ଭାରତ-ବାଂଲାଦେଶ ଜେଆର୍ସି ଆଲୋଚନା ବାତିଲ୍
ଢ଼ାକା/ନୂଆଦିଲ୍ଲୀ,୧୮।୧୨: ଭାରତ-ବାଂଲାଦେଶ ମଧ୍ୟରେ ହେବାକୁ ଥିବା ଜଏଣ୍ଟ୍ ରିଭର କମିଶନ(ଜେଆର୍ସି) ଆଲୋଚନାକୁ ବାତିଲ୍ କରି ଦିଆଯାଇଛି। ଉଭୟ ଦେଶରେ ପ୍ରବାହିତ ମୁହୁରି, ମୋନୁ, ଧରଲା, ଖୋଓ୍ବାଇ, ଗୁମତି ଏବଂ ଦୁଧକୁମାର ଆଦି ୬ଟି ନଦୀ ଜଳ ଉପରେ ଦିଲ୍ଲୀରେ ବୁଧବାର ହେବାକୁ…
ଚଳିତ ବର୍ଷ ୪୯ ଗଣମାଧ୍ୟମ ପ୍ରତିନିଧିଙ୍କୁ କରାଯାଇଛି ହତ୍ୟା: ଲାଟିନ୍ ଆମେରିକାରେ ସର୍ବାଧିକ ୧୪
ପ୍ୟାରିସ୍, ୧୮।୧୨: ଚଳିତ ବର୍ଷ ପୃଥିବୀର ବିଭିନ୍ନ ଦେଶରେ ମୋଟ ୪୯ ଗଣମାଧ୍ୟମ ପ୍ରତିନିଧିଙ୍କୁ ହତ୍ୟା କରାଯାଇଛି। ଗତ ୧୦ ବର୍ଷ ମଧ୍ୟରେ ଚଳିତ ବର୍ଷ କମ୍ ଗଣମାଧ୍ୟମ ପ୍ରତିନିଧିଙ୍କୁ ହତ୍ୟା କରାଯାଇଛି। ସେଥିମଧ୍ୟରୁ ଲାଟିନ୍ ଆମେରିକାରେ ସର୍ବାଧିକ ୧୪ ଜଣଙ୍କୁ…
ତୈଳ ଟ୍ୟାଙ୍କର ଉପରେ ଜଳଦସ୍ୟୁଙ୍କ ଆକ୍ରମଣ: ୨୦ ଭାରତୀୟଙ୍କୁ କଲେ ଅପହରଣ
ଅବୁଜା,୧୭।୧୨: ପଶ୍ଚିମ ଆଫ୍ରିକାର ଗିନି ଉପକୂଳ ଅଞ୍ଚଳରେ ଏକ ତୈଳ ଟ୍ୟାଙ୍କର ଉପରେ ଜଳଦସ୍ୟୁମାନେ ଆକ୍ରମଣ କରିଛନ୍ତି। ଏଥିରେ ଥିବା ୨୦ ଭାରତୀୟଙ୍କୁ ଜଳଦସ୍ୟୁ ଅପହରଣ କରିନେଇଛନ୍ତି। ତୈଳ ଟ୍ୟାଙ୍କରଟି ଆଙ୍ଗୋଲାର ଲୁଣ୍ଡାରୁ ଟୋଗୋସ୍ଥିତ ଲୁମ୍କୁ ଯାତ୍ରା କରୁଥିଲା। ଏହା ଡିସେମ୍ବର…
ମୁଶରଫଙ୍କୁ ଫାଶୀ ଦଣ୍ଡାଦେଶ: ଦେଶଦ୍ରୋହ ମାମଲାରେ ଦୋଷୀ ସାବ୍ୟସ୍ତ
ଇସଲାମାବାଦ୍,୧୭।୧୨: ପାକିସ୍ତାନର ପୂର୍ବତନ ରାଷ୍ଟ୍ରପତି ପରଭେଜ୍ ମୁଶରଫ୍ଙ୍କୁ ଦେଶଦ୍ରୋହ ମାମଲାରେ ଦୋଷୀ ସାବ୍ୟସ୍ତ କରାଯାଇ ଏକ ସ୍ବତନ୍ତ୍ର ଅଦାଲତ ଫାଶୀ ଦଣ୍ଡାଦେଶ କରିଛନ୍ତି। ୨୦୦୭ରେ ପାକିସ୍ତାନରେ ଜରୁରୀକାଳୀନ ପରିସ୍ଥିତି ଜାରି କରିଥିବାରୁ ତାଙ୍କ ବିରୋଧରେ ଦେଶଦ୍ରୋହ ଅଭିଯୋଗ ଅଣାଯାଇଥିଲା। ୨୦୧୩ ଡିସେମ୍ବରଠାରୁ…
୫ ଦିନରେ ୩ ହଜାର ଫୁଟ ଉଚ୍ଚା ପାହାଡ଼ ଚଢ଼ିଲେ ୧୦ ବର୍ଷ ବୟସ୍କା ବାଳିକା
କାଲିଫର୍ନିଆ,୧୭।୧୨: ଜଣେ ୧୦ ବର୍ଷ ବୟସ୍କା ବାଳିକା କାଲିଫର୍ନିଆର ୩ ହଜାର ଫୁଟ ଉଚ୍ଚା ପାହାଡ଼ ଇଏଲ୍ କ୍ୟାପଟେନ୍ ପାହାଡ଼ ଚଢ଼ି ରେକର୍ଡ କରିଛନ୍ତି। ସ୍ଥାନୀୟ ୟୋସେମିତେ ପାର୍କରେ ଏହି ପାହାଡ଼ ଅବସ୍ଥିତ। ସେଲାହ ସ୍କେନେତର ନାମକ ଏହି କୁନି ପର୍ବତ୍ୟାରୋହୀ…
ନାଗରିକତା ସଂଶୋଧନ ଆଇନ ନେଇ ମୁହଁ ଖୋଲିଲା ଆମେରିକା: ଅଳ୍ପସଂଖ୍ୟକଙ୍କ ଅଧିକାରକୁ ସୁରକ୍ଷା ଦିଅନ୍ତୁ ଭାରତ ସରକାର
ଓ୍ବାଶିଂଟନ,୧୭।୧୨: ନାଗରିକତା ସଂଶୋଧନ ଆଇନ ନେଇ ଦେଶରେ ହିଂସା ଦେଖାଦେଇଛି। ଏନେଇ ଏବେ ଆମେରିକା ମୁହଁ ଖୋଲିଛି। ଆମେରିକା ଏବଂ ଭାରତ ସବୁବେଳେ ଧାର୍ମିକ ସ୍ବତନ୍ତ୍ରତାକୁ ଗୁରୁତ୍ୱ ଦେଇ ଆସିଛନ୍ତି। ଏହା ଦୁଇ ଦେଶର ମୌଳିକ ସିଦ୍ଧାନ୍ତ। ତେଣୁ ଭାରତ ସରକାର…
ଆଫଗାନିସ୍ତାନ: ପୃଥକ ପୃଥକ ବିସ୍ଫୋରଣରେ ୧୦ ମୃତ, ୧୭ ଆହତ
ଖୋଷ୍ଟ,୧୭।୧୨: ରାଜୌକ ଆଫଗାନ ନ୍ୟୁଜର ସୂଚନା ଅନୁଯାୟୀ ମଙ୍ଗଳବାର ସକାଳେ ଆଫଗାନିସ୍ତାନର ଖୋଷ୍ଟ ଅଞ୍ଚଳରେ ରାସ୍ତାକଡ଼ରେ ଖଞ୍ଜାଯାଇଥିବା ବୋମା ବିସ୍ଫୋରଣରେ ଅତିକମ୍ରେ ୧୦ ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ସେହିପରି ବଲ୍ଖ ଅଞ୍ଚଳରେ ଥିବା ମଜାର-ଇ-ଶରିଫରେ ହୋଇଥିବା…
ଲିଙ୍ଗଗତ ତାରତମ୍ୟ ତାଲିକା: ୧୧୨ ସ୍ଥାନରେ ଭାରତ; ପ୍ରଥମ ସ୍ଥାନରେ ଆଇସ୍ଲାଣ୍ଡ
ଜେନେଭା/ନୂଆଦିଲ୍ଲୀ,୧୭।୧୨: ଲିଙ୍ଗଗତ ତାରତମ୍ୟ ତାଲିକାରେ ଭାରତ ଚଳିତ ବର୍ଷ ୧୧୨ ସ୍ଥାନ ହାସଲ କରିଛି। ଗତ ବର୍ଷ ତୁଳନାରେ ଏହା ୪ ସ୍ଥାନ ତଳକୁ ଖସି ଆସିଛି। ଗତ ବର୍ଷ ଏହା ୧୦୮ ସ୍ଥାନରେ ଥିଲା। ଏନେଇ ଜେନେଭାର ଓ୍ବାଲର୍ଡ ଇକୋନୋମି…
ମାଗଣାରେ ଖାଇବାକୁ ବାଂଲାଦେଶ ଆସୁଛନ୍ତି ଭାରତୀୟ: ବୈଦେଶିକ ମନ୍ତ୍ରୀ
ଢାକା,୧୭।୧୨: ନାଗରିକତା ସଂଶୋଧନ ଆଇନ (ସିଏଏ) ଓ ଜାତୀୟ ନାଗରିକ ପଞ୍ଜିକା (ଏନ୍ଆର୍ସି)କୁ ନେଇ ସାରା ଦେଶରେ ନିଆଁ ଜଳୁଛି। ଏହାରି ଭିତରେ ବାଂଲାଦେଶ ବୈଦେଶିକ ମନ୍ତ୍ରୀଙ୍କର ଏକ ଚାଞ୍ଚଲ୍ୟକର ବୟାନ ସାମ୍ନାକୁ ଆସିଛି। ରବିବାର ବାଂଲାଦେଶ ବୈଦେଶିକ ମନ୍ତ୍ରୀ ଡା.…
୩ ହଜାର ୬ ଶହ ବର୍ଷ ତଳେ ବ୍ୟବହୃତ ହେଉଥିଲା ସିଙ୍ଗଲ୍ ୟୁଜଡ୍ ମାଟିପାତ୍ର: କରାଯାଉଥିଲା ମଦ୍ୟପାନ
ଲଣ୍ଡନ,୧୭।୧୨: ଲଣ୍ଡନ ମ୍ୟୁଜିୟମ୍ରେ ୩ ହଜାର ୬ ଶହ ବର୍ଷ ପୁରୁଣା ଏକ ଅଧାଭଙ୍ଗା ମାଟିପାତ୍ର ରହିଛି। ଏହା ଖ୍ରୀଷ୍ଟପୂର୍ବ ୨୭୦୦ରୁ ୧୪୫୦ ମଧ୍ୟରେ ନିର୍ମାଣ କରାଯାଇଥିବା କୁହାଯାଉଛି। ଏଭଳି ମାଟିପାତ୍ର ଗ୍ରୀସ୍ର ମିନୋଅନ ସଭ୍ୟତା ସମୟରେ କ୍ରେତେ ଦ୍ୱୀପରେ ଲୋକେ…
ଚାଇନା କୋଇଲା ଖଣି ବିସ୍ଫୋରଣ: ୧୪ ମୃତ
ବେଜିଂ,୧୭।୧୨: ଚାଇନାରେ ଏକ କୋଇଲା ଖଣିରେ ବିସ୍ଫୋରଣ ହେବା ଫଳରେ ୧୪ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ଖଣିରେ ପାଖାପାଖି ୩୪୬ ଶ୍ରମିକ କାମ କରୁଥିବା ବେଳେ ଏହି ବିସ୍ଫୋରଣ ହୋଇଥିବା କହିଛି ଚାଇନାର ଗଣମାଧ୍ୟମ ସିନୁଆ ନ୍ୟୁଜ। ଏମାନଙ୍କ ସହ…
ମଡେଲଙ୍କ ବଙ୍ଗଳାରୁ ଚୋରି
ଲଣ୍ଡନ,୧୬।୧୨: ଲଣ୍ଡନର ଜଣାଶୁଣା ମଡେଲ ତଥା ଟିଭି ପର୍ସନାଲିଟି ତମାରା ଏକଲେଷ୍ଟୋନଙ୍କ ଘରୁ ଚୋରି ହୋଇଥିବା ଖବର ସାମ୍ନାକୁ ଆସିଛି। ମାତ୍ର ୫୦ ମିନିଟ୍ରେ ଚୋରମାନେ ୪୭୫ କୋଟି ଟଙ୍କାର ଗହଣା ଚୋରି କରିନେଇଥିବା ଜଣାପଡ଼ିଛି। ତେବେ ତମାରାଙ୍କ ଘର ଭିଆଇପି…
Archives


