ମୁଶରଫ୍ଙ୍କୁ ଆଶ୍ୱସ୍ତି: ଦେଶଦ୍ରୋହ ମାମଲା ଉପରେ ରୋକ ଲଗାଇଲେ ଲାହୋର ହାଇକୋର୍ଟ
ଇସଲାମାବାଦ୍,୧୬।୧୨: ପାକିସ୍ତାନର ପୂର୍ବତନ ରାଷ୍ଟ୍ରପତି ପରଭେଜ୍ ମୁଶରଫ୍ଙ୍କୁ ଲାହୋର ହାଇକୋର୍ଟ ପକ୍ଷରୁ ଆଶ୍ୱସ୍ତି ମିଳିଛି। ତାଙ୍କ ବିରୋଧରେ ହୋଇଥିବା ଦେଶଦ୍ରୋହ ମାମଲା ଉପରେ କୋର୍ଟ ରୋକ ଲଗାଇଛନ୍ତି। ଏନେଇ ସରକାରଙ୍କୁ କୋର୍ଟ ପକ୍ଷରୁ ସୋମବାର ନିର୍ଦ୍ଦେଶ ଜାରି ହୋଇଛି। ଏହି ମାମଲାର…
ସୌଦି ଆରବରେ ଏବେ ଆଉ ନଷ୍ଟ ହେବନାହିଁ ଖାଦ୍ୟ
ରିୟାଦ,୧୬।୧୨: ସୌଦି ଆରବରେ ବହୁପରିମାଣରେ ଖାଦ୍ୟ ନଷ୍ଟ ହେଉଥିବା ଦେଖାଯାଏ। ଏହାର କାରଣ ହେଉଛି ଏମାନେ ଖାଇବା ସମୟରେ ବଡ ବଡ ଥାଳି ବ୍ୟବହାର କରିବା ସହ ଆଭିଜାତ୍ୟର ପ୍ରତୀକ ସ୍ବରୂପ ଏଥିରେ ବହୁ ପରିମାଣରେ ଖାଦ୍ୟ ପରସନ୍ତି। ଯାହା ଜଣେ…
ଭାରତରେ ଅବୈଧ ଭାବେ ରହୁଥିବା ବାଂଲାଦେଶୀଙ୍କ ତାଲିକା ମାଗିଲେ ସରକାର
ଢାକା,୧୬।୧୨: ଭାରତରେ ଅବୈଧ ଭାବେ ରହୁଥିବା ବାଂଲାଦେଶୀଙ୍କ ତାଲିକା ମାଗିଛନ୍ତି ବାଂଲାଦେଶ ସରକାର। ଯଦି କେହି ବାଂଲାଦେଶୀ ନାଗରିକ ଅବୈଧଭାବେ ଭାରତରେ ରହୁଥିବେ ତେବେ ଦେଶ ତାଙ୍କୁ ଫେରାଇ ନେବ ବୋଲି କହିଛନ୍ତି ସରକାର। ଭାରତର ରାଷ୍ଟ୍ରୀୟ ନାଗରିକତା ରେଜିଷ୍ଟର(ଏନ୍ଆର୍ସି)କୁ ନେଇ…
ଚାଇନା ମହାକାଶକୁ ପଠାଇବ କୃତ୍ରିମ ଚନ୍ଦ୍ର: ଷ୍ଟ୍ରିଟ୍ ଲାଇଟ୍ ଆଉ ହେବନି ଆବଶ୍ୟକ
ବେଜିଂ,୧୫।୧୨: ଚାଇନା ମହାକାଶକୁ କୃତ୍ରିମ ଚନ୍ଦ୍ର ପଠାଇବ। ଏନେଇ ୨୦୧୮ରେ ଚାଇନା ଘୋଷଣା କରି ସମସ୍ତଙ୍କୁ ଚକିତ କରିଦେଇଥିଲା। ତେବେ ଏହି ଯୋଜନା ଅନ୍ତଗର୍ର୍ତ ପ୍ରଥମ ଉପଗ୍ରହ ୨୦୨୦ରେ ମହାକାଶକୁ ପ୍ରେରଣ କରାଯିବ। ୨୦୨୨ ସୁଦ୍ଧା ଚାଇନା ଅନ୍ୟ ୩ଟି ଉପଗ୍ରହ…
୨୦୫୦ ସୁଦ୍ଧା ପୃଥିବୀ ଜନସଂଖ୍ୟାରେ ଯୋଡ଼ି ହେବେ ୨ ଶହ କୋଟି: ଭାରତ ଛୁଇଁବ ୧୬୭ କୋଟି
ଜେନେଭା,୧୫।୧୨: ପୃଥିବୀର ଜନସଂଖ୍ୟା କ୍ରମାଗତ ବଢ଼ିବାରେ ଲାଗିଛି। ୨୦୫୦ ସୁଦ୍ଧା ପୃଥିବୀ ଜନସଂଖ୍ୟାରେ ଅଧିକ ୨ କୋଟି ଯୋଡ଼ି ହେବେ ବୋଲି ଜାତିସଂଘ ରିପୋର୍ଟରେ ପ୍ରକାଶ ପାଇଛି। ଜାତିସଂଘ ପକ୍ଷରୁ ପ୍ରକାଶିତ ‘ ଦ ଓ୍ବାଲ୍ଡ ପପୁଲେଶନ ପ୍ରସପେକ୍ଟସ୍-୨୦୧୯’ ରିପୋର୍ଟରେ ଏହା…
ନାଗରିକତା ସଂଶୋଧନ ଆଇନକୁ ବିରୋଧ କରି ଲଣ୍ଡନରେ ବିରୋଧ ପ୍ରଦର୍ଶନ
ଲଣ୍ଡନ,୧୫।୧୨: ନାଗରିକତା ସଂଶୋଧନ ଆଇନକୁ ନେଇ ସାରା ଦେଶରେ ବିରୋଧ ପ୍ରଦର୍ଶନ ଜାରି ରହିଛି। ଆସାମ, ତ୍ରିପୁରା, ନାଗାଲାଣ୍ଡ ସମେତ ଉତ୍ତର ଭାରତର ଅଧିକାଂଶ ସ୍ଥାନରେ ଏହାକୁ ନେଇ ହିଂସା ପରିସ୍ଥିତି ସୃଷ୍ଟି ହୋଇଛି। ଏବେ ଏହି ନାଗରିକତା ସଂଶୋଧନ ଆଇନକୁ…
ଆମେରିକା ତାଗିଦ୍କୁ ଭୟ ନାହିଁ: ପୁଣି ଆଣବିକ ପରୀକ୍ଷଣ କଲା ଉତ୍ତରକୋରିଆ
ଓ୍ବାଶିଂଟନ, ୧୫।୧୨: ଆମେରିକା ତାଗିଦ୍କୁ ଭୟ ନ କରି ଉତ୍ତରକୋରିଆ ପୁଣି ଥରେ ଆଣବିକ ପରୀକ୍ଷଣ କରିଛି। ସୋହେ ସ୍ଥିତି ପରୀକ୍ଷଣ କେନ୍ଦ୍ରରେ ଏହା କରାଯାଇଛି। ଆମେରିକା-ଉତ୍ତରକୋରିଆ ମଧ୍ୟରେ ଆଣବିକ ପରୀକ୍ଷଣ ନେଇ ହୋଇଥିବା ଚୁକ୍ତିର ଏହା ଅବମାନନା ବୋଲି କୁହାଯାଉଛି।…
ପ୍ରେମିକାଙ୍କୁ ମନେଇବା ପାଇଁ ଯୁବକ ଟାଣିଲେ ୨୧୮ ଟନ୍ ଓଜନର ଟ୍ରେନ୍
ବ୍ଲାଡ଼ିଭୋସ୍ତକ,୧୫।୧୨: ପ୍ରେମରେ ପଡ଼ିଲେ କେତେକ ଅତି ଆଶ୍ଚର୍ଯ୍ୟଜନକ କାର୍ଯ୍ୟ କରିବସନ୍ତି ବୋଲି କୁହାଯାଏ। ତାହାର ସଦ୍ୟତମ ଉଦାହରଣ ରୁଷିଆର ବ୍ଲାଡ଼ିଭୋସ୍ତକ ସହରରେ ଦେଖିବାକୁ ମିଳିଛି। ୩୪ ବର୍ଷ ବୟସ୍କ ଇଭାନ୍ ସୌକିନ୍ ନିଜ ପ୍ରେମିକାଙ୍କୁ ମନେଇବା ପାଇଁ ୨୧୮ ଟନ୍ ଓଜନର…
ଜାମାଇକାର ଟୋନି-ଅନ୍ ସିଂ ମିସ୍ ଓ୍ବାଲର୍ଡ
ଲଣ୍ଡନ,୧୫ା୧୨ : ଜାମାଇକାର ଟୋନି-ଅନ୍ ସିଂ(୨୩) ଶନିବାର ୨୦୧୯ର ମିସ୍ ଓ୍ବାଲର୍ଡ ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି। ଲଣ୍ଡନରେ ଅନୁଷ୍ଠିତ ଏକ ବର୍ଣ୍ଣାଢ୍ୟ ସମାବେଶରେ ବିଶ୍ୱର ୧୧୦ ପ୍ରତିଯୋଗୀଙ୍କୁ ପଛରେ ପକାଇ ସେ ଏହି ବିରଳ ସଫଳତା ହାସଲ କରିଛନ୍ତି। ଭାରତୀୟ…
ଯେଉଁ ଖଣିର ହୀରା ନେଇ ପାରିବେ ସାଧାରଣ ଜନତା
ହୀର ଖଣି ସାଧାରଣତଃ କମ୍ପାନୀମାନଙ୍କ ଅଧିନରେ ଥାଏ। ଯେଉଁମାନେ ଏହାକୁ କ୍ରୟ କରିଥାଆନ୍ତି। ହେଲେ ଏମିତି ଏକ ଖଣି ଅଛି ଯେଉଁଠୁ ସାଧାରଣ ଜନତା ମଧ୍ୟ ହୀରା ଆଣିପାରିବେ। ଆମେରିକାର ଆରକାନସସ ରାଜ୍ୟର ପାଇକ କାଉଣ୍ଟିରେ ମରଫ୍ରେସବୋରୋରେ ରହିଛି ଏମିତି ଏକ…
ଭାରତ-ପାକିସ୍ତାନ ମଧ୍ୟରେ ହୋଇପାରେ ଯୁଦ୍ଧ: ପାକିସ୍ତାନ ମନ୍ତ୍ରୀ
ଇସ୍ଲାମାବାଦ,୧୪।୧୨: ନିଜର ବେକାବୁ ବୟାନକୁ ନେଇ ସବୁବେଳେ ଚର୍ଚ୍ଚାକୁ ଆସି ପରିହାସର ଶିକାର ହେଉଥିବା ପାକିସ୍ତାନର ରେଳମନ୍ତ୍ରୀ ଶେଖ ରସିଦ ଏଥର ମଧ୍ୟ ସେମିତି ଏକ ବୟାନ ଦେଇ ଆସିଛନ୍ତି ଚର୍ଚ୍ଚାକୁ। ଜମ୍ମୁ-କଶ୍ମୀରରୁ ୩୭୦ ଉଚ୍ଛେଦ ପରେ ହଡବଡେଇ ଯାଇଥିବା ପାକିସ୍ତାନ…
ବିକଳ୍ପ ଶକ୍ତି ଭବିଷ୍ୟତର ଭରସା
ଜାତିସଂଘ: ବିଶ୍ୱରେ ୧୪ ଡିସେମ୍ବରରେ ବିଶ୍ୱ ଶକ୍ତି ସଂରକ୍ଷଣ ଦିବସ ପାଳନ କରାଯାଉଛି। ଶକ୍ତି କ୍ଷୟ ରୋକିବା ଓ ଏହାର ବିନିଯୋଗ ଉପରେ ଗୁରୁତ୍ୱ ପ୍ରଦାନ କରିଥାଏ ଏହି ଦିବସ। ଦୈନନ୍ଦିନ ଜୀବନରେ ଶକ୍ତିର ଉପଯୋଗ ଓ ପରିବେଶ ଉପରେ ଏହାର…
Archives


