ଆମେରିକାର ଘାତକ ବି-୨ ବମ୍ବର
ଓ୍ବାଶିଂଟନ୍,୨୩ା୬: ଇରାନ୍ର ୩ ଆଣବିକ କେନ୍ଦ୍ରକୁ ଧ୍ୱସ୍ତବିଧ୍ୱସ୍ତ କରିବାରେ ସକ୍ଷମ ହୋଇଥିବା ଆମେରିକାର ବି-୨ ବମ୍ବର ମିସୋରିଠାରୁ ଲଗାତର ୩୭ ଘଣ୍ଟା ଉଡ଼ାଣ କରି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ଙ୍କ ମିଶନକୁ ସଫଳ କରିଥିଲା। ଶନିବାର ବି-୨ ବମ୍ବରଗୁଡ଼ିକ ଗୁଆମ୍ ପାସିଫିକ୍ ଆଇଲାଣ୍ଡରେ…
ରୁଷିଆ,ଚାଇନାର ନିନ୍ଦା
ମସ୍କୋ/ବେଜିଂ,୨୩ା୬: ଇରାନର ୩ଟି ଆଣବିକ କେନ୍ଦ୍ର ଉପରେ ଆମେରିକାର ଆକ୍ରମଣକୁ ରୁଷିଆ ଦାୟିତ୍ୱହୀନତା କହି କଡ଼ା ନିନ୍ଦା କରିଥିବାବେଳେ ଏହା ଅନ୍ତର୍ଜାତୀୟ ଆଇନ, ଜାତିସଂଘ ଚାର୍ଟର ଏବଂ ଜାତିସଂଘ ସୁରକ୍ଷା ପରିଷଦ ସଂକଳ୍ପନାମାର ଗୁରୁତର ଉଲ୍ଲଂଘନ ବୋଲି କହିଛି। ସେହିପରି ଚାଇନା…
ବିଶ୍ୱ ସମୁଦାୟର ପ୍ରତିକ୍ରିୟା
ଦୁବାଇ/ପ୍ୟାରିସ୍,୨୩ା୬: ଇରାନ ଓ ଇସ୍ରାଏଲ୍ ଯୁଦ୍ଧରେ ଆମେରିକା ପ୍ରତ୍ୟକ୍ଷ ସମ୍ପୃକ୍ତ ହେବା ଦ୍ୱାରା ଆଞ୍ଚଳିକ ସଂଘର୍ଷ ଆହୁରି ବଢ଼ିପାରେ ବୋଲି ବିଭିନ୍ନ ଦେଶ ଆଶଙ୍କା ବ୍ୟକ୍ତ କରିଛନ୍ତି। ସେମାନେ ଆମେରିକାକୁ ସତର୍କ କରାଇବା ସହ କୂଟନୈତିକ ସ୍ତରରେ ଯୁଦ୍ଧ ବନ୍ଦ ଲାଗି…
ଖାମେନେଇଙ୍କୁ ଚେତାବନୀ ଦେଲେ ଟ୍ରମ୍ପ: କହିଲେ, ଆମେ ହଟାଇଦେବୁ
ଓ୍ବାଶିଂଟନ,୨୩।୬: ଆମେରିକା ଇରାନର ‘ପରମାଣୁ ସ୍ଥାନ’ ଉପରେ ଆକ୍ରମଣ କରିଛି। ଏହି ଆକ୍ରମଣର କିଛି ଘଣ୍ଟା ପରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଏବଂ ଇସ୍ରାଏଲୀ ସେନାକୁ ଆମେରିକା ସହିତ କାମ କରିବା ପାଇଁ ଧନ୍ୟବାଦ…
ଆମେରିକା ଆକ୍ରମଣକୁ ନିନ୍ଦା କଲେ ରୁଷିଆ, ଚାଇନା
ମସ୍କୋ/ବେଜିଂ,୨୩ା୬: ଇରାନର ୩ଟି ଆଣବିକ କେନ୍ଦ୍ର ଉପରେ ଆମେରିକାର ଆକ୍ରମଣକୁ ରୁଷିଆ ଦାୟିତ୍ୱହୀନତା କହି କଡ଼ା ନିନ୍ଦା କରିଥିବା ବେଳେ ଏହା ଅନ୍ତର୍ଜାତୀୟ ଆଇନ, ଜାତିସଂଘ ଚାର୍ଟର ଏବଂ ଜାତିସଂଘ ସୁରକ୍ଷା ପରିଷଦ ସଂକଳ୍ପନାମାର ଗୁରୁତର ଉଲ୍ଲଂଘନ ବୋଲି କହିଛି। ସେହିପରି…
“ଅର୍ଥନୈତିକ ଆତ୍ମହତ୍ୟା”: ଇରାନର ହର୍ମୁଜ୍ ଜଳସନ୍ଧି ବନ୍ଦ ସମ୍ଭାବନା ଉପରେ ଆମେରିକାର ଚେତାବନୀ
ଓ୍ୱାଶିଂଟନ, ୨୨।୬: ଆମେରିକାର ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓ ଚାଇନାକୁ ଆହ୍ୱାନ ଦେଇଛନ୍ତି ଯେ, ସେମାନେ ଇରାନକୁ ହର୍ମୁଜ୍ ଜଳସନ୍ଧି ବନ୍ଦ ନ କରିବାକୁ ପ୍ରଭାବିତ କରନ୍ତୁ। ଆମେରିକାର ଇରାନର ତିନୋଟି ପରମାଣୁ କେନ୍ଦ୍ର ଉପରେ ଆକ୍ରମଣ ପରେ ଏହି ଜଳସନ୍ଧି…
ସିରିଆ: ଡାମାସ୍କସ୍ ଚର୍ଚ୍ଚରେ ବଡ଼ ଆତ୍ମଘାତୀ ଆକ୍ରମଣ… ୧୫ ଜଣଙ୍କ ମୃତ୍ୟୁ, ଅନେକ ଆହତ
ନୂଆଦିଲ୍ଲୀ, ୨୨।୬: ସିରିଆର ରାଜଧାନୀ ଡାମାସ୍କସ୍ର ଦ୍ୱେଇଲା ଅଞ୍ଚଳରେ ଥିବା ମାର ଏଲିଆସ୍ ଚର୍ଚ୍ଚରେ ରବିବାର ଏକ ଭୟଙ୍କର ଆତ୍ମଘାତୀ ଆକ୍ରମଣରେ ଅତି କମରେ ୧୫ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଡଜନେ ଆହତ ହୋଇଛନ୍ତି। ସିରିଆର ରାଷ୍ଟ୍ରୀୟ ଗଣମାଧ୍ୟମ ଓ…
ଆମେରିକା ଆକ୍ରମଣ ପରେ ହର୍ମୁଜ୍ ଷ୍ଟ୍ରେଟ୍ ବନ୍ଦ କରିବାକୁ ଅନୁମତି ଦେଲା ଇରାନ ସଂସଦ, ଭାରତ ପାଇଁ ବଡ ଝଟକା
ନୂଆଦିଲ୍ଲୀ, ୨୨।୬: ଇରାନର ସଂସଦ ରବିବାର ହର୍ମୁଜ୍ ଜଳସନ୍ଧି ବନ୍ଦ କରିବାକୁ ଅନୁମୋଦନ ଦେଇଛି। ତେବେ ଚୂଡ଼ାନ୍ତ ନିଷ୍ପତ୍ତି ଦେଶର ସର୍ବୋଚ୍ଚ ଜାତୀୟ ସୁରକ୍ଷା ପରିଷଦ ନେବେ। ଆମେରିକା ଇରାନର ତିନୋଟି ସୈନ୍ୟ ଠିକଣା ଉପରେ ଆକ୍ରମଣ କରିବା ପରେ ଏହି…
ଅପରେସନ ମିଡନାଇଟ ହାମର: ୨୫ ମିନିଟରେ ଇରାନର ତିନୋଟି ପରମାଣୁ ସ୍ଥାନକୁ କିପରି ଧ୍ୱଂସ କଲା ଆମେରିକା, ଜାଣନ୍ତୁ ସମ୍ପୂର୍ଣ୍ଣ ତଥ୍ୟ
ଓ୍ୱାଶିଂଟନ,୨୨ା୬: ଆମେରିକା ଶନିବାର ଇରାନର ତିନୋଟି ପ୍ରମୁଖ ପରମାଣୁ ସ୍ଥାନ—ଫୋର୍ଡୋ, ନାଟାନ୍ଜ ଓ ଇସଫାହାନ—ଉପରେ ଆକ୍ରମଣ କରିଥିବା ସାମରିକ ଅଭିଯାନକୁ ‘ଅପରେସନ ମିଡନାଇଟ ହାମର’ ନାମ ଦିଆଯାଇଛି। ଏହି ଅଭିଯାନ ୨୫ ମିନିଟରେ ସମ୍ପନ୍ନ ହୋଇଥିଲା ଏବଂ ଇରାନର ଆକାଶ ପ୍ରତିରକ୍ଷା…
ଟ୍ରମ୍ପଙ୍କୁ ନୋବେଲ ପୁରସ୍କାର ପାଇଁ ମନୋନୀତ କରିବା ପରେ ଆମେରିକାକୁ ଖୋଲାଖୋଲି ବିରୋଧ କଲା ପାକିସ୍ତାନ
ଇସଲାମାବାଦ,୨୨ା୬: ପାକିସ୍ତାନ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ୨୦୨୬ ନୋବେଲ ଶାନ୍ତି ପୁରସ୍କାର ପାଇଁ ମନୋନୀତ କରିବାର ଗୋଟିଏ ଦିନ ପରେ ଇରାନର ପରମାଣୁ ସ୍ଥାପନା ଉପରେ ଆମେରିକାର ଆକ୍ରମଣକୁ ଦୃଢ଼ ଭାବେ ନିନ୍ଦା କରିଛି। ପାକିସ୍ତାନର ବୈଦେଶିକ ମନ୍ତ୍ରଣାଳୟ ଏକ…
ଆମେରିକା ଆକ୍ରମଣ ପରେ ସାମ୍ନାକୁ ଆସିଲା ମୋଦିଙ୍କ ପ୍ରଥମ ପ୍ରତିକ୍ରିୟା, କହିଦେଲେ ବଡ଼ କଥା…
ନୂଆଦିଲ୍ଲୀ,୨୨ା୬: ଇରାନ ଉପରେ ଆମେରିକା ଆକ୍ରମଣ କରିବା ପରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରଥମ ପ୍ରତିକ୍ରିୟା ସାମ୍ନାକୁ ଆସିଛି। ଇରାନର ରାଷ୍ଟ୍ରପତି ମାସୁଦ ପେଜେଶକିୟାନଙ୍କ ସହ ଫୋନ୍ରେ କଥା ହୋଇ ପ୍ରଧାନମନ୍ତ୍ରୀ ବର୍ତ୍ତମାନର ପରିସ୍ଥିତି ବିଷୟରେ ଆଲୋଚନା କରିବା ସହ…
ଇରାନକୁ ଲାଗିଲା ବଡ଼ ଝଟ୍କା, ଆମେରିକା ଭୟରେ ହାତ ଛାଡ଼ିଦେଲା ହିଜବୁଲ୍ଲା
ତେହରାନ/ଓ୍ବାଶିଂଟନ,୨୨।୬: ଆମେରିକା ଦାବି କରିଛି ଯେ ସେ ଇରାନର ତିନୋଟି ପରମାଣୁ ସ୍ଥାନ ଉପରେ ଆକ୍ରମଣ କରିଛି। ଏହି ଆକ୍ରମଣ ପରେ ଇରାନକୁ ଏକ ବଡ଼ ଝଟକା ଲାଗିଛି। ଦେଶର ପରମାଣୁ ଶକ୍ତି ହେବାର ସ୍ବପ୍ନ ଭାଙ୍ଗି ଯାଇଛି। ଇରାନ ପୂର୍ବରୁ…
Archives


