୫୦ ପାଇଲଟଙ୍କ ଲାଇସେନ୍ସ ବାତିଲ କଲା ପାକିସ୍ତାନ ସରକାର

ଇସ୍ଲାମାବାଦ,୨୦।୧୨ : ମିଛ ପ୍ରମାଣପତ୍ର ଦେଇଥିବା ୫୦ ପାଇଲଟଙ୍କ ଲାଇସେନ୍ସ ବାତିଲ କରିଛି ପାକିସ୍ତାନ ସରକାର। ସେମାନେ କେଉଁଭଳି ଭାବେ ମିଛ ପ୍ରମାଣପତ୍ର ହାସଲ କଲେ, ତାହା ଅନୁସନ୍ଧାନ କରିବ ବେସାମରିକ ବିମାନ ଚଳାଚଳ ପ୍ରାଧିକରଣ (ସିଏଏ)। ଏ ନେଇ ସିଏଏ ଦେଶର ସର୍ବୋଚ୍ଚ କୋର୍ଟକୁ ଜଣାଇଛି।

ଚଳିତ ବର୍ଷ ମେ ୨୨ ତାରିଖରେ ଘଟିଥିବା ବିମାନ ଦୁର୍ଘଟଣା ପରେ କିଛି ପାଇଲଟଙ୍କ ନିକଟରେ ଯୋଗ୍ୟତା ନ ଥିଲେ ମଧ୍ୟ ଫେକ୍‌ ପ୍ରମାଣପତ୍ର ଦେଇ ବିମାନ ଚଳାଉଥିବା ଜଣାପଡ଼ିଥିଲା। ଏହି ଦୁର୍ଘଟଣାରେ ୯୭ ଜଣଙ୍କ ମୃତ୍ୟୁ ହୋଇଥିଲା। ଦେଶରେ ସକ୍ରିୟ ଥିବା ୮୬୦ ପାଇଲଟଙ୍କ ମଧ୍ୟରୁ ୨୬୦ ବିମାନ ଚାଳକ ମିଛ ପ୍ରମାଣପତ୍ର ଦେଇଛନ୍ତି ନ ହେଲେ ସେମାନେ ଚିଟିଂ କରି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ସେମାନଙ୍କ ନାମ ସାର୍ବଜନୀନ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କାବୁଲ ଆତଙ୍କବାଦୀ ଆକ୍ରମଣରେ ୫ ମୃତ, ଘଟଣା ପାଇଁ ନିଜକୁ ଦାୟୀ କଲା ଆଇଏସ

କାବୁଲ,୧୩ ।୧: ଆତଙ୍କବାଦୀ ସଙ୍ଗଠନ ଇସଲାମିକ ଷ୍ଟେଟ(ଆଇଏସ) ଆଫଗାନିସ୍ତାନର ରାଜଧାନୀ କାବୁଲରେ ବୈଦେଶିକ ମନ୍ତ୍ରଣାଳୟ ନିକଟରେ ହୋଇଥିବା ଭୟଙ୍କର ବୋମା ବିସ୍ଫୋରଣ ପାଇଁ ନିଜକୁ ଦାୟୀ...

ଏବେ କଲମ୍ବିଆରେ ଚାଇନା ଗୁପ୍ତଚରୀ ବେଲୁନ…

ବୋଗୋଟା,୬।୨ : ଚାଇନା ଏହାର ବେଆଇନ କାର୍ଯ୍ୟରୁ ନିବୃତ୍ତ ହେବାର ନାମ ନେଉନାହିଁ। ଆମେରିକାର ବାୟୁମଣ୍ଡଳରେ ଚାଇନାର ଗୁପ୍ତଚରୀ ବେଲୁନ ଦେଖାଦେବା ପରେ ବର୍ତ୍ତମାନ କଲମ୍ବିଆର...

ଅସୁବିଧାରେ ପକାଉଛି ଟୁଇଟର

ଟୁଇଟରରେ ଦେଉଥିବା ମନ୍ତବ୍ୟ ତାଙ୍କୁ ଅନେକ ସମୟରେ ଅସୁବିଧାରେ ପକାଉଛି ବୋଲି କହିଛନ୍ତି ସ୍ପେସ୍‌ ଏକ୍ସ ଓ ଟେସ୍‌ଲା ସିଇଓ ଏଲନ୍‌ ମସ୍କ। ଆମେରିକାର ଏକ...

ଦିଆଯିବ କରୋନା ଟିକାର ଚତୁର୍ଥ ଡୋଜ୍‌…

କୋପେନହେଗେନ, ୨୩।୬ : ପୃଥିବୀରେ ପ୍ରାୟ ୩ ବର୍ଷ ଧରି କରୋନା ମହାମମାରୀ ସଂକ୍ରମଣ ଜାରି ରହିଛି। କରୋନା ଭାଇରସରୁ ରକ୍ଷା ପାଇବା ପାଇଁ କୋଭିଡ...

ଆଫଗାନିସ୍ତାନ ଆତଙ୍କବାଦୀଙ୍କ ଭୂସ୍ବର୍ଗ ନ ହେଉ

ଓ୍ବାଶିଂଟନ, ୩୦।୧୦(ପି.ଟି.): ଆଫଗାନିସ୍ତାନ ଯେପରି ଆତଙ୍କବାଦୀମାନଙ୍କ ଭୂସ୍ବର୍ଗ ନ ପାଲଟେ ତାହା ସୁନିଶ୍ଚିତ କରିବାକୁ ଭାରତ ଓ ଆମେରିକା ତାଲିବାନକୁ ଆହ୍ବାନ ଦେଇଛନ୍ତି। ଆତଙ୍କବାଦର ମୁକାବିଲା...

ଆମେରିକା ଅସ୍ତିତ୍ୱ ପ୍ରତି ବିପଦପୂର୍ଣ୍ଣ ଚାଇନା: ଆମେରିକା ସଂସଦର ନିଷ୍ପତ୍ତି…

ଓ୍ବାଶିଂଟନ,୧।୩ : ଆମେରିକାର ବରିଷ୍ଠ ସାଂସଦମାନେ ରିପବ୍ଲିକାନ ସଂଖ୍ୟାଗରିଷ୍ଠ ପ୍ରତିନିଧି ସଭାରେ ଆମେରିକାର ଅସ୍ତିତ୍ୱ ପ୍ରତି ଚାଇନାକୁ ବିପଦ ବୋଲି କହିଛନ୍ତି। କମ୍ୟୁନିଷ୍ଟ ପାର୍ଟି ନେତୃତ୍ୱାଧୀନ...

ୟୁକ୍ରେନ୍‌ର ଆସ୍ଥା ‘ସେଣ୍ଟ ଜାଭେଲିନ୍‌’

କ୍ୱିଭ୍‌,୨୭।୨: ରୁଷିଆ ୟୁକ୍ରେନ ଯୁଦ୍ଧକୁ ବିତିଯାଇଛି ତିନିଦିନ। ସାରା ବିଶ୍ୱବାସୀଙ୍କ ନଜର ଏହି ଯୁଦ୍ଧ ଉପରେ ରହିଛି। ଏଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ ୟୁକ୍ରେନରେ ଏକ ଛବି...

କ୍ଷମା ମାଗିଲେ ପୁଟିନ୍‌!

ମସ୍କୋ,୬।୫: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଇସ୍ରାଏଲକୁ କ୍ଷମା ମାଗିଛନ୍ତି। ହିଟଲରଙ୍କୁ ନେଇ ରୁଷିଆର ବୈଦେଶିକ ମନ୍ତ୍ରୀଙ୍କ ବିବାଦୀୟ ମନ୍ତବ୍ୟ ପାଇଁ ପୁଟିନ କ୍ଷମା ମାଗିଥିବା...

Advertisement
Archives

Model This Week