ଅନ୍ତର୍ଜାତୀୟ

ପୋଲିସ ନିଷ୍ଠୁରତା ବିରୋଧରେ ମହିଳାଙ୍କ ବିକ୍ଷୋଭ

ଲାଗୋସ୍‌, ୨୦ା୧୦: ନାଇଜେରିଆର ଲାଗୋସ୍‌ଠାରେ ପୋଲିସ ନିଷ୍ଠୁରତା ବିରୋଧରେ ମହିଳାମାନେ ରାଜରାସ୍ତାକୁ ଓହ୍ଲାଇ ବିକ୍ଷୋଭ କରିଛନ୍ତି। ସହସ୍ରାଧିକ ମହିଳା ଦେଶର ବିଭିନ୍ନ ସହରରେ ଏଭଳି ବିକ୍ଷୋଭ ଲାଗି ସଙ୍ଗଠିତ ହୋଇଛନ୍ତି। ଅକ୍ଟୋବର ୮ରୁ ସେମାନେ ଫେଡେରାଲ ସ୍ପେଶାଲ ଆଣ୍ଟି ରବ୍‌ରି ସ୍କ୍ବାଡ୍‌…

ଥରିଲା ଆମେରିକା: ୭.୫ ତୀବ୍ରତାର ଭୂକମ୍ପ ସହ ଆସିଲା ସୁନାମୀ

ଆଲାସ୍କା,୨୦ ।୧: ଆମେରିକାର ଆଲାସ୍କାରେ ସୋମବାର ଏକ ବଡ ଧରଣର ଭୂକମ୍ପ ଅନୁଭୁତ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ରହିଥିଲା ୭.୫ । ଫଳରେ ସେଠାକାର ଘରଦ୍ୱାରା ଦୋହଲି ଯିବା ସହ ପାଣିପାଗ ବିଭାଗ ପକ୍ଷରୁ ସୁନାମୀ ସତର୍କତା…

ହୋଟେଲ କବାଟ ଭାଙ୍ଗି ନୱାଜ ସରିଫଙ୍କ ଜ୍ୱାଇଁଙ୍କୁ ଗିରଫ କଲା ପୋଲିସ

ଇସଲାମାବାଦ,୧୯।୧୦: ପାକିସ୍ତାନ ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫଙ୍କ ଜ୍ୱାଇଁ ସଫଦର ଏୱାନଙ୍କୁ ପୋଲିସ ଗିରଫ କରିଛି। ସେମାନେ ରହୁଥିବା ହୋଟେଲର କବାଟ ଭାଙ୍ଗି ପୋଲିସ ସଫଦରଙ୍କୁ ଗିରଫ କରିଥିବା ସରିଫଙ୍କ ଝିଅ ମରିୟମ କହିଛନ୍ତି। ସଫଦର ପିଏମଏଲ-ଏନର ଜଣେ ନେତା। ପ୍ରଧାନମନ୍ତ୍ରୀ…

ଦୁରାରୋଗ୍ୟରେ ପୀଡିତ ପିଲାଙ୍କୁ ଦିଆଯିବ ମୃତ୍ୟୁଦଣ୍ଡ: ଡଚ୍‌ ସରକାର ଦେଲେ ଅନୁମତି

ନେଦରଲାଣ୍ଡରେ କିଛି ପିଲା ଏବେ ଏକ ଅଜଣା ରୋଗ ବା ଦୁରାରୋଗ୍ୟରେ ଆକ୍ରାନ୍ତ ହୋଇଛନ୍ତି। ଯାହାର ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ଚିକିତ୍ସା ବାହାରିପାରି ନାହିଁ। ଉକ୍ତ ଶିଶୁଙ୍କ ପରିବାର ଲୋକେ ସେମାନଙ୍କ କଷ୍ଟ ସହିପାରୁ ନାହାନ୍ତି କି ଦେଖି ମଧ୍ୟ ପାରୁ…

ସୋସିଆଲ ମିଡିଆରେ ଏମିତି ଦୁଃଖଭରା ବାର୍ତ୍ତା ଲେଖିଲେ ଏହି ବ୍ୟକ୍ତି, ସହାୟତା ପାଇଁ ଆଗେଇ ଆସିଲେ ଲକ୍ଷାଧିକ ଲୋକ

କରୋନା ଭୂତାଣୁ ଯୋଗୁ ସାରା ବିଶ୍ୱରେ ଲକ୍ଷ ଲକ୍ଷ ଲୋକ ରୋଜଗାର ହରାଇଛନ୍ତି। ଅନେକ ଲୋକ ଦୀର୍ଘମାସ ଧରି ବେକାର ଅଛନ୍ତି ଏବଂ ନୂତନ ଚାକିରିର ସୁଯୋଗ ମଧ୍ୟ ହ୍ରାସ ପାଇଛି। ଏପରି ଜଣେ ବେକାର ବ୍ୟକ୍ତି ଟୁଇଟରରେ କିଛି ବାର୍ତ୍ତା…

ଦେଶ ଛାଡିଲେ ପାକିସ୍ତାନର ସବୁଠାରୁ ବଡ ଟିକ୍‌ଟକ୍ ଷ୍ଟାର

ଇସ୍‌ଲାମାମବାଦ,୧୯ ।୧୦: ଚାଇନିଜ ଆପ୍ ଟିକ୍‌ଟକ୍‌କୁ ବ୍ୟାନ କରାଯିବା ପରେ ପାକିସ୍ତାନର ସବୁଠାରୁ ବଡ ଟିକ୍‌ଟକ୍ ଷ୍ଟାର କୁହାଯାଉଥିବା ଜନ୍ନତ ମିର୍ଜା ଦେଶ ଛାଡି ଦେଇଛନ୍ତି । କେବଳ ସେତିକି ନୁହେଁ ସେ ଯିବାବେଳେ ପାକିସ୍ତାନ ଲୋକଙ୍କର ଖୁବ୍ ନିନ୍ଦା ମଧ୍ୟ…

ଡିସେମ୍ବରରେ ମୋଦି-ହାସିନା ଭର୍ଚୁଆଲ୍‌ ବୈଠକ

ନୂଆଦିଲ୍ଲୀ/ଢାକା, ୧୯।୧୦: ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ବାଂଳାଦେଶ ପ୍ରତିପକ୍ଷ ଶେଖ୍‌ ହାସିନାଙ୍କ ମଧ୍ୟରେ ଡିସେମ୍ବରରେ ଭର୍ଚୁଆଲ୍‌ ବୈଠକ ଅନୁଷ୍ଠିତ ହେବ। ଏହା ଡିସେମ୍ବର ୧୬ ଅବା ୧୭ରେ ହେବାର ସମ୍ଭାବନା ରହିଛି। ଏସମ୍ପର୍କରେ ବାଂଲାଦେଶ ବହିର୍ବ୍ୟାପାର ମନ୍ତ୍ରୀ ଏ.କେ.…

ଇମ୍ରାନ୍‌ଙ୍କ ସମସ୍ୟା ବଢ଼ିଲା: କ୍ଷମତାଚ୍ୟୁତ ପାଇଁ ବିରୋଧୀ ଏକଜୁଟ

ଇସଲାମାବାଦ୍‌, ୧୯।୧୦: ପାକିସ୍ତାନରେ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାଁଙ୍କ ସରକାର ଲାଗି ସମସ୍ୟା ବଢ଼ିବାରେ ଲାଗିଛି। ଇମ୍ରାନ୍‌ଙ୍କୁ କ୍ଷମତାଚ୍ୟୁତ କରିବା ପାଇଁ ବିରୋଧୀ ଦଳଗୁଡ଼ିକ ଏକଜୁଟ ହେବାରେ ଲାଗିଛନ୍ତି। ଦେଶରେ ବିଭିନ୍ନ ସ୍ଥାନରେ ପ୍ରଦର୍ଶନ ଜାରି ରହିଛି। ବିରୋଧୀଙ୍କ ପ୍ରଦର୍ଶନରେ ବ୍ୟତିବ୍ୟସ୍ତ ହୋଇ…

କରୋନା ଲଢ଼େଇ: ଭାରତର ପ୍ରସ୍ତାବକୁ ସମର୍ଥନ କଲେ ନେପାଳ-ପାକିସ୍ତାନ, ଅମଙ୍ଗ ହେଲା ଆମେରିକା

ଜେନେଭା, ୧୯।୧୦: କରୋନା ଲଢ଼େଇରେ ଭାରତ ପକ୍ଷରୁ ବିଶ୍ୱସ୍ବାସ୍ଥ୍ୟ ସଂଗଠନକୁ ଦିଆଯାଇଥିବା ପ୍ରସ୍ତାବକୁ ନେପାଳ ଏବଂ ପାକିସ୍ତାନ ସମର୍ଥନ କରିଛନ୍ତି। ଅପରପକ୍ଷରେ ଆମେରିକା ପ୍ରସ୍ତାବରେ ଅମଙ୍ଗ ରହିଛି। ଭାରତ ପକ୍ଷରୁ ପ୍ରସ୍ତାବ ଦିଆଯାଇଥିଲା ଯେ, ପୃଥିବୀର ସମସ୍ତ ଦେଶକୁ କରୋନା ଟିକା…

ବିଡେନଙ୍କର ଚାଇନା ପ୍ରତି ରହିଛି ଦୁର୍ବଳତା ଯାହା ଭାରତ ପାଇଁ ଠିକ ନୁହେଁ: ଜୁନିୟର ଟ୍ରମ୍ପ

ୱାଶିଂଟନ,୧୯ ।୧୦: ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ପାଖେଇ ଆସୁଥିବା ବେଳେ ଏବେ ପ୍ରଚାର କାର୍ଯ୍ୟ ମଧ୍ୟ ଜୋର ଧରିଛି । ଏହାରି ଭିତରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବଡ ପୁଅ ଡୋନାଲ୍ଡ ଟ୍ରମ୍ପ ଜୁନିୟର ରାଷ୍ଟ୍ରପତି ପ୍ରାର୍ଥୀ ଜୋ. ବିଡେନଙ୍କୁ…

ଏଫ୍‌ଏଟିଏଫ୍‌ର ୬ ସର୍ତ୍ତ ପୂରଣରେ ପାକ୍‌ ବିଫଳ

ନୂଆଦିଲ୍ଲୀ,୧୯ା୧୦(ପି.ଟି.): ଫାଇନ୍ସାସିଆଲ ଆକ୍ସନ ଟାସ୍କ ଫୋର୍ସ (ଏଫ୍‌ଏଟିଏଫ୍‌)ର ୬ଟି ସର୍ତ୍ତକୁ ପୂରଣ କରିବାରେ ପାକିସ୍ତାନ ବିଫଳ ହୋଇଛି। ଭାରତର ମୋଷ୍ଟ ଓ୍ବାଣ୍ଡେଡ୍‌ ଆତଙ୍କବାଦୀ ମୌଲାନା ମାସୁଦ୍‌ ଆଝାର ଓ ହାଫିଜ୍‌ ସୟିଦ୍‌ଙ୍କ ବିରୋଧରେ ଇସ୍‌ଲାମାବାଦ କାର୍ଯ୍ୟାନୁଷ୍ଠାନ ନେଇପାରି ନାହିଁ। ଏହାସହ ପାକିସ୍ତାନର…

ପାକିସ୍ତାନରେ ବିଗୁଡିଛି ରାଜନୈତିକ ସ୍ଥିତି: ମରିୟମଙ୍କ ସ୍ୱାମୀ ଗିରଫ

ଇସ୍‌ଲାମାବାଦ,୧୯ ।୧୦: ପାକିସ୍ତାନରେ ବିଗିଡି ଚାଲିଛି ରାଜନୈତିକ ସ୍ଥିତି । ରବିବାର ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କ ବିରୋଧରେ ବିରୋଧି ଏକ ବଡ ରାଲି ବାହାର କରିଥିବା ବେଳେ ଏଥିରେ ହଜାର ହଜାର ସଂଖ୍ୟାରେ ଜନତା ଯୋଗ ଦେଇଥିଲେ । ଏବେ ଏହି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri