ଅନ୍ତର୍ଜାତୀୟ

ଟେଲିଭିଜନ ରିପୋର୍ଟରଙ୍କ ପ୍ରେମରେ ଟ୍ରମ୍ପ?କେମିତି ହେଲେ ରାଷ୍ଟ୍ରପତିଙ୍କ ଏତେ ପ୍ରିୟ, ଜାଣନ୍ତୁ…

ଓ୍ବାଶିଂଟନ,୨।୭: ଆସନ୍ତା ବର୍ଷ ଆମେରିକାରେ ଉପନିର୍ବାଚନ ହେବାକୁ ଯାଉଛି। ଏହି ତାଲିକାରେ ଉତ୍ତର କାରୋଲିନା ଆସନର ନାମ ମଧ୍ୟ ଅନ୍ତର୍ଭୁକ୍ତ, ଯାହାକୁ ସଂସଦର ଏକ ଗୁରୁତ୍ୱପୂର୍ଣ୍ଣ ଆସନ ବୋଲି ବିବେଚନା କରାଯାଏ। ଉତ୍ତର କାରୋଲିନା ଜିତିବା ପାଇଁ ରିପବ୍ଲିକାନ ଏବଂ ଡେମୋକ୍ରାଟ…

୧୦ ମିନିଟ୍‌ରେ ୨୬୦୦୦ ଫୁଟ ଉପରୁ ଖସିଲା ବିମାନ, ଏଥିରେ ଥିଲେ ୧୯୧ ଯାତ୍ରୀ, ଲେଖିଲେ ଏମିତି ଶେଷ ଏସ୍‌ଏମ୍‌ଏସ୍‌

ଟୋକିଓ,୨ା୭: ଜାପାନରେ ଆଉ ଏକ ବିମାନ ପ୍ରାୟ ୨୬୦୦୦ ହଜାର ଫୁଟ ଉଚ୍ଚତାରୁ ଖସିବା ଦେଖି ଯାତ୍ରୀମାନେ ଏଥିରେ ଶେଷ ବିଦାୟ ଏସ୍‌ଏମ୍‌ଏସ୍‌ ଲେଖିଥିଲେ। ଏହି ବୋଇଂ ୭୩୭ ବିମାନଟି ଚାଇନାରୁ ଜାପାନର ରାଜଧାନୀ ଟୋକିଓ ଅଭିମୁଖେ ଉଡ଼ାଣ ଭରୁଥିଲା। ସାଂଘାଇରେ…

ପାଣି ତଳେ ବାରୁଦ ରଖିଥିଲା ଇରାନ, ଭାରତ-ଚାଇନା ତୈଳ ମାର୍ଗକୁ ନଷ୍ଟ କରିବା ଥିଲା ଉଦ୍ଦେଶ୍ୟ: ଗୋଇନ୍ଦା ରିପୋର୍ଟ

ତେହେରାନ,୨ା୭: ଆମେରିକୀୟ ଗୁପ୍ତଚର ସଂସ୍ଥା ଅନୁଯାୟୀ, ଇସ୍ରାଏଲର ଆକ୍ରମଣ ପରେ, ଇରାନ ହର୍ମୁଜ ପ୍ରଣାଳୀରେ ନୌସେନା ଲ୍ୟାଣ୍ଡମାଇନ ଲୋଡ୍‌ କରିଥିଲା। ଏହା ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ତୈଳ ମାର୍ଗ ବନ୍ଦ କରିବାର ପ୍ରସ୍ତୁତି ବୋଲି କୁହାଯାଉଛି। ଯଦିଓ ଖଣିଗୁଡ଼ିକୁ ଏପର୍ଯ୍ୟନ୍ତ ନିୟୋଜିତ…

କିଏ ହେବେ ଉତ୍ତରାଧିକାରୀ, ଦଲାଇ ଲାମାଙ୍କ ଜବାବ ଶୁଣି ଚାଇନା ରାଗିକି ନିଆଁବାଣ

ବେଜିଂ,୨।୭: ତିବ୍ଦତୀୟ ଧର୍ମଗୁରୁ ଦଲାଇ ଲାମା ଖୁବଶୀଘ୍ର ୯୦ ବର୍ଷରେ ପଦାର୍ପଣ କରିବେ। ତାଙ୍କ ବୟସ ହେତୁ, ଉତ୍ତରାଧିକାରୀ ବିଷୟରେ ଆଲୋଚନା ପୁଣି ତୀବ୍ର ହୋଇଛି। ୧୪ତମ ଦଲାଇ ଲାମା ୧୫ତମ ଦଲାଇ ଲାମା ଭାବରେ କାହାକୁ ବାଛିବେ ତାହାକୁ ନେଇ…

ଥାଇଲାଣ୍ଡ ସରକାରଙ୍କୁ ବଡ଼ ଝଟକା: ପ୍ରଧାନମନ୍ତ୍ରୀ ନିଲମ୍ବିତ

ବ୍ୟାଙ୍କକ୍‌,୨ା୭:ଥାଇଲାଣ୍ଡର ସାମ୍ବିଧାନିକ ଅଦାଲତ ମଙ୍ଗଳବାର ଦେଶର ପ୍ରଧାନମନ୍ତ୍ରୀ ପାଏଟୋଙ୍ଗଟାର୍ନ ଶିନାଓ୍ବାତ୍ରାଙ୍କୁ କର୍ତ୍ତବ୍ୟରୁ ନିଲମ୍ବନ କରିଛନ୍ତି। ଫଳରେ ଥାଇଲାଣ୍ଡ ସରକାରଙ୍କୁ ବଡ଼ ଝଟକା ଲାଗିଛି। କାମ୍ବୋଡିଆର ପ୍ରଭାବଶାଳୀ ପୂର୍ବତନ ନେତା ହୁନ୍‌ ସେନ୍‌ଙ୍କ ସହ ଏକ ସମ୍ବେଦନଶୀଳ ଟେଲିଫୋନ୍‌ ବାର୍ତ୍ତାଳାପକୁ ଲିକ୍‌ କରାଯାଇଥିବାରୁ…

ମୋଦିଙ୍କୁ ଜୋରଦାର୍‌ ଝଟ୍‌କା ଦେଲେ ଟ୍ରମ୍ପ: ଭାରତ ଉପରେ ପଡ଼ିବ ବଡ଼ ପ୍ରଭାବ

ଓ୍ବାଶିଂଟନ,୨।୭: ଆମେରିକାରେ ଏକ ନୂତନ ବିବାଦ ସୃଷ୍ଟି ହୋଇପାରେ। ରିପବ୍ଲିକାନ ସେନେଟର୍‌ ଲିଣ୍ଡସେ ଗ୍ରାହାମ କହିଛନ୍ତି, ଆମେରିକା ସିନେଟରେ ଏକ ପ୍ରସ୍ତାବିତ ବିଲ ଆଗତ ହୋଇଛି, ଯାହାକୁ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସମର୍ଥନ ମିଳିଛି। ଏହି ବିଲ ଅନୁଯାୟୀ, ରୁଷିଆ ସହିତ…

ଭାରତ-ଆମେରିକା ବାଣିଜ୍ୟ ଚୁକ୍ତି ଆଲୋଚନାରେ ଗତିରୋଧ: କୃଷି ଓ ଡେୟାରୀ କ୍ଷେତ୍ରରେ ଭାରତର ଦୃଢ଼ ଅବସ୍ଥାନ

ନୂଆଦିଲ୍ଲୀ/ୱାଶିଂଟନ,୧।୭: ଭାରତ ଓ ଆମେରିକା ମଧ୍ୟରେ ଚାଲିଥିବା ବାଣିଜ୍ୟ ଚୁକ୍ତି ଆଲୋଚନା କୃଷି ଓ ଡେୟାରୀ କ୍ଷେତ୍ର ସହିତ ଜଡ଼ିତ ଗୁରୁତ୍ୱପୂର୍ଣ୍ଣ ଦାବିକୁ ନେଇ ଗତିରୋଧର ସମ୍ମୁଖୀନ ହୋଇଛି। ସରକାରୀ ସୂତ୍ରରୁ ପ୍ରକାଶ ଯେ, ଏହି ଗତିରୋଧ ଏପର୍ଯ୍ୟନ୍ତ “ସମାଧାନ ହୋଇନାହିଁ”।…

ଜଳବାୟୁ ପରିବର୍ତ୍ତନ ପାଇଁ ବିପଦରେ ଅଧିକାଂଶ ବିଶ୍ୱ ଐତିହ୍ୟ ସ୍ଥଳ: ଜାତିସଂଘ

ନୂଆଦିଲ୍ଲୀ,୧।୭: ଜାତିସଂଘର ସାଂସ୍କୃତିକ ସଂଗଠନ ୟୁନେସ୍କୋ (UNESCO) ଏକ ସାମ୍ପ୍ରତିକ ରିପୋର୍ଟରେ ଚେତାବନୀ ଦେଇଛି ଯେ ଜଳବାୟୁ ପରିବର୍ତ୍ତନ ଯୋଗୁଁ ମରୁଡ଼ି ଏବଂ ବନ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟ ହେତୁ ବିଶ୍ୱର ଅଧିକାଂଶ ଐତିହ୍ୟ ସ୍ଥଳ ଗୁରୁତର ବିପଦରେ ଅଛି। ଏହି…

ଟ୍ରମ୍ପଙ୍କ ଏହି ନିଷ୍ପତ୍ତି ଯୋଗୁ ୨୦୩୦ ସୁଦ୍ଧା ମୃତ୍ୟୁମୁଖରେ ପଡ଼ିବେ ୧.୫ କୋଟି ଲୋକ! ଆସିଲା ଚାଞ୍ଚଲ୍ୟକର…

ଓ୍ବାଶିଂଟନ୍‌,୧।୭: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ବିଦେଶୀ ମାନବିକ ସହାୟତାରେ ବ୍ୟାପକ ହ୍ରାସ ଦ୍ୱାରା ୨୦୩୦ ସୁଦ୍ଧା ସାରା ବିଶ୍ୱରେ ଭୋକ ଏବଂ ମହାମାରୀରେ ୧.୪ କୋଟିରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇପାରେ। ମେଡିକାଲ ଜର୍ଣ୍ଣାଲ ଦି ଲାନସେଟ (The…

ଟ୍ରମ୍ପଙ୍କୁ ପୁଣି ଧମକ ଦେଲେ ମସ୍କ: କହିଲେ, ଏଥର ହଟାଇଦେବି

ଓ୍ବାଶିଂଟନ୍‌,୧।୭: ବିଶ୍ୱର ସବୁଠାରୁ ଧନୀ ଶିଳ୍ପପତି ଏଲନ ମସ୍କ ଏବଂ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ବିବାଦ ଚାଲିଛି। ମସ୍କ ରାଷ୍ଟ୍ରପତି ଟ୍ରମ୍ପଙ୍କ ସୁଇପିଂ ବଜେଟ ବିଲ୍‌(Sweeping Budget Bill)କୁ ସମର୍ଥନ କରୁଥିବା ସାଂସଦମାନଙ୍କୁ ହଟାଇବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି…

କଶ୍ମୀରକୁ ନେଇ ପୁଣି ଥରେ ବିଷ ଓଗାଳିଲାଣି ପାକିସ୍ତାନ, ମୁନିର କହିଲେ ଆକ୍ରମଣ ହେଲେ ଆମେ ବି…

ଇସଲାମାବାଦ,୧।୭: ପାକିସ୍ତାନ ପ୍ରାୟତଃ ଭାରତ ବିରୁଦ୍ଧରେ ଆତଙ୍କବାଦୀ ଷଡ଼ଯନ୍ତ୍ରରେ ଲିପ୍ତ ରହିଛି। ନିକଟରେ ପହଲଗାମ ଆତଙ୍କବାଦୀ ଆକ୍ରମଣରେ ୨୬ ଜଣ ପ୍ରାଣ ହରାଇଛନ୍ତି। ଭାରତ ଏହାର ପ୍ରତିଶୋଧ ଅପରେଶନ ସିନ୍ଦୂର ମାଧ୍ୟମରେ ନେଇଛି। ପାକ ସେନା ମୁଖ୍ୟ ଅସୀମ ମୁନିର ଏହା…

ହ୍ବାଇଟ ହାଉସରୁ ଚାଇନା-ପାକିସ୍ତାନକୁ ଦିଆଗଲା କଡ଼ା ବାର୍ତ୍ତା, ଭାରତକୁ ନେଇ କହିଲା ଏମିତି କଥା

ଓ୍ବାଶିଂଟନ,୧।୭: ଭାରତ ପ୍ରତି ଡୋନାଲ୍ଡ ଟ୍ରମ୍ପଙ୍କ ଆଭିମୁଖ୍ୟ ସବୁବେଳେ ସମାନ ନୁହେଁ। କେତେବେଳେ ସେ ଭାରତକୁ ତାଙ୍କର ନିକଟତମ ବନ୍ଧୁ ବୋଲି କୁହନ୍ତି, ଆଉ କେତେବେଳେ ତାଙ୍କ ବକ୍ତବ୍ୟ ତିକ୍ତତାକୁ ପ୍ରତିଫଳିତ କରେ। ଅପରେଶନ ସିନ୍ଦୂର ସମୟରେ ଟ୍ରମ୍ପ ଖୋଲାଖୋଲି ଭାବରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?