ଚାଇନାର ୮ କୋଟି ଲୋକ ହରାଇବେ ଚାକିରି
ବେଜିଂ,୯।୫: କରୋନା ସଂକ୍ରମଣ ଯୋଗୁ ଚାଇନାରେ ଆର୍ଥିକ ସଙ୍କଟ ଦେଖାଦେଇଛି। ବହୁ ଶିଳ୍ପ ସଂସ୍ଥା ଲକ୍ଡାଉନ୍ ଯୋଗୁ ବନ୍ଦ ରହିବା ଦ୍ୱାରା ସ୍ଥିତି ସ୍ବାଭାବିକ ହୋଇପାରୁନି। ଏପରିସ୍ଥଳେ ଦେଶର ୮ କୋଟି ଲୋକ ଚାକିରି ହରାଇବାର ଆଶଙ୍କା ଦେଖାଦେଇଛି। ସେହିପରି...
ଅଧିକ ଚାପରେ ଏବର ମଧ୍ୟବୟସ୍କ
ନ୍ୟୁୟର୍କ: ୧୯୯୦ ଅପେକ୍ଷା ବର୍ତ୍ତମାନର ମଧ୍ୟ ବୟସ୍କମାନେ ଅଧିକ ଚାପରେ ରହୁଥିବା ଏକ ଅଧ୍ୟୟନରୁ ଜଣାପଡ଼ିଛି। ଏପରିକି କୋଭିଡ୍-୧୯ ଆରମ୍ଭ ହେବା ପୂର୍ବରୁ ଏଭଳି ସ୍ଥିତି ଦେଖାଦେଇଆସିଛି। ପେନ୍ ଷ୍ଟେଟ୍ ୟୁନିଭର୍ସିଟି ପକ୍ଷରୁ କରାଯାଇଥିବା ଅଧ୍ୟୟନ ବେଳେ ସବୁ ବର୍ଗକୁ...
ଆମେରିକାରେ ଭାରତୀୟ ବାପଝିଅ ଡାକ୍ତରଙ୍କ ମୃତ୍ୟୁ
ନ୍ୟୁୟର୍କ,୯ା୫: ଆମେରିକାର ନ୍ୟୁଜର୍ସିରେ ଡାକ୍ତର ଭାବେ କାର୍ଯ୍ୟ କରୁଥିବା ଭାରତୀୟ ବଂଶୋଦ୍ଭବ ବାପଝିଅଙ୍କ କରୋନା ସଂକ୍ରମଣରେ ମୃତ୍ୟୁ ଘଟିଛି। ସେମାନେ ହେଲେ ଡା. ସତ୍ୟେନ୍ଦ୍ର ଦେବ ଖାନ୍ନା(୭୮) ଏବଂ ତାଙ୍କ ଝିଅ ଡା. ପ୍ରିୟା ଖାନ୍ନା(୪୩)। ସତ୍ୟେନ୍ଦ୍ର ଦୀର୍ଘବର୍ଷ ଧରି...
ଯୁଦ୍ଧଠୁ କମ୍ ନୁହେଁ ପ୍ରତିଦ୍ୱନ୍ଦ୍ୱିତା
ନ୍ୟୁୟର୍କ,୯ା୫: ୧୯୬୧ରେ ସୋଭିଏଟ ସଂଘ ମହାକାଶକୁ ପ୍ରଥମଥର ପାଇଁ ମଣିଷ ପଠାଇବା ପରେ ଆମେରିକାର ଆମତ୍ବିଶ୍ୱାସ ଉପରେ ବିଦ୍ୟୁତ୍ ଆଘାତ ଭଳି ଝଟକା ଲାଗିଥିଲା। ଏବେ ଯଦି ଚାଇନା କୋଭିଡ୍-୧୯ ଭାକ୍ସିନ ସଫଳତାର ସହ ବିକଶିତ କରେ ତେବେ ଆମେରିକାର...
କରୋନା ତଥ୍ୟ ଦେଇଥିବା ଚାଇନା ଡାକ୍ତରଙ୍କ ନାମ ଅନୁସାରେ ନାମିତ ହେବ ଆମେରିକାର ସଡ଼କ !
ଓ୍ବାଶିଂଟନ,୮।୫: କରୋନା ଭାଇରସ ସମ୍ପର୍କରେ ଚାଇନାର ଯେଉଁ ଡାକ୍ତର ପ୍ରଥମେ ବିଶ୍ୱକୁ ସୂଚନା ଦେଇଥିଲେ ତାଙ୍କ ନାଁ ଅନୁସାରେ ଆମେରିକା ଓ୍ବାଶିଂଟନ ସହରର ଯେଉଁ ଷ୍ଟ୍ରିଟରେ ଚାଇନା ଦୂତାବାସ ରହିଛି ତା’ର ନାମକୁ ପରିବର୍ତ୍ତନ କରିବାକୁ ଆମେରିକା ସିନେଟର କେତେଜଣ...
ପ୍ରତିଦିନ କରୋନା ଯାଞ୍ଚ କରାଇବେ ଟ୍ରମ୍ପ
ଓ୍ବାଶିଂଟନ୍,୮।୫: କରୋନା ଭାଇରସ୍ ମହାସଙ୍କଟ ଦେଇ ଗତି କରୁଛି ଆମେରିକା। ସାରା ବିଶ୍ୱରେ ସର୍ବାଧିକ ଆକ୍ରାନ୍ତ ଓ ମୃତ୍ୟୁ ସଂଖ୍ୟା ହେଉଛି ଆମେରିକାରେ। ଏଠାରେ ଦିନକୁ ଦିନ କରୋନା ଆକ୍ରାନ୍ତ ଓ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି। ଯାହା ଏବେ...
ୟୁଏଇରୁ ଫେରିଲେ ୩୫୪
ଦୁବାଇ,୮ା୫: କରୋନା ସଂକ୍ରମଣ ରୋକିବା ଲାଗି ବିମାନ ଚଳାଚଳ ବନ୍ଦ ଥିବାରୁ ବିଦେଶରେ ଲକ୍ଷାଧିକ ଭାରତୀୟ ଅଟକି ରହିଛନ୍ତି। ସେମାନଙ୍କୁ ଫେରାଇ ଆଣିବା ଲାଗି ଭାରତ ସରକାର ‘ବନ୍ଦେ ଭାରତ ମିଶନ’ ଆରମ୍ଭ କରିଛନ୍ତି। ଏହି ଅଭିଯାନରେ ଗୁରୁବାର ପ୍ରଥମ...
ଫ୍ରାନ୍ସ, ଜର୍ମାନୀକୁ ଟପିଲା ରୁଷିଆ
ଓ୍ବାଶିଂଟନ/ମସ୍କୋ/ଲଣ୍ଡନ, ୮ା୫: ମହାମାରୀ କରୋନା ଭୂତାଣୁ ବିଶ୍ୱରେ କଳାବାଦଲ ଢ଼ାଙ୍କିଦେଇଛି। ଏହି ପ୍ରାଣଘାତୀ ରୋଗରୁ ମୁକୁଳିବା ଲାଗି ସଂଗ୍ରାମ ଜାରି ରହିଥିଲେ ହେଁ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ୩୮.୫୬ ଲକ୍ଷରେ ପହଞ୍ଚିଲାଣି। ବିଶ୍ୱରେ ଗୁରୁବାର ସୁଦ୍ଧା ମୋଟ ୨.୬୬ ଲକ୍ଷ...
କଳା ରଙ୍ଗର ଲୋକେ କରୋନା ସଂକ୍ରମିତ ହେବା ଆଶଙ୍କା ଅଧିକ: ବ୍ରିଟେନ୍ ରିପୋର୍ଟ
ଲଣ୍ଡନ/ନୂଆଦିଲ୍ଲୀ,୭।୫: ସାରା ପୃଥିବୀରେ କରୋନା ମହାମାରୀ ଆତଙ୍କ ରଚିଛି। ତେବେ କରୋନା ସଂକ୍ରମଣ କଳା ରଙ୍ଗର ଲୋକଙ୍କୁ ହେବାର ଅଧିକ ଆଶଙ୍କା ରହିଥିବା ବ୍ରିଟେନ୍ର ଏକ ସର୍ଭେ ରିପୋର୍ଟରେ ଉଲ୍ଲେଖ କରାଯାଇଛି। ବ୍ରିଟିଶ୍ ଷ୍ଟାଟିସ୍ଷ୍ଟିକ୍ ଅଫିସ୍ ପକ୍ଷରୁ ଏହି ରିପୋର୍ଟ...
ନିଜ ଦେଶରେ ବାସହରା ହୋଇଛନ୍ତି କୋଟିଏରୁ ଊର୍ଦ୍ଧ୍ୱ ଶିଶୁ
ନ୍ୟୁୟକ, ୭ା୫: ନିଜ ଦେଶରେ ବାସହରା ହୋଇଛନ୍ତି ଲକ୍ଷ ଲକ୍ଷ ଶିଶୁ। ପୁଣି ବର୍ଷକ ମଧ୍ୟରେ। ୨୦୧୯ରେ ପୃଥିବୀର ବିଭିନ୍ନ ଦେଶରେ କୋଟିଏ ୯୦ ଲକ୍ଷ ଶିଶୁ ବିସ୍ଥାପିତ ହୋଇଛନ୍ତି। ୟୁନିସେଫ୍ ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟରୁ ଏହା ଜଣାପଡ଼ିଛିି।...
ରୁଷ୍ ସଂସ୍କୃତିମନ୍ତ୍ରୀ କରୋନା ପଜିଟିଭ୍
ମସ୍କୋ,୭।୫: ରୁଷ୍ ସଂସ୍କୃତିମନ୍ତ୍ରୀ ଓଲ୍ଗା ଲ୍ୟୁବିମୋଭା ନମୁନା ପରୀକ୍ଷା ରିପୋର୍ଟ କରୋନା ପଜିଟିଭ୍ ଆସିଛି। ଏସମ୍ପର୍କରେ ତାଙ୍କ ପ୍ରବକ୍ତା ଆନ୍ନା ଉଷାଚ୍ୟୁଭା ସୂଚନା ଦେଇଛନ୍ତି। ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରିବାର ଆବଶ୍ୟକତା ନାହିଁ ବୋଲି ଆନ୍ନା କହିଛନ୍ତି। ତେବେ ଓଲ୍ଗାଙ୍କୁ...
ବିଶ୍ୱରେ ୯୦ ହଜାରରୁ ଊର୍ଦ୍ଧ୍ୱ ସ୍ବାସ୍ଥ୍ୟକର୍ମୀ କରୋନା ସଂକ୍ରମିତ !
ଓ୍ବାଶିଂଟନ,୭।୫: ଗତ ସପ୍ତାହରେ ସାରା ବିଶ୍ୱରେ କରୋନା ସଂକ୍ରମିତଙ୍କ ସଂଖ୍ୟା ସାମନ୍ୟ କମ୍ ହୋଇଥିବା ବେଳେ ଏବେ ପୁଣିଥରେ ଏହି ସଂଖ୍ୟାରେ ବୃଦ୍ଧି ପରିଲକ୍ଷିତ ହୋଇଛି। ବୁଧବାର ସାରା ବିଶ୍ୱରେ ୯୪,୦୦୦ରୁ ଉର୍ଦ୍ଧ୍ୱ ନୂଆ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଥିବା ବେଳେ...
Archives


