ରୋଜଗାର ତାଲିକାରେ ପ୍ରଥମ ସ୍ଥାନରେ କୋହଲି; ଦ୍ୱିତୀୟରେ ଅକ୍ଷୟ
ଓ୍ବାଶିଂଟନ,୧୯।୧୨: ଫୋବର୍ସ ପତ୍ରିକା ପକ୍ଷରୁ ଭାରତର ଶ୍ରେଷ୍ଠ ଶହେ ସେଲିବ୍ରିଟିଙ୍କ ରୋଜଗାର ତାଲିକା ଜାରି କରାଯାଇଛି। ତାଲିକାରରେ କ୍ରିକେଟର ବିରାଟ କୋହଲି ପ୍ରଥମ ସ୍ଥାନରେ ରହିଛନ୍ତି। ଗତବର୍ଷ ଏହି ତାଲିକାରେ ସଲମାନ୍ ଖାଁ ପ୍ରଥମ ସ୍ଥାନରେ ଥିଲେ। ତେବେ ଚଳିତ ବର୍ଷ…
ଅଷ୍ଟ୍ରେଲିଆ ଜଙ୍ଗଲରେ ନିଆଁ: ଜନବସତି ମୁହାଁ ବନ୍ୟପ୍ରାଣୀ
ସିଡ୍ନୀ,୧୯।୧୨: ଅଷ୍ଟ୍ରେଲିଆରେ ଚଳିତ ବର୍ଷର ଦ୍ୱିତୀୟ ଏମରଜେନ୍ସି ଘୋଷଣା କରାଯାଇଛି। କାରଣ ଜଙ୍ଗଲରେ ଲାଗିଥିବା ନିଆଁ ଏବେ ସିଡ୍ନୀ ସହରକୁ ଘେରି ରଖିଛି। Kanangra-Boyd National Parkରୁ କଙ୍ଗାରୁ ଓ ଅନ୍ୟ ଜୀବମାନେ ରାସ୍ତା ଉପରକୁ ଚାଲି ଆସୁଥିବା କୁହାଯାଉଛି। ନିଆଁକୁ…
ଅଷ୍ଟ୍ରେଲିଆରେ ମରୁଡ଼ି: ୩ ଲକ୍ଷ ଲିଟର ପାଣି ଚୋରାଇ ନେଲେ ଚୋର
ସିଡ୍ନୀ,୧୯।୧୨: ଅଷ୍ଟ୍ରେଲିଆରେ ମରୁଡ଼ି ସ୍ଥିତି ସୃଷ୍ଟି ହୋଇଛି। ଦକ୍ଷିଣ ଅଞ୍ଚଳରେ ତାପମାତ୍ରା ୫୦ ଡିଗ୍ରୀ ସେଲସିୟସ୍ ଟପିଛି। ପ୍ରବଳ ଗରମ ଯୋଗୁ ନ୍ୟୁସାଉଥ୍ ଓ୍ବେଲସ୍ରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରାଯାଇଛି। ଘଣ୍ଟାପ୍ରତି ୬୦ କିମି ବେଗରେ ଗରମ ପବନ ବହିବାରୁ ସ୍ଥିତି…
ବୟସ ୮ ହେଲେ ରୋଜଗାର ୧୮୪ କୋଟି
ନ୍ୟୁୟର୍କ,୧୯।୧୨: ଜଣେ ୮ ବର୍ଷ ବୟସ୍କ ବାଳକଙ୍କ ଚଳିତ ବର୍ଷର ରୋଜଗାର ୧୮୪ କୋଟି ଟଙ୍କା(୨୬ ନିୟୁତ ଡଲାର) ଶୁଣିଲେ ଯେ କେହି ଆଶ୍ଚର୍ଯ୍ୟ ହେବେ। ତେବେ ଏହା ସତ୍ୟ। ରେୟାନ କାଜି ନାମକ ଜଣେ ବାଳକ ଏପରି କରି ଦେଖାଇଛନ୍ତି।…
୫ ବର୍ଷ ବୟସ୍କା ବାଳିକା କୁକିଜ୍ ବିକ୍ରି କରି ଶହେ ସହପାଠୀଙ୍କ ମଧ୍ୟାହ୍ନ ଭୋଜନ ଫି କଲେ ସଂଗ୍ରହ
କାଲିଫର୍ନିଆ,୧୯।୧୨: କୁହାଯାଏ ଛୋଟପିଲାଙ୍କ ମଧ୍ୟରେ ହିଁ ଭଗବାନ ବାସ କରନ୍ତି। ସେମାନେ ନିଷ୍ପାପ। ତାଙ୍କ ମନରେ କାହା ପ୍ରତି ହିଂସା ଅବା ଦ୍ୱେଷ ଭାବ ନ ଥାଏ। ସେମାନେ ଅନ୍ୟର ଦୁଃଖରେ ଦୁଃଖୀ ହୋଇଥାନ୍ତି। ଏପରି ଏକ ଘଟଣା ଆମେରିକାର କାଲିଫର୍ନିଆରେ…
କେବଳ ମୁଶରଫ ନୁହନ୍ତି; ବିଶ୍ୱର ଏହି ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କୁ ବି ଦିଆଯାଇଥିଲା ମୃତ୍ୟୁ ଦଣ୍ଡାଦେଶ
ପାକିସ୍ତାନର ପୂର୍ବତନ ରାଷ୍ଟ୍ରପତି ତଥା ସେନାଧ୍ୟକ୍ଷ ପରଭେଜ ମୁଶରଫଙ୍କୁ ଦେଶଦ୍ରୋହ ମାମଲାରେ ପାକିସ୍ତାନ କୋର୍ଟ ଦୋଷୀ ସାବ୍ୟସ୍ତ କରିବା ସହ ମୃତ୍ୟୁଦଣ୍ଡ ଦେଇଛନ୍ତି। ମୁଶାରଫଙ୍କ ବିରୋଧରେ ରୁଜୁ ହୋଇଥିବା ଦେଶଦ୍ରୋହ ଓ ଦେଶ ବିରୋଧରେ ଷଡଯନ୍ତ୍ର କରୁଥିବା ମାମଲାର ଶୁଣାଣି କରି…
ୟୁଏନ୍ଏସ୍ସିରେ କଶ୍ମୀର ଆଲୋଚନା: ଅନୁରୋଧ ପ୍ରତ୍ୟାହାର କଲା ଚାଇନା
ଜାତିସଂଘ,୧୯।୧୨(ପି.ଟି): ଜାତିସଂଘ ସୁରକ୍ଷା ପରିଷଦ (ୟୁଏନ୍ଏସ୍ସି)ରେ ଜମ୍ମୁ-କଶ୍ମୀର ସ୍ଥିତି ସମ୍ପର୍କରେ ଆଲୋଚନା ପାଇଁ ପୂର୍ବରୁ ଚାଇନା କରିଥିବା ଅନୁରୋଧକୁ ପ୍ରତ୍ୟାହାର କରିନେଇଛି। କଶ୍ମୀର ସ୍ଥିତିକୁ ନେଇ ପାକିସ୍ତାନ ବହିର୍ବ୍ୟାପାର ମନ୍ତ୍ରୀ ଶାହ ମେହମୁଦ କୁରେଶୀ ଜାତିସଂଘ ସୁରକ୍ଷା ପରିଷଦକୁ ୧୨ ତାରିଖରେ…
ପେନ୍ସନ ସଂସ୍କାରକୁ ବିରୋଧ, ଫ୍ରାନ୍ସରେ ବିକ୍ଷୋଭ
ପ୍ୟାରିସ୍ ,୧୯।୧୨(ଏଏଫ୍ପି): ଫ୍ରାନ୍ସ ସରକାରଙ୍କ ପେନ୍ସନ ସଂସ୍କାର ଯୋଜନାକୁ ନେଇ ଅଚଳାବସ୍ଥା ଲାଗିରହିଥିବାବେଳେ ଏହାକୁ ବିରୋଧ କରି ମଙ୍ଗଳବାର ଲକ୍ଷାଧିକ ବିକ୍ଷୋଭକାରୀ ରାଜରାସ୍ତାକୁ ଓହ୍ଲାଇଛନ୍ତି। ଦୁଇ ସପ୍ତାହ ହେଲା ପେନ୍ସନ ସଂସ୍କାରକୁ ନେଇ ବିରୋଧ ଜାରି ରହିଥିବାରୁ ପରିବହନ ବାଧାପ୍ରାପ୍ତ ହୋଇଛି।…
ହିଂସାକୁ ନେଇ ଜାତିସଂଘର ଉଦ୍ବେଗ
ଜାତିସଂଘ,୧୯।୧୨(ପି.ଟି): ସଂଶୋଧିତ ନାଗରିକତ୍ୱ ଆଇନ (ସିଏଏ)କୁ ବିରୋଧ କରି ଭାରତରେ ଆନ୍ଦୋଳନ ହିଂସାତ୍ମକ ରୂପ ନେଇଥିବାରୁ ଜାତିସଂଘ ଉଦ୍ବେଗ ପ୍ରକାଶ କରିଛି। ଏହାକୁ ନେଇ ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରେସ୍ ଚିନ୍ତା ପ୍ରକଟ କରିବା ସହ ମତାମତ ଦେବାର ଅଧିକାରକୁ ସମ୍ମାନ…
ଦୁଇ କଏଦୀ ଦଳଙ୍କ ମଧ୍ୟରେ ଗୁଳିମାଡ଼: ୧୨ ନିହତ
ପାନାମା ସିଟି, ୧୮।୧୨: ପାନାମାରେ ଏକ ଜେଲ୍ରେ ଦୁଇ କଏଦୀ ଦଳଙ୍କ ମଧ୍ୟରେ ଗଣ୍ଡଗୋଳ ଘଟିଛି। କଏଦୀମାନେ ପରସ୍ପର ଉପରକୁ ଗୁଳିମାଡ଼ କରିଥିବା ଜେଲ ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଏଥିରେ ୧୨ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୧୨ରୁ ଅଧିକ ଆହତ…
ରାଷ୍ଟ୍ରପତି ପୁଟିନ୍ ଏବେ ବି ବ୍ୟବହାର କରୁଛନ୍ତି ଓ୍ବିଣ୍ଡୋ ଏକ୍ସପି
ମସ୍କୋ,୧୮।୧୨: ଓ୍ବିଣ୍ଡୋ ଏକ୍ସପିର ବ୍ୟବହାର ୨୦୧୪ରୁ ବନ୍ଦ ହୋଇଛି। ତେବେ ରୁଷିଆ ରାଷ୍ଟ୍ରପତି ବ୍ଲାଡିମୀର୍ ପୁଟିନ୍ ଏବେ ମଧ୍ୟ ତାଙ୍କ ଅଫିସ୍ରେ ଓ୍ବିଣ୍ଡୋ ଏକ୍ସପି ବ୍ୟବହାର କରୁଛନ୍ତି। ନିକଟରେ ଜାରି ହୋଇଥିବା ପୁଟିନ୍ଙ୍କ ଏକ ଅଫିସ୍ ଫଟୋରୁ ଏହା ଜଣାପଡ଼ିଛି। ୭୬…
ଭାରତ-ବାଂଲାଦେଶ ଜେଆର୍ସି ଆଲୋଚନା ବାତିଲ୍
ଢ଼ାକା/ନୂଆଦିଲ୍ଲୀ,୧୮।୧୨: ଭାରତ-ବାଂଲାଦେଶ ମଧ୍ୟରେ ହେବାକୁ ଥିବା ଜଏଣ୍ଟ୍ ରିଭର କମିଶନ(ଜେଆର୍ସି) ଆଲୋଚନାକୁ ବାତିଲ୍ କରି ଦିଆଯାଇଛି। ଉଭୟ ଦେଶରେ ପ୍ରବାହିତ ମୁହୁରି, ମୋନୁ, ଧରଲା, ଖୋଓ୍ବାଇ, ଗୁମତି ଏବଂ ଦୁଧକୁମାର ଆଦି ୬ଟି ନଦୀ ଜଳ ଉପରେ ଦିଲ୍ଲୀରେ ବୁଧବାର ହେବାକୁ…
Archives


