳି ନ କଲେ ଭୋଗିବ ପରିଣାମ…
ଢାକା,୨୨।୧: ବାଂଲାଦେଶର ମଧ୍ୟବର୍ତ୍ତୀକାଳୀନ ସରକାର ମଙ୍ଗଳବାର କହିଛନ୍ତି ଯେ ବହିଷ୍କୃତ ପ୍ରଧାନମନ୍ତ୍ରୀ ଶେଖ ହାସିନାଙ୍କୁ ଫେରାଇ ଆଣିବା ପାଇଁ ପ୍ରୟାସ ଜାରି ରଖିବ ଏବଂ ଆବଶ୍ୟକ ହେଲେ ଅନ୍ତର୍ଜାତୀୟ ହସ୍ତକ୍ଷେପ ଲୋଡିବ। ଢାକାରୁ ପ୍ରକାଶିତ ଡେଲି ଷ୍ଟାର ଖବରକାଗଜ ଅନୁଯାୟୀ, ମଧ୍ୟବର୍ତ୍ତୀକାଳୀନ…
ଏବେ ଆମେରିକୀୟ ନାଗରିକ ହେବା ସହଜ ନୁହେଁ, ଜାଣନ୍ତୁ ଟ୍ରମ୍ପ ପରିବର୍ତ୍ତନ କରିଥିବା ଜନ୍ମଗତ ନାଗରିକତା ଆଇନ କ’ଣ? ପ୍ରଭାବିତ ହେବେ…
ଓ୍ବାଶିଂଟନ,୨୧।୧: ନାଗରିକତା ପ୍ରଦାନ ପାଇଁ ପ୍ରତ୍ୟେକ ଦେଶର ନିଜସ୍ବ ଆଇନ ରହିଛି। ବାହାରୁ ଆସୁଥିବା ବ୍ୟକ୍ତି କେବେ ଏବଂ କିପରି ନାଗରିକତା ପାଇବେ ତାହା ସେହି ଦେଶର ସମ୍ବିଧାନ ଉପରେ ନିର୍ଭର କରେ। ଏହି ନାଗରିକତା ଆଇନରେ, ଜନ୍ମାଧିକାର ନାଗରିକତା ଆଇନ…
Archives


