ବିସ୍ଫୋରଣରେ ରୁଷିଆ ଜେନେରାଲ ନିହତ
ମସ୍କୋ,୧୮ା୧୨:ବୋମା ବିସ୍ଫୋରଣରେ ରୁଷିଆର ବରିଷ୍ଠ ଜେନେରାଲ ଇଗୋର କିରିଲୋଭ୍ଙ୍କର ମଙ୍ଗଳବାର ମୃତ୍ୟୁ ଘଟିଛି। ମସ୍କୋସ୍ଥିତ ତାଙ୍କ ଆପାର୍ଟମେଣ୍ଟ ବିଲ୍ଡିଂ ବାହାରେ ଏକ ସ୍କୁଟରରେ ଲୁଚାଇ ରଖାଯାଇଥିବା ବୋମା ବିସ୍ଫୋରଣ ହୋଇଥିଲା। ରୁଷିଆ ସେନାର ଆଣବିକ, ଜୈବ ଏବଂ ରାସାୟନିକ ସୁରକ୍ଷା...
କ୍ୟାନସର୍ ରୋଗୀଙ୍କ ପାଇଁ ଖୁସି ଖବର: ପ୍ରସ୍ତୁତ ହେଲା କ୍ୟାନ୍ସର୍ ଟିକା,ନୂଆବର୍ଷରୁ…
ମସ୍କୋ,୧୮।୧୨: ଆଜି ସମଗ୍ର ବିଶ୍ୱ କର୍କଟ ଭଳି ଗମ୍ଭୀର ରୋଗରେ ପୀଡିତ। ଏଭଳି ପରିସ୍ଥିତିରେ ରୁଷିଆ ଏକ ଦାବି କରିଛି, ଯାହା ସମଗ୍ର ବିଶ୍ୱ ପାଇଁ ଆଶ୍ୱସ୍ତି ଆଣିଦେଇଛି। ରୁଷିଆ କହିଛି ଯେ, ଆମେ ଏକ କ୍ୟାନ୍ସର୍ ଟିକା ପ୍ରସ୍ତୁତ...
ଭାରତକୁ ଧମକ ଦେଲେ ଟ୍ରମ୍ପ, ବାଇଡେନ କହିଲେ ବହୁତ ବଡ଼ ଭୁଲ କରିଦେଲ…
ଓ୍ବାଶିଂଟନ୍,୧୮।୧୨: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିର୍ବାଚନରେ ଜିତିବା ଦିନଠାରୁ ସେ ତାଙ୍କ ନିଷ୍ପତ୍ତିରେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରୁଛନ୍ତି। ବର୍ତ୍ତମାନ ସେ ପୁଣି ଥରେ ଏପରି ବିବୃତ୍ତି ଦେଇଛନ୍ତି ଯାହା ଉଭୟ ଭାରତ ଏବଂ ଚାଇନା ପାଇଁ ଚିନ୍ତାର କାରଣ...
ଇସ୍ତଫା ଦେବେ ଜଷ୍ଟିନ ଟ୍ରୁଡୋ! ପ୍ରଧାନମନ୍ତ୍ରୀଙ୍କ ଇସ୍ତଫା ଦାବି କଲେ…
ଓଟାଓ୍ବା,୧୭।୧୨: କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ କ୍ରମାଗତ ଭାବରେ କଠିନ ସମୟ ଦେଇ ଗତି କରୁଛନ୍ତି। ଉପପ୍ରଧାନମନ୍ତ୍ରୀ ତଥା ଅର୍ଥମନ୍ତ୍ରୀ କ୍ରିଷ୍ଟିଆ ଫ୍ରିଲାଣ୍ଡଙ୍କ ଇସ୍ତଫା ଦେବା ପୂର୍ବରୁ ମଧ୍ୟ ଟ୍ରୁଡୋ ଆଉ ଏକ ବଡ଼ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ନୂଆ...
ଛାତ୍ରଙ୍କ ଗୁଳି ମାଡରେ ୫ ମୃତ, ୬ ଆହତ
ନ୍ୟୁଜର୍ସି,୧୭।୧୨: ସୋମବାର ଆମେରିକାର ୱିସ୍କୋସିନ ରାଜ୍ୟ ମାଡିସନ ସ୍ଥିତ ଏକ ବିଦ୍ୟାଳୟରେ ଗୁଳି ବିନିମୟରେ ସନ୍ଦିଗ୍ଧ ଆକ୍ରମଣକାରୀଙ୍କ ସମେତ ୫ଜଣଙ୍କର ମୃତ୍ୟୁ ଘଟିଛି। ଏହି ଘଟଣାରେ ଅନ୍ୟ ୬ଜଣ ଆହତ ହୋଇଛନ୍ତି। ପୋଲିସର ସୂଚନାନୁସାରେ, ଆକ୍ରମଣକାରୀ ବିଦ୍ୟାଳୟର ଛାତ୍ର ଥିଲେ।...
ଜର୍ଜିଆରେ ୧୨ ଭାରତୀୟ ମୃତ
ତିବ୍ଲିିସି, ୧୭।୧୨: ଜର୍ଜିଆର ଗୁଡୈରିସ୍ଥିତ ପାହାଡ଼ିଆ ଅଞ୍ଚଳରେ ଥିବା ଏକ ରିସର୍ଟରେ ୧୨ ଭାରତୀୟଙ୍କର ମୃତ୍ୟୁ ଘଟିଛି। ରିସର୍ଟର ଏକ ରୁମରୁ ସମସ୍ତଙ୍କର ମୃତଦେହ ମିଳିଛି। ବିଷାକ୍ତ କାର୍ବନ ମନୋକ୍ସାଇଡ୍ ଗ୍ୟାସ୍ ବ୍ୟାପିବାରୁ ଏହି ଅଘଟଣ ଘଟିଥିବା ନେଇ ସ୍ଥାନୀୟ...
ଆମେରିକା ଆକାଶରେ ରହସ୍ୟମୟ ଡ୍ରୋନ୍ , ଲୋକେ ଭୟଭୀତ
ଓ୍ବାଶିଂଟନ,୧୬ା୧୨: ଆମେରିକାର ନ୍ୟୁ ଜର୍ସି ଓ ଅନ୍ୟାନ୍ୟ ରାଜ୍ୟର ଆକାଶରେ କିଛିଦିନ ହେଲା କେତେକ ରହସ୍ୟମୟ ଡ୍ରୋନ୍ ଉଡ଼ୁଥିବାର ଦେଖାଯାଇଛି। ଏହାକୁ ନେଇ ଦେଶବାସୀ ଭୟଭୀତ ହୋଇଥିବାବେଳେ ଆମେରିକା ବାୟୁସୀମା ସୁରକ୍ଷାରେ ତ୍ରୁଟି ରହିଥିବା ନେଇ ପ୍ରଶ୍ନ ଉଠିଛି। ଏୟାରସ୍ପେସ୍ରେ...
ଜଷ୍ଟିନ ଟ୍ରୁଡୋଙ୍କୁ ବଡ଼ ଝଟକା, ଇସ୍ତଫା ଦେଲେ…
ଓଟାଓ୍ବା,୧୬।୧୨: କାନାଡାର ଉପପ୍ରଧାନମନ୍ତ୍ରୀ କ୍ରିଷ୍ଟିଆ ଫ୍ରିଲାଣ୍ଡ ସୋମବାର ଇସ୍ତଫା ଦେଇଛନ୍ତି। ସେ କହିଛନ୍ତି, କାନାଡା ପାଇଁ ସର୍ବୋତ୍ତମ ମାର୍ଗ ବିଷୟରେ ସେ ଆଉ ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋଙ୍କ ସହ ସହମତ ନୁହଁନ୍ତି। ଡୋନାଲ୍ଡ ଟ୍ରମ୍ପଙ୍କ ‘ଆମେରିକା ଫାଷ୍ଟ’ ଅର୍ଥନୈତିକ ଜାତୀୟତାବାଦକୁ...
ଚାଇନା ରାଷ୍ଟ୍ରପତିଙ୍କ ନିଦ ହଜିଲା:ଏହି ଛୋଟ ଦେଶ ଆଗରେ ସାହାଯ୍ୟ ପାଇଁ କରୁଛନ୍ତି ଗୁହାରି
ବେଜିଂ,୧୬।୧୨: ବିଶ୍ୱକୁ ନିଜ ଅଧୀନରେ ନେବାକୁ ସ୍ବପ୍ନ ଦେଖୁଥିବା ଚାଇନା ବର୍ତ୍ତମାନ ମିଆଁମାରରେ ଦୁର୍ବଳ ହେବାରେ ଲାଗିଛି। ମିଆଁମାରର ବିଦ୍ରୋହୀମାନେ ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ନିଦ ହଜାଇ ଦେଇଛନ୍ତି। ଋଣ ଜାଲରେ ଅନେକ ଦେଶକୁ ଫାନ୍ଦରେ ପକାଇଥିବା ଚାଇନା...
ବାଂଲାଦେଶରେ କେବେ ହେବ ନିର୍ବାଚନ ସୂଚନା ଦେଲେ ୟୁନୁସ ସରକାର
ଢାକା,୧୬।୧୨: ବାଂଲାଦେଶ ନିର୍ବାଚନକୁ ନେଇ ଏକ ବଡ ଅପଡେଟ ଆସିଛି। ନୋବେଲ ବିଜେତା ତଥା ମଧ୍ୟବର୍ତ୍ତୀକାଳୀନ ସରକାରର ମୁଖ୍ୟ ମହମ୍ମଦ ୟୁନୁସ ନିର୍ବାଚନ ସମ୍ପର୍କରେ ସୂଚନା ଦେଇଛନ୍ତି। ଆସନ୍ତା ବର୍ଷ ଶେଷ କିମ୍ବା ୨୦୨୬ ଆରମ୍ଭରେ ସାଧାରଣ ନିର୍ବାଚନ ଅନୁଷ୍ଠିତ...
ତାଣ୍ଡବ ରଚିଲା ଘୂର୍ଣ୍ଣିଝଡ଼ ‘ଚିଡୋ’, ହଜାରେରୁ ଅଧିକ ମୃତ
ପ୍ୟାରିସ,୧୬।୧୨: ଶନିବାର ଫ୍ରାନ୍ସର ହିନ୍ଦ ମହାସାଗରରେ ମାୟୋଟେ ଦ୍ୱୀପ ଅଞ୍ଚଳକୁ ସାଇକ୍ଲୋନ ‘ଚିଡୋ’ ଧକ୍କା ଦେଇ ଏହି ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ସୃଷ୍ଟି କରିଥିଲା। ଏହି ଘୂର୍ଣ୍ଣିବଳୟ ଦ୍ୱୀପର ଫ୍ରେଞ୍ଚ ଅଂଶକୁ ଘଣ୍ଟା ପ୍ରତି ୨୦୦ କିଲୋମିଟର (୧୨୪ ମାଇଲ...
ନୂଆବର୍ଷରେ ଭାରତକୁ ବଡ଼ ଉପହାର ଦେବେ ପୁଟିନ୍!
ନୂଆଦିଲ୍ଳୀ,୧୬।୧୨: ଭାରତ ଏବଂ ରୁଷିଆ ମଧ୍ୟରେ ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କ ଆଜି ସମଗ୍ର ବିଶ୍ୱରେ ଚର୍ଚ୍ଚାର ବିଷୟ ପାଲଟିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ମଧ୍ୟରେ ଦୁଇ ଦେଶ ମଧ୍ୟରେ ସମ୍ପର୍କକୁ ପୂର୍ବ ଅପେକ୍ଷା ଭଲ...
Archives


