ଅନ୍ତର୍ଜାତୀୟ

ଇରାକ୍‌-ସିରିଆରେ ଅଛନ୍ତି ୧୮ ହଜାର ଆଇଏସ୍‌ ଆତଙ୍କବାଦୀ: ଆମେରିକା

ଓ୍ବାଶିଂଟନ,୭।୮: ଇରାକ୍‌-ସିରିଆରେ ୧୮ ହଜାର ଇସଲାମିକ୍‌ ଷ୍ଟେଟ୍‌(ଆଇଏସ୍‌) ଆତଙ୍କବାଦୀ ରହିଥିବା ଆମେରିକା କହିଛି। ସେମାନଙ୍କ ମଧ୍ୟରେ ୩ ହଜାର ବିଦେଶୀ ଆତଙ୍କବାଦୀ ମଧ୍ୟ ରହିଛନ୍ତି ବୋଲି ପେଣ୍ଟାଗନ ପକ୍ଷରୁ କୁହାଯାଇଛି। ଗତ ସପ୍ତାହରେ ସିରିଆରେ ଥିବା ଆମେରିକାର ସ୍ବତନ୍ତ୍ର ପ୍ରତିନିଧି ଜେମ୍ସ୍‌…

ଲଦାଖ ପ୍ରସଙ୍ଗରେ ଚାଇନାର ବିରୋଧ

ବେଜିଂ/ନୂଆଦିଲ୍ଲୀ,୭ା୮(ପି.ଟି.): ଜମ୍ମୁ-କଶ୍ମୀରରୁ ଲଦାଖକୁ ଅଲଗା କରି ସ୍ବତନ୍ତ୍ର କେନ୍ଦ୍ରଶାସିତ ଅଞ୍ଚଳରେ ପରିଣତ କରିବା ପାଇଁ ଭାରତର ନିଷ୍ପତ୍ତିକୁ ନେଇ ମଙ୍ଗଳବାର ଆପତ୍ତି ଉଠାଇଛି ଚାଇନା। ଏହା ଚାଇନାର କ୍ଷେତ୍ରୀୟ ସାର୍ବଭୌମତ୍ୱକୁ ନୂ୍ୟନ କରୁଥିବାରୁ ସ୍ଥିତାବସ୍ଥା ବଜାୟ ରଖିବାକୁ ବେଜିଂ କହିଛି। ଅନ୍ୟପକ୍ଷରେ…

ପୁଲଓ୍ବାମା ଭଳି ଆକ୍ରମଣ ଘଟିବ

ଇସ୍‌ଲାମାବାଦ,୭ା୮: ଜମ୍ମୁ-କଶ୍ମୀରର ସ୍ବତନ୍ତ୍ର ରାଜ୍ୟ ପାହ୍ୟା ପ୍ରତ୍ୟାହାର କରି ଏହାକୁ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳରେ ପରିଣତ କରିବା ପରେ ପାକିସ୍ତାନ ଛାନିଆ ହୋଇଯାଇଛି। ନୂଆଦିଲ୍ଲୀର ଏହି ପଦକ୍ଷେପ ପରେ ଭାରତରେ ପୁଲଓ୍ବାମା ଭଳି ଆକ୍ରମଣ ଘଟିବ। ଏଥିଯୋଗୁ ଭାରତ ଓ ପାକିସ୍ତାନ…

ସୁଷମା ସ୍ବରାଜଙ୍କ ପରଲୋକ

ନୂଆଦିଲ୍ଲୀ,୬।୮(ପି.ଟି.)-ପୂର୍ବତନ ବହିର୍ବ୍ୟାପାର ମନ୍ତ୍ରୀ, ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ ଭାଜପା ନେତା ସୁଷମା ସ୍ବରାଜ ଆଉ ନାହାନ୍ତି। ନୂଆଦିଲ୍ଲୀସ୍ଥିତ ଏମ୍ସରେ ମଙ୍ଗଳବାର ରାତିରେ ହୃଦ୍‌ଘାତରେ ତାଙ୍କର ପରଲୋକ ଘଟିଛି। ୬୭ ବର୍ଷୀୟା ସ୍ବରାଜଙ୍କୁ ଗୁରୁତର ଅବସ୍ଥାରେ ରାତି ୧୦ଟା ୧୫…

ବିମାନ କ୍ୟାବିନ୍‌ରେ ହଠାତ୍‌ ଧୂଆଁମୟ ହେବାରୁ ଭୟଭୀତ ହୋଇଗଲେ ଯାତ୍ରୀ

ମାଡ୍ରିଡ,୬।୮: ବ୍ରିଟ୍ରିଶ ଏୟାରଓ୍ବେଜ୍‌ର ଏକ ବିମାନ ଲଣ୍ଡନରୁ ସ୍ପେନ ଯାଉଥିବା ବେଳେ ଇଞ୍ଜିନରେ ନିଅଁ। ଲାଗିବାରୁ ବିମାନ ଭିତରେ ହଠାତ୍‌ ଧୂଆଁମୟ ହୋଇଯାଇଥିଲା। ଏହାପରେ ସ୍ପେନର ଭାଲେନ୍ସିଆ ବିମାନବନ୍ଦରରେ ଏହାକୁ ଜରୁରୀ ଅବତରଣ କରାଯାଇଥିଲା। ଅବତରଣ କରିବା ସମୟରେ ଉକ୍ତ ବିମାନର…

ଜେଲ୍‌ରୁ ଫେରାର ହେବା ପାଇଁ ଝିଅ ବେଶ ଧାରଣ କରି ଗିରଫ ହେଲେ ଗ୍ୟାଙ୍ଗଷ୍ଟାର

ବ୍ରାସିଲିଆ,୬।୮: ଫିଲ୍ମରେ ଚେହେରା ଉପରେ ଅନ୍ୟ ଚେହେରା ଲଗାଇ ସମସ୍ତଙ୍କୁ ଚକିତ କରୁଥିବା ନାୟିକା ନାୟକଙ୍କୁ ଦେଖିଥିବେ। ହେଲେ ଜଣେ ବ୍ୟକ୍ତି ରିଅଲ ଲାଇଫ୍‌ରେ ଏଭଳି କରି ପୋଲିସ ହାତରେ ଧରାପଡ଼ିଛନ୍ତି। ଏଭଳି ଘଟଣା ଦେଖିବାକୁ ମିଳିଛି ବ୍ରାଜିଲ୍‌ରେ। ବ୍ରାଜିଲ୍‌ର ଏକ…

ଡିଏନ୍‌ଏ ଟେଷ୍ଟ କରି ପିତାଙ୍କୁ ଦଣ୍ଡ ଦେବାକୁ କହିଲେ ବଳାତ୍କାର ପରେ ଜନ୍ମ ନେଇଥିବା ଯୁବତୀ

ଓ୍ବାଶିଂଟନ,୬।୮: ବଳାତ୍କାର ପରେ ଜନ୍ମ ନେଇଥିବା ଜଣେ ସନ୍ତାନ ଏବେ ଡିଏନ୍‌ଏ ଟେଷ୍ଟ କରି ପିତାଙ୍କୁ ଦଣ୍ଡ ଦେବାକୁ ଚାହୁଁଛନ୍ତି। ସତରେ ଯଦି ଏକା କରାଯାଏ ତେବେ ବଳାତ୍କାର ପୀଡିତାଙ୍କ ଅଭିଯୋଗ ବିନା ପ୍ରଥମ କରି ଜଣେ ବଳାତ୍କାରୀ ଦଣ୍ଡ ପାଇବ…

ଓବାମାଙ୍କୁ ବୋମା ପଠାଇ ଫଶିଗଲେ ଡେଲିଭରୀ ବୟ

ଓ୍ବାଶିଂଟନ,୬।୮: ଆମେରିକାରେ ଘଟିଥିବା ଏକ ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଜଣେ ପିଜା ଡେଲିଭରୀ ବୟଙ୍କୁ ଅଦାଲତ ୨୦ ବର୍ଷର ସଜା ଶୁଣାଇଛନ୍ତି। ଯୁବକ ଜଣକ ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମାଙ୍କ ସମେତ ପ୍ରାୟ ୬-୭ଜଣ ଡେମୋକ୍ରେଟିକ୍‌ ନେତାଙ୍କୁ ଦେଶି…

ଅନୁଚ୍ଛେଦ ୩୭୦ ହଟିବା ପରେ ଚିନ୍ତାରେ ପାକିସ୍ତାନ

ଇସଲାମାବାଦ,୬।୮: ମୋଦି ସରକାର ସୋମବାର ଜମ୍ମୁ-କଶ୍ମୀରୁ ଅନୁଚ୍ଛେଦ ୩୭୦ ହଟାଇବା ପରେ ଏହାକୁ ନେଇ ଏବେ ଚିନ୍ତାରେ ପଡିଯାଇଛି ପାକିସ୍ତାନ। କାରଣ ଅନୁଚ୍ଛେଦ ୩୭୦ ଆତଙ୍କବାଦ ଓ ଭ୍ରଷ୍ଟାଚାରକୁ ପ୍ରୋତ୍ସାହନ ଦେଉଥିବାରୁ ଏବେ ଏହାର ମୂଳପୋଛ ହୋଇଛି କହିଲେ କିଛି ଭୂଲ୍‌…

ପ୍ରତିଶ୍ରୁତି ପାଳନ ନ କରି ପାରିବାରୁ ନିଜକୁ ଦଣ୍ଡ ଦେଲେ ମେୟର: ମହିଳାଙ୍କ ପୋଷାକ ପିନ୍ଧି ବୁଲିଲେ

ମେକ୍ସିକୋ ସିଟି,୬।୮: ନିର୍ବାଚନରେ ଦେଇଥିବା ପ୍ରତିଶ୍ରୁତି ପାଳନ ନ କରି ପାରିବାରୁ ଜଣେ ମେୟର ନିଜକୁ ଦଣ୍ଡ ଦେଇଛନ୍ତି। ସେ ସର୍ବସାଧାରଣ ସ୍ଥଳରେ ମହିଳାଙ୍କ ପୋଷାକ ପିନ୍ଧି ବୁଲିଛନ୍ତି।  ମେକ୍ସିକୋର ଚିୟାପାସ୍‌ ସ୍ଥିତ ସୈନ୍‌ ଏଣ୍ଡ୍ରସ୍‌ ପ୍ୟୁଟୋ ରିକୋ ସହରର ମେୟର…

ହିରୋସୀମାର ୭୪ ବର୍ଷ ତଳର ଲୁହ ଭିଜା କାହାଣୀ: ଅଗଷ୍ଟ ୬ ସାଜିଥିଲା ମାନବ ସଭ୍ୟତାର କଳାଦିନ

ଟୋକିଓ/ନୂଆଦିଲ୍ଲୀ, ୬।୮: ଅଗଷ୍ଟ ମାସ ୬ ତାରିଖକୁ ମାନବ ସଭ୍ୟତାର କଳାଦିନ ଭାବେ ବିବେଚନା କରାଯାଏ। ୧୯୪୫ ମସିହାରେ ଏହି ଦିନ ଜାପାନର ହିରୋସୀମା ସହର ଉପରେ ପକାଯାଇଥିଲା ପରମାଣୁ ବୋମା, ନିରୀହ ଜନସାଧାରଣ ଗ୍ରୀଷ୍ମଋତୁର ସାକୁରା ପୁଷ୍ପ ପ୍ରସ୍ଫୁଟିତ ଉଦ୍ୟାନ…

ଜମ୍ମୁରେ କଟକଣା ନ ମାନି ଉତ୍ସବ ମନାଇଲେ

ଜମ୍ମୁ ,୬ା୮(ପି.ଟି.): କେନ୍ଦ୍ର ସରକାର ସମ୍ବିଧାନର ୩୭୦ ଧାରା ଉଚ୍ଛେଦ କରିବା ପରେ ଜମ୍ମୁରେ ଉତ୍ସବରେ ମାହୋଲ ଦେଖିବାକୁ ମିଳିଛି। ରବିବାର ରାତିରୁ ୧୪୪ ଧାରା ଲାଗୁ ହୋଇଥିବାବେଳେ କଟକଣା ସତ୍ତ୍ୱେ ବାଜା ବଜାଇ ଲୋକମାନେ ନାଚୁଥିବା ଓ ମିଠା ବାଣ୍ଟୁଥିବାର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri