ପାକିସ୍ତାନର ଡିଜିଟାଲ ସେନସରଶିପ୍କୁ ବିରୋଧ: ଫେସବୁକ୍-ଗୁଗଲ-ଟୁଇଟର ଦେଶ ଛାଡ଼ିବାକୁ ଦେଲେ ଧମକ
ଇସଲାମାବାଦ୍,୨୯।୨: ପାକିସ୍ତାନର ଡିଜିଟାଲ ସେନସରଶିପ୍ ଆଇନକୁ ବିରୋଧ କରି ଫେସବୁକ୍, ଗୁଗଲ,ଟୁଇଟର ଆଦି ସୋସିଆଲ ମିଡ଼ିଆ ଦେଶ ଛାଡ଼ିବାକୁ ଦେଲେ ଧମକ ଦେଇଛନ୍ତି। ଏନେଇ ସୋସିଆଲ୍ ମିଡ଼ିଆ କମ୍ପାନୀଗୁଡ଼ିକର ଏସିଆ ଇଣ୍ଟରନେଟ୍ କୋଆଲେଶନ ପକ୍ଷରୁ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କ ପାଖକୁ ସମ୍ପୃକ୍ତ…
ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଣ ବନ୍ଦ କରୁ ପାକ୍
ଜେନେଭା,୨୯ା୨(ପି.ଟି.): ଆତଙ୍କବାଦୀ ସଂଗଠନଗୁଡ଼ିକୁ ପାକିସ୍ତାନ ପାଣ୍ଠି ଯୋଗାଣ ବନ୍ଦ କରୁ। ଏଥିସହିତ ସେଠାରୁ କାର୍ଯ୍ୟ କରୁଥିବା ଆତଙ୍କବାଦୀ ଶିବିରଗୁଡ଼ିକୁ ଧ୍ୱଂସ କରିବା ପାଇଁ ଜାତିସଂଘରେ ପାକିସ୍ତାନର ଶୀର୍ଷ ନେତୃତ୍ୱକୁ ଭାରତ ପରାମର୍ଶ ଦେଇଛି। ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଣ ବନ୍ଦ ଦିଗରେ ଉପଯୁକ୍ତ…
ଗାନ୍ଧିଜୀଙ୍କ ବିଚାରଧାରା ଆବଶ୍ୟକ
ଜାତିସଂଘ୨୯ା୨(ପି.ଟି.):ଦିଲ୍ଲୀ ଦଙ୍ଗା ଘଟଣାରେ ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରେସ୍ ଦୁଃଖ ପ୍ରକାଶ କରିଛନ୍ତି। ଏଭଳି ସ୍ଥିତିରେ ବାସ୍ତବ ସାମ୍ପ୍ରଦାୟିକ ସଦ୍ଭାବ ଫେରାଇ ଆଣିବାରେ ମହାତ୍ମା ଗାନ୍ଧୀଙ୍କ ବିଚାରଧାରାର ଅଧିକ ଆବଶ୍ୟକତା ରହିଛି ବୋଲି ସେ ମତ ଦେଇଛନ୍ତି। ହିଂସାରୁ ଦୂରେଇ ରହିବା…
‘ହାପିନେସ୍ କ୍ଲାସ’ର ଅନୁଭବ ଶେୟାର କଲେ ମେଲାନିଆ
ଓ୍ବାଶିଂଟନ,୨୮।୨: ଆମେରିକାର ଫାଷ୍ଟ ଲେଡି ମେଲାନିଆ ଟ୍ରମ୍ପ ଦିଲ୍ଲୀରେ କଟାଇଥିବା କିଛି ସମୟକୁ ମନେ ପକାଇଛନ୍ତି। ଆମେରିକା ଫେରିବା ପରେ ସେ ତାଙ୍କ ଅଫିସିଆଲ ଟୁଇଟରରେ ସର୍ବୋଦୟ ସ୍କୁଲରେ ଯୋଗଦେଇଥିବା ହାପିନେସ୍ କ୍ଲାସର ଅନିଭୂତି ଶେୟାର କରିଛନ୍ତି। ଉକ୍ତ ସ୍କୁଲରେ ତାଙ୍କୁ…
କରୋନା ଭାଇରସ: ଚାଇନାରେ ମୃତ୍ୟୁ ସଂଖ୍ୟା ୨,୭୮୮
ବେଜିଂ,୨୮।୨: ଚାଇନାରେ କରୋନା ଭାଇରସ ମୃତ୍ୟୁ ସଂଖ୍ୟା ବଢି ଚାଲିଛି। ଶୁକ୍ରବାର ସୁଦ୍ଧା ଏଠାରେ ମୃତ୍ୟୁସଂଖ୍ୟା ୨,୭୮୮ ହୋଇଥିବା ସରକାରୀ ଭାବେ ଘୋଷଣା କରାଯାଇଛି। ସେହିପରି ସଂକ୍ରମିତଙ୍କ ସଂଖ୍ୟା ୭୮,୮୨୪ରେ ପହଞ୍ଚିଛି। ଚାଇନାର ପ୍ରାୟ ୩୧ଟି ଅଞ୍ଚଳରେ କରୋନା ଭାଇରସ ତା’ର…
ନେଦରଲ୍ୟାଣ୍ଡସରେ ଚିହ୍ନଟ ହେଲେ ପ୍ରଥମ କରୋନା ଭାଇରସ ସଂକ୍ରମିତ
ଆମଷ୍ଟରଡାମ,୨୮।୨: କରୋନା ଭାଇରସ ବିଶ୍ୱର ବିଭିନ୍ନ ଦେଶକୁ ବ୍ୟାପିଥିବା ବେଳେ ୟୁରୋପୀୟ ଦେଶ ନେଦରଲାଣ୍ଡସରେ ପ୍ରଥମ କରୋନା ସଂକ୍ରମିତଙ୍କ ଚିହ୍ନଟ କରାଯାଇଛି। ନେଦରଲ୍ୟାଣ୍ଡସର ତିଲବର୍ଗ ସହରରେ ରହୁଥିବା ଜଣେ ବ୍ୟକ୍ତି କିଛିଦିନ ତଳେ ଇଟାଲୀର ଲାମ୍ବାର୍ଡି ଅଞ୍ଚଳ ଗସ୍ତ କରିଥିଲେ। ଏହାପରେ…
ପାକିସ୍ତାନକୁ ଝିଣ୍ଟିକା ଦାଉରୁ ରକ୍ଷା କରିବାକୁ ଚାଇନା ପଠାଇବ ବତକ
ଇସ୍ଲାମାବାଦ,୨୮।୨: ଏବେ ପାକିସ୍ତାନରେ ଝିଣ୍ଟିକା ବା ପଙ୍ଗପାଳଙ୍କ ଉପଦ୍ରବ ବହୁ ମାତ୍ରାରେ ବଢିଯାଇଛି। ଏମାନଙ୍କ ଉପଦ୍ରବ ଯୋଗଁ ବହୁ ପରିମାଣରେ ଫସଲ ହାନୀ ଘଟୁଛି। ଧିରେ ଧିରେ ଏହି ପଙ୍ଗପାଳ ଦଳ ସୀମା ଅତିକ୍ରମ କରୁଥିବା କିଛିଦିନ ତଳେ ଖବର ଆସିଥିଲା।…
କରୋନା ଭାଇରସରେ ପୀଡିତ ଇରାନ ଉପରାଷ୍ଟ୍ରପତି
ତେହେରାନ,୨୮।୨: ଚାଇନାରୁ ଆରମ୍ଭ ହୋଇଥିବା ମାହାମାରୀ କରୋନା ଭାଇରସ ଏବେ ସାରା ବିଶ୍ୱକୁ କାୟା ବିସ୍ତାର କରିବାରେ ଲାଗିଛି। ଏବେ ଇରାନର ଉପ ରାଷ୍ଟ୍ରପତି ମାସୁମେହ ଏବତେକାର କରୋନା ଭାଇରସରେ ସଂକ୍ରମିତ ହୋଇଥିବା ଜଣାପଡିଛି। ଇରାନରେ କରୋନାରେ ପୀଡିତ ଥିବା ୭…
ଦକ୍ଷିଣ କୋରିଆ-ଜାପାନରେ ବୃଦ୍ଧି ପାଉଛି କରୋନା ମାମଲା: ଭାରତ ବନ୍ଦ କଲା ଭିଜା
ସେୟୋଲ,୨୮।୨: ଚାଇନାରେ କରୋନା ଭାଇରସ୍ ମହାମାରୀର ରୂପ ନେଇଥିବା ବେଳେ ଏହାର କବଳରୁ ଦକ୍ଷିଣ କୋରିଆ ଓ ଜାପାନ ମଧ୍ୟ ବର୍ତ୍ତିପାରିନାହିଁ। ଦକ୍ଷିଣ କୋରିଆ ଓ ଜାପାନରେ ଦିନକୁ ଦିନ ବୃଦ୍ଧି ପାଉଥିବା କରୋନା ମାମଲାକୁ ଦୃଷ୍ଟିରେ ରଖି ସେଠାକାର ନାଗରିକଙ୍କ…
ପ୍ରଥମ ଇଲେକ୍ଟ୍ରିକ୍ ଟ୍ରେନ୍ ଟ୍ରାକ୍ ନିର୍ମାଣ କରିବେ ଶ୍ରୀଲଙ୍କା ସରକାର
କଲମ୍ବୋ,୨୭।୨: ଶ୍ରୀଲଙ୍କାର କାଣ୍ଡି ସହରରେ ପ୍ରଥମ ଇଲେକ୍ଟଟ୍ରିକ୍ ଟ୍ରେନ୍ ଟ୍ରାକ୍ ନିର୍ମାଣ କରିବାକୁ ଶ୍ରୀଲଙ୍କା ସରକାର ଯୋଜନା କରିଛନ୍ତି। ରାଜ୍ୟମନ୍ତ୍ରୀ ଦିଲୁମ ଅମୁନୁଗମା କହିଛନ୍ତି ଏହି ଇଲେକ୍ଟଟ୍ରିକ୍ ଟ୍ରେନ୍ ଟ୍ରାକ୍ ନିର୍ମାଣ କରିବାର ନିଷ୍ପତ୍ତି ବୁଧବାର ନିଆଯାଇଛି। ଏହାଦ୍ୱାରା ଟ୍ରାଫିକ ବ୍ୟବସ୍ଥା…
ଦକ୍ଷିଣ କୋରିଆରେ ବଢୁଛି କରୋନା ଭାଇରସ ସଂକ୍ରମିତଙ୍କ ସଂଖ୍ୟା
ସିଓଲ,୨୭।୨: ଗତ ୨୪ ଘଣ୍ଟା ଭିତରେ ଦକ୍ଷିଣ କୋରିଆରେ ୩୩୪ କରୋନା ଭାଇରସ ସଂକ୍ରମିତଙ୍କୁ ଚିହ୍ନଟ କରାଯିବା ପରେ ଏବେ ସେଠାରେ କରୋନା ଭାଇରସ ସଂକ୍ରମିତଙ୍କ ସଂଖ୍ୟା ପହଞ୍ଚିଛି ୧,୫୯୫ରେ। ଚାଇନା ପରେ ଏବେ ଦକ୍ଷିଣ କୋରିଆରେ କରୋନା ଭାଇରସ ଦ୍ରୁତ…
ସାମାଜିକ କାର୍ଯ୍ୟରେ ଲୋକଙ୍କ ଯୋଗଦାନକୁ ପ୍ରୋତ୍ସାହନ ଦେଉଛି ଏନ୍ଜିଓ
ବିଶ୍ୱ ଏନ୍ଜିଓ ଦିବସ ପ୍ରତିବର୍ଷ ୨୭ ଫେବୃୟାରୀରେ ପାଳନ କରାଯାଏ। ୨୦୧୦ରେ କାଉନ୍ସିଲ ଅଫ୍ ବାଲ୍ଟିକ ସି ଷ୍ଟେଟ୍ସ (ସିବିଏସ୍ଏସ୍)ର ୯ମ ବାଲ୍ଟିକ ସି ଏନ୍ଜିଓ ଫୋରମ୍ର ୧୨ ସଦସ୍ୟ ରାଷ୍ଟ୍ର ଦ୍ୱାରା ସରକାରୀ ସ୍ତରରେ ଏପ୍ରିଲ ୨୦୧୨ରେ ଏହି ଦିବସକୁ…
Archives


