ଅନ୍ତର୍ଜାତୀୟ

ଟ୍ରମ୍ପ୍‌ଙ୍କ ଟାରିଫ୍‌କୁ ଅଟକାଇଲେ ଅନ୍ତର୍ଜାତୀୟ ଅଦାଲତ

ଓ୍ବାଶିଂଟନ,୨୯ା୫: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ଟାରିଫ୍‌ କାର୍ଯ୍ୟକାରିତା ଉପରେ ମାନ୍‌ହାଟ୍ଟନସ୍ଥିତ ଅନ୍ତର୍ଜାତୀୟ ବାଣିଜ୍ୟ ଅଦାଲତ ରୋକ୍‌ ଲଗାଇଛନ୍ତି। ଯେଉଁ ଦେଶଗୁଡ଼ିକ ଆମେରିକାକୁ ଅଧିକ ସାମଗ୍ରୀ ବିକୁଛନ୍ତି ଓ କମ୍‌୍‌ ସାମଗ୍ରୀ କିଣୁଛନ୍ତି, ସେମାନଙ୍କ ଉପରେ ଟାରିଫ୍‌ ଲଗାଇ ରାଷ୍ଟ୍ରପତି ତାଙ୍କ…

ସୀମାରେ ମୁହାଁମୁହିଁ ପାକିସ୍ତାନ-ଆଫଗାନିସ୍ତାନ ସେନା: ଟ୍ୟାଙ୍କ ମୁତୟନ କଲା ପାକ୍, ତାଲିବାନ ପୋଷ୍ଟ ଉପରେ ବୋମା ମାଡ଼

ନୂଆଦିଲ୍ଲୀ,୨୯।୫: ପାକିସ୍ତାନ ଓ ଆଫଗାନିସ୍ତାନ ମଧ୍ୟରେ ଦୀର୍ଘ ଦିନର ସୀମା ବିବାଦ ପୁଣି ଥରେ ଉତ୍ତେଜନା ସୃଷ୍ଟି କରିଛି। ଗୁରୁବାର ବାରାମାଚା ସୀମା ଅଞ୍ଚଳରେ, ଯାହା ପାକିସ୍ତାନର ବାଲୁଚିସ୍ତାନ ପ୍ରାନ୍ତରେ ଅବସ୍ଥିତ, ଉଭୟ ଦେଶର ସେନା ମଧ୍ୟରେ ଗୁଳି ବିନିମୟ ହୋଇଛି।…

ସ୍ୱୀକାର କଲେ ଶେହବାଜ ଶରୀଫ, ଭାରତ ବ୍ରହ୍ମୋସ ମିସାଇଲରେ ଆଗରେ ଅସହାୟ ପାକିସ୍ତାନ…

ଇସଲାମବାଦ,୨୯।୫: ପାକିସ୍ତାନର ପ୍ରଧାନମନ୍ତ୍ରୀ ଶେହବାଜ ଶରୀଫ ସ୍ୱୀକାର କରିଛନ୍ତି ଯେ ମେ ୯-୧୦ ତାରିଖ ରାତିରେ ଭାରତ ବ୍ରହ୍ମୋସ ମିସାଇଲ ମାଡ଼ କରି ରାୱଲପିଣ୍ଡି ବିମାନବନ୍ଦର ସମେତ ମୁଖ୍ୟ ସାମରିକ ଘାଟିଗୁଡ଼ିକୁ ଆକ୍ରମଣ କରିଥିଲା ବେଳେ ତାଙ୍କ ସେନା ଅପ୍ରସ୍ତୁତ ଥିଲା।…

ଷ୍ଟେଜ ଉପରେ ଅଭିନେତ୍ରୀଙ୍କୁ ଚାହିଁ ରହିଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ, ତା’ ପରେ ଯାହା କଲେ…

ଇସଲାମବାଦ,୨୯।୫: ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହବାଜ ସରିଫ ପ୍ରାୟତଃ ତାଙ୍କ ବୟାନ ଏବଂ ଭାଷଣ ଦେବାର ଶୈଳୀ ପାଇଁ ଚର୍ଚ୍ଚାରେ ଥାଆନ୍ତି। ସରିଫଙ୍କ ବିଭିନ୍ନ ଭିଡିଓ ଏବଂ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ତେବେ ପୁଣିଥରେ ଶାହବାଜ ସରିଫଙ୍କ ଭିଡିଓ ଭାଇରାଲ…

ବିଲରେ ହଳ କରୁକରୁ ମାଟିରୁ ମିଳିଲା ସୁନା, ରାତାରାତି ୩୬ହଜାର କୋଟି ଟଙ୍କାର ମାଲିକ

ନୂଆଦିଲ୍ଲୀ,୨୯।୫: କିଏ ଜାଣେ ଭାଗ୍ୟ କେତେବେଳେ ଏବଂ କେଉଁଠି ବଦଳିପାରେ। ଜଣେ ଗରିବ ଚାଷୀଙ୍କ ସହିତ ମଧ୍ୟ ଏପରି କିଛି ଘଟିଛି। ଫ୍ରାନ୍ସର କେନ୍ଦ୍ରୀୟ ଅଞ୍ଚଳ ଆଉର୍ଗନେରେ ଜଣେ ସାଧାରଣ ଚାଷୀଙ୍କ ଭାଗ୍ୟ ହଠାତ ବଦଳିଯାଇଛି। ସେ ତାଙ୍କ କ୍ଷେତରେ ଏପରି…

ଜିନପିଙ୍ଗଙ୍କୁ ଭେଟିବେ ମୋଦି, ପାକିସ୍ତାନ ଛାନିଆ

ବେଜିଂ,୨୯।୫: ଭାରତୀୟ ସେନାର ଅପରେଶନ ସିନ୍ଦୂର ସମୟରେ ପାକିସ୍ତାନକୁ ଚାଇନା ସାମରିକ ସହାୟତା ପ୍ରଦାନ କରିବା ସତ୍ତ୍ୱେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗ ବ୍ରାଜିଲରେ ସାକ୍ଷାତ କରିପାରନ୍ତି। ଡେକାନ ହେରାଲ୍ଡର ଏକ ରିପୋର୍ଟ ଅନୁଯାୟୀ, ଜୁଲାଇରେ…

ଭାଙ୍ଗିଯିବ ଭାରତ-ପାକିସ୍ତାନ ଯୁଦ୍ଧବିରତି! ଭାରତକୁ ନେଇ ଟ୍ରମ୍ପ କହିଦେଲେ ବଡ଼କଥା

ଓ୍ବାଶିଂଟନ,୨୯।୫: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଯୁଦ୍ଧବିରତି ସମ୍ପର୍କରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଅନେକ ଦାବି କରିଛନ୍ତି। ଟ୍ରମ୍ପ କହିଥିଲେ ଯେ ସେ ଯୁଦ୍ଧବିରତିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି। ଏବେ ଟ୍ରମ୍ପ ପ୍ରଶାସନ କୋର୍ଟରେ ସମାନ ଦାବି କରିଛି।…

ପାକିସ୍ତାନର ଅସଲ ମୁଖା ଖୋଲିଲା: ପୁଣି ଆତଙ୍କବାଦୀଙ୍କୁ କୋଳାଗ୍ରତ କରି ଭାରତ ବିରୋଧରେ ବିଷ ଓଗାଳିଲେ ଶେହବାଜ ସରକାର

ଇସଲାମାବାଦ୍‌,୨୯।୫: ପାକିସ୍ତାନର ପଞ୍ଜାବ ପ୍ରଦେଶର କସୁର ଜିଲାରେ ପାକିସ୍ତାନ ସରକାର ଏବଂ ଲସ୍କର-ଏ-ତୋଇବା ମଧ୍ୟରେ ପାରସ୍ପରିକ ମେଣ୍ଟର ଫଟୋ ଭାଇରାଲ ହୋଇଛି। ଏହି ଫଟୋ ଜରିଆରେ ସମଗ୍ର ବିଶ୍ୱ ସମ୍ମୁଖରେ ପାକିସ୍ତାନର ଅସଲ ମୁଖା ଖୋଲିଯାଇଛି। ଏହା କୌଣସି ଅଭିଯୋଗ ନ…

ବର୍ଡରରେ ଭାରତ-ବାଂଲାଦେଶ ଉତ୍ତେଜନା: ସେନା କଲା ବଡ଼ ଖୁଲାସା

ଢାକା,୨୯।୫: ଭାରତ ସରକାର ଦେଶରେ ରହୁଥିବା ଅବୈଧ ବାଂଲାଦେଶୀମାନଙ୍କୁ ଫେରାଇବା ପାଇଁ ଏକ ଅଭିଯାନ ଆରମ୍ଭ କରିଛନ୍ତି। ବାଂଲାଦେଶ ସରକାର ଦୀର୍ଘ ଦିନ ଧରି ନିଜ ନାଗରିକଙ୍କୁ ଭାରତରେ ଅବୈଧ ଭାବରେ ରହୁଛନ୍ତି ବୋଲି ଅସ୍ବୀକାର କରିଆସୁଛନ୍ତି। କିନ୍ତୁ ବର୍ତ୍ତମାନ ବାଂଲାଦେଶ…

ବିଳିବିଳଉଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ: ହଠାତ୍‌ ଅସୀମ ମୁନିରଙ୍କୁ ବୈଠକ ମଝିରେ ଠିଆ କରାଇ କହିଲେ…

ଇସଲାମାବାଦ୍‌,୨୯।୫: ଅପରେଶନ ସିନ୍ଦୂର ସମୟରେ ପାକିସ୍ତାନକୁ ବହୁତ କ୍ଷତି ସହିବାକୁ ପଡିଛି। ଏହା ପରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ଶରିଫ ବିଦେଶ ଗସ୍ତରେ ଯାଇଛନ୍ତି। ସେ ଯେଉଁଠିକୁ ଯାଉଛନ୍ତି ସେଠାରେ କହୁଛନ୍ତି ଯେ, ପାକିସ୍ତାନ ଭାରତକୁ କଡ଼ା ଜବାବ ଦେଇଛି। କେବଳ…

ପାକିସ୍ତାନରେ ହିନ୍ଦୁ ମହିଳାଙ୍କୁ ଅପହରଣ, ଜୋର ଜବରଦସ୍ତ କରି…

ଇସଲାମବାଦ,୨୯।୫: ପାକିସ୍ତାନରେ ସଂଖ୍ୟାଲଘୁ ହିନ୍ଦୁ ସମ୍ପ୍ରଦାୟର ଜଣେ ମହିଳାଙ୍କୁ ଅପହରଣ କରାଯାଇ ବଳପୂର୍ବକ ଇସଲାମ ଧର୍ମ ଗ୍ରହଣ କରି ଜଣେ ମୁସଲିମ ପୁରୁଷଙ୍କ ସହ ବିବାହ କରାଯାଇଥିବା ଅଭିଯୋଗ ହୋଇଛି। ଏନେଇ ମହିଳାଙ୍କ ପରିବାର ଏହା ଦାବି କରିଛନ୍ତି। ଅପହୃତ ମହିଳାଙ୍କ…

ଟ୍ରମ୍ପ-ମସ୍କଙ୍କ ମଧ୍ୟରେ କାହିଁକି ହେଲା ଫାଟ: ଏ ହେଉଛି ମୂଳ କାରଣ

ଓ୍ବାଶିଂଟନ,୨୮।୫: ଟେସଲା କମ୍ପାନୀର ମାଲିକ ଏଲନ ମସ୍କ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିଶ୍ୱସ୍ତ ପରାମର୍ଶଦାତାମାନଙ୍କ ମଧ୍ୟରୁ ଜଣେ। ତଥାପି, ଏବେ ଉଭୟଙ୍କ ପଥ ଅଲଗା ହୋଇଯାଇଛି। ବୁଧବାର ମସ୍କ ଟ୍ରମ୍ପ ସରକାରଙ୍କ ସରକାରୀ ଦକ୍ଷତା ବିଭାଗ (DOGE)ଠାରୁ ନିଜକୁ ଦୂରେଇ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri