ଭାରତକୁ ନେଇ ଏମିତି ଭୁଲ୍‌ କଥା କହିଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ, ଏବେ ହେଉଛନ୍ତି ଟ୍ରୋଲ୍‌

ଇସଲାମାବାଦ,୫ା୮: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଭାରତର ଜନସଂଖ୍ୟାକୁ ନେଇ ଭୁଲ ତଥ୍ୟ ଦେଇଛନ୍ତି। ଯାହା ପରେ ସୋସିଆଲ ମିଡିଆରେ ଏହା ଖୁବ୍‌ ଭାଇରାଲ ହେଉଛି। ଇମ୍ରାନ ନିଜର ଏକ ଭିଡିଓରେ ଭାରତର ଜନସଂଖ୍ୟା ୧ ବିଲିୟନ ୩୦୦ କୋଟି କହିଛନ୍ତି। ଯାହା ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି ଭିଡିଓରେ ଓ୍ବାଲର୍‌ଡ ଚାମ୍ପିୟନଶିପ୍‌କୁ ନେଇ କଥାବାର୍ତ୍ତା କରୁଥିବା ନଜର ଆସିଛନ୍ତି।

ପାକିସ୍ତାନ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ଥିବା ଇମ୍ରାନ ଖାନ୍‌ ଏହି ଭିଡିଓରେ କହିଛନ୍ତି, ଦିନିକିଆ କ୍ରିକେଟ ବ୍ୟତୀତ ଆଜିକାଲି ଏକ ବିଶ୍ୱକପ୍‌ ଟେଷ୍ଟ କ୍ରିକେଟ ମଧ୍ୟ ଅଛି। ଏହି ବିଶ୍ୱ ଟେଷ୍ଟ ଚାମ୍ପିଅନଶିପ୍‌ ଫାଇନାଲରେ ନ୍ୟୁଜିଲ୍ୟାଣ୍ଡ, ଯାହାର ଜନସଂଖ୍ୟା ମାତ୍ର ୪୦-୫୦ଲକ୍ଷ, ୧ ବିଲିୟନ ୩୦୦ ନିୟୁତ ଜନସଂଖ୍ୟା ବିଶିଷ୍ଟ ଭାରତକୁ ପରାସ୍ତ କରିଛି।

ଏହି ଭିଡିଓ ସାମ୍ନାକୁ ଆସିବା ପରେ ଇମ୍ରାନଙ୍କୁ ତାଙ୍କ ଗଣିତ ପାଇଁ ଜମେଇ କି ଟ୍ରୋଲ କରାଯାଉଛି। ଜଣେ ୟୁଜର କହିଛନ୍ତି, ଭୂଗୋଳ, ଇତିହାସ ଏବଂ ବର୍ତ୍ତମାନ ଗଣିତ ପ୍ରଧାନମନ୍ତ୍ରୀ ଇମ୍ରାନଙ୍କ ପାଇଁ ସବୁଠୁ ଖରାପ ସାବ୍ୟସ୍ତ ହୋଇଛି। ବୋଧହୁଏ ତାଙ୍କର ରସାୟନ ବିଜ୍ଞାନ ଭଲ ହେଉଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରମ୍ପଙ୍କ ଆକାଉଣ୍ଟ ଉପରେ ଲାଗିଲା ପ୍ରତିବନ୍ଧକ: ଭିଡିଓ ହଟାଇଲା ୟୁଟ୍ୟୁବ୍‌

ଓ୍ବାଶିଂଟନ୍‌,୧୩।୧: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଲଗାତାର ପ୍ରତିବନ୍ଧକ ଲଗାଯାଉଛି। ଟୁଇଟରର ସହିତ ଟ୍ରମ୍ପଙ୍କ ଶତ୍ରୁତା ବହୁ ପୁରୁଣା, କିନ୍ତୁ ଏବେ...

ଭୂତଳ ଜଳ ୧.୨ ବିଲିୟନ ବର୍ଷ ପୁରୁଣା

ଟରଣ୍ଟୋ, ୨୫।୧୨: ମାଟି ତଳେ ରହୁଥିବା ଜୀବମାନଙ୍କ ପାଇଁ ଭୂତଳ ଜଳ ଏକ ଜରୁରୀ ଉପାଦାନ। ଓ୍ବାଟର ସାଇକେଲ୍‌ ବା ଜଳଚକ୍ର ଦ୍ୱାରା ଏହି ଭୂତଳ...

ମିଛ ଧରାପଡିବାରୁ ରାଷ୍ଟ୍ରପତି ନେଲେ ଏମିତି ନିଷ୍ପତ୍ତି

ନ୍ୟୁୟର୍କ,୧୦।୮: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜ ମଥ୍ୟା ମନ୍ତବ୍ୟକୁ ନେଇ ଚର୍ଚ୍ଚାରେ ଥାନ୍ତି। ଗତ ରବିବାର ଅନୁଷ୍ଠିତ ଏକ ଖବରଦାତା ସମ୍ମିଳନୀରେ ଜଣେ ରିପୋର୍ଟର...

ଯୁଦ୍ଧ ବିମାନରେ ଦୋଳି ଖେଳୁଛନ୍ତି ତାଲିବାନ୍‌ ଫାଇଟର

କାବୁଲ,୧୧।୯: ଆମେରିକୀୟ ସେନା ଆଫଗାନିସ୍ତାନରୁ ଅନେକ ଯୁଦ୍ଧ ବିମାନ ଛାଡ଼ି ଚାଲି ଯାଇଛନ୍ତି। ଯୁଦ୍ଧ ବିମାନର ବ୍ୟବହାର ଜାଣି ନ ଥିବା ତାଲିବାନ୍‌ ଫାଇଟରମାନେ ଏହାକୁ...

ରାସାୟନିକ ଆକ୍ରମଣ ପରେ ରାସ୍ତାରେ ପଡ଼ିରହିଛି ହଜାର ହଜାର ମୃତଦେହ

କ୍ୱିଭ୍‌,୧୨।୪: ରୁଷିଆ ଓ ୟୁକ୍ରେନରେ ମଧ୍ୟରେ ଜାରି ରହିଥିବା ଯୁଦ୍ଧ ୪୮ଦିନରେ ପହଞ୍ଚିଛି। ଏହି ଯୁଦ୍ଧର କେବେ ସମାପ୍ତି ହେବ ତାହା କାହାକୁ ଜଣାନାହିଁ। ଉକ୍ତ...

ବନ୍ୟା ପରେ ବଢୁଛି ମ୍ୟାଲେରିଆ, ଡେଙ୍ଗୁ

ଇସଲାମାବାଦ,୯ା୧୦: ବନ୍ୟା ଏବଂ ଅର୍ଥନୈତିକ ସଙ୍କଟର ସମ୍ମୁଖୀନ ହେଉଥିବା ପାକିସ୍ତାନରେ ବର୍ତ୍ତମାନ ବିଭିନ୍ନ ରୋଗ ବ୍ୟାପିବାରେ ଲାଗିଛି। ଜାନୁୟାରୀ ୨୦୨୩ ସୁଦ୍ଧା ୩୨ଟି ଜିଲାର ପାକିସ୍ତାନରେ...

ଭାରତ ସରକାର ଅହିଂସା ପ୍ରଦର୍ଶନ ଅଧିକାରକୁ ସମ୍ମାନ ଦେବା ଆବଶ୍ୟକ: ଜାତିସଂଘ

ଜେନେଭା, ୨୭।୧: କୃଷି ଆଇନ ବିରୋଧରେ ରାଜଧାନୀ ଦିଲ୍ଲୀରେ ହୋଇଥିବା ପ୍ରଦର୍ଶନ ସମୟରେ ଘଟିଥିବା ହଂସାକାଣ୍ଡ ନେଇ ଜାତିସଂଘ ମୁହଁ ଖୋଲିଛି। ଜାତିସଂଘର ମହାସଚିବଙ୍କ ପ୍ରବକ୍ତା...

ସବୁଠୁ ହାଲ୍‌କା ମିଠା

ମିଠା ଖାଇବାକୁ ପ୍ରାୟ ସମସ୍ତେ ଭଲ ପାଆନ୍ତି। କୌଣସି ଖାସ୍‌ ଅବସରରେ ମିଠାକୁ ବାଦ୍‌ ଦିଆଯାଇପାରେନା। ସେଇଥିପାଇଁ ତ ବଜାରରେ ପସନ୍ଦ ଅନୁସାରେ ବିଭିନ୍ନ ରକମର...

Advertisement
Archives

Model This Week