ଅନ୍ତର୍ଜାତୀୟ

ଏବେ ଏହି ଦେଶର ସର୍ବୋଚ୍ଚ ନାଗରିକ ସମ୍ମାନରେ ସମ୍ମାନୀତ ହେବେ ଇମ୍ରାନ

ମାନାମା,୯।୧୨: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କୁ ମୁସ୍‌ଲିମ ଦେଶ ବାହରିନ ତାଙ୍କୁ ନିଜ ଦେଶର ସର୍ବୋଚ୍ଚ ନାଗରିକ ସମ୍ମାନରେ ସମ୍ମାନୀତ କରିବ। ‘କିଙ୍ଗ୍‌ ହମାଦ ଅର୍ଡର ଅଫ୍‌ ରେନେସା’ ନାମକ ଏହି ଆଓ୍ବାର୍ଡରେ ଇମ୍ରାନଙ୍କୁ ଏକ ସ୍ବତନ୍ତ୍ର ପୁରସ୍କାର ଦିଆଯିବ। ତେବେ…

ଫିନ୍‌ଲ୍ୟାଣ୍ଡର ସର୍ବକନିଷ୍ଠ ପ୍ରଧାନମନ୍ତ୍ରୀ

ହେଲ୍‌ସିନ୍‌କି,୯।୧୨: ଫିନ୍‌ଲ୍ୟାଣ୍ଡରେ ସୋସିଆଲ ଡେମୋକ୍ରାଟିକ୍‌ ପାର୍ଟି ରବିବାର ପ୍ରଧାନମନ୍ତ୍ରୀ ପଦ ପାଇଁ ସର୍ବକନିଷ୍ଠ ମନ୍ତ୍ରୀଙ୍କୁ ଚୟନ କରିଥିବା ଜଣାପଡ଼ିଛି। ୩୪ବର୍ଷୀୟ ପୂର୍ବତନ ପରିବହନ ମନ୍ତ୍ରୀ ସନା ମାରିନ୍‌ ପ୍ରଧାନମନ୍ତ୍ରୀ ଭାବେ ନିର୍ବାଚିତ ହୋଇଛନ୍ତି। ଏଥିସହ ସେ ଦେଶର ଇତିହାସରେ ସବୁଠାରୁ ଯୁବ…

ନ୍ୟୁଜିଲାଣ୍ଡ ହ୍ବାଇଟ୍‌ ଆଇଲାଣ୍ଡରେ ଜ୍ୱାଳାମୁଖୀ ବିସ୍ଫୋରଣ, ବହୁ ପର୍ଯ୍ୟଟକ ଆହତ

ଓ୍ବେଲିଂଟନ୍‌,୯।୧୨: ନ୍ୟୁଜିଲାଣ୍ଡର ସମ୍ବେଦନଶୀଳ ହ୍ବାଇଟ ଆଇଲାଣ୍ଡରେ ସୋମବାର ଜ୍ୱାଳାମୁଖୀ ବିସ୍ଫୋରଣ ହୋଇଛି। ଏହା ଆଖପାଖ ଅଞ୍ଚଳ ପାଇଁ କ୍ଷତିକାରକ ବୋଲି କୁହାଯାଉଛି। ବିସ୍ଫୋରଣ ସମୟରେ ଆଖ ପାଖରେ ପର୍ଯ୍ୟଟକ ଥିବା ବେଳେ ସେଥିରୁ କେତେକ ଲୋକ ଆହତ ହୋଇଛନ୍ତି। ଅନ୍ୟ କେତେକଙ୍କ…

ବେଘରଙ୍କ ପାଇଁ ଖୋଲା ଆକାଶ ତଳେ ଶୋଇ ସଚେତନତା ବାର୍ତ୍ତା ଦେଲେ ୬୦ ହଜାର ଲୋକ

ନ୍ୟୁୟର୍କ,୯।୧୨: ବେଘରଙ୍କ ପାଇଁ ସଚେତନତା ବାର୍ତ୍ତା ଦେଇଛନ୍ତି ୬୦ ହଜାର ଲୋକ। ସେମାନେ ଖୋଲା ଆକାଶ ତଳେ ଶୋଇ ଏଭଳି ଏକ ନିଆରା ଢ଼ଙ୍ଗରେ ବାର୍ତ୍ତା ଦେଇଛନ୍ତି। ନ୍ୟୁୟର୍କର ଟାଇମ୍ସ୍‌ ସ୍କୋୟାର, ଲଣ୍ଡନର ଟ୍ରାଫଲଗର ସ୍କୋୟାର, ଇଡେନବର୍ଗର ପ୍ରିନ୍ସ୍‌ ଷ୍ଟ୍ରିଟ୍‌ ଗାର୍ଡେନ…

ଏକେଲା ରେସ୍ତୋରାଁ ଯାଇପାରିବେ ସୌଦି ମହିଳା

ରିୟାଦ,୯।୧୨: ଧିରେ ଧିରେ ସୌଦି ମହିଳାଙ୍କୁ ନେଇ ଥିବା କଟକଣା ହଟିବାରେ ଲାଗିଛି। ପୂର୍ବରୁ ଜଣେ ସୌଦି ମହିଳା ଏକେଲା ରେସ୍ତାରାଁ ଯିବାକୁ ବାରଣ କରାଯାଉଥିଲା। କେବଳ ସେ ତାଙ୍କର ଯେକୌଣସି ସମ୍ପର୍କୀୟ ପୁରୁଷଙ୍କ ସହ ରେସ୍ତୋରାଁ ଯାଇ ପାରିବେ। ହେଲେ…

ମିସ୍‌ ୟୁନିଭର୍ସ ମୁକୁଟ ପିନ୍ଧିଲେ ଦକ୍ଷିଣ ଆଫ୍ରିକା ସୁନ୍ଦରୀ

ଆଟଲାଣ୍ଟା,୯।୧୨: ଦକ୍ଷିଣ ଆଫ୍ରିକାର ଜୋଜିବିନି ତୁନଜୀ ୨୦୧୯ର ମିସ୍‌ ୟୁନିଭର୍ସ ବା ବିଶ୍ୱ ସୁନ୍ଦରୀ ମୁକୁଟ ପିନ୍ଧିଛନ୍ତି। ରବିବାର ଆମେରିକାର ଆଟଲାଣ୍ଟାଠାରେ ଆୟୋଜିତ ଉତ୍ସବରେ ସେ ଏହି ଗୌରବର ଅଧିକାରିଣୀ ହୋଇ ପାରିଛନ୍ତି। ପ୍ରାୟ ୯୦ ଜଣ ପ୍ରତିଯୋଗୀଙ୍କୁ ହରାଇ ସେ…

କଶ୍ମୀରରୁ କଟକଣା ଉଠାଇବାକୁ ଆମେରିକା କଂଗ୍ରେସରେ ପ୍ରସ୍ତାବ

ଓ୍ବାଶିଂଟନ,୯ା୧୨: ଜମ୍ମୁ-କଶ୍ମୀରରେ ଯୋଗାଯୋଗ ଉପରେ ଲାଗୁ ହୋଇଥିବା କଟକଣା ତୁରନ୍ତ ହଟାଇବା ସହ ଧର୍ମୀୟ ସ୍ବାଧୀନତା ବଜାୟ ରଖିବା ପାଇଁ ଭାରତକୁ ଅନୁରୋଧ କରିବା ନିମନ୍ତେ ଆମେରିକା କଂଗ୍ରେସରେ ଏକ ପ୍ରସ୍ତାବ ଆଗତ ହୋଇଛି। ଭାରତୀୟ-ଆମେରିକୀୟ କଂଗ୍ରେସ ସଦସ୍ୟା ପ୍ରମିଳା ଜୟପାଲ…

ଆଫଗାନିସ୍ତାନ ବିସ୍ଫୋରଣ: ୩ ଆହତ

କାବୁଲ,୮।୧୨: ଆଫନିସ୍ତାନର ଉତ୍ତରରେ ଥିବା କୁଣ୍ଡୁଜ ଅଞ୍ଚଳରେ ରବିବାର ରାସ୍ତା କଡରେ ଲଗାଯାଇଥିବା ଏକ ବୋମା ବିସ୍ଫୋରଣରେ ଅତି କମ୍‌ରେ ୩ ଜଣ ଆହତ ହୋଇଥିବା ଜଣାପଡିଛି। ଏଥିରେ ଛଦ୍ରରା ଜିଲାର ଜିଲାପାଳ ଓ ତାଙ୍କର ୨ ସୁରକ୍ଷାକର୍ମୀ ଆହତ ହୋଇଥିବା…

ଜନବସତିରେ ୫୬ ତୁଷାର ଭାଲୁ: ୭ ହଜାରରୁ ଅଧିକ ଲୋକ ଘରେ ବନ୍ଦୀ

ମସ୍କୋ,୮।୧୨: ଜଳବାୟୁ ପରିବର୍ତ୍ତନର ପ୍ରଭାବରେ ରୁଷିଆର ଆର୍କଟିକ୍‌ ଅଞ୍ଚଳରେ ତାପମାତ୍ରା ଶୂନ୍ୟ ଡିଗ୍ରୀରୁ ବୃଦ୍ଧି ପାଇ .୭୫ ଡିଗ୍ରୀ ହୋଇଛି। ଫଳରେ ବରଫ ତରଳିବା ଆରମ୍ଭ କରିଛି। ସ୍ଥାନୀୟ ଚୁକୋଟକା ଅଞ୍ଚଳରେ ଆର୍କଟିକ୍‌ ଅଞ୍ଚଳରେ ବାସ କରୁଥିବା ତୁଷାର ଭାଲୁ ପ୍ରବେଶ…

ହସ୍ପିଟାଲରେ ଗର୍ଭବତୀଙ୍କୁ ମିଳିଲାନି ସିଟ୍‌: ସ୍ବାମୀ ବନିଲେ ଷ୍ଟୁଲ୍‌…

ବେଜିଂ,୮।୧୨: ଚାଇନାରେ ଜଣେ ଗର୍ଭବତୀ ଏକ ହସ୍ପିଟାଲକୁ ଯାଇଥିଲେ। ତେବେ ସେଠାରେ ବସିବା ପାଇଁ ତାଙ୍କୁ କୌଣସି ସିଟ୍‌ ମିଳି ନ ଥିଲା। ବହୁ ସମୟ ଛିଡାହୋଇ ତାଙ୍କ ଗୋଡ଼ରେ ଯନ୍ତ୍ରଣା ହେବାରୁ ସ୍ବାମୀ ଆଣ୍ଠେଇ ପଡ଼ି ଷ୍ଟୁଲ ଭଳି ହୋଇଥିଲେ।…

ସୁରକ୍ଷାକର୍ମୀଙ୍କ ସର୍ଚ୍ଚ ଅପରେଶନ୍‌: ୧୫ ତାଲିବାନ୍‌ ଆତଙ୍କବାଦୀ ନିହତ

କାବୁଲ,୭।୧୨: ଆଫଗାନିସ୍ତାନରେ ସୁରକ୍ଷାକର୍ମୀଙ୍କ ସର୍ଚ୍ଚ ଅପରେଶନ୍‌ରେ ୧୫ ଜଣ ତାଲିବାନ୍‌ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଛି। କନ୍ଧାହାରର ଦକ୍ଷିଣାଞ୍ଚଳରେ ଏଭଳି ଘଟିଛି। ଆଫଗାନିସ୍ତାନର ସ୍ପତନ୍ତ୍ର ସୁରକ୍ଷାକର୍ମୀ ତାଲିବାନ୍‌ ଆତଙ୍କବାଦୀ ଶିବିର ଉପରେ ଆକ୍ରମଣ କରିଥିଲେ। ଏହା ପୂର୍ବରୁ ଶୁକ୍ରବାର ନିଶ୍‌ ଜିଲାର ଖିନଝାକ୍‌…

୨୧ ଶତାବ୍ଦୀରେ ଭାରତ ହେବ ସୁପର ପାଓ୍ବାର: ୨୦୩୦ ବେଳକୁ ପ୍ରତି ଦ୍ୱିତୀୟ ପରିବାର ମଧ୍ୟବିତ୍ତ ବର୍ଗରେ ହେବ ସାମିଲ୍‌

ଓ୍ବାଶିଂଟନ,୭।୧୨: ଭାରତ ଏବେ ସୁପର ପାଓ୍ବାର ହେବାକୁ ଯାଉଛି। ୨୧ ଶତାବ୍ଦୀରେ ଭାରତ ପାଇଁ ଏହି ସୁଯୋଗ ଆସିବ ବୋଲି ଆମେରିକାରେ ଅବସ୍ଥାପିତ ଥିବା ଭାରତୀୟ ରାଷ୍ଟ୍ରଦୂତ ହର୍ଷବର୍ଦ୍ଧନ ଶୃଙ୍ଗଳା ସୂଚନା ଦେଇଛନ୍ତି। ନୂଆ ନିବେଶ ଯୋଜନା ଦ୍ୱାରା ଭାରତ ସାରା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri