ମାଲିରେ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ: ୧୩ ଫ୍ରାନ୍ସ ସେନା ଶହୀଦ
ପ୍ୟାରିସ୍,୨୬।୧୧: ପ୍ୟାରିସ୍ର ମାଲିରେ ଇସ୍ଲାମ ଚରମପନ୍ଥୀ ବିରୋଧରେ ଚାଲିଥିବା ଏକ ଅପରେଶନରେ ସୋମବାର ରାତିରେ ୨ ହେଲିକପ୍ଟର ମୁହାଁମୁହିଁ ହୋଇଥିଲେ। ଏହି ଦୁର୍ଘଟଣାରେ ଫ୍ରାନ୍ସର ୧୩ ସେନା ଶହୀଦ ହୋଇଛନ୍ତି। ଏନେଇ ମଙ୍ଗଳବାର ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ୍ ସୂଚନା ଦେଇଛନ୍ତି।…
ଥରିଲା ଆଲବାନିଆ: ବହୁ କୋଠା ଧରାଶାୟୀ
ଟିରାନା,୨୬।୧୧: ଆଲବାନିଆରେ ବୁଧବାର ଭୟଙ୍କର ଭୂକମ୍ପ ଅନୁଭୁତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬.୪ ଥିଲା ବୋଲି ଆମେରିକା ଜିଓଲୋଜିକାଲ୍ ସର୍ଭେ ପକ୍ଷରୁ ସୂଚନା ଦିଆଯାଇଛି। ଭୂକମ୍ପ ଯୋଗୁ ବହୁ କୋଠା ଧରାଶାୟୀ ହୋଇଯାଇଛି। କିଛି ଲୋକଙ୍କ ମୃତ୍ୟୁ ଘଟିଥିବାବେଳେ…
ବାଜଓ୍ବାଙ୍କୁ ଝଟ୍କା: କାର୍ଯ୍ୟକାଳ ବୃଦ୍ଧିରେ ବାଧା ଦେଲେ ପାକିସ୍ତାନ ସୁପ୍ରିମ୍କୋର୍ଟ
ଇସଲାମାବାଦ୍,୨୬।୧୧: ପାକିସ୍ତାନ ସୈନ୍ୟ ବିଭାଗ ମୁଖ୍ୟ ଜେନେରାଲ କମର ଜାବେଦ୍ ବାଜଓ୍ବାଙ୍କୁ ମଙ୍ଗଳବାର ପାକିସ୍ତାନ ସୁପ୍ରିମ୍କୋର୍ଟ ରାୟ ନେଇ ବଡ଼ ଝଟ୍କା ଲାଗିଛି। ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାଁ ସରକାର ତାଙ୍କର କାର୍ଯ୍ୟକାଳ ବୃଦ୍ଧି କରିଥିଲେ। ତେବେ କୋର୍ଟ ଏହାର ବିଚାର କରି…
ବନ୍ୟା ପାଣିରେ ସେଲ୍ଫି ନେବା ମହଙ୍ଗା ପଡିଲା: ଭିଡିଓ ଭାଇରାଲ
ବୋନିସ,୨୬।୧୧: ଇଟାଲିର ବୋନିସ ସହରରେ ବନ୍ୟା ଜଳରେ ପଶି ଜଣେ ଯୁବକ ସେଲଫି ନେବାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଯୁବକ ଜଣକ ହାତରେ ସେଲଫି ଷ୍ଟିକ୍ ନେଇ ଦୁଇ ଚାରି ପାଦ ଆଗକୁ ଯାଉଥିବା ବେଳେ…
ପିଲାଙ୍କୁ ସ୍ମାର୍ଟଫୋନ୍ଠାରୁ ଦୂରେଇବାକୁ ଏହି ସହର ଆପଣାଇଲା ନିଆରା ଉପାୟ
ସ୍ମାର୍ଟଫୋନ ଜୀବନକୁ ସହଜ ଏବଂ ସରଳ କରିଦେଇଛି। କିନ୍ତୁ ଏହି ଆଧୁନିକ ଟେକ୍ନୋଲୋଜି ପିଲାଙ୍କ ପାଇଁ ବହୁତ କ୍ଷତିକାରକ। ଏହାର ପ୍ରଭାବ ସେମାନଙ୍କ ମାନସିକ ଓ ଶାରୀରିକ ବିକାଶ ଉପରେ ପଡେ ବୋଲି ବିଭିନ୍ନ ଗବେଷଣାରୁ ଜଣାପଡିଛି। ଆଜିକାଲି ଅଭିଭାବକମାନେ ପିଲାମାନଙ୍କୁ…
ପାକିସ୍ତାନ ସୈନ୍ୟ ବାହିନୀରେ ବଡ଼ ଧରଣର ଅଦଳବଦଳ
ଇସଲାମାବାଦ୍,୨୬।୧୧: ପାକିସ୍ତାନ ସୈନ୍ୟ ବାହିନୀରେ ବଡ଼ ଧରଣର ଅଦଳବଦଳ କରାଯାଇଛି। ଲ୍ୟୁଟନାଟ୍ ଜେନେରାଲ ସାହିର୍ ଶମ୍ଶାଦ୍ ମିର୍ଜାଙ୍କୁ ନୂଆ ଚିଫ୍ ଅଫ୍ ଜଏଣ୍ଟ୍ ଷ୍ଟାପ୍ ଭାବେ ନିଯୁକ୍ତ କରାଯାଇଛି। ସେହିପରି ମେଜର ଜେନେରାଲ ଅଲି ଆମିର ଅଓ୍ବାନ ଏବଂ ମହମ୍ମଦ ସଇଦ୍…
୮ ହଜାର କୋଟିର ଅଳଙ୍କାର ଲୁଟି ନେଲେ ଚୋର
ବର୍ଲିନ,୨୬।୧୧: ଜର୍ମାନର ରାଜକୀୟ ସଂଗ୍ରହାଳୟ ଗ୍ରୀନ୍ ବୋଲ୍ଟରେ ବଡ଼ ଧରଣର ଚୋରି ହୋଇଛି। ଦ୍ୱିତୀୟ ବିଶ୍ୱଯୁଦ୍ଧ ପରଠାରୁ ଏପରି ବଡ଼ ଧରଣର ଚୋରି ହୋଇ ନ ଥିବା କୁହାଯାଉଛି। ସଂଗ୍ରହାଳୟରୁ ଚୋରମାନେ ୮ ହଜାର କୋଟିର ଅଳଙ୍କାର ଏବଂ ବହୁମୂଲ୍ୟ ସାମଗ୍ରୀ…
ଆଗାମୀ ୩ ମାସ ମଧ୍ୟରେ ପାକିସ୍ତାନରେ ହୋଇପାରେ ନିର୍ବାଚନ !
ଇସଲାମାବାଦ୍,୨୫।୧୧: ଆଗାମୀ ୩ ମାସ ମଧ୍ୟରେ ପାକିସ୍ତାନରେ ପୁଣିଥରେ ନିର୍ବାଚନ ହୋଇପାରେ। ଏନେଇ ଜାମିୟତ୍ ଉଲେମା ଇ-ଇସଲାମ୍-ଫଜଲ୍ ମୁଖ୍ୟ ମୌଲାନା ଫଜଲୁର୍ ରହେମାନ ସୋମବାର ସୂଚନା ଦେଇଛନ୍ତି। ଏକ ଘରୋଇ ଟିଭି ଚ୍ୟାନେଲ୍କୁ ସାକ୍ଷାତ୍ ଦେଇ ସେ ଏଭଳି କହିଛନ୍ତି। ବିରୋଧୀ…
ଲାହୋର ବିଶ୍ୱର ତୃତୀୟ ପ୍ରଦୂଷିତ ସହର: ଇମ୍ରାନ୍
ଇସ୍ଲାମାବାଦ,୨୫।୧୧: ଦିନେ ଭାରତକୁ ପରମାଣୁ ବୋମା ଆକ୍ରମଣର ଧମକ ଦେଉଥିବା ପାକିସ୍ତାନ ଏବେ ତା’ର ଅସ୍ଥିତ୍ୱକୁ ଚିହ୍ନିବା ଆରମ୍ଭ କରିଛି। ନିକଟରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ କହିଛନ୍ତି ନୂଆଦିଲ୍ଲୀ ଅପେକ୍ଷା ଲାହୋର ଅଧିକ ପ୍ରଦୂଷିତ ସହର। ଏମିତିକି ବିଶ୍ୱର ପ୍ରଦୂଷିତ…
ଟ୍ରମ୍ପ୍ଙ୍କ ଗଲ୍ଫ ସଉକ: ୩ ବର୍ଷରେ ଖର୍ଚ୍ଚ ହୋଇଛି ୭ଶହ ୯୦ କୋଟି
ଓ୍ବାଶିଂଟନ,୨୫।୧୧: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ଙ୍କ ଗଲ୍ଫ ସଉକ ଯୋଗୁ ଗତ ୩ ବର୍ଷରେ ସରକାରଙ୍କୁ ୭ଶହ ୯୦ କୋଟି ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିଛି। ଏଥିପାଇଁ ୮୪ଟି କାର୍ଟର ଭଡ଼ା ବାବଦରେ ୪ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ଟ୍ରମ୍ପ୍…
ଏପରି ସ୍ଥାନ ଯେଉଁଠି ଅଛି ଜଳ ହେଲେ ନାହିଁ ଜୀବନ…
ପୃଥିବୀରେ ଜଳ ଥିବା ସ୍ଥାନରେ ଜୀବନ ରହିଥାଏ। ଅର୍ଥାତ୍ ସେଠାରେ ଜୀବିତ ପ୍ରାଣୀ ରହିଥାନ୍ତି। ତେବେ ଇଥୋପିଆର ଏପରି ଏକ ଅଞ୍ଚଳ ରହିଛି ଯେଉଁଠି ଜଳ ଅଛି, ମାତ୍ର ଜୀବନ ନାହିଁ। ଏଠାରେ ଥିବା ଦଲୋଲ ଅଞ୍ଚଳରେ ଏଭଳି ଦେଖାଯାଇଥାଏ। ଏଠାରେ…
ମୃତ୍ୟୁ ପ୍ରମାଣ ପତ୍ର ମାଗିବାରୁ ମୃତଦେହ ସହ ବୀମା କାର୍ଯ୍ୟାଳୟ ପହଞ୍ଚିଲେ ପରିଜନ
କୌଣସି ବ୍ୟକ୍ତିଙ୍କର ଯଦି ବୀମା କରାଯାଇଥିବା ତେବେ ମୃତ୍ୟୁ ପରେ ପରିଜନ ଏହାର ପ୍ରମାଣ ଦେଇ ଲାଭ ରାଶି ଉଠାଇ ପାରିବେ। ହେଲେ ଦକ୍ଷିଣ ଆଫ୍ରିକାରେ ଏମିତି ଏକ ଘଟଣା ଘଟିଛି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଏକ ବୀମା କମ୍ପାନୀ…
Archives


