ବିସ୍କୁଟ ଖାଇଲେ ୪୦ ଲକ୍ଷ ଟଙ୍କା ଦରମା ଦେବ ଏହି କମ୍ପାନୀ: ଏମିତି କରିପାରିବେ ଆବେଦନ
ଚାକିରିରେ କେବଳ ବିସ୍କୁଟ ଖାଇଲେ ମିଳିବ ମୋଟା ଅଙ୍କର ଅର୍ଥ ରାଶି। ଲକ୍ଷେ କି ୨ ଲକ୍ଷ ନୁହେଁ ମିଳିବ ୪୦ ଲକ୍ଷ ଟଙ୍କା। ବିଶ୍ୱାସ ହେଉ ନ ଥିଲେ ମଧ୍ୟ ଏହା ସତ। ସ୍କଟଲାଣ୍ଡର ଏକ କମ୍ପାନୀ ଏହି...
ଟିକା ନେଲେ ବି କରୋନା ସଂକ୍ରମଣଠାରୁ ରହି ହେବନି ଦୂରେଇ
ଲଣ୍ଡନ, ୨୦।୧୦: ପୃଥିବୀରେ କରୋନା ମହାମାରୀ ସଂକ୍ରମଣ ନେଇ ଆତଙ୍କ ଦେଖାଦେଇଛି। ଏପରିସ୍ଥଳେ ବ୍ରିଟେନ୍ର ବରିଷ୍ଠ ବୈଜ୍ଞାନିକ ପାଟ୍ରିକ୍ ଓ୍ବାଲେସ୍ଙ୍କ ମନ୍ତବ୍ୟ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି। ପାଟ୍ରିକ୍ କହିଛନ୍ତି ଯେ, ପ୍ରତିଷେଧକ ଟିକା ନେଲେ ବି କରୋନା...
ଭାରତରେ ଆତଙ୍କବାଦୀ ଆକ୍ରମଣ ପାଇଁ ହାଫିଜ୍ ସଇଦ୍-ସଲାଉଦିନ୍ଙ୍କୁ ବାଜଓ୍ବାଙ୍କ ଗୁପ୍ତ ନିର୍ଦ୍ଦେଶ
ଇସଲାମାବାଦ୍, ୨୦।୧୦: ଭାରତରେ ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣ ଲାଗି ପାକିସ୍ତାନ ସୈନ୍ୟ ବାହିନୀ ମୁଖ୍ୟ କ୍ୱମର ଜାଭେଦ୍ ବାଜଓ୍ବା ଲଶ୍ମର-ଇ-ତୋଏବା ମୁଖ୍ୟ ହାଫିଜ୍ ସଇଦ୍ ଏବଂ ହିଜିବୁଲ ମୁଜାହିଦ୍ଦିନ୍ ପ୍ରମୁଖ ସଲାଉଦିନ୍ଙ୍କୁ ଗୁପ୍ତ ନିର୍ଦ୍ଦେଶ ଦେଇଛନ୍ତି। ଏଥିରେ ପାକିସ୍ତାନ...
ସ୍କର୍ଟ, ହାଇ ହିଲ୍ ପିନ୍ଧି ଅଫିସ ଯାଆନ୍ତି ଏହି ବ୍ୟକ୍ତି: କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ
ଜଣେ ବ୍ୟକ୍ତିର ପୋଷାକରୁ ତାର ବ୍ୟକ୍ତିତ୍ୱ ବିଷୟରେ ଜଣାପଡ଼ିଥାଏ। ପ୍ୟାଣ୍ଟ-ସର୍ଟ ପିନ୍ଧୁଥିଲେ ପୁରୁଷ ଏବଂ ସାଲଓ୍ବାର, ସାଢ଼ୀ, ଜିନ୍ସ-ଟପ୍ସ କିମ୍ବା ସ୍କର୍ଟ ପିନ୍ଧୁଥିଲେ ମହିଳା ବୋଲି ଜଣାଯାଏ। ହେଲେ ଜର୍ମାନର ୬୧ ବର୍ଷୀୟ ବୃଦ୍ଧ ମାର୍କ ବ୍ରାୟନଙ୍କ ପୋଷାକକୁ ଦେଖିଲେ...
ପୋଲିସ ନିଷ୍ଠୁରତା ବିରୋଧରେ ମହିଳାଙ୍କ ବିକ୍ଷୋଭ
ଲାଗୋସ୍, ୨୦ା୧୦: ନାଇଜେରିଆର ଲାଗୋସ୍ଠାରେ ପୋଲିସ ନିଷ୍ଠୁରତା ବିରୋଧରେ ମହିଳାମାନେ ରାଜରାସ୍ତାକୁ ଓହ୍ଲାଇ ବିକ୍ଷୋଭ କରିଛନ୍ତି। ସହସ୍ରାଧିକ ମହିଳା ଦେଶର ବିଭିନ୍ନ ସହରରେ ଏଭଳି ବିକ୍ଷୋଭ ଲାଗି ସଙ୍ଗଠିତ ହୋଇଛନ୍ତି। ଅକ୍ଟୋବର ୮ରୁ ସେମାନେ ଫେଡେରାଲ ସ୍ପେଶାଲ ଆଣ୍ଟି ରବ୍ରି...
ଥରିଲା ଆମେରିକା: ୭.୫ ତୀବ୍ରତାର ଭୂକମ୍ପ ସହ ଆସିଲା ସୁନାମୀ
ଆଲାସ୍କା,୨୦ ।୧: ଆମେରିକାର ଆଲାସ୍କାରେ ସୋମବାର ଏକ ବଡ ଧରଣର ଭୂକମ୍ପ ଅନୁଭୁତ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ରହିଥିଲା ୭.୫ । ଫଳରେ ସେଠାକାର ଘରଦ୍ୱାରା ଦୋହଲି ଯିବା ସହ ପାଣିପାଗ ବିଭାଗ ପକ୍ଷରୁ ସୁନାମୀ...
ହୋଟେଲ କବାଟ ଭାଙ୍ଗି ନୱାଜ ସରିଫଙ୍କ ଜ୍ୱାଇଁଙ୍କୁ ଗିରଫ କଲା ପୋଲିସ
ଇସଲାମାବାଦ,୧୯।୧୦: ପାକିସ୍ତାନ ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫଙ୍କ ଜ୍ୱାଇଁ ସଫଦର ଏୱାନଙ୍କୁ ପୋଲିସ ଗିରଫ କରିଛି। ସେମାନେ ରହୁଥିବା ହୋଟେଲର କବାଟ ଭାଙ୍ଗି ପୋଲିସ ସଫଦରଙ୍କୁ ଗିରଫ କରିଥିବା ସରିଫଙ୍କ ଝିଅ ମରିୟମ କହିଛନ୍ତି। ସଫଦର ପିଏମଏଲ-ଏନର ଜଣେ ନେତା।...
ଦୁରାରୋଗ୍ୟରେ ପୀଡିତ ପିଲାଙ୍କୁ ଦିଆଯିବ ମୃତ୍ୟୁଦଣ୍ଡ: ଡଚ୍ ସରକାର ଦେଲେ ଅନୁମତି
ନେଦରଲାଣ୍ଡରେ କିଛି ପିଲା ଏବେ ଏକ ଅଜଣା ରୋଗ ବା ଦୁରାରୋଗ୍ୟରେ ଆକ୍ରାନ୍ତ ହୋଇଛନ୍ତି। ଯାହାର ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ଚିକିତ୍ସା ବାହାରିପାରି ନାହିଁ। ଉକ୍ତ ଶିଶୁଙ୍କ ପରିବାର ଲୋକେ ସେମାନଙ୍କ କଷ୍ଟ ସହିପାରୁ ନାହାନ୍ତି କି ଦେଖି ମଧ୍ୟ...
ସୋସିଆଲ ମିଡିଆରେ ଏମିତି ଦୁଃଖଭରା ବାର୍ତ୍ତା ଲେଖିଲେ ଏହି ବ୍ୟକ୍ତି, ସହାୟତା ପାଇଁ ଆଗେଇ ଆସିଲେ ଲକ୍ଷାଧିକ ଲୋକ
କରୋନା ଭୂତାଣୁ ଯୋଗୁ ସାରା ବିଶ୍ୱରେ ଲକ୍ଷ ଲକ୍ଷ ଲୋକ ରୋଜଗାର ହରାଇଛନ୍ତି। ଅନେକ ଲୋକ ଦୀର୍ଘମାସ ଧରି ବେକାର ଅଛନ୍ତି ଏବଂ ନୂତନ ଚାକିରିର ସୁଯୋଗ ମଧ୍ୟ ହ୍ରାସ ପାଇଛି। ଏପରି ଜଣେ ବେକାର ବ୍ୟକ୍ତି ଟୁଇଟରରେ କିଛି...
ଦେଶ ଛାଡିଲେ ପାକିସ୍ତାନର ସବୁଠାରୁ ବଡ ଟିକ୍ଟକ୍ ଷ୍ଟାର
ଇସ୍ଲାମାମବାଦ,୧୯ ।୧୦: ଚାଇନିଜ ଆପ୍ ଟିକ୍ଟକ୍କୁ ବ୍ୟାନ କରାଯିବା ପରେ ପାକିସ୍ତାନର ସବୁଠାରୁ ବଡ ଟିକ୍ଟକ୍ ଷ୍ଟାର କୁହାଯାଉଥିବା ଜନ୍ନତ ମିର୍ଜା ଦେଶ ଛାଡି ଦେଇଛନ୍ତି । କେବଳ ସେତିକି ନୁହେଁ ସେ ଯିବାବେଳେ ପାକିସ୍ତାନ ଲୋକଙ୍କର ଖୁବ୍ ନିନ୍ଦା...
ଡିସେମ୍ବରରେ ମୋଦି-ହାସିନା ଭର୍ଚୁଆଲ୍ ବୈଠକ
ନୂଆଦିଲ୍ଲୀ/ଢାକା, ୧୯।୧୦: ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ବାଂଳାଦେଶ ପ୍ରତିପକ୍ଷ ଶେଖ୍ ହାସିନାଙ୍କ ମଧ୍ୟରେ ଡିସେମ୍ବରରେ ଭର୍ଚୁଆଲ୍ ବୈଠକ ଅନୁଷ୍ଠିତ ହେବ। ଏହା ଡିସେମ୍ବର ୧୬ ଅବା ୧୭ରେ ହେବାର ସମ୍ଭାବନା ରହିଛି। ଏସମ୍ପର୍କରେ ବାଂଲାଦେଶ ବହିର୍ବ୍ୟାପାର ମନ୍ତ୍ରୀ...
ଇମ୍ରାନ୍ଙ୍କ ସମସ୍ୟା ବଢ଼ିଲା: କ୍ଷମତାଚ୍ୟୁତ ପାଇଁ ବିରୋଧୀ ଏକଜୁଟ
ଇସଲାମାବାଦ୍, ୧୯।୧୦: ପାକିସ୍ତାନରେ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାଁଙ୍କ ସରକାର ଲାଗି ସମସ୍ୟା ବଢ଼ିବାରେ ଲାଗିଛି। ଇମ୍ରାନ୍ଙ୍କୁ କ୍ଷମତାଚ୍ୟୁତ କରିବା ପାଇଁ ବିରୋଧୀ ଦଳଗୁଡ଼ିକ ଏକଜୁଟ ହେବାରେ ଲାଗିଛନ୍ତି। ଦେଶରେ ବିଭିନ୍ନ ସ୍ଥାନରେ ପ୍ରଦର୍ଶନ ଜାରି ରହିଛି। ବିରୋଧୀଙ୍କ ପ୍ରଦର୍ଶନରେ ବ୍ୟତିବ୍ୟସ୍ତ...
Archives


