ଅନ୍ତର୍ଜାତୀୟ

ପ୍ରଥମ ଥର ବାଂଲାଦେଶକୁ ଏତେବଡ଼ ଝଟ୍‌କା ଦେଲେ ମୋଦି, ୟୁନୁସ ହେଲେ ଛାନିଆ

ଢାକା, ୧୭।୫: ବାଂଲାଦେଶର ମଧ୍ୟବର୍ତ୍ତୀକାଳୀନ ସରକାରଙ୍କ ମୁଖ୍ୟ ମହମ୍ମଦ ୟୁନୁସ ଭାରତର ଉତ୍ତର-ପୂର୍ବ ରାଜ୍ୟକୁ ନେଇ ନିକଟରେ ବିବାଦୀୟ ବୟାନ ଦେଇଛନ୍ତି। ସେ ଚାଇନାକୁ ଯାଇ ଏହି ବିବୃତ୍ତି ଦେଇଥିଲେ। ତେବେ ଭାରତ ସରକାର ତାଙ୍କୁ ଉପଯୁକ୍ତ ଜବାବ ଦେଇଥିଲେ। ଏବେ…

ସାଉଦି ଆରବକୁ ହାତ ଯୋଡ଼ି ଗୁହାରି କଲା ପାକିସ୍ତାନ: କହିଲା, ଆମର ଭୁଲ୍‌ ହୋଇଯାଇଛି ଦୟାକରି…

ଇସଲାମାବାଦ୍‌,୧୭।୫: ଭାରତଠାରୁ ନୂଆ ରାଜନୈତିକ ଝଟକା ପାଇବା ପରେ, ପାକିସ୍ତାନକୁ ଏବେ ସାଉଦି ଆରବରୁ ମଧ୍ୟ ଝଟକା ଲାଗିଛି। ଏଥର ହଜ ଯାତ୍ରା ପ୍ରସଙ୍ଗ ଅତ୍ୟନ୍ତ ସମ୍ବେଦନଶୀଳ। ୨୦୨୫ ହଜ ପାଇଁ ଘରୋଇ ହଜ କୋଟା ପୁନଃସ୍ଥାପିତ କରିବା ପାଇଁ ପାକିସ୍ତାନ…

‘୮୬ ୪୭’କୁ ନେଇ ଆମେରିକାରେ ହଇଚଇ: ଟ୍ରମ୍ପ୍‌ଙ୍କ ପ୍ରତି ବଢୁଛି ବିପଦ

ଓ୍ବାଶିଂଟନ୍‌, ୧୭।୫: ଆମେରିକାର ଘରୋଇ ଗୋଇନ୍ଦା ଏବଂ ସୁରକ୍ଷା ସେବା ସଂସ୍ଥା ଫେଡେରାଲ ବ୍ୟୁରୋ ଅଫ୍‌ ଇନ୍‌ଭେଷ୍ଟିଗେଶନ (ଏଫ୍‌ବିଆଇ)ର ପୂର୍ବତନ ଡାଇରେକ୍ଟର ଜେମ୍ସ କୋମେଙ୍କ ଏକ ରହସ୍ୟମୟ ଇନ୍‌ଷ୍ଟାଗ୍ରାମ ପୋଷ୍ଟକୁ ନେଇ ବିବାଦ ଦେଖାଦେଇଛି। ଏକ ସମୁଦ୍ର ବେଳାଭୂମିରେ ‘୮୬ ୪୭’…

ମୋତେ ରାତି ୨.୩୦ରେ ମୁନିରଙ୍କ ଫୋନ୍‌ ଆସିଥିଲା… Operation Sindoorକୁ ନେଇ ଚାଞ୍ଚଲ୍ୟକର ଖୁଲାସା କଲେ ଶେହବାଜ ଶରିଫ

ଇସଲାମାବାଦ୍‌,୧୭।୫:ଅପରେଶନ ସିନ୍ଦୂର ପରେ, ଭାରତ ଏବଂ ପାକିସ୍ତାନ ମଧ୍ୟରେ ମେ ୭ ରୁ ୧୧ ମଧ୍ୟରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଥିଲା। ପାକିସ୍ତାନ ଲଗାତାର ଭାବରେ ଡ୍ରୋନ ଏବଂ ମିସାଇଲ୍‌ ଭାରତ ଉପରେ ଆକ୍ରମଣ କରିଥିଲା। ଭାରତୀୟ ସେନା ମଧ୍ୟ ଏହାର…

ଚାଲିବ ଯୁଦ୍ଧ, ଦୁଇ ଘଣ୍ଟାରୁ କମ୍‌ ସମୟରେ ହିଁ ଶେଷ ହୋଇଗଲା…

ଇସ୍ତାନବୁଲ୍‌,୧୬ା୫ : ରୁଷିଆ ଓ ୟୁକ୍ରେନ୍‌ ମଧ୍ୟରେ ଯୁଦ୍ଧକୁ ୩ ବର୍ଷରୁ ଊର୍ଦ୍ଧ୍ୱ ସମୟ ବିତିଥିବାବେଳେ ୨ ଦେଶର ପ୍ରତିନିଧି ତୁର୍କୀର ଇସ୍ତାନବୁଲ୍‌ରେ ଶୁକ୍ରବାର ପ୍ରଥମ ଥର ପାଇଁ ପ୍ରତ୍ୟକ୍ଷ ଶାନ୍ତି ଆଲୋଚନାରେ ସାମିଲ ହୋଇଛନ୍ତି। ଦୁଇ ଘଣ୍ଟାରୁ କମ୍‌ ସମୟ…

ଯୁଦ୍ଧକୁ ନେଇ ବଡ଼ ଘୋଷଣା କଲା ପାକିସ୍ତାନ, କହିଲା ମେ ୧୮ ପରେ ଭାରତ ସହ…

ଇସଲାମବାଦ,୧୬।୮: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଯୁଦ୍ଧବିରତିକୁ ମେ ୧୮ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ତେବେ ଏହାରି ଭିତରେ ପାକିସ୍ତାନର ବଡ଼ ବୟାନ ସାମ୍ନାକୁ ଆସିଛି। ଭାରତ ପାକିସ୍ତାନକୁ ଏକ କଡ଼ା ବାର୍ତ୍ତା ଦେଇଛି ଯେ ଯଦି କୌଣସି ଆଲୋଚନା ହୁଏ,…

ବାଲୋଚିସ୍ତାନ ପରି ବାଂଲାଦେଶରୁ ଅଲଗା ହୋଇଯିବ ଚିଟାଗଙ୍ଗ, ଭାରତକୁ ମାଗିଲା ସାହାଯ୍ୟ!

ନୂଆଦିଲ୍ଲୀ, ୧୬।୫: ପାକିସ୍ତାନ ପରି ପୁଣି ବାଂଲାଦେଶରେ ବଡ଼ ବିଭାଜନ ଆଶଙ୍କା ଦେଖାଦେଇଛି। ୧୯୭୧ ମସିହାରେ ଭାରତ ସହାୟତାରେ ପୂର୍ବ ପାକିସ୍ତାନ ବାଂଲାଦେଶ ଭାବେ ସ୍ବଧୀନ ହୋଇଥିଲା। ବର୍ତ୍ତମାନ ପାକିସ୍ତାନର ବାଲୋଚିସ୍ତାନ ସ୍ବାଧୀନ ହେବା ନେଇ ଦାବି କରୁଥିବାବେଳେ ସାରା ଦେଶରେ…

IND vs PAK War: ମେ ୧୮ପରେ ପୁଣି ହେବ କି ଯୁଦ୍ଧ? ଥରିଲାଣି ପାକିସ୍ତାନ…

ନୂଆଦିଲ୍ଲୀ, ୧୬।୫: ଭାରତ ଓ ପାକିସ୍ତାନ ସୀମାରେ ଚାଲିଥିବା ଯୁଦ୍ଧବିରତିକୁ ଆସନ୍ତା ମେ ୧୮ରେ ସରୁଛି । କୁହାଯାଉଛି ଯେ, ଉଭୟ ଦେଶର ସାମରିକ ଅଧିକାରୀମାନେ ଏହି ଯୁଦ୍ଧବିରତିର ସୂକ୍ଷ୍ମ ବିବରଣୀ ଓ ଭବିଷ୍ୟତ ପଦକ୍ଷେପ ନେଇ ଶୀଘ୍ର ପୁନର୍ବାର ଆଲୋଚନା…

ବାଂଲାଦେଶୀ ମହିଳାଙ୍କ ହନିଟ୍ରାପରେ ଫସିଗଲେ ପାକିସ୍ତାନ ହାଇ କମିଶନର, ରାତାରାତି ଦେଶ ଛାଡ଼ି ପଳାଇଲେ…

ଢାକା, ୧୬।୫: ପାକିସ୍ତାନର ବାଂଲାଦେଶ ହାଇ କମିଶନର ସୟଦ ଅହମଦ ମାରୁଫ ଏକ ହନିଟ୍ରାପ ମାମଲାରେ ଫସି ଯାଇଛନ୍ତି। ଯାହାପରେ ସେ ଦେଶ ଛାଡ଼ି ପଳାଇଥିବା ଘଟଣା ପାକିସ୍ତାନ ପାଇଁ ଲଜ୍ଜାର କାରଣ ପାଲଟିଛି। ମାରୁଫ, ଯିଏ ୨୦୨୩ ଡିସେମ୍ବରରେ ବାଂଲାଦେଶରେ…

ଚନ୍ଦ୍ରରେ ନ୍ୟୁକ୍ଲିୟର ପାୱାର ପ୍ଲାଣ୍ଟ କରିବ ଚାଇନା-ଋଷିଆ, ଭାରତର ବଢିଲା ଟେନଶନ

ନୂଆଦିଲ୍ଲୀ,୧୬।୫: ଚାଇନା ଓ ରୁଷିଆ ମିଳିତ ଭାବେ ଚନ୍ଦ୍ରରେ ଏକ ନ୍ୟୁକ୍ଲିୟର ପାୱାର ପ୍ଲାଣ୍ଟ ର୍ନିମାଣ କରିବାକୁ ଯୋଜନା କରିଛନ୍ତି, ଯାହା ୨୦୩୬ ସୁଦ୍ଧା ସମ୍ପୂର୍ଣ୍ଣ ହେବାର ଲକ୍ଷ୍ୟ ରହିଛି। ଏହି ମହତ୍ୱାକାଂକ୍ଷୀ ପ୍ରକଳ୍ପ ପାଇଁ ଉଭୟ ଦେଶ ମଧ୍ୟରେ ଏକ…

ଘନେଇଲା ‘ଥ୍ରୀ ବ୍ରଦର୍ସ’ ମେଣ୍ଟ, ଯୁଦ୍ଧ ନେଇ ବଢିଲା ଭାରତର ଟେନଶନ

ନୂଆଦିଲ୍ଲୀ,୧୬।୫: ନିକଟରେ ପାକିସ୍ତାନ, ତୁର୍କୀ ଓ ଆଜେରବୈଜାନର ମଧ୍ୟରେ ହୋଇଥିବା ଏକ ତ୍ରିପାକ୍ଷିକ ବୈଠକ, ଯାହାକୁ ‘ଥ୍ରୀ ବ୍ରଦର୍ସ’ ମେଣ୍ଟ କୁହାଯାଉଛି, ଭାରତ ପାଇଁ ଏକ ନୂଆ ସାମରିକ ଚ୍ୟାଲେଞ୍ଜ ଭାବେ ଉଭା ହୋଇଛି। ଗୋଟିଏ ପ୍ରକାର କହିବାକୁ ଗଲେ ଏହି…

ଅଲଗା ହେବ ବାଲୁଚିସ୍ତାନ! ମୋଦିଙ୍କୁ ମାଗିଲା ୨ଟି ସାହାଯ୍ୟ, ପାକିସ୍ତାନ ଥରହର

ନୂଆଦିଲ୍ଲୀ,୧୬।୫: ତାଲିବାନ ନେତୃତ୍ୱାଧୀନ ଆଫଗାନିସ୍ତାନ ଆନୁଷ୍ଠାନିକ ଭାବରେ ଭାରତଠାରୁ ଦୁଇଟି ପ୍ରମୁଖ ସମର୍ଥନ ଲୋଡ଼ିଛି। ରୋଗୀଙ୍କ ଚିକିତ୍ସା ପାଇଁ ମେଡିକାଲ ଭିସା ଏବଂ ବ୍ୟବସାୟୀଙ୍କ ପାଇଁ ବ୍ୟବସାୟ ଭିସା। ଏହି ଆବେଦନ ଆଫଗାନିସ୍ତାନର କାର୍ଯ୍ୟକାରୀ ବୈଦେଶିକ ମନ୍ତ୍ରୀ ଆମିର ଖାନ ମୁତାକି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri