ଚାଇନାକୁ ଡବଲ ଝଟ୍କା: କେନିଆ ରଦ୍ଦ କଲା ରେଲଓ୍ବେ ପ୍ରୋଜେକ୍ଟ
ନାଇରୋବି,୨୫।୬: ଆମେରିକା, ଅଷ୍ଟ୍ରେଲିଆ ଓ ଭାରତର ଟାର୍ଗେଟରେ ଥିବା ଚାଇନାକୁ ଏବେ ଲାଗିଛି ଡବଲ ଝଟ୍କା। ଚାଇନାର ଗତିବିଧିକୁ ଦେଖି ଏବେ କେନିଆ ଅରବ ଡଲାରର ଏକ ରେଲଓ୍ବେ ପ୍ରୋଜେକ୍ଟକୁ ରଦ୍ଦ କରିଦେଇଥିବା ଜଣାପଡିଛି। କେନିଆ ଅଦାଲତରେ ଏହି ପ୍ରୋଜେକ୍ଟକୁ...
ଡରିଲେନି ପ୍ରଧାନମନ୍ତ୍ରୀ: ପୁଅସହ ଗଲେ ଆଇସ୍କ୍ରିମ ଖାଇବାକୁ
ଓଟାଓ୍ବା,୨୫।୬: କରୋନା ମହାମାରୀର ସଂକ୍ରମଣକୁ ନେଇ ବିଶ୍ୱର ବିଭିନ୍ନ ଦେଶରେ ଲକ୍ଡାଉନ ନିୟମ ଜାରି କରାଯାଇଥିଲା। ହେଲେ ଏବେ ଅଧିକାଂଶ ଦେଶରେ ଏହି ନିୟମରେ କୋହଳ କରାଗଲାଣି। ଏହି ସମୟରେ କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ କରୋନା ମହାମାରୀକୁ ଭୟ...
ଇସ୍ଲାମାବାଦରେ ନିର୍ମାଣ ହେବ ପ୍ରଥମ ହିନ୍ଦୁ ମନ୍ଦିର: ଇମ୍ରାନ ସରକାର ଦେବେ ୧୦କୋଟି ଟଙ୍କା
ଇସ୍ଲାମାବାଦ,୨୪।୬: ପାକିସ୍ତାନର ଇସ୍ଲାମାବାଦରେ ପ୍ରଥମ ଥର ହିନ୍ଦୁ ମନ୍ଦିର ନିର୍ମାଣ ହେବାକୁ ଯାଉଛି। ପ୍ରାୟ ୧୦କୋଟି ଟଙ୍କାରେ ତିଆରି ହେବାକୁ ଥିବା କୃଷ୍ଣଙ୍କ ମନ୍ଦିରର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଯାଇଛି। ଏଥିପାଇଁ ମଙ୍ଗଳବାର ମାନବ ଅଧିକାରର ସଂସଦୀୟ ସଚିବ ଲାଲ...
ଏୟାର ଇଣ୍ଡିଆର ସ୍ବତନ୍ତ୍ର ବିମାନ ଉଡ଼ାଣ ଉପରେ ରୋକ ଲଗାଇଲା ଆମେରିକା
ଓ୍ବାଶିଂଟନ,୨୪।୬: କରୋନା ମହାମାରୀ ସଙ୍କଟ ସମୟରେ ବିଦେଶରେ ଅଟକିଥିବା ଭାରତୀୟଙ୍କୁ ସ୍ବଦେଶ ଫେରାଇ ଆଣିବା ଲାଗି ସରକାରଙ୍କ ପକ୍ଷରୁ ଉଦ୍ୟମ ଜାରି ରହିଛି। ଏଥିପାଇଁ ଏୟାର ଇଣ୍ଡିଆ ପକ୍ଷରୁ ସ୍ବତନ୍ତ୍ର ବିମାନ ଉଡ଼ାଣ କରାଯାଉଛି। ତେବେ ଆମେରିକା ଏୟାର ଇଣ୍ଡିଆର...
କରୋନା ବିଷୟରେ ଆଲୋଚନା କରୁଥିବା ସମୟରେ ହୋଇଥିଲା ବିମାନ ଦୁର୍ଘଟଣା: ପାକିସ୍ତାନ ବିମାନ ଚଳାଚଳ ମନ୍ତ୍ରୀ
ଇସଲାମାବାଦ୍,୨୪।୬: ଗତ ମେ ୨୨ରେ ପାକିସ୍ତାନରେ ହୋଇଥିବା ଏ-୩୨୦ ବିମାନ ଦୁର୍ଘଟଣାର ରିପୋର୍ଟ ବୁଧବାର ପ୍ରକାଶ ପାଇଛି। ଏହା ମନୁଷ୍ୟକୃତ ବୋଲି ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଗୁଲାମ ସରଓ୍ବାର ଖାଁ ସୂଚନା ଦେଇଛନ୍ତି। ଲ୍ୟାଣ୍ଡିଂ ସମୟରେ ଦୁଇ ପାଇଲଟ...
ରୁଷ୍ର ୭୫ ତମ ବିଜୟ ଦିବସ: ଯୋଗଦେଲେ ରାଜନାଥ, ଚାଇନା ସୈନ୍ୟଙ୍କ ସହିତ ପରେଡ କଲେ ଭାରତୀୟ ସେନା
ମସ୍କୋ,୨୪।୬: ରୁଷ୍ର ୭୫ ତମ ବିଜୟ ଦିବସରେ ଭାରତର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଯୋଗଦେଇଛନ୍ତି। ଏହି ଉତ୍ସବରେ ଭାରତ ଚାଇନା ସମେତ ୧୯ଟି ଦେଶର ପ୍ରତିନିଧି ଯୋଗଦେଇଛନ୍ତି। ଦ୍ୱିତୀୟ ବିଶ୍ୱଯୁଦ୍ଧରେ ଜର୍ମାନୀ ଉପରେ ସୋଭିଏତ ରୁଷ୍ର ବିଜୟ ଉପଲେକ୍ଷ...
ପୃଥିବୀ ଆଡ଼କୁ ମାଡ଼ିଆସୁଛି ୧୦୧୭ ଫୁଟ ଲମ୍ବ ଉଲକାପିଣ୍ଡ
ଓ୍ବାଶିଂଟନ,୨୪।୬: ପୃଥିବୀରେ କରୋନା ଆତଙ୍କ ଦେଖାଦେଇଥିବାବେଳେ ଏବେ ମହାକାଶରୁ ବିରାଟକାୟ ଉଲକାପିଣ୍ଡ ୨୦୧୦-ଏନ୍ଓ୍ବାଇ-୬୫ ମାଡ଼ି ଆସୁଛି। ଜୁନ ୨୪ରେ ଏହା ପୃଥିବୀର ନିକଟ ଦେଇ ଗତି କରିବ ବୋଲି ନାସା ପକ୍ଷରୁ କୁହାଯାଇଛି। ଏହା ଘଣ୍ଟାପ୍ରତି ୪୬ ହଜାର ୫...
ଟ୍ରମ୍ପଙ୍କ ନୂଆ ଭିଜା କଟକଣା
ଓ୍ବାଶିଂଟନ, ୨୪ା୬: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଙ୍ଗଳବାର ଏକ ନୂଆ ଭିଜା କଟକଣା ଲଗାଇଛନ୍ତି। ପ୍ରଚଳିତ ଏଚ୍-୧ବି ଭିଜା ସମେତ ଅନ୍ୟ ଭିଜାକୁ ସେ ଅସ୍ଥାୟୀ ଭାବେ ରଦ୍ଦ କରିଛନ୍ତି। ଫଳରେ ବିଦେଶରେ ରହୁଥିବା ଅନେକ ଲୋକ ଏହାଦ୍ୱାରା...
ମଧ୍ୟସ୍ଥତା ଲାଗି ମନାକଲା ରୁଷିଆ
ମସ୍କୋ,୨୪ା୬(ପି.ଟି.): ଗଲଓ୍ବାନ ଉପତ୍ୟକାରେ ଭାରତ-ଚାଇନା ସେନା ମଧ୍ୟରେ ରକ୍ତାକ୍ତ ସଂଘର୍ଷ ପରେ ଲାଗିରହିଥିବା ଉତ୍ତେଜନା ପରିପ୍ରେକ୍ଷୀରେ ମଧ୍ୟସ୍ଥତା କରିବାକୁ ରୁଷିଆ ମନାକରିଦେଇଛି। ଦୁଇଦେଶ ସେମାନଙ୍କ ବିବାଦର ସମାଧାନ ପାଇଁ ମସ୍କୋଠାରୁ କୌଣସି ପ୍ରକାର ସହାୟତା ଚାହୁଁ ନାହାନ୍ତି ବୋଲି ମଙ୍ଗଳବାର...
ଆକ୍ରମଣ ଲାଗି ଚାଇନା ଦେଇଥିଲା ନିର୍ଦ୍ଦେଶ
ଓ୍ବାଶିଂଟନ, ୨୪ା୬: ଗଲଓ୍ବାନ୍ ଉପତ୍ୟକାରେ ଭାରତ-ଚାଇନା ସେନା ମଧ୍ୟରେ ରକ୍ତାକ୍ତ ସଂଘର୍ଷ ପଛର କାରଣ ଏବେ ଜଣାପଡ଼ିଛି। ଚାଇନା ସେନାର ନେତୃତ୍ୱ ନେଉଥିବା ଜଣେ ବରିଷ୍ଠ ଜେନେରାଲ ଭାରତୀୟ ସେନା ଉପରେ ଆକ୍ରମଣ ଲାଗି ନିର୍ଦ୍ଦେଶ ଦେଇଥିଲେ ବୋଲି ଆମେରିକା...
ଦୋହଲିଲା ମେକ୍ସିକୋ: ୭.୪ ତୀବ୍ରତାର ଭୂକମ୍ପ, ସୁନାମୀ ଚେତାବନୀ
ମେକ୍ସିକୋ,୨୪।୬: ମେକ୍ସିକୋ ସିଟିରେ ୭.୪ ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଛି। ଏଥିରେ ୫ ଜଣଙ୍କ ମୃତ୍ୟୁ ହୋଇଥିବା ପ୍ରାଥମିକ ରିପୋର୍ଟରୁ ଜଣାପଡିଛି। ପାଖାପାଖି ୧୪୦ ଥର ଭୂକମ୍ପ ଝଟ୍କା ଅନୁଭୂତ ହୋଇଛି। ଭୂକମ୍ପରେ ଅନେକ ବଡ ବଡ କୋଠା ଭୁଶୁଡି...
କରୋନାରୁ ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କ ରହିବ ଆଜୀବନ ଶାରୀରିକ ସମସ୍ୟା
ଇଂଲଣ୍ଡ,୨୩।୬: ସାରା ବିଶ୍ୱରେ କରୋନା ଭାଇରସ୍ ଆତଙ୍କ ଖେଳାଇ ଚାଇଛି। ଦିନକୁ ଦିନ ଆକ୍ରାନ୍ତ ଓ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି। ସେଥିମଧ୍ୟରୁ ମଧ୍ୟ କେତେକ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ କରୋନାରୁ ସୁସ୍ଥ ହୋଇ ଘରକୁ...
Archives


