ଅନ୍ତର୍ଜାତୀୟ

କରୋନା ସଂକ୍ରମିତଙ୍କ ମଧ୍ୟରୁ ପ୍ରତି ହଜାରେ ଲୋକଙ୍କ ମଧ୍ୟରୁ ପ୍ରାୟ ୯ ଜଣଙ୍କ ଘଟିଥାଏ ମୃତ୍ୟୁ !

ନୂଆଦିଲ୍ଲୀ/ଓ୍ବାଶିଂଟନ,୨୬।୩: କରୋନା ସଂକ୍ରମଣ ପୃଥିବୀରେ ଆତଙ୍କ ସୃଷ୍ଟି କରିଛି। ଏଥିରୁ ଦୂରେଇ ରହିବା ପାଇଁ ସାମାଜିକ ଦୂରତା ସୃଷ୍ଟି ଉପରେ ଲୋକଙ୍କୁ ପରାମର୍ଶ ଦିଆଯାଉଛି। ତେବେ ସଂକ୍ରମିତଙ୍କ ମଧ୍ୟରୁ ହାରାହାରି କେତେଜଣଙ୍କ ମୃତ୍ୟୁ ଘଟିଥାଏ ସେ ନେଇ ଏବେ ଚର୍ଚ୍ଚା ଆରମ୍ଭ…

ପାକିସ୍ତାନରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧,୦୨୨: ଅଧିକାଂଶ ଯୁବତୀ ଯୁବକ

ଇସ୍‌ଲାମାବାଦ,୨୬।୩: କରୋନା ଭାଇରସ ଏବେ ବିଶ୍ୱ ପାଇଁ ଚିନ୍ତାର କାରଣ । ଏବେ ସୁଦ୍ଧା କରୋନା ଭାଇରସରେ ପ୍ରାୟ ୧୯୫ ଦେଶକୁ ବ୍ୟାପିଥିବା ଖବର ମିଳିଥିବା ବେଳେ ଚାଇନା ପରେ ଇଟାଲିରେ ସଂକ୍ରମିତ ଓ ମୃତକଙ୍କ ସଂଖ୍ୟା ବଢିବାରେ ଲାଗିଛି। ପାକିସ୍ତାନ…

୧୯୫ ଦେଶରେ କରୋନା: ମୃତ୍ୟୁ ସଂଖ୍ୟା ୨୧ ହଜାର ୨୦୦

ଓ୍ବାଶିଂଟନ,୨୬।୩: କରୋନା ଭୂତାଣୁ ସଂକ୍ରମଣ ନେଇ ସାରା ପୃଥିବୀରେ ଆତଙ୍କ ଦେଖାଦେଇଛି। ଇତିମଧ୍ୟରେ ପୃଥିବୀର ୧୯୫ ଦେଶରେ କରୋନା ସଂକ୍ରମିତ ହୋଇସାରିଛି। ଇତିମଧ୍ୟରେ କରୋନା ସଂକ୍ରମଣରେ ମୃତ୍ୟୁ ସଂଖ୍ୟା ୨୧ ହଜାର ୨୦୦ରେ ପହଞ୍ଚିଛି। ସେହିପରି ୪ ଲକ୍ଷ ୬୮ ହଜାର…

୧୯ ହଜାର ଟପିଲା କରୋନା ମୃତ୍ୟୁ

ପ୍ୟାରିସ୍‌/ମାଡ୍ରିଡ,୨୬ା୩: କରୋନା ସଂକ୍ରମଣ ଜନିତ ମୃତ୍ୟୁସଂଖ୍ୟା ବୁଧବାର ୧୯,୭୪୮ରେ ପହଞ୍ଚତ୍ଛି। ଡିସେମ୍ବରରେ ଚାଇନାରୁ ଆରମ୍ଭ ହୋଇଥିବା କୋଭିଡ୍‌-୧୯ ବର୍ତ୍ତମାନ ସୁଦ୍ଧା ୧୯୬ ଦେଶକୁ ବ୍ୟାପିଲାଣି ଓ ଏଥିରେ ୪ ଲକ୍ଷ ୪୦ ହଜାର ୧୪୫ ଜଣ ସଂକ୍ରମିତ ହୋଇଛନ୍ତି। ଏହି ଭୂତାଣୁ…

ଗୁରୁଦ୍ୱାରାକୁ ଆଇଏସ୍‌ ଟାର୍ଗେଟ: ୨୫ ନିହତ

କାବୁଲ,୨୬ା୩: ଆଫଗାନିସ୍ତାନ ରାଜଧାନୀ କାବୁଲର କେନ୍ଦ୍ରସ୍ଥଳରେ ଥିବା ସଂଖ୍ୟାଲଘୁ ଶିଖ୍‌ମାନଙ୍କ ଗୁରୁଦ୍ୱାରା ଉପରେ ଇସ୍‌ଲାମିକ୍‌ ଷ୍ଟେଟ୍‌ (ଆଇଏସ୍‌) ଆତଙ୍କବାଦୀ ଆକ୍ରମଣ କରିଛନ୍ତି। ଏଥିରେ୨୫ ଜଣଙ୍କ ମୃତ୍ୟୁ ହେବା ସହ ୧୫ ଜଣ ଆହତ ହୋଇଛନ୍ତି। କାବୁଲ ଶୋର୍‌ ବଜାରରେ ଥିବା ଏକ…

ଆମେରିକାରେ ଆର୍ଥିକ ସ୍ଥିତି ଗମ୍ଭୀର

ଲରେଡୋ, ଟେକ୍ସାସ,୨୬ା୩: କରୋନା ସଂକ୍ରମଣ ଯୋଗୁ ବିଶ୍ୱର ସବୁଠୁ ଧନୀ ରାଷ୍ଟ୍ର ଆମେରିକାର ଆର୍ଥିକ ସ୍ଥିତି ଗୁରୁତର ପ୍ରଭାବିତ ହୋଇଛି। ନୂତନ ତଥ୍ୟ ପଦାକୁ ଆସିବା ପରେ ଏହି ଦେଶର ଅର୍ଥନୀତି କିଭଳି ସଙ୍କଟର ସମ୍ମୁଖୀନ ହୋଇଛି ତାହା ସ୍ପଷ୍ଟ ହେବ।…

ବ୍ରିଟେନ ରାଜ ପରିବାରକୁ ବଡ଼ ଝଟ୍‌କା: କରୋନାରେ ସଂକ୍ରମିତ ପ୍ରିନ୍ସ ଚାଲର୍‌ସ

ଲଣ୍ଡନ,୨୫।୩: ସାରା ବିଶ୍ୱରେ କରୋନା ଭାଇରସ୍‌ ବେ-ଲଗାମ୍‌ ହୋଇପଡ଼ିଛି। ଏହାକୁ ରୋକିବା ପାଇଁ ସାରା ଦେଶ ନିଜ ପକ୍ଷରୁ ବିଭିନ୍ନ ସତର୍କତା ଅବଲମ୍ବନ କରିବା ସହ କେତେକ ପଦକ୍ଷେପ ଗ୍ରହଣ କରିଛନ୍ତି। ଏହାରି ଭିତରେ ବ୍ରିଟେନ ରାଜ ପରିବାରରୁ ଏକ ବଡ଼…

ଚାଇନା ଇଟାଲି ପରେ ଏବେ କରୋନାର ନୂଆ ଠିକଣା ଆମେରିକା: ଡବ୍ଲ୍ୟୁଏଚ୍‌ଓ !

ଓ୍ବାଶିଂଟନ,୨୫।୩: ଚାଇନାରେ କରୋନା ତାଣ୍ଡବ ରଚିବା ପରେ ଇଟାଲି ମୁହାଁ ହୋଇଥିଲା। ଏବେ ଏହାର ନୂଆ ଠିକଣା ଆମେରିକା ପାଲଟିବାକୁ ଯାଉଛି ବୋଲି ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍‌ଓ) ପକ୍ଷରୁ କୁହାଯାଇଛି। ଇତିମଧ୍ୟରେ ଏଠାରେ ୭୦୪ ଲୋକଙ୍କ ମୃତ୍ୟୁ ଘଟିଛି। ସେଥିମଧ୍ୟରୁ…

୧୯୫ ଦେଶରୁ ୧୯୪ରେ କରୋନା: ମୃତ୍ୟୁ ସଂଖ୍ୟା ୧୮ ହଜାର ୯୦୫; ନ୍ୟୁଜିଲାଣ୍ଡରେ ଜରୁରୀକାଳୀନ ପରିସ୍ଥିତି

ଓ୍ବାଶିଂଟନ,୨୫।୩: କରୋନା ଭୂତାଣୁ ସଂକ୍ରମଣ ନେଇ ସାରା ପୃଥିବୀରେ ଆତଙ୍କ ଦେଖାଦେଇଛି। ଇତିମଧ୍ୟରେ ପୃଥିବୀର ୧୯୫ ଦେଶରୁ ୧୯୪ରେ କରୋନା ସଂକ୍ରମିତ ହୋଇଛି। ସେହିଭଳି କରୋନା ସଂକ୍ରମଣରେ ମୃତ୍ୟୁ ସଂଖ୍ୟା ୧୮ ହଜାର ୯୦୫ରେ ପହଞ୍ଚିଛି। ୪ଲକ୍ଷ ୨୨ ହଜାର ୯୧୩…

ବିନା ଲକ୍‌ ଡାଉନ୍‌ରେ କରୋନା ସହିତ ଲଢୁଛି ଦକ୍ଷିଣ କୋରିଆ

ସିଓଲ୍‌,୨୫।୩: ସାରା ପୃଥିବୀ କରୋନା ଆତଙ୍କରେ ରହିଥିବା ବେଳେ ଦକ୍ଷିଣ କୋରିଆ ବିନା ଲକ୍‌ ଡାଉନ୍‌ରେ ଲଢ଼େଇ ଜାରି ରଖିଛି। ତେବେ ଦକ୍ଷିଣ କୋରିଆର ଚିକିତ୍ସା ପ୍ରଣାଳୀ ଅନ୍ୟ ଦେଶ ପାଇଁ ଉପଯୋଗୀ ସାବ୍ୟସ୍ତ ହେବ କି ନାହିଁ ସେନେଇ ଠିକ…

କରୋନା ସଂକ୍ରମଣ: ବାଦୁଡ଼ିଠାରୁ ବଜ୍ରକାପ୍ତା; ଏବେ ମନୁଷ୍ୟ ସମାଜରେ ମହାମାରୀ !

ଲଣ୍ଡନ,୨୫।୩: କରୋନା ସଂକ୍ରମଣ କିଭଳି ମନୁଷ୍ୟଠାରେ ହେଲା ସେ ନେଇ ଏବେ ସାରା ପୃଥିବୀରେ ଚର୍ଚ୍ଚା ଜାରି ରହିଛି। ବୈଜ୍ଞାନିକମାନେ ଅନୁମାନ କରୁଛନ୍ତି ଯେ, ଚାଇନାରେ କରୋନା ଭୂତାଣୁ ବାଦୁଡ଼ି ମଳରୁ ବ୍ୟାପିଥିଲା। ବାଦୁଡ଼ିର ମଳକୁ ଜଙ୍ଗଲରେ ବୁଲୁଥିବା ବଜ୍ରକାପ୍ତା ଶୁଙ୍ଘିଥିଲା।…

ପୃଥିବୀର ୨୩୦ କୋଟିରୁ ଅଧିକ ଲୋକ ଘରେ ବନ୍ଦ: ୧୩୦ କୋଟି ଭାରତୀୟ ବି ସାମିଲ

ନୂଆଦିଲ୍ଲୀ/ଓ୍ବାଶିଂଟନ,୨୫।୩: କରୋନା ସଂକ୍ରମଣ ପୃଥିବୀରେ ଆତଙ୍କ ସୃଷ୍ଟି କରିଛି। ଏଥିରୁ ଦୂରେଇ ରହିବା ପାଇଁ ସାମାଜିକ ଦୂରତା ସୃଷ୍ଟି ଉପରେ ଲୋକଙ୍କୁ ପରାମର୍ଶ ଦିଆଯାଉଛି। ଏହାକୁ ଦୃଷ୍ଟିରେ ରଖି ୧୦ଟି ଦେଶରେ କର୍ଫ୍ୟୁ ଜାରି ହୋଇଥିବାବେଳେ ୩୫ ଦେଶରେ ଲକ୍‌ ଡାଉନ୍‌…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri